ଭୁବନେଶ୍ବର : ମଞ୍ଚେଶ୍ବର ଥାନା ପାଣ୍ଡରା ଅୟ୍ଚଳରେ ଶୁକ୍ରବାର ପାଣି ଟାଙ୍କିରେ କାମକଲାବେଳେ ଫଲ୍ସ ଭୁଶୁଡ଼ି ପଡିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ତିନି ଜଣ ଶ୍ରମିକ ପାଣି ଟାଙ୍କିରୁ ଫଲ୍ସ କାଢିଲାବେଳେ ଅଣ ନିଃଶ୍ବାସୀ ହୋଇପଡିଥିଲେ ଫଳରେ ଘଟଣା ସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ତିନି ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।
Popular Categories



