ଜାମଚୁଆଁ ଗାଁରେ ଅଘଟଣ, ବଜ୍ରାଘାତରେ ୧୧ ଗୋରୁଙ୍କ ମୃତ୍ୟୁ

ଲାଞ୍ଜିଗଡ଼: ଆଜି ଅପରାହ୍ନରେ ଲାଞ୍ଜିଗଡ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ଝଡତୋଫାନ ହୋଇଥିଲା । ଏହାସହ ପ୍ରବଳ ବିଜୁଳି ଓ ଘଡଘଡି ମାରିବାରୁ ବଜ୍ରାଘାତରେ ଲାଞ୍ଜିଗଡ ଗ୍ରାମପଞ୍ଚାୟତ ଜାମଚୁଆଁ ଗାଁରେ ୧୧ଟି ଗୋରୁଙ୍କ ମୃତ୍ୟୁ…
Read More...

ଏଟିଏମରୁ ଟଙ୍କା ଚୋରୀ ଘଟଣା, ଅଭିଯୁକ୍ତ ଗିରଫ

ଗୁଣପୁର: ବିକ୍ରମପୁର ସ୍ଥିତ ଏସବିଆଇ ଏଟିଏମରୁ ଗତ ୧୨ ତାରିଖରେ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ସିସି ଟିଭିର ଫୁଟେଜକୁ ଆଧାର କରି ଜଣଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ…
Read More...

ପେଣକାମ ଅଞ୍ଚଳରୁ ପିଡିଏସ ଚାଉଳ ଜବତ, ଦୁଇ ଗିରଫ

ଗୁଣପୁର: ରାମନାଗୁଡା ବ୍ଲକ ଅଧିନ ପେଣକାମ ଗାଁରେ ଚଢାଉ କରି ପିଡିଏସ ଚାଉଲ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଉନା.ନିତ୍ୟାନନ୍ଦ ଏବଂ ରଘୁମଣି ରତ୍ନାଲୁ। ସେମାନଙ୍କ ନିକଟରୁ ୬୦…
Read More...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଚାଳକ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପ ର ମଙ୍ଗଳପୁର ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଡ୍ରାଇଭର…
Read More...

କନ୍ଧମାଳ ସାଇନ୍ସ ପାର୍କରେ ପାଳିତ ହେଲା ରଜପର୍ବ

ଫୁଲବାଣୀ:ଓଡିଶାର ପରମ୍ପରାର ଅନ୍ୟ ଏକ ଉତ୍ସବ ରଜ ପର୍ବ। ଯାହା ସାରା ଓଡିଶାରେ ଦୀର୍ଘ ଦୁଇ ବର୍ଷର କରୋନା ମହାମାରୀ ସହିତ ଯୁଦ୍ଧ ପରେ ଏ ବର୍ଷ ଧୁମଧାମରେ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ଝଲକ…
Read More...

ଚୌଦ୍ୱାରରେ ଧୂମଧାମରେ ରଜପର୍ବ ପାଳିତ

ଚୌଦ୍ୱାର : ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜପର୍ବ ଚୌଦ୍ୱାର ଅଞ୍ଚଳରେ ଧୂମଧାମରେ ପାଳନ କରାଯାଉଛି ।କରୋନା ମହାମାରୀ ପାଇଁ ବିଗତ ୨ବର୍ଷଧରି ରଜ ମଉଜ ଫିକା ପଡ଼ି ଯାଇଥିଲା । ଚଳିତ ବର୍ଷ ଲୋକେ ଆନନ୍ଦ ଉଳ୍ଲାସରେ ଏହାକୁ…
Read More...

ବଜ୍ରପାତରେ ବୃଦ୍ଧା ଗୁରୁତର

କଲମପୁର:କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କେରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେଲରପା ଗ୍ରାମରେ ବଜ୍ରପାତ ଯୋଗୁଁ ଗ୍ରାମର ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ରାୟଗଡା ଜିଲା କାଶୀପୁର…
Read More...

ନଟରାଜ କଳା ମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ

ଫୁଲବାଣୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଫୁଲବାଣୀର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିର ପକ୍ଷରୁ ନାଟମଣ୍ଡପ ଠାରେ ଓଡ଼ିଶୀ, ଭଜନ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ…
Read More...

ପଞ୍ଜୁରୀ ଭିତରେ ଶୁଆକୁ ଗିଳିଦେଲା ନାଗ ସାପ

ରେଙ୍ଗାଲିକ୍ୟାମ୍ପ: ପଞ୍ଜୁରୀ ଭିତରେ ଥିବା ଏକ ଶୁଆକୁ ଗିଳି ଦେଇ ଏକ ବିରାଟ ନାଗ ସାପ ପଞ୍ଜୁରୀ ଭିତରୁ ବାହାରି ପାରି ନଥିଲା। ପଞ୍ଜୁରୀ ଭିତରେ ଏହି ବିରାଟ ନାଗ ସାପକୁ ଦେଖି ଭୟଭୀତ ହୋଇ ଯାଇଥିଲେ ବିଦ୍ୟୁତ୍ ବିଭାଗର…
Read More...

ଗାଇଲେ ରଜ ଗୀତ, ଖେଳିଲେ ଦୋଳି

ମୋହନା: ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି କୁଆଁରୀ ଝିଅ ମାନଙ୍କ ଗଣପର୍ବ ରଜ। ମୋହନା ବ୍ଲକର ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ ପାଳନ କରୁଛନ୍ତି ରଜ ପର୍ବ। ନୂଆ…
Read More...

ପାପଡାହାଣ୍ଡି ଅଞ୍ଚଳରେ ଧୂମଧାମରେ ପାଳନ ହେଲା ରଜ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସେମଲା ଗ୍ରାମ ଠାରେ ପହିଲି ରଜ ପାଳିତ ହୋଇଯାଇଛି ।ଉକ୍ତ କାର୍ୟ୍ୟକ୍ରମ ସେମଲା ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମ କୁ ସ୍ଥାନୀୟ…
Read More...

ହୃଦଘାତ ଏବଂ କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ ନିୟମିତ ରକ୍ତ ଦାନ

ଭୁବନେଶ୍ୱର: ନିୟମିତ ରକ୍ତଦାନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ହୃଦୟ ସବୁବେଳେ ସୁସ୍ଥ ଓ ସତେଜ ରହିଥାଏ। ରକ୍ତଦାନ ଫଳରେ ହୃଦଘାତ ଏବଂ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ରକ୍ତଦାନର ସବୁଠାରୁ…
Read More...

ସାହିତ୍ୟ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାରେ ଫକୀର ମୋହନଙ୍କ ଭୂମିକା ଉଲ୍ଲେଖନୀୟ

ଭୁବନେଶ୍ୱର: ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୪ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ବାଣୀବିହାରଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଫେଇ…
Read More...

ଓଡ଼ିଶାରେ ବଢୁଥିବା ହାତୀ ମୃତ୍ୟୁ ଚିନ୍ତାଜନକ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ବଢୁଥିବା ହାତୀ ମୃତ୍ୟୁ ଘଟଣା ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଚିନ୍ତାଜନକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ଯେ ଓଡ଼ିଶାର…
Read More...

ମା ରୁଦ୍ରକାଳୀଙ୍କ କାମନା ମନ୍ଦିର ଶୁଭଖୁଣ୍ଟି ସ୍ଥାପନ , ଭୂମି ପୂଜନ

ଫୁଲବାଣୀ: କନ୍ଧମାଳ ଜିଲା ଡିମିରିଗୁଡ଼ା ଗ୍ରାମ ସ୍ଥିତ ମା ରୁଦ୍ରକାଳୀ ମନ୍ଦିର ନିକଟରେ କାମନା ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ଓ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ଜ୍ୟୋତି ନନ୍ଦ,…
Read More...

ତୃତୀୟ ଟି-ଟ୍ବେଣ୍ଟି ଜିତିଲା ଭାରତ: ହର୍ଷଲ ପଟେଲ ୪ଟି ଓ ଯୁଜବେନ୍ଦ୍ର ଚହଲ ୩ଟି ୱିକେଟ

ବିଶାଖାପାଟଣା :ତୃତୀୟ ଟି-ଟ୍ବେଣ୍ଟିକୁ ୪୮ରନରେ ଜିତିଲା ଭାରତ। ଦକ୍ଷିଣ ଆଫ୍ରିକାକୁ ୧୮୦ରନ୍‌ର ଟାର୍ଗେଟ ଦେଇଥିଲା ଭାରତ। ୧୯.୧ ଓଭରରେ ଦକ୍ଷିଣ ଆଫ୍ରିକା ୧୩୧ ରନ୍‌ରେ ଅଲଆଉଟ। ବିଶାଖାପାଟଣାର ଡ.ଓ୍ବାଇ.ଏସ.ରାଜଶେଖର…
Read More...

ନାବାଳିକାଙ୍କୁ ଅପହରଣ ଅଭିଯୋଗ, କେରଳରୁ ଉଦ୍ଧାର କଲା ପୁଲିସ

ଲାଞ୍ଜିଗଡ଼: ଜଣେ ନାବାଳିକାଙ୍କୁ ଅପହରଣ କରି ବାହାର ରାଜ୍ୟକୁ ନେଇ ରଖିଥିବାବେଳେ ସେଠାରୁ ପୁଲିସ ଉଭୟ ପୀଡିତା ଓ ଅଭିଯୁକ୍ତଙ୍କୁ ଉଦ୍ଧାର କରିବା ସହିତ କୋର୍ଟଚାଲାଣ କରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।…
Read More...

ବଜ୍ରପାତରେ ଗାଈ ଚରାଳିର ମୃତ୍ୟୁ

ବଡ଼ମ୍ବା: ଏହି ବ୍ଲକ ଅନ୍ତର୍ଗତ ଶଂଖାମେରୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଜଣେ ଗାଈ ଚରାଳିଙ୍କର ବଜ୍ରପାତରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ଶଂଖାମେରୀ ଗ୍ରାମର କାର୍ତ୍ତିକ ବେହେରାଙ୍କ ପୁଅ କୈଳାଶ ବେହେରା(୫୭)ା…
Read More...

ସ୍ବାମୀ ଦାଦନ ଖଟିବାକୁ ଯିବା ପରେ ପତ୍ନୀ ନିଖୋଜ

ଲାଞ୍ଜିଗଡ଼: ପତି ପତ୍ନୀ ହୋଇ ଦୁହେଁ ରହୁଥିଲେ ଖୁସିରେ। ନିଜର ବୋଲି ଘର ଖଣ୍ଡିଏ ନଥିବାରୁ ପତ୍ନୀ ତାଙ୍କୁ ବାହାର ରାଜ୍ୟକୁ ଯାଇ କାମ କରି ଦୁଇପଇସା ଅଧିକ ରୋଜଗାର ପାଇଁ ମନାଇଥିଲେ।ପତ୍ନୀଙ୍କ ସହିତ ପରାମର୍ଶ ପରେ ଦାଦନ…
Read More...

କେଶଦୁରାପାଳ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

କେଶଦୁରାପାଳ: କେନ୍ଦୁଝର ଜିଲା ଘସିପୁରା ବ୍ଳକ କେଶଦୁରାପାଳ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ରହିଛି। କାଳ ବୈଶାଖୀର ତାଣ୍ଡବରେ କେଶଦୁରାପାଳ, ବାଲିପାଳ, ମଙ୍ଗଳପୁର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ଓ…
Read More...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

କେଶଦୁରାପାଳ : କେନ୍ଦୁଝର ଜିଲା ସୀମାନ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଗଡିଆ ଗ୍ରାମରେ ଆଜି ବଜ୍ରଘାତରେ ଜଣେ ବାଳକ ମୃତ ହୋଇଥିବା ଜଣାପଡିଛି । ଗାଁ ପାଖ ସ୍କୁଲ ନିକଟରେ ଖେଳୁଥିବା ସମୟରେ ବଜ୍ରଘାତରେ ଗ୍ରାମର ବୁଧୁରାମ…
Read More...

ଜନସାଧାରଣଙ୍କ ସହ ମିତ୍ରତା ଭାବନା ରଖିବାରେ ବିଶ୍ୱାସ ରଖିଥାଏ ପୁଲିସ

କଲମପୁର:କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧିନ କର୍ଲାପାଟ ଗ୍ରାମ ପଞ୍ଚାୟତର ପୁରୁଣାଗୁମା ଠାରେ ପୁଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ…
Read More...

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ମଙ୍ଗଳବାର ଦିନ…
Read More...

ଟ୍ରକ ଧକ୍କାରେ ୬ ମଇଁଷି ମୃତ: ୭ଘଣ୍ଟା ଧରି ପାରଳାଖେମୁଣ୍ଡି- ମୋହନା- ବ୍ରହ୍ମପୁର ଜାତୀୟ ରାଜପଥକୁ ଅବରୋଧ

ମୋହନା: ଗଜପତି ଜିଲା ରା.ଉଦୟଗିରି ସବ୍ ଜେଲ୍ ନିକଟରେ ଟ୍ରକ୍ ଦୂର୍ଘଟଣାରେ ୬ ଟି ମଇଁଷିର ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷିର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବ୍ରହ୍ମପୁରରୁ ଗୋଟିଏ ଟ୍ରକ୍ ଟିଣ ବୋଝେଇ କରି…
Read More...

‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ ସ୍ୱାଗତଯୋଗ୍ୟ ପଦକ୍ଷେପ: ସମୀର ମହାନ୍ତି

ଭୁବନେଶ୍ୱର: ଦେଶର ରକ୍ଷା କ୍ଷେତ୍ରକୁ ସୁଦୃଢ କରିବା, ଦେଶର ଯୁବକମାନଙ୍କୁ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ଏକତା ମନୋଭାବ ସହିତ ନିଯୁକ୍ତି ପ୍ରଦାନ କରିବାରେ ମୋଦି ସରକାରଙ୍କ ଦ୍ୱାରା ଆଜି ହୋଇଥିବା ‘ମିଶନ୍ ଅଗ୍ନିପଥ…
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳକଣ୍ଠ ମିଶ୍ରଙ୍କ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବୋଲଗଡ଼ର ଗାନ୍ଧୀ ଭାବରେ ପରିଚିତ ନୀଳକଣ୍ଠ ମିଶ୍ରଙ୍କ ୧୭ତମ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶା ସ୍କାଉଟ୍ ଓ ଗାଇଡ୍…
Read More...

ସାରଙ୍ଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତିବନ୍ଧୁ ପୁରସ୍କାର

ଫୁଲବାଣୀ : ବନ ବିଭାଗ ତରଫରୁ ଚଳିତ ବର୍ଷର ପ୍ରକୃତିବନ୍ଧୁ ପୁରସ୍କାର କନ୍ଧମାଳ ଜିଲା କ.ନୁଆଗାଁ ବ୍ଳକ୍ ସାରଙ୍ଗଡର ସୁଧାରାଣୀ ଶତପଥିଙ୍କୁ ପ୍ରଦାନ କରାଯାଇଛି। ତାଙ୍କର ଉଦ୍ୟମରେ ସାରଙ୍ଗଡ ଅଞ୍ଚଳର ବିଭିନ୍ନ ସ୍ଥାନରେ…
Read More...

ଆବାସ ଯୋଜନା ଦୁର୍ନିତୀର ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ

ପିପିଲି:ପିପିଲି ବ୍ଲକରେ ଆବାସ ଯୋଜନା ସମେତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛି। ସ୍ଥାନୀୟ କଂଗ୍ରେସ ନେତା ତଥା…
Read More...

୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଶିଶୁଶ୍ରମ ବିରୋଧରେ ପଦଯାତ୍ରା

ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ଆଜି ସକାଳ ୮…
Read More...

ସାହାରପଡା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ, ବ୍ୟାପକ କ୍ଷୟକ୍ଷତି

ପାଟଣା: ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । କେନ୍ଦୁଝର ଜିଲା ସାହାରପଡା ଅଞ୍ଚଳରେ ଦୀର୍ଘ ଦିନ ଧରି ଅନାବୃଷ୍ଟି ଲାଗି ରହିଥିବା ବେଳେ ଅପରାହ୍ନରେ କାଳ ବୈଶାଖୀ ଯୋଗୁଁ ପବନ ଏବଂ…
Read More...

ଆଲୋଚନା ମାଧ୍ୟମରେ ହୋଇପାରିବ ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ

ଭୁବନେଶ୍ୱର: ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘ ତରଫରୁ ନୂତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସଂଘର ସଭାପତି ଡ.ମାନସ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ସ୍ୱାଗତ କରିଛନ୍ତି। ଏହି…
Read More...

ପ୍ରଫେସର ଅମରେଶ୍ୱର ମିଶ୍ରଙ୍କ ପରଲୋକ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୋକସଭା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ଅମରେଶ୍ୱର ମିଶ୍ରଙ୍କ ପରଲୋକ ହୋଇଯାଇଛି। ତାଙ୍କର ବିୟୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଗଭୀର ଶୋକ…
Read More...

ଚାଷ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନ କୌଶଳ ବ୍ୟବହାର ଜରୁରୀ- ଜିଲାପାଳ

ନବରଙ୍ଗପୁର: ଚାଷୀ ହସିଲେ ଜିଲା ହସିବ , ତେଣୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ଦିଗରେ ଚାଷୀ ମାନେ ଆଗେଇ ଆସିବା ଦରକାର ବୋଲି ଜିଲାପାଳ କୋମଳ ଲୋଚନ ମିଶ୍ର ମତବ୍ୟକ୍ତ କରିଛନ୍ତି। ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ…
Read More...

ବୁଲା, ଅସହାୟ ଓ ପରିତ୍ୟକ୍ତ ପ୍ରାଣୀମାନଙ୍କୁ ସହାୟତା ଦେବାପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ…
Read More...

ଶ୍ରୀଲୋକନାଥ ଦେବଙ୍କ ପୀଠରେ ଶିବ ବିବାହ ଓ ବିଶ୍ୱଶାନ୍ତି ମହାଯଜ୍ଞ

ବାଙ୍କୀ: ସ୍ଥାନୀୟ ଡମପଡାଗଡ ସ୍ଥିତ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଶୀତଳ ଷଷ୍ଠୀ ଅବସରରେ ଶିବ ବିବାହ କାର୍ଯ୍ୟ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୪ ଦିନ ବ୍ୟାପୀ ପବିତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ…
Read More...

ଦୁଗ୍ଧ ଜାତୀୟ ଦ୍ରବ୍ୟର ଉତ୍ପାଦନ ଓ ବିକ୍ରୟ ପାଇଁ ଗୁରୁତ୍ୱ

ବାଙ୍କୀ: ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଶକ୍ତ ଓ ରୋଜଗାରକ୍ଷମ କରାଇ ପରିବାରର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ମିଶନ୍ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବହୁ ପ୍ରକାଶ ଯୋଜନା…
Read More...

ବିଶିଷ୍ଟ ସମାଜସେବୀ ନନ୍ଦ କୁମାର ମହାପାତ୍ର ପାଇବେ ‘ଗାନ୍ଧୀ ଗୌରବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ଦ୍ୱିତୀୟ ‘ଗାନ୍ଧୀ ଗୌରବ ସମ୍ମାନ’ ନନ୍ଦ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯିବ। ବିଶିଷ୍ଟ…
Read More...

ରଥଯାତ୍ର ଓ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ, ସ୍ନାନ ମଣ୍ଡପରେ ୩ ଘଣ୍ଟା ଦର୍ଶନ ସୁଯୋଗ

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା କମିଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରଥଯାତ୍ର ଓ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ; ବ୍ୟବସ୍ଥାବଳିରେ ମୋହର ଲାଗିଥିବାବେଳେ ହାତୀବେଶ ଦର୍ଶନ ନିମନ୍ତେ…
Read More...

ସମାଜର ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ନେଇ ଆଲୋଚନା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟିର ଦ୍ୱିତୀୟ ବୈଠକ ବରିଷ୍ଠ ବିଧାୟକ ଶ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ…
Read More...

କାଳବୈଶାଖିରେ ଉଡିଲା ଆଜବେଷ୍ଟ, ଅସହାୟ ଅବସ୍ଥାରେ ୧୦ଟି ପରିବାର

କଲମପୁର :କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳନାଗୀ ଗ୍ରାମରେ ରବିବାର କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। କାଳବୈଶାଖି ଯୋଗୁଁ ଗ୍ରାମର ଅନେକ ଘରର କ୍ଷୟକ୍ଷତି ଘଟିଛି। ଗ୍ରାମର ରମେଶ ଚନ୍ଦ୍ର ନାଏକ,…
Read More...

ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଶିଳ୍ପ ବିଭାଗ ପରିଦର୍ଶନ, ଅନ୍ୟ ବିଭାଗ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ, ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗ ପରିଦର୍ଶନରେ ଆସି ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସୌଜନ୍ୟମୂଳକ…
Read More...

ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନ ଓ ସଫଳତା ମଧ୍ୟରେ ସେତୁ ହୋଇଛି:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା…
Read More...

ସିଡାକ ଓ ନାବକନ୍ସ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର:  ଆଜି ପୂର୍ବାହ୍ନରେ ସିଡାକର ସଭାଗୃହରେ ନାବାର୍ଡ କନ୍‌ସଲଟାନ୍ସି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ନାବ୍‌କନ୍ସ) ସହିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌)ର ଏକ ଚୁକ୍ତିନାମା…
Read More...

ବାରହା ଶୀକାର: ୪ ଆନ୍ଧ୍ର ଶିକାରୀ ଗିରଫ, ଅଟୋ ଜବତ

ପାତ୍ରପୁର: ସାମନ୍ତିଆ ପଲ୍ଲୀ ରେଞ୍ଜ ତର୍ପଫରରୁ ଚଢଉ କରି ବାରହା ଶୀକାର କରି ନେଉଥିବାବେଳେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଆନ୍ଧ୍ର ପ୍ରଦେଶର ୪ଜଣ ବ୍ୟକ୍ତି ବଣସୋଲା ଖରଖରିଆ ନିକଟରୁ ବାରହା ଶୀକାର କରି ନେଉଥିବା…
Read More...

କେନ୍ଦ୍ରୀକଳା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ବଣାଇ: ଵଣାଇ ବ୍ଲକ୍ ଅନ୍ତର୍ଗତ କେନ୍ଦ୍ରୀକଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ସମୟରେ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ବିଗତ ପାଞ୍ଚ ବର୍ଷ ଧରି ପଞ୍ଚାୟତ ର…
Read More...

ପିପିଲି ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର, ୭୯ଟି ଜନ ଅଭିଯୋଗ ଉପରେ ଶୁଣାଣି

ପିପିଲି:ପିପିଲି ବ୍ଳକର ସମ୍ମିଳନୀ କକ୍ଷରେ ସୋମବାର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀର ଅତିରିକ୍ତ ଜିଲାପାଳ (ରାଜସ୍ୱ) ଦିଲିପ କୁମାର ମହାପାତ୍ର ଏହି ଶିବିରରେ ଯୋଗଦେଇ ମୋଟ୍‍ ୭୯ଟି ଜନ…
Read More...

ଅଟୋ-ତେଲଟ୍ୟାଙ୍କର ଧକ୍କା; ୩ ମୃତ ୪ ଗୁରୁତର

କୁଚିଣ୍ଡା: ଜାତୀୟ ରାଜପଥ ୪୯ ତବଲାକଟା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ତେଲ ଟ୍ୟାଙ୍କର ସହ ଅଟୋ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଗୁରୁତର ହୋଇଛନ୍ତି। ଡ୍ରାଇଭରଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇ ଥିବା…
Read More...

ବଣାଇ ଲହୁଣିପଡାରେ ଆମ୍ବୁଲାନ୍ସ-ଅଟୋ ମୁହାଁମୁହିଁ ଧକ୍କା: ୨ ମୃତ, ୮ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ୍‌ ଲହୁଣୀପଡ଼ା ଥାନାର ପୋଇଗା ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଟ ସାରି ଅଟୋରେ ଗାଁକୁ ଫେରୁଥିବାବେଳେ ବାଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେଲା। ଫଳରେ ୨…
Read More...

ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା

କାମାକ୍ଷାନଗର: ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା। ପ୍ରଶିକ୍ଷଣବେଳେ ଖସି ପଡ଼ିଲା ଟ୍ରେନିଂ ଏୟାରକ୍ରାଫ୍ଟ। ପ୍ରାୟ ୧୫ଫୁଟ ଉପରୁ ତଳକୁ ଖସିଲା, ଟ୍ରେନି ପାଇଲଟ ଗୁରୁତର। ଗୁରୁତର ଟ୍ରେନି ପାଇଲଟ କାମାକ୍ଷାନଗର…
Read More...

ଜ୍ଞାନମଣ୍ଡଳ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜ୍ଞାନମଣ୍ଡଳର ପ୍ରଣେତା ଗାନ୍ଧୀବାଦୀ ସ୍ୱର୍ଗତ ବିନୋଦ କାନୁନଗୋଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ…
Read More...

ହରଭଙ୍ଗାରେ ୩୧ ଅଭିଯୋଗର ଶୁଣାଣି କଲେ ଜିଲାପାଳ, ସମାଧାନ ପାଇଁ ନିର୍ଦେଶ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ସ୍ଥାନରୁ ୮୪ଟି ଅଭିଯୋଗ ମଧ୍ୟରୁ ୭୭ଟି…
Read More...

ଜମିଜମା ବିବାଦକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୯ ଗୁରୁତର

ମୋହନା : ଦିନକୁ ଦିନ ମୋହନା ବ୍ଲକରେ ଜମିଜମା ଓ ସରକାରୀ ଜାଗାକୁ ଜବରଦଖଲ କରିବାକୁ ନେଇ ବାଦ ବିବାଦ ଉପୁଜି ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିବାରେ ଲାଗିଛି। ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ଜମି ଚିହ୍ନଟ…
Read More...

ସମସ୍ତେ ବଞ୍ଚିବାପାଇଁ ପରିବେଶକୁ ସୁରକ୍ଷିତ ଓ ସୁସ୍ଥ ରଖିବାକୁ ହେବ

ନବରଙ୍ଗପୁର: ନବରଙ୍ଗପୁର ବନଖଣ୍ଡ ବିଭାଗ ପକ୍ଷରୁ ଚରକବନ ଠାରେ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇଥିଲେ। ପୂର୍ବ ପୁରୁଷମାନେ…
Read More...

ପ୍ରଶାନ୍ତ ମୁଦୁଲି ଶାସକ ଦଳ ମୁଖ୍ୟ ସଚେତକ

ଭୁବନେଶ୍ବର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ନୂଆ ଦାୟିତ୍ବ। ପ୍ରଶାନ୍ତ କୁମାର ମୁଦୁଲି ହେଲେ ସରକାରୀ ଦଳ ମୁଖ୍ୟ ସଚେତକ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।…
Read More...

ଖାତକୁ ଖସିଲା ବସ, ୨୨ ମୃତ

ଉତ୍ତରାଖଣ୍ଡ: ଉତ୍ତରକାଶୀ ଜିଲା ଦମତା ନିକଟରେ ବଡ଼ ଧରଣର ଦୁର୍ଘଟଣା। ମଧ୍ୟପ୍ରଦେଶର ୨୮ ତିର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଖାତକୁ ଖସିପଡ଼ିବାରୁ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଥିବା ସୂଚନା…
Read More...

ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ନେସ୍କୋକୁ ପ୍ରକୃତିମିତ୍ର ପୁରସ୍କାର

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସ୍କୋକୁ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପ୍ରକୃତି ସଂରକ୍ଷଣ ଓ…
Read More...

ଅମରେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଶ୍ରେଣୀଗୃହ ଅଭାବ,ବହୁ ସମସ୍ୟାରେ ଚାଲିଛି ପାଠପଢା

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ଅମରେନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ବହୁ ସମସ୍ୟାରେ ଚାଲିଛି ପାଠପଢା। ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଅଛନ୍ତି ୨୩୨…
Read More...

ପ୍ରକୃତିର ସୁରକ୍ଷା ଓ ଯତ୍ନ ପାଇଁ ସମସ୍ତଙ୍କୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ଆହ୍ବାନ

ବାଙ୍କୀ: ରବିବାର ସ୍ଥାନୀୟ ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ମହାବିଦ୍ୟାଳୟ ପରିସରରେ ଚାରା…
Read More...

ସବୁଜ ବାହିନୀ ଦ୍ବାରା ବିଶ୍ୱ ପରିବେଶ ଦିବସ ପାଳିତ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ ଢଁସର ଗ୍ରାମସ୍ଥିତ ସବୁଜ ବାହିନୀ ଯୁବ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ମହାପର୍ବତ ପାଦଦେଶରେ ଥିବା ପ୍ରକୃତି ପୂଜାରୀ ସ୍ୱର୍ଗତଃ ବ୍ରଜେନ୍ଦ୍ର ପ୍ରଧାନଙ୍କ…
Read More...

ଟ୍ରାଫିକ୍ ଛକରେ ରେଡ୍ ସିଗନାଲ ଦେବା ସମୟରେ ଗାଡ଼ି ଇଞ୍ଜିନ ବନ୍ଦ ରଖନ୍ତୁ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ‘ଏଚଡିଏଫସି’ ବ୍ୟାଙ୍କର ପରିବର୍ତ୍ତନ ଦ୍ୱାରା ଏକ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଏଜି ଛକ ଟ୍ରାଫିକ୍ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଥିମ୍ ରହିଥିଲା…
Read More...

ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର, ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣରେ ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ

ଭୁବନେଶ୍ୱର: ଆଜି ସମଗ୍ର ବିଶ୍ୱରେ ସମସ୍ତ ନେତୃମଣ୍ଡଳୀ, ବିଶେଷଜ୍ଞ ଏବଂ ପ୍ରତ୍ୟେକଙ୍କ ମତରେ ଆଜି ସମୟ ଆସିଛି ପୃଥିବୀର ସୁରକ୍ଷା ପାଇଁ ଏବଂ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରକୃତିର ସୁରକ୍ଷା…
Read More...

ପରିବେଶ ସ୍ୱଚ୍ଛ ସୁନ୍ଦର ଓ ସବୁଜ ରହିଲେ ଆମେ ସୁରକ୍ଷିତ ରହିବା

ନବରଙ୍ଗପୁର: ପରିବେଶ ସ୍ୱଚ୍ଛ ସୁନ୍ଦର ଓ ସବୁଜ ରହିଲେ ଆମେ ସୁରକ୍ଷିତ ରହିବା, ଏକ ସୁସ୍ଥ ସମାଜ ପାଇଁ ସୁନ୍ଦର ଓ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ଏଥିପ୍ରତି ଆମେ ଯତ୍ନବାନ ହେବା ସହ ନିଜ ପରିବେଶର ସୁରକ୍ଷା ପାଇଁ…
Read More...

ନବୀନ ନିବାସରେ ନୂଆ ମନ୍ତ୍ରୀ, ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନ ‘ନବୀନ ନିବାସ’କୁ ଯାଇଛନ୍ତି। ଏବେ ନବଗଠିତ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ନବୀନ ନିବାସରେ ଉପସ୍ଥିତ ରହିଛନ୍ତି।…
Read More...

ଧାମରାରେ ଦ୍ୱିବଦେୀ ଫାଉଣ୍ଡେସନ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ଧାମରା:ଧାମରାରେ ଦ୍ୱିବେଦୀ ଫାଉଣ୍ଡେସନ ତରଫରୁ ଅଗ୍ନିବିପନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଜି ଦ୍ୱିବେଦୀ ଫାଉଣ୍ଡେସନରର ପ୍ରତିଷ୍ଠାତା କୃଷ୍ନଚନ୍ଦ୍ର ଦ୍ୱିବେଦୀଙ୍କ ସହ ସଂପାଦକ ସୁବାଶୀଷ ଦ୍ୱିବେଦୀ, ଜ୍ଞାନରଞ୍ଜନ…
Read More...

ବିଶ୍ବ ପରିବେଶ ଦିବସ: ସୁସ୍ଥ ପରିବେଶ ଗଠନ କରିବାକୁ ଆହ୍ବାନ

କଣ୍ଟାବାଞ୍ଜି: ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ସଂଗଠନ, ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେହିପରି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ବିଶ୍ୱ ପରିବେଶ…
Read More...

ବିଶ୍ୱ ପରିବେଶ ଦିବସ: ବ୍ୟାପକ ଚାରା ରୋପଣ ପାଇଁ ସଚେତନତା ସୃଷ୍ଟି

ମୋହନା : ଗଜପତି ଜିଲା ରା.ଉଦୟଗିରି ସହରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ସାଥି ଓ ଆଶା କର୍ମୀମାନଙ୍କ ସହାୟତାରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶା ସାଥି ଓ ଆଶା କର୍ମୀମାନେ…
Read More...

ନୂଆ ମନ୍ତ୍ରୀମଣ୍ଡଳରେ ୧୩ଜଣଙ୍କୁ କ୍ୟାବିନେଟ ପାହ୍ୟା, ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ

ଭୁବନେଶ୍ୱର: ବିଜେଡି ସରକାରର ପଞ୍ଚମ ପାଳିର ୩ବର୍ଷ ପୂରଣ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ନବକଳେବର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜି ସମସ୍ତ ମନ୍ତ୍ରୀ…
Read More...

ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ରେଙ୍ଗାଲି: ସମ୍ବଲପୁର ଜିଲାର ଲଇଡା ଏବଂ ଠେଲକୋଲୋଇ ଠରେ ଆଜି ୩ ଟି ପୃୃଥକ୍ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ବେଳେ ୩ ଜଣ ଗୁରତର ଆହତ ହୋଇଛନ୍ତି। ଠେଲକୋଲୋଇ ଠାରେ ଘଟିଥିବା…
Read More...

ପିଚୁ ବାହାରି ଖାଲ ଢିପରେ ଭର୍ତ୍ତି ହୋଇଛି ରାସ୍ତା, ମରାମତି ପାଇଁ ଦାବି

ନବରଙ୍ଗପୁର :ନନ୍ଦାହାଣ୍ଡି ବ୍ଲକ ଓ ତହସିଲ ରହି ଥିଲେ ମଧ୍ୟ ଏହାର ସଦର ମହକୁମା ଡଙ୍ଗରଭେଜାରେ ରହିଛି। ପ୍ରକୃତ ନନ୍ଦାହାଣ୍ଡିରେ କେବଳ ଗ୍ରାମପଞ୍ଚାୟତ ରିହିଛି। ତେବେ ଏହି ନନ୍ଦାହାଣ୍ଡି ଗ୍ରାମ ଯିବାକୁ ହେଲେ ରାସ୍ତାର…
Read More...

କାଳବୈଶାଖି ପ୍ରଭାବରେ ଭାଙ୍ଗିଗଲା ତମ୍ବୁ: ପୁଲିସ ଏସଆଇ ଏବଂ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଦେବଗଡ଼:୫ଟି ଯୋଜନାରେ ରୂପାନ୍ତରିତ ଦେବଗଡ ଜିଲାର ହାଇସ୍କୁଲର ଗୁଡିକର ଉଦଘାଟନୀ ଉତ୍ସବ ଚାଲିଥିବା ବେଳେ କାଳବୈଶାଖି ମାଡ଼ି ଆସିଥିଲା। ଏହାର ପ୍ରଭାବରେ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ତମ୍ବୁ ଭାଙ୍ଗିପଡିଥିଲା। ଫଳରେ ୧୦ରୁ…
Read More...

ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ଧୁମ୍‍ଧାମରେ ସଂପନ୍ନ

ପିପିଲି:ପିପିଲି କୋର୍ଟଛକ ସ୍ଥିତ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ଶନିବାର ସଂନ୍ଧ୍ୟାରେ ଧୁମ୍‍ଧାମରେ ସଂପନ୍ନ ହୋଇଛି । ରବିବାର ସଂନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଶୀତଳଷଷ୍ଠୀ ଯାତ୍ରାରେ ନଗର…
Read More...

ଆତ୍ମବିଶ୍ବାସ ସହ ଆଗକୁ ବଢିବାକୁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ପିଲାମାନେ କହୁଛନ୍ତି ଯେ ସ୍କୁଲ ଆସିବାକୁ ଏବେ ଆମକୁ…
Read More...

ବାପାଙ୍କୁ ଫସାଇବା ସହଯୋଗରେ ପୁଅ ଓ ସହଯୋଗୀ ଗିରଫ

ଭୁବନେଶ୍ବର: ବ୍ୟବସାୟୀ ବାପାଙ୍କୁ ଫସାଇବା ଅଭିଯୋଗରେ ପୁଅ ଓ ସହଯୋଗୀ ଗିରଫ। ରାଜଧାନୀ ଉପକଣ୍ଠ ବାଲିଅନ୍ତାରୁ ପୁଅ ଓ ସହଯୋଗୀଙ୍କୁ ଗିରଫ କଲା ପୁଲିସ। ବାପାଙ୍କୁ ଗିରଫ କରାଇବାକୁ ଗାଡ଼ିରେ ବନ୍ଧୁକ ରଖି ଧରାଇ ଦେଇଥିଲା…
Read More...

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କ ସମେତ ୩ ଗୁରୁତର। କ୍ୟାପିଟାଲ ଥାନା କଳ୍ପନା ଛକ ନିକଟ ଫାଳିକିଆ ବସ୍ତିରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତାରୁ ଫାଳିକିଆ ବସ୍ତି ଓ ଗୌତମ ନଗର…
Read More...

ପ୍ରତିଯୋଗିତାରେ ସଫଳତା ପାଇଁ କଠିନ ଅଧ୍ୟବସାୟ ଜାରି ରଖିବା ଆବଶ୍ୟକ

କଣ୍ଟାବାଞ୍ଜି: ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ତୁରେକେଲା ସହଯୋଗିତାରେ ବ୍ଲକ ରେ ଥିବା ୧୧ଟି କ୍ଳଷ୍ଟର ରୁ ଜଣେ ଲେଖାଏ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କୁଇଜ…
Read More...

ଗଣତନ୍ତ୍ରର ସୁରକ୍ଷା ଜରୁରୀ : ପଦ୍ମଶ୍ରୀ ବାବା ବଳିଆ

ଗଞ୍ଜାମ: ଗଣତନ୍ତ୍ରର ସୁରକ୍ଷା ଜରୁରୀ। ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିବା ଉଚିତ ବୋଲି ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି। ଶନିବାର ଗଞ୍ଜାମ ସହରସ୍ଥିତ ସାମନ୍ତରାୟ ସାହି ଅନନ୍ତ ବଳିଆ ଭବନ ଠାରେ ଗଞ୍ଜାମ ସହର ନାଗରିକ…
Read More...

ଅବକାରୀ ବିଭାଗର ଚଢ଼ାଉ: ବିପୁଳ ପରିମାଣର ପୋଚ ନଷ୍ଟ, ଚୋରା ମଦ ସହ ୭ ଗିରଫ

ପାଟଣା: କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶକ୍ରମେ ଆଜି ଅବକାରୀ ଇନ୍ସପେକ୍ଟର ବେଣୁଧର ସାମଲଙ୍କ ନେତୃତ୍ବରେ ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୦୯ ଲିଟର…
Read More...

ବ୍ରଜରାଜନଗର ଉପନିର୍ବାଚନ: ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗରେ, ବିରୋଧୀ ପଛରେ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଦିନ ୧୨ଟା ସୁଦ୍ଧା ୧୦ଟି ରାଉଣ୍ଡ ଶେଷ ହୋଇଛି। ପ୍ରଥମ ରାଉଣ୍ଡରୁ ଦଶମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡ଼ି ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରି ବହୁ ଭୋଟ…
Read More...

ପୂର୍ବତନ ସରପଞ୍ଚ ଗ୍ରାମରୁ ବାସନ୍ଦ!

ଗଞ୍ଜାମ:ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡିକୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଏବଂ ଗାଁ ଛାଡି ଚାଲିଯିବା ପାଇଁ ଧମକ ଦିଆଯାଇଛି ବୋଲି ସେ ରମ୍ଭା ଥାନାରେ ଅଭିଯୋଗ…
Read More...

କାଞ୍ଚନ କର୍ପୋରେଟ ଆୱାର୍ଡ ପ୍ରଦାନ

ଭୁବନେଶ୍ବର: କାଞ୍ଚନ ଫାଉଣ୍ଡେସନ ତରଫରୁ ତୃତୟ କାଞ୍ଚନ କର୍ପୋରେଟ ଆୱାର୍ଡ଼ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା…
Read More...

ବ୍ରଜରାଜନଗର ଉପନିର୍ବାଚନ: ଚାଲିଛି ଗଣତି, ବିଜେଡ଼ି ଆଗୁଆ

ଭୁବନେଶ୍ବର:ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଟ୍ରେଣ୍ଡ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମରୁ ଷଷ୍ଠ ରାଉଣ୍ଡ ପର୍ଯ୍ୟନ୍ତ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ…
Read More...

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ୱର: ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ର‍୍ୟାଙ୍କିଂ ୨୦୨୨ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ପକ୍ଷରୁ…
Read More...

ପୋଷ୍ଟାଲ ବାଲାଟ ଫଳାଫଳ: ଆରମ୍ଭରୁ ବିଜେଡି ଆଗୁଆ, ବିଜେଡି ପ୍ରାର୍ଥୀ ଅଳକାଙ୍କୁ ମିଳିଛି ୪୭୩୩ ଭୋଟ

ଭୁବନେଶ୍ବର: ପୋଷ୍ଟାଲ ବାଲାଟ ଗଣତି ଶେଷ। ଖୋଲିଲା ଇଭିଏମ, ଆରମ୍ଭ ହେଲା ଗଣତି। ପ୍ରଥମ ପୋଷ୍ଟାଲ ଗଣତିରେ ବିଜେଡି ଆଗୁଆ। ବ୍ରଜରାଜନଗର ଉପନିର୍ବାଚନ ପୋଷ୍ଟାଲ ବାଲାଟ ଭୋଟ ଗଣତି ଫଳାଫଳ ତଥା ପ୍ରଥମ ରାଉଣ୍ଡ ଫଳାଫଳ ପ୍ରକାଶ…
Read More...

ନନ୍ଦକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ଟିକଟ କାଟିପାରିବେନି ଗାଇଡ

ନନ୍ଦନକାନନ: ଏଣିକି ଗାଇଡ (ପ୍ରଦର୍ଶକ)ମାନେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ଟିକଟ କାଟି ପାରିବେନାହିଁ। ଗୁରୁବାରଠାରୁ ଗାଇଡଙ୍କ ଟିକଟ କାଟିବା ଉପରେ ରୋକ ଲଗାଇଛନ୍ତି କର୍ତ୍ତୃପକ୍ଷ। ରାଜସ୍ୱ ବିଭାଗର ବନାଞ୍ଚଳ…
Read More...

କାଳବୈଶାଖୀ ଝଡବର୍ଷାରେ  ଶୀତଳପୁର ଗାଁରେ ୫୦ଫୁଟ ଧସିଲା ସାଳନ୍ଦୀ ନଦୀବନ୍ଧ

ଆରଡି: ଗୁରୁବାର ଆରଡ଼ି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଏହାଫଳରେ ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ଶୀତଳପୁର ଗାଁ ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ…
Read More...

ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ୧୫ଟି ଅଷ୍ଟ ଧାତୁ ମୂର୍ତ୍ତୀ ଚୋରି

ପିପିଲି: ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଲକ୍ଷ୍ମୀନୃସିଂହଙ୍କ ମନ୍ଦିର ରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରି ହୋଇଛି। ମନ୍ଦିର ବାହାରେ ୨ଜଣ ପୁଲିସ କର୍ମଚାରୀ ମନ୍ଦିରକୁ…
Read More...

ଆଜି ବ୍ରଜରାଜନଗର ପାଇବ ନୂଆ ବିଧାୟକ : ଆରମ୍ଭ ହେଲା ଭୋଟଗଣତି, କିଏ ମାରିବ ବାଜି?

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ। ସକାଳ ୮ରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହେବ। ଏହି ଫଳାଫଳରୁ ରାଜ୍ୟ ରାଜନୀତି ନେଇ ଆସିବ ବଡ଼…
Read More...

ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ, ଇଭିଏମରେ ସିଲ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର: ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ। ଇଭିଏମରେ ସିଲ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ହେବ। ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା…
Read More...

ମାଧପୁର ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଡକାୟତି

ହରଭଙ୍ଗା: ପୁଲିସକୁ ଖୋଲାଚ୍ୟାଲେଞ୍ଜ ଦେଇ ଲୁଟେରାଦଳ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଚଳେଇଥିବା ବେଳେ ପୁଲିସ ଲୁଟେରାମାନଙ୍କ ଟେରପାଉନାହିଁ। ଗତ ବୁଧୁବାର ରାତିରେ ପୁରୁଣାକଟକ…
Read More...

ଫେରିଲା ସ୍ବାଇନ ଫ୍ଲୁ, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ୨ ବର୍ଷ ବ୍ୟବଧାନରେ ରାଜ୍ୟକୁ ପୁଣି ଫେରିଲା ସ୍ବାଇନ ଫ୍ଲୁ। ରାଜଧାନୀରେ ୨ଜଣ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସ୍ବାଇନ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା…
Read More...

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ କ୍ଷତିଗ୍ରସ୍ତ ପୁରୁଣାପାଣି ଖଇରମାଳ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ: ବୌଦ୍ଧଜିଲାରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାଧାରଣଲୋକ ଏହାକୁ ସ୍ୱାଗତ କରିଛନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ରେଳ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହକି ପ୍ରଶିକ୍ଷଣ

ବୌଦ୍ଧ : ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳପଡିଆଠାରେ ତୃଣମୂଳସ୍ତରୀୟ ଦିନିକିଆ ହକି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି…
Read More...

‘ରିହାତି ଯୋଜନା ଓ ଓଡିଶାର ଭବିଷ୍ୟତ’ ଆଲୋଚନାଚକ୍ର

ଭୁବନେଶ୍ୱର: ଭାରତୀୟ ବିଦ୍ୟାଭବନ ଓ ମୁକ୍ତ ଚିନ୍ତନ ମଞ୍ଚର ମିଳିତ ଆନୁକୂଲ୍ୟରେ ‘ରିହାତି ଯୋଜନା ଓ ଓଡିଶାର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଆଜି ଭୁବନେଶ୍ୱର ଭାରତୀୟ ବିଦ୍ୟାଭବନ ସଭାଗୃହରେ ପ୍ରଖ୍ୟାତ ସାହିତ୍ୟିକ ତଥା…
Read More...

ଗ୍ରାହକଙ୍କୁ ପ୍ରଶିକ୍ଷଣ ସହ ମିଳିବ ସେବା

ଭୁବନେଶ୍ୱର : ପଟିଆ କିଟ୍ ଛକରେ ‘ବଙ୍ଗୱେଲ କ୍ଲିନିକ୍ ଆଣ୍ଡ୍ ସ୍ପା’ ଉଦଘାଟିତ ହୋଇଯାଇଛି। କାଦମ୍ବିନୀର ସଂପାଦିକା ଡ଼.ଇତି ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି ବିଙ୍ଗୱେଲ’ର ଏହି ନିଆରା ଶୈଳୀର…
Read More...

ଶ୍ରାଦ୍ଧ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାଣକୃଷ୍ଣ ପରିଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ…

ଭୁବନେଶ୍ୱର:ଜଗତସିଂହପୁର ଜିଲା ବାଲିକୁଦା ମାଟିର ବରପୁତ୍ର , ଅ।ନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଉଦ୍ଭିଦ ବିଜ୍ଞାନୀ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜାଙ୍କ ୪୪ ତମ ପୁଣ୍ୟତିଥି ଅବସରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ…
Read More...

ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ନେଇ ମାମଲା ରୁଜୁ କଲା ସିଂହଦ୍ବାରା ପୁଲିସ

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା ନେଇ ଏସଡିଜେଏମରେ ମାମଲା ପ୍ରସଙ୍ଗ। କୋର୍ଟଙ୍କ ନିର୍ଦେଶରେ ମାମଲା ରୁଜୁ କଲା ସିଂହଦ୍ବାରା ପୁଲିସ। ପୁରୀ ଜିଲାପାଳ ଓ ଟାଟା ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ…
Read More...

ସାରଳା ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ବର: ଓଡିଶା ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ। ଝଙ୍କଡବାସିନୀ ମା ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ।…
Read More...

ଆଶାକର୍ମୀଙ୍କ ତ୍ୟାଗ ଓ ନିଷ୍ଠା ଅବିସ୍ମରଣୀୟ ଓ ପ୍ରଶଂସନୀୟ

ଭୁବନେଶ୍ୱର: ଆଶାକର୍ମୀ ଜାତୀୟ ଫେଡ଼େରେସନ ପକ୍ଷରୁ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୁଇଦିିନିଆ ଜାତୀୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଦେଶର ୧୨ଗୋଟି ରାଜ୍ୟରୁ ପ୍ରତିନିଧିମାନେ…
Read More...

ଜନ ପ୍ରତିନିଧିଙ୍କ ଜନସେବା

ଖୋର୍ଦ୍ଧା : ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ନୟାପଲ୍ଲୀ ଗ୍ରାମରେ ମା’ ଭୂଆଷୁଣି ନାଳ ପୋତି ହୋଇଯାଇଥିଲା। ଏହାର ପୁନଃରୁଦ୍ଧାର କାର୍ଯ୍ୟ ନୂଆ ପ୍ରକଳ୍ପ ମାଧ୍ୟମରେ ଆରମ୍ଭ କରିଥିଲେ ଗ୍ରାମର…
Read More...

ହରଭଙ୍ଗା ମଣିପୁର ଆଦର୍ଶ ବିଦ୍ୟାଳୟର ୨୫ ଛାତ୍ରୀ ଅସୁସ୍ଥ: ୧୦ ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟରେ ଅଘଟଣ। ହରଭଙ୍ଗା ମଣିପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ। ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୫ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୧୦…
Read More...