ଜଗତସିଂହପୁର : ଜଗତସିଂହପୁର ଜିଲା କନ୍ଦରପୁର-ମାଛଗାଁ ରାସ୍ତାର ହାଜିପୁର ପାଖରେ ଶୁକ୍ରବାର ଏକ ବସ୍ ଓଲଟି ପଡ଼ିବାଦ୍ବାରା ଜଣେ ଗୁରୁତର ହୋଇଥିଲାବେଳେ ୨୦ଜଣରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। କଟକରୁ ଜଗତସିଂହପୁର ଯିବା ବାଟରେ ଅଭିରାମ ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଫଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ।
Popular Categories



