www.samajalive.in
Tuesday, December 9, 2025
17.1 C
Bhubaneswar

ପାକିସ୍ତାନର କ୍ୱେଟାରେ ବିସ୍ପୋରଣ; ୫ ମୃତ

କ୍ୱେଟା : ପାକିସ୍ତାନର କ୍ୱେଟା ସହରସ୍ଥିତ ପୁଲିସ ଥାନା ନିକଟରେ ମଙ୍ଗଳବାର ରାତିରେ ଏକ ବୋମା ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ୍‍ କର୍ମୀ ଅଛନ୍ତି।
ସୂଚନା ଅନୁସାରେ କ୍ୱେଟାର ଜନଗହଳି ପୂର୍ଣ୍ଣ ବଜାର ନିକଟରେ ଥିବା ପୁଲିସ୍‍ ଥାନା ପରିସର ବାହାରେ ରଖାଯାଇଥିବା ପୁଲିସ୍‍ ଭ୍ୟାନକୁ ଟାର୍ଗେଟ କରାଯାଇଥିଲା। ପୁଲିସ୍‍ ଭ୍ୟାନରେ ଆସି ଏକ ବିସ୍ଫୋରକ ଭର୍ତ୍ତି ବାଇକ ପିଟି ହୋଇଥିଲା ଓ ବିସ୍ଫୋରଣ ଘଟିଥିଲା ବୋଲି କ୍ୱେଟା ପୁଲିସ୍‍ ମୁଖ୍ୟ ପ୍ରକାଶ କରିଛନ୍ତି। ସେହପରି ସପ୍ତାହେ ତଳେ କ୍ୱେଟାରେ ଏକ ଅନୁରୂପ ବିସ୍ଫୋରଣ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୧୬ ଜଣ ଆହତ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories