ହଠାତ ଟ୍ରକର ଷ୍ଟାର୍ଟ ବନ୍ଦ ହୋଇଗଲା, ୨ଘଣ୍ଟା ଟ୍ରାଫିକ ଜାମ୍

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଚାନ୍ଦୁଆ ବଜାରର ମୁଖ୍ୟ ଟ୍ରାଫିକ ଛକ ଠାରେ ସୋମବାର ଅପରାହ୍ନରେ ଏକ ଟ୍ରକ ଫସି ରହିବା କାରଣରୁ ୨ଘଣ୍ଟା ଧରି ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହ ଗୁରୁତର ଟ୍ରାଫିକ୍‍ ସମସ୍ୟା…
Read More...

କାଳବୈଶାଖୀ ଉଜକ୍ଡ଼ିାଲା ଚାଷୀଙ୍କ ଚାଷ

ରେଙ୍ଗାଲକ୍ୟାମ୍ପ: ଅତାବିରା ଅଞ୍ଚଳରେ ଦିନବେଳା ୪୩ ଡିଗ୍ରୀ ତାପମାତ୍ରା ରେ ଗତକାଲି ଦ୍ୱିପହର ରେ ନିଆଁ ବର୍ଷକ୍ଷ ହୋଇ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ସନ୍ଧ୍ୟାରେ ହଠାତ୍ କାଳବୈଶାଖୀ ଆସି ଉଜାଡ଼ି ଦେଇଗଲା…
Read More...

ଜଳସଂରକ୍ଷଣରେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆକଳନ କମିଟିର ତୃତୀୟ ବୈଠକ ଆଜି ପୂର୍ବାହ୍ନରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇବର୍ଷ ମଧ୍ୟରେ ପୂର୍ତ୍ତ…
Read More...

ଆଦିବାସୀଙ୍କ ନୃତ୍ୟ ଓ ସଂଗୀତ ପରିବେଶ ସହିତ ଜଡ଼ିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜିତ ହେଉଛି । ଏହି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ…
Read More...

ଭବିଷ୍ୟତର ଷ୍ଟେନଲେସ୍‌ ଷ୍ଟିଲ୍‌ ବୃତ୍ତିଧାରୀଙ୍କୁ ତାଲିମ ଦେବା ନିମନ୍ତେ ଏସ୍‌ସିଟିଇଭିଟି ଏବଂ ଜେଏସ୍‌ଏଲ ମଧ୍ୟରେ…

ଭୁବନେଶ୍ୱର: ଷ୍ଟେନଲେସ୍‌ ଷ୍ଟିଲ୍‌ ଏବଂ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶାର ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇଭିଟି) ଆଜି ଜିନ୍ଦଲ…
Read More...

ଲୋକାର୍ପଣ ଅପେକ୍ଷାରେ ଧଳପୁର-ଆଠମ୍ଲିକ ମହାନଦୀ ସେତୁ

ହରଭଙ୍ଗା: ବୌଦ୍ଧ ଜିଲାର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ବହୁ ପ୍ରତିକ୍ଷୀତ ଧଳପୁର-ଆଠମଲ୍ଲିକ ଦ୍ୱିତୀୟ ବୃହତମ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ସେତୁର ଆଠମଲ୍ଲିକ ପାର୍ଶ୍ବ ଆପ୍ରୋଚ୍ ରାସ୍ତା…
Read More...

ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଦନ୍ତ ଚିକିତ୍ସା ବିଭାଗ

ପିପିଲି:ପିପିଲି ବ୍ଲକର ପ୍ରମୁଖ ସରକାରୀ ଚିକିତ୍ସାଳୟ ତଥା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଥମଥର ପାଇଁ ନୂତନ କରି ଦନ୍ତ ଚିକିତ୍ସା ବର୍ହିଃ ବିଭାଗ (ଓପିଡି)ଖୋଲିଛି। ସୋମବାର ଏହାକୁ ପିପିଲି…
Read More...

୧୩ କେଜି ୩୩୦ ଗ୍ରାମ ଓଜନର ବଜ୍ରକାପ୍ତା ଜବତ, ଜଣେ ଗିରଫ

ଭବାନୀପାଟଣା / ନର୍ଲା:କଳାହାଣ୍ଡି ଜିଲାର ନର୍ଲା ଫରେଷ୍ଟ ରେଞ୍ଜ ଅଧିନରୁ ବଜ୍ରକାପ୍ତା ଚୋରାଚାଲାଣ ବେଳେ ଜଣେ ଗିରଫ ଓ ଜୀବନ୍ତ ୧୩ କେଜି ୩୩୦ ଗ୍ରାମ ଓଜନର ବଜ୍ରକାପ୍ତା ଜବତ ହୋଇଛି। କଳାହାଣ୍ଡି ଜିଲାର କେସିଙ୍ଗା ଥାନା…
Read More...

ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥାରେ ଚାଲିଛି ପାଠପଢା

ରେଙ୍ଗାଲିକେମ୍ପ:ଅତାବିରା ବ୍ଲକ ଦେବାହାଲ ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ୧୯୮୫ ମସିହାରେ ଅବସ୍ଥାପିତ। ୫୩ ନମ୍ୱର ଜାତୀୟ ରାଜପଥକୁ ଲାଗି ରହିଛି ଏହି ବିଦ୍ୟାଳୟ। ହେଲେ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ…
Read More...

ରାସାୟନିକ ବିଷ କମ୍ ବ୍ୟବହାର ଜରୁରୀ

ନବରଙ୍ଗପୁର: କଟକ ମିଶନ ଶକ୍ତିହଲ୍ ଠାରେ ଜାତୀୟ ଧାନ ଗବେଷଣା ସଂସ୍ଥାନ, ପକ୍ଷରୁ କୃଷି ଓ ଉଦ୍ୟାନ କୃଷି ଫସଲରେ ହାନି କାରକ କୀଟ ପରିଚାଳନା ତାଲିମ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
Read More...

ଜୁନ ୫ରୁ ବାସଚ୍ୟୁତ ସୁରକ୍ଷା ସମିତିର ସମୁହ ଧାରଣା

ଦେବଗଡ଼:ଦେବଗଡ ପୌରାଞ୍ଚଳର ପ୍ରଧାନପାଟ ଠାରେ ଆଜି ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତିର ସ୍ଥାୟୀ ସଭାପତି ନେତ୍ରାନନ୍ଦ ସାମଲଙ୍କ…
Read More...

ବେଆଇନ କରତ କଳ ଉପରେ ଚଢ଼ାଉ, ୫୦ ସିପ୍ଟ ମୂଲ୍ୟବାନ କାଠ ଜବତ

ଧାମନଗର: ଭଦ୍ରକ ଜିଲା ଧାମନଗର ବ୍ଲକ ଧୁସୁରୀ ଥାନା ଅନ୍ତର୍ଗତ ନରସିଂହପୁର ଠାରେ ଥିବା ଏକ ବେଆଇନ କରତକଳ ଉପରେ ଆଜି ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି। ଜିଲା ଜଙ୍ଗଲ ବିଭାଗ ଅଧିକାରୀ ଅଧିର କୁମାର…
Read More...

ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କଲେ ଡିଏଫ୍ଓ

ବଲାଙ୍ଗିର/ପାଟଣାଗଡ:ବନ ବିଭାଗ ପକ୍ଷରୁ ଏକ ଜାଳେଣି କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିଲା। କିନ୍ତୁ ଟ୍ରାକ୍ଟରକୁ ଛାଡିବା ପାଇଁ ବନ ବିଭାଗର ବାବୁ ଓ କର୍ମଚାରୀ ଟଙ୍କା ମାଗିଥିଲେ। ବୁଝାମଣା ସୂତ୍ରରେ ଜାଳେଣି କାଠ ଓ…
Read More...

ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା,

ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଏବେ ପୁଣି ଚର୍ଚ୍ଚାକୁ ଆସିଛି। ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ…
Read More...

‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’

ଭୁବନେଶ୍ୱର: ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ…
Read More...

ହୀରାକୁଦର ଆବଦ୍ଧ ମାଛ ଚାଷ ଏକ ସଫଳ ମଡେଲ୍- ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍ ଏବଂ ଏହା ଖୁବ୍ ଶିଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ…
Read More...

ରାଜ୍ୟ ଓ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଦସ୍ୟଙ୍କ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର: ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ଓ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଦସ୍ୟଙ୍କ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହୋଇଛି। ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଭାପତି ଡ଼ା ଜଷ୍ଟିସ ଡିପି ଚୌଧୁରୀ,…
Read More...

ଟ୍ରକ ସହ ୩୦୦କେଜି ଗଞ୍ଜେଇ ଜବତ, ୨ ଗିରଫ

ପଦ୍ମପୁର: ପଦ୍ମପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇ ଶନିବାର ୩୨୬ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ସମୟରେ ୟୁପି ୮୨ଟି ୨୭୬୨ ନମ୍ବର ବିଶିଷ୍ଟ ଏକ ଟ୍ରକ ଦ୍ରୁତ ଗତିରେ ପଳାଇ ଯାଇଥିଲା। ପୁଲିସ ଏହି ଟ୍ରକକୁ ପିଛା…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଉଭୟ ଟେଷ୍ଟ ଓ ଟି-ଟ୍ବେଣ୍ଟି ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି।…
Read More...

କନ୍ଧମାଳ ଆରକ୍ଷୀ ଅଧ୍ୟକ୍ଷକଙ୍କ ନିକଟରେ ଆତ୍ମ ସମର୍ପଣ ମାଓ ଡିଭିଜନର ଏରିଆ କମିଟି ମେମ୍ବର ଅଶୋକ ପୁନେ

ଫୁଲବାଣୀ: ଆଜି ମାଓ ଡିଭିଜନର ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ଅଶୋକ କେକେବିଏନ ମାଓ ସଂଘଠନ ରେ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ।…
Read More...

ହତ୍ୟାକୁ ଦୁର୍ଘଟଣାର ରୁପ ଦେବାକୁ ଉଦ୍ୟମ: ୩ ଅଟକ, ମାମଲା ରୁଜୁ

ବଲାଙ୍ଗିର: ଆରଟିଓ ଛକ ନିକଟରେ ହିଟ ଆଣ୍ଡ ରନ ଘଟଣା। ସନ୍ଦେହ ଘେରକୁ ଆସିଥିବା ଚିତ୍ତ ମହାନ୍ତି ଓ ତା’ର ୨ ସହଯୋଗୀ ଅଟକ। ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ର ନେଇ ପୁଲିସର ସନ୍ଦେହ। ଅଟକ ଚିତ୍ତଙ୍କ ନାମରେ ଆଇପିସି ୩୦୭,…
Read More...

ପୁଣି ସିଙ୍ଗାରୀ ଘାଟିରେ ଓଲଟିଲା ଟ୍ରାକ୍ଟର

କଲମପୁର: ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି ସିଙ୍ଗାରୀ ଘାଟି। ରୀତିମତ ଏହି ଘାଟିରେ ଦୁର୍ଘଟଣା ଯୋଗୁଁ ଧନ ଜୀବନ ନଷ୍ଟ ହେଉଛି। ଗତ ମଙ୍ଗଳବାର ପିକଅପ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଶୁକ୍ରବାର ପିକଅଫ…
Read More...

ପୁଣି ଗୁରୁଙ୍କ ନାମରେ କଳଙ୍କର ଛିଟା, ଅସାଦାଚରଣ ନେଇ ଛାତ୍ରୀ କଲେ ଅଭିଯୋଗ

କଲମପୁର: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣ ଗୁରୁ ଦେବ ମହେଶ୍ୱର, ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ। ଗୁରୁ ପିତା ସମାନ। କିନ୍ତୁ ସେଇ ଗୁରୁଙ୍କ ନା ରେ ଦିନକୁ ଦିନ ନିନ୍ଦା ବାଜଣା ବାଜିବା ଗୁରୁଙ୍କ ନାଁ ରେ…
Read More...

୨ ଚର୍ଚ୍ଚିତ ଘଟଣାରେ ପୁଲିସକୁ ସଫଳତା-ରାଞ୍ଚି ଓ ଅନ୍ୟାନ୍ୟ ଅଞ୍ଚଳରୁ ୫ଗିରଫ, ନଗଦ ୭୦ହଜାର ଟଙ୍କା ଜବତ

ସୁନ୍ଦରଗଡ଼: ଗତ ୧୮ ଦିନ ମଧ୍ୟରେ ସହର ଓ ଆଖପାଖ ଅଞ୍ଚଳରେ ସଂଗଠିତ ଦୁଇ ଚର୍ଚ୍ଚିତ ଘଟଣାରେ ପୁଲିସକୁ ବେଶ ସଫଳତା ମିଳିଛି । ପୁଲିସ ଜିଲା ଓ ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିବା ସହ…
Read More...

ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଉଦ୍‌ଯାପିତ, ୧୧ ଗୋଟି ଜନଜାତିଙ୍କର ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶିତ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର (ଏସ୍‌ସିଏସ୍‌ଟିଆର୍‌ଟିଆଇ) ଦ୍ବାରା ଆୟୋଜିତ ଜାତୀୟ…
Read More...

ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ବିଦ୍ୟୁତ ଅପଚୟ କରନ୍ତୁ ନାହିଁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…
Read More...

୯ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ମୋହନା: ଗଜପତି ଜିଲା ମୋହନା ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସ୍ଥାନୀୟ ବ୍ଳକ କଲୋନି ସ୍ଥିତ ଏକ ଘର ବାରଣ୍ଡାରେ ସାପ ରହିଥିବାର ଖବର ପାଇ ବନ ବିଭାଗ କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଫୋନ…
Read More...

ହରଭଙ୍ଗା ପଶୁ ଚିକିତ୍ସାକେନ୍ଦ୍ରରେ ମିଳୁନି ମୌଳିକ ସୁବିଧା

ହରଭଙ୍ଗା: ମୋ-ସରକାର ୫ଟିରେ ପଶୁ ଚିକିତ୍ସା ବିଭାଗକୁ ସାମିଲ ପରେ ବି ସରକାରୀ କାର୍ଯ୍ୟାଳୟର ଅବସ୍ଥା ସୁଧୁରିବାରେ ନାଁ ଧରୁନି। ପାଣି, ବିଜୁଳି, ଷ୍ଟାଫ କ୍ୱାର୍ଟର ଭଳି ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ସରକାରୀ…
Read More...

କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ତାଲିମ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର…
Read More...

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଫେରାଇ ଆଣିବା ପାଇଁ ହେବ ଦୁର୍ବାର ଆନ୍ଦୋଳନ କରାଯିବ

ଭୁବନେଶ୍ୱର: ଓଡ଼ିଶା ନାଗରିକ ମହାମଞ୍ଚ କାର୍ଯ୍ୟାଳୟ, ଗଙ୍ଗନଗରଠାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଫେରାଇ ଆଣିବା ପାଇଁ ଜୋରଦାର୍ ଆନ୍ଦୋଳନ କରାଯିବା ସହିତ ଏ ଦିଗରେ ବିହିତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାପାଇଁ ଉଭୟ କେନ୍ଦ୍ର…
Read More...

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ଭୁବନେଶ୍ୱର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର…
Read More...

ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଦ୍ୱିତୀୟ ଦିବସ-ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କର ପାରମ୍ପାରିକ ଘୁସାଡ଼ି ନୃତ୍ୟ…

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି। ମେ’ ୧୯ ତାରିଖଠାରୁ…
Read More...

ସଡକ ଦୁର୍ଘଟଣାରେ ୩ ବାଇକ ଆରୋହୀ ଗୁରୁତର

ଦେବଗଡ଼:ଆଜି ରାତ୍ରୀରେ ରିଆମାଳ ଥାନା ଅନ୍ତର୍ଗତ ଗୋହିରା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ୩ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୮ଟା ସମୟରେ ମଧ୍ୟପୁର ଗ୍ରାମର…
Read More...

ପଣ୍ଡଲୋଇ ପାଖରେ ଟ୍ରକ୍ ଦୁର୍ଘଟଣା :୧ ମୃତ

ରେଙ୍ଗାଲି:ଆଜି ଅପରାହ୍ନ ରେ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରାଜପଥର ପଣ୍ଡଲୋଇ ପାଖରେ ଏକ ମାଲବାହୀ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ…
Read More...

ଲାଞ୍ଚୁଆ ପାଣି ମିସ୍ତ୍ରୀକୁ ଦଣ୍ଡ ସହ ତଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ୨୦୧୨ ମସିହାରେ ଏକ ଲାଞ୍ଚ ନେବା ଘଟଣାର ଚୂଡ଼ାନ୍ତ ଶୁଣାଣି କରି ରାଉରକେଲାସ୍ଥିତ ଜନସ୍ବାସ୍ଥ୍ୟ ବିଭାଗର ଲାଞ୍ଚୁଆ ପାଣି…
Read More...

ଆଙ୍କୁଲାରେ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ

ଆଠଗଡ: ଆଠଗଡ ବ୍ଲକର ସମସରପୁର ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମର ମା ଆଙ୍କୁଲେଇ ମନ୍ଦିର ପ୍ରାଙ୍ଗଣରେ ସପ୍ତାହବ୍ୟାପୀ ଶ୍ରୀମଦ୍‍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଧାପତିପୁରସ୍ଥିତ…
Read More...

ଶିଶୁମାନେ ଦେଶର ଭବିଷ୍ୟତ, ସେମାନଙ୍କର ଭବିଷ୍ୟତ ଗଢିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ

ଆଠଗଡ: ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଥିଲା। ମଣ୍ଡଳ ଉନ୍ନୟନ…
Read More...

ମୁକ୍ତା ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ୩୮ନମ୍ବର ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଓଏସ୍‍ଡି ଡ.ଗୋପବନ୍ଧୁ ଦାସ ଯୋଗଦେଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସିଙ୍ଗିବନ୍ଧର…
Read More...

୨୩ ନମ୍ବର ୱାର୍ଡରେ ‘ଜାଗା ସଂପର୍କ’

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୩ ନମ୍ବର ୱାର୍ଡରେ ଶୁକ୍ରବାର ‘ଜାଗା ସଂପର୍କ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗଦେଇଥିବା…
Read More...

ଅନାଥ ଶିଶୁଙ୍କୁ ସାଧ୍ୟମତେ ସାହାଯ୍ୟ କରିବା ଆମ ସମସ୍ତଙ୍କ ଉତ୍ତର ଦାୟିତ୍ୱ-ବାଚସ୍ପତି

ଭୁବନେଶ୍ୱର: ରାଜ୍ୟର ଅନାଥ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନାଥ ଶିଶୁଙ୍କୁ ସାଧ୍ୟମତେ ସାହାଯ୍ୟ କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ । ସ୍ବେଚ୍ଛାସେବୀ…
Read More...

ରାତି ଅଧରେ ବିଦ୍ୟାଳୟ ଅଫିସ କାର୍ଯ୍ୟାଳୟରେ ପଶି ଆସବାବପତ୍ର ପୋଡି ଦେଲେ ଦୁବୁର୍ତ୍ତ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପଦ୍ମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଫିସ କାର୍ଯ୍ୟାଳୟରେ ପଶି ନିଆଁ ଲଗାଇ ବହୁ କାଗଜ ପତ୍ର ସମେତ ଆସବାବପତ୍ର ପୋଡି ଦେଲେ ଦୁର୍ବୁତ୍ତ। ବିଳମ୍ବିତ ରାତିରେ ଘଟିଛି…
Read More...

ମେ’ ୩୧ରେ ହେବାକୁ ଥିଲା ଦ୍ବାଦଶ(+୨) ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ପରିଚାଳିତ ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହୋଇଥିବା ଦ୍ବାଦଶ ତଥା ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ମେ’ ୩୧ ତାରିଖରେ ଶେଷ ହେବା ନେଇ…
Read More...

ବିଶ୍ବବିଦ୍ୟାଳୟ ଆଇନରେ ସୁପ୍ରିମ କୋର୍ଟ ରୋକ

ଭୁବନେଶ୍ବର: ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ରୋକ ଲଗାଯାଇଛି। ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଉପରେ ୩ ମାସ ପାଇଁ ରହିତାଦେଶ ଲଗାଯାଇଛି। ଓଡ଼ିଶା…
Read More...

ଆରମ୍ଭ ହେଲା ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ, ମନ ଜିଣିଲା ଆସାମର ବିହୁ ନୃତ୍ୟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକାଦଶ ଜାତୀୟ ଜନଜାତି ନୃତ୍ୟ…
Read More...

ଅଧାପନ୍ତରିଆରେ ପଡିଛି ଅଧିକାଂଶ ଗ୍ରାମୀଣ ପାର୍କ

ରେଙ୍ଗାଲି: ରାଜ୍ୟ ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ମନୋରଞ୍ଜନ ସକାଶେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଯୋଜନା କାର୍ଯ୍ୟକାରୀ କରି ଏଥିପାଇଁ ଅନୁଦାନର ବ୍ୟବସ୍ଥା କରିଛନ୍ତି। ଗ୍ରାମୀଣ…
Read More...

ରାଜନଗର ପ୍ରାଚୀନ ଦଧିବାମନ ଜୀଉ ମନ୍ଦିର ଓ ରଘୁନାଥ ଜୀଉ ମଠ ପାଇଁ କୋଠ ତହସିଲଦାର ନିଯୁକ୍ତି ହେଉ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ସ୍ଥିତ ପ୍ରାଚୀନ ଦଧିବାମନ ଜୀଉ ମନ୍ଦିର ଓ ରଘୁନାଥ ଜୀଉ ମଠ ପାଇଁ ନୂତନ କୋଠ ତହସିଲଦାର ଯଥାଶୀଘ୍ର ନିଯୁକ୍ତି ପାଇଁ ରାଜନଗର ସରପଞ୍ଚ ସୁଧାଂଶୁ ନାଏକଙ୍କ ସହ ଗ୍ରାମର ବହୁ ପ୍ରମୁଖ…
Read More...

ବିଦ୍ୟୁତ୍ ବିତରଣ ସଂସ୍ଥାର ନିରାପତ୍ତା ପ୍ରଶିକ୍ଷଣ

ଚୌଦ୍ୱାର: ଗୁରୁବାର ବିଦ୍ୟୁତ୍ ବିତରଣ ସଂସ୍ଥା ଟିପିଡିଓସିଏଲ ପକ୍ଷରୁ ଚୌଦ୍ୱାରରେ ଏକ ଦିନିକିଆ ନିରାପତ୍ତା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଇଲେକ୍ଟ୍ରିକାଲ କେନ୍ଦ୍ରିୟ ଷ୍ଟୋର ତରଫରୁ ସ୍ଥାନୀୟ କଳା ପ୍ରକାଶିନୀ କ୍ଲବ…
Read More...

ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଯୁବକ ଗିରଫ

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭଗପଶି ଗ୍ରାମର ଅକ୍ଷୟ ପାତ୍ର ନାମକ ଜଣେ ଯୁବକକୁ ତୁରୁମୁଙ୍ଗା ପୋଲିସ ଆଜି ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଗିରଫ କରିଛି। ଅଭିଯୋଗ ଅନୁଯାୟୀ କରଞ୍ଜିଆ ଥାନା କେଂଝେରା ଗ୍ରାମର…
Read More...

ପେଟ ରୋଗ ସହି ନପାରି ମହିଳାଙ୍କ ଆତ୍ମହତ୍ୟା

ପାଟଣା: ପାଟଣା ଥାନା ଅନ୍ତର୍ଗତ ସରାସକୋଲା ଗ୍ରାମ ଜିଆଁଣିସାହୀ ର ସଞ୍ଜୟ କୁମାର ମହାନ୍ତଙ୍କ ପତ୍ନୀ ଲକ୍ଷ୍ମୀ ମହାନ୍ତ(୩୭) ଗତକାଲି ବିଳମ୍ବିତ ସନ୍ଧ୍ୟାରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ପେଟ ରୋଗ ଯନ୍ତ୍ରଣା…
Read More...

ସ୍ୱାମୀ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ୧୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଦ୍ୱାରଶୁଣି : ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଦ୍ୱାରଶୁଣୀ ଘାଟିରେ ଆଜି ଦିନ ଦ୍ୱିପ୍ରହର ସମୟରେ ବାଇକରେ ୩ଜଣ ଆସି ସ୍ୱାମୀସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଘଟଣା ସ୍ଥାନୀୟ ଅଞ୍ଚଳରେ…
Read More...

ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନାରେ କୃଷକ ମେଳା

ପାଟଣା : ସାହାରପଡା ବ୍ଲକର ରାଧାପୁର ଠାରେ ବ୍ଲକସ୍ତରୀୟ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ସାହାରପଡା କୃଷି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସ୍ଥାନୀୟ…
Read More...

ଭୁବନେଶ୍ବରର ବହୁ ଚର୍ଚ୍ଚିତ ଚଉଠି ରାତିରେ ନ୍ୟୁଡ କଲ ମାମଲା, ବୋହୁ ନନ୍ଦିନୀଙ୍କ ନାମରେ ଲାଗିଲା ୪୨୦ ଦଫା

ଭୁବନେଶ୍ବର: ଭୁବନେଶ୍ବରର ବହୁ ଚର୍ଚ୍ଚିତ ଚଉଠି ରାତିରେ ନ୍ୟୁଡ କଲ ମାମଲା। ବୋହୁ ନନ୍ଦିନୀଙ୍କ ନାମରେ ଆଇପିସି ୪୨୦ ଦଫା ଲାଗୁକଲା ପୁଲିସ। ଅପରାଧିକ ଷଡ଼ଯନ୍ତ୍ର ୧୨୦ବି ମାମଲା ବି ରୁଜୁ ହୋଇଛି। ଭରତପୁର ଓ ଲିଙ୍ଗରାଜ…
Read More...

ମୌଳିକ ସୁବିଧା ପାଇବା ପାଲଟିଛି ସାତସପନ, ମିଳୁନି ପାନୀୟ ଜଳ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ହେବାର ଦୀର୍ଘ ୯ ବର୍ଷ ବିତିଲା, ହେଲେ ସୁଧୁରି ପାରୁନି ସମସ୍ୟା। ପ୍ରକଳ୍ପ ପରେ ପ୍ରକଳ୍ପ ଉଦଘାଟିତ ହୋଇ ଚାଲୁଛି, କିନ୍ତୁ ଜନସାଧାରଣଙ୍କ ପାଇଁ ମୌଳିକ ସୁବିଧା ମିଳିବା ସାତ ସପନ…
Read More...

ସୁଖମୟ ଜୀବନ ବଞ୍ଚିବାରେ ସହାୟକ ହୋଇଥାଏ ଗାନ୍ଧିଜୀଙ୍କ ବିଚାରଧାରା

ଗୁରୁଡିଝାଟିଆ: ବିଶ୍ୱରେ ଏବେ ଯୁଦ୍ଧ ବିଭୀଷିକା ଜନମାନସକୁ ବ୍ୟଥିତ କରିଛି। ୟୁକ୍ରେନ ଓ ରୁଷ ମଧ୍ୟରେ ଲଢେଇ ଯେଭଳି ସମସ୍ତ ମଣିଷପଣିଆକୁ ସତେଅବା ଜଳାଞ୍ଜଳି ଦେଇଛି। ମଣିଷ ଭୁଲିଯାଇଛି ମାନବବାଦର ଭାବ ଓ ବସୁଧେବ କୁଟୁମ୍ବର…
Read More...

ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ। ଶତ ପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ଖେଳ ଦେଖିବେ…

ଭୁବନେଶ୍ବର: ଜୁନ ୧୨ରେ ବାରବାଟୀରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ। ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ। ଶତ ପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ଖେଳ ଦେଖିବେ…
Read More...

ରତ୍ନପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

ଟିଟିଲାଗଡ଼: ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଲମି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରତ୍ନପଥର ଖନନ ସମୟରେ ଖଣି ଗାତ ମଧ୍ୟରେ ଦୁଇ ଆଦିବାସୀ ଶ୍ରମିକଙ୍କ ମୃତ୍ୟୁ ମାମଳାରେ ଛନ୍ଦି ହୋଇଛି ବନବିଭାଗ। ଦୀର୍ଘ ବର୍ଷ ଧରି ସଂରକ୍ଷିତ…
Read More...

ଲୁହା ଛଡ ଚୋରୀ ଘଟଣା, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ପୁଲିସ ଲୁହା ଛଡ଼ ଚୋରୀ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଚୋରୀ ହୋଇଥିବା ୨ କ୍ୱିଣ୍ଟାଲ ଲୁହା ଛଡ଼ ଜବତ କରାଯାଇଛି। ଅପରପକ୍ଷରେ ଲୁହା ଛଡ଼ କିଣିଥିବା…
Read More...

ଶିକ୍ଷକଙ୍କୁ ମାନିସିକ ନିର୍ୟ୍ୟାତନା ଦେବା ଘଟଣା, ଶିକ୍ଷା ବିଭାଗର ତଦନ୍ତ

ଦେଓଗାଁ: ଦେଓଗାଁ ସଦର ପଞ୍ଚାୟତର କଛାରପାଲି ସ୍କୁଲରେ ଶିକ୍ଷକ ଓ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତାନ୍ତର କୁନେଇ ମଙ୍ଗଳବାର ବ୍ଲକ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି। ବିଦ୍ୟାଳୟରେ କିଭଳି ଶିକ୍ଷକ ଓ ଗାଁ…
Read More...

ବଜ୍ରାଘାତରେ ଯୁବକ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ଟିକ୍ରାପଡା ଫାଣ୍ଡିଅନ୍ତର୍ଗତ ଝାରବାହାଳୀ ଗାଁର ଭୁବନ ବଗର୍ତ୍ତୀ ସନ୍ଧ୍ୟା ସମୟରେ ଗାଁ ପାଖ ନଦୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ହଠାତ ଘଡଘଡି ବିଜୁଳି ଛାତିରେ ମାରିଥିଲା। ଫଳରେ…
Read More...

ପୂର୍ବ ଶତୃତାକୁ ନେଇ ଆକ୍ରମଣ, ୨ ଗିରଫ

ଚୌଦ୍ୱାର:ପୂର୍ବ ଶତୃତାକୁ ନେଇ ଦୁଇଜଣ ଯୁବକଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡ଼ିଛି। ଆହତ ଜଣକ ହେଲେ ଅଲାରପୁର ଗ୍ରାମର ଚନ୍ଦନ କିଶୋର ମଲ୍ଲିକ। ପୁଲିସ ସୂଚନା ଅନୁଯାୟୀ ଚନ୍ଦନ ମଙ୍ଗଳବାର ମଧ୍ୟାହ୍ନରେ ସାଇକେଲରେ…
Read More...

ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିବା ଘଟଣା, ଅଦାଲତରୁ ଅମିତଙ୍କୁ ମିଳିଲା ନ୍ୟାୟ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ରହୁଥିବା ଦିବ୍ୟାଙ୍ଗ ଯୁବକ ଅମିତ ଜୈନ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଥିଲେ। ପୈତୃକ ସମ୍ପତ୍ତି ଉପରେ ଅନ୍ୟ କାହାର କବ୍‌ଜା ଥିବା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ସୁଦ୍ଧା…
Read More...

୧୩୨ଜଣ ସମ୍ବାଦପତ୍ର ବିତରକଙ୍କୁ ମିଳିଲା ପରିଚୟପତ୍ର

ନବରଙ୍ଗପୁର: ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାର ୧୩୨ଜଣ ସମ୍ବାଦପତ୍ର ବିତରକଙ୍କୁ ପରିଚୟପତ୍ର ଦିଆଯାଇଛି। ଏହି ଅବସରରେ ମିଶନଶକ୍ତି ହଲଠାରେ ବିତରଣ କାର୍ଯ୍ୟକ୍ରମରେ ଜିଲାପାଳ କମଳଲୋଚନ ମିଶ୍ର…
Read More...

ସିଙ୍ଗାରୀ ଘାଟିରେ ଦୁର୍ଘଟଣା, ୨ମୃତ

କଲମପୁର:କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ମଧ୍ୟରେ ଘଟିଛି ଏକ ଦୁର୍ଘଟଣା। ଏହି ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୧୦ ଜଣ ଆହତ ହେଇଛନ୍ତି। ୫ ଗୁରୁତର ଆହତଙ୍କୁ…
Read More...

ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଗଞ୍ଜା ଉଡାର ଗ୍ରାମର ଶତାଧିକ ମହିଳାଙ୍କ ସହ ଅନୁସୂଚିତ ଜନଜାତି ଓ ଅନ୍ୟାନ ପାରମ୍ପରିକ ବନବାସୀମାନେ ଆଜି ଏକ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାକାରୀ ବିଭିନ୍ନ…
Read More...

ଅଜଣା ଗାଡି ଧକ୍କାରେ ଦୁଇ ନାବାଳକ ଭାଇ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଅା ଥାନା ଅନ୍ତର୍ଗତ ଡିଣ୍ଡିରା ଗାଁ ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଭାବେ…
Read More...

ଆତ୍ମବିକାଶ ପାଇଁ ଆବଶ୍ୟକ ସାର୍ବଜନୀନ ନୀତିର ମୂଲ୍ୟବୋଧ

ଭୁବନେଶ୍ୱର : ସାର୍ବଜନୀନ ନୀତି ହେଉଛି ଏକ ଇଛା ଶକ୍ତିର ବିଚକ୍ଷଣ ଗଠନ। ମୂଲ୍ୟବୋଧ ବିଷୟରେ ଚିନ୍ତା କରିବା ଏବଂ ସାଧାରଣ ନିତୀକୁ ହୃଦୟଙ୍ଗମ କରିବାର ଏକ ବ୍ୟାପକ ପ୍ରକ୍ରିୟାର ଅଂଶ ଭାବରେ ଏହା ଆମକୁ ଆହ୍ବାନ ଦେଇଥାଏ,…
Read More...

ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର, କହିଲେ ରାମେଶ୍ବରମ ଦର୍ଶନ ପାଇଁ ଯାଇଥିଲି

ଭୁବନେଶ୍ବର: ନିଖୋଜ ଥିବା ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀଙ୍କୁ କ୍ୟାପିଟାଲ ଥାନା ପୁଲିସ ଉଦ୍ଧାର କରିଛି। କମିଶନରେଟ ପୁଲିସ ଦ୍ବାରା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରାଯାଇଛି। ଉଦ୍ଧାର…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଗୁରୁତର

ଗୁଣପୁର: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଣପୁର ଥାନା ଅନ୍ତର୍ଗତ ମାଛଖୁଣ୍ଟି ଠାରେ ଘଟିଛି ଏହି ଦୁର୍ଘଟଣା । ଦୁଇ ବାଇକ ଆରୋହୀ ଘରକୁ…
Read More...

ଗଳି କନ୍ଦିରେ ବୁଲୁଛି ଆବର୍ଜନା ସଂଗ୍ରହ ଗାଡ଼ି, ଜାତୀୟ ରାସ୍ତା ପାର୍ଶ୍ବରେ ପଡ଼ିରହିଛି କୁଢ଼ କୁଢ଼ ଆବର୍ଜନା

ରେଙ୍ଗାଲିକ୍ୟାମ୍ପ:ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶ, ପିଲାମାନଙ୍କୁ ଘରେ ହେଉ ବା ସ୍କୁଲ୍ ରେ ଏହି ଶିକ୍ଷା ଦିଆଯାଉଛି। କିନ୍ତୁ ଅତାବିରା ଏନ୍ଏସି ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ବରେ ପଡ଼ି ରହିଛି କୁଢ଼ କୁଢ଼ ମଇଳା…
Read More...

ଜୁନ ୪ରେ ଶିବବିବାହ, ଉଠିଲା ଲଗ୍ନ ଚିଟାଉ ଥାଳ

ଆରଡି: ଗତ ୨ବର୍ଷର କଟକଣା ପରେ ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ଆସନ୍ତା ଜୁନ ୪ରେ ମହା ଆଡମ୍ବର ସହ ପରିପାଳିତ ହେବ। ଏଥିପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଓ ସୋମବାରରେ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ…
Read More...

ଚନ୍ଦନ ପୂର୍ଣ୍ଣିମାରେ ଆଖଣ୍ଡଳମଣି ପୀଠରେ ଦୀର୍ଘ ୫ଘଣ୍ଟା ଧରି ବିଜୁଳି କାଟ

ଆରଡି: ସୋମବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା। ବିଶେଷକରି ଚଳିତ ଶିବବିବାହ ପାଇଁ ସୋମବାର ଲଗ୍ନଥାଳ ଉଠିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ପୀଠରେ…
Read More...

ସରଗମରେ ଅଗ୍ନିକାଣ୍ଡ ଲକ୍ଷ ଲକ୍ଷ ଟଙ୍କାର କପଡ଼ା ପୋଡି ପାଉଁଶ

ବଲାଙ୍ଗିର:ରବିବାର ରାତିରେ ସମଲେଶ୍ୱରୀ ମନ୍ଦିର ନିକଟ ରାମଜୀ ପଡ଼ାରେ ଥିବା ସରଗମ କପଡ଼ା ଦୋକାନରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କପଡ଼ା ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିଛି।…
Read More...

ନ୍ୟାୟ ମାଗି ମାଗି ଥକିପଡୁଛି, ଇଚ୍ଛାମୃତ୍ୟୁ ପାଇଁ ଅତିରିକ୍ତ ଜିଲା ନ୍ୟାୟାଧିଶଙ୍କୁ ଗୁହାରି ଜଣାଇଲେ ଅମିତ ଜୈନ

ବଲାଙ୍ଗିର: ବହୁତ ହେଇଗଲା ମରି ମରି ବଞ୍ଚିବା। ବହୁତ ହେଇଗଲା କଷ୍ଟ ଯନ୍ତ୍ରଣାରେ ଜୀବନ ଜିଇଁବା। ଆଉ ଇଚ୍ଛା ନାହିଁ, ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବାକୁ। ଯେଉଁଠି ହକ୍ ପାଇଁ ଲଢି ଲଢି ମଣିଷଟିଏ ହାରି ଯାଉଛି। ନ୍ୟାୟ ମାଗି…
Read More...

ପରିଚୟ ଖୋଜୁଛି ସାଗରମୁଣ୍ଡ ଜଳଭଣ୍ଡାର, ରକ୍ଷଣା ବେକ୍ଷଣ ଅଭାବରୁ ହେଉଛି ପୋତି

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକର ଡ଼ଙ୍ଗରଭେଜା ଗ୍ରାମ ପଞ୍ଚାୟତରେ ରହିଛି ସାଗରମୁଣ୍ଡା ଜଳଭଣ୍ଡାର। ସାଗର ଭଳି ଏକ ବୃହତ ବନ୍ଧ ଥିବାରୁ ଗ୍ରାମର ନାମ ସାଗର ମୁଣ୍ଡା। ରାଜା ରାଜୁଡା ଅମଳରେ ନିର୍ମିତ ସାଗରମୁଣ୍ଡା…
Read More...

ରଗଡ଼ିପଡ଼ାରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବଡ଼ମ୍ବା: ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗ୍ରାମରେ ପୋଖରୀରେ ବୁଡ଼ିଯାଇ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ରଗଡ଼ିପଡ଼ା ଗୋଖାସାହିର ସଦାନନ୍ଦ ମଳିକଙ୍କ ପୁତ୍ର ବିନୋଦ ମଳିକ(୩୨)। ଘଟଣାରୁ ପ୍ରକାଶ…
Read More...

ଭଟ୍ଟାରିକାରେ ନବନିର୍ମାଣ କୃଷକ ସଂଗଠନର ସଭା

ବଡ଼ମ୍ବା:ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଭଟ୍ଟାରିକା ପୀଠସ୍ଥିତ ଶିଶୁ ବଗିଚାରେ ସୋମବାର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବଡ଼ମ୍ବାର ବିଭିନ୍ନ ପଞ୍ଚାୟତର ପ୍ରାୟ ଶତାଧିକ ଚାଷୀ ଏବଂ କୃଷକ ସାଥୀ ଏଥିରେ…
Read More...

ତୁଳାପଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ନର୍ଲା:ଏହି ବ୍ଲକ ଅଧିନସ୍ଥ ତୁଳାପଡାଠାରେ ପୁରାତନ ଜଗନ୍ନାଥ ମନ୍ଦିରକୁ ଭାଙ୍ଗି ଗଢା ଯାଇଛି ନୂତନ ଜଗନ୍ନାଥ ମନ୍ଦିର। ଏହି ମନ୍ଦିର ନିର୍ମାଣ ରେ ଅଞ୍ଚଳର ସମସ୍ତ ଜନ ସାଧାରଣଙ୍କ ସହଯୋଗ ରହିଛି। ତେବେ ୨୦୦୨ ରୁ…
Read More...

ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ

ଭୁବନେଶ୍ବର: ଚନ୍ଦକା ଅଭ୍ୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ଘଟିଛି। ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ନନ୍ଦ ହାତୀର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ଗତ ୩ ଦିନ ଧରି ଅସୁସ୍ଥ ଥିଲା ନନ୍ଦ। ଚିକିତ୍ସା ପରେ ବି…
Read More...

ଘର ସହ ଜଳିଗଲେ ମହିଳା ୱାର୍ଡମେମ୍ବର

ଜଗତସିଂହପୁର: ଘର ସହ ଜୀଅନ୍ତା ଜଳିଗଲେ ମହିଳା ୱାର୍ଡମେମ୍ବର। ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାର୍ଡମେମ୍ବର ସରସ୍ବତୀ ସେଠୀ ଘର ସହ ଜଳି ଯାଇଥିବା ସୂଚନା ମିଳିଛି। ୱାର୍ଡମେମ୍ବର ସରସ୍ବତୀ ସେଠୀ ଘରେ ଜଳି…
Read More...

ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ କ୍ରିକେଟ କପରେ ୨ ଓଡ଼ିଆ ଖେଳାଳି

ଭୁବନେଶ୍ବର: ମହିଳା ଟି-ଟ୍ବୋଣ୍ଟି ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଘୋଷିତ ତାଲିକାରେ ସ୍ଥାନ ପାଇଲେ ୨ଜଣ ଓଡ଼ିଆ ଖେଳାଳି ସ୍ଥାନପାଇଛନ୍ତି। ମହିଳା ଟି-ଟ୍ବୋଣ୍ଟି ଚ୍ୟାଲେଞ୍ଜ କ୍ରିକେଟ…
Read More...

ବୋଲେରୋ ଓଲଟି ନାବାଳକ ମୃତ, ୪ ଆହତ

ଆନନ୍ଦପୁର: ବୋଲେରୋ ଓଲଟି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ୪ ଜଣ ଗୁରୁତ ଆହତ ହୋଇଛନ୍ତି। ଏସଏଚ ୫୩ ନନ୍ଦିପଦା ଥାନା ବେତିରା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
Read More...

ଏଏସଆଇ ଅଧିକ୍ଷକଙ୍କ ନାମରେ ଏତଲା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଆଇନ ମାମଲା। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସଆଇ) ବିଭାଗ ଅଧିକ୍ଷକଙ୍କ ନାମରେ ଶ୍ରୀଲିଙ୍ଗରାଜ ଥାନାରେ ଏତଲା। କର୍ତ୍ତବ୍ୟରେ ତ୍ରୁଟି ଅଭିଯୋଗ କରି ଏତଲା…
Read More...

ଆଣ୍ଡାମାନ ଛୁଇଁଲା ମୌସୁମୀ, ୨୭ରେ ପହଞ୍ଚିବ କେରଳ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ପ୍ରବେଶ କଲା ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଲା। ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଏହାର…
Read More...

ଜାତୀୟ ରାଜପଥ କୋଠା ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ଲକ୍ଷ୍ମୀପୁର:ବ୍ୟବହୃତ ନହୋଇ ଭାଙ୍ଗିବାକୁ ବସିଲାଣି କୋଟି କୋଟି ଟଙ୍କା ବ୍ୟୟ ରେ ଜାତୀୟ ରାଜପଥର ଅନେକ କୋଠା। କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରେ ଏବେ ଦେଖିବାକୁ ମିଳିଛି ଏହିଭଳି ଅବ୍ୟବସ୍ଥା। ଦୀର୍ଘ ବର୍ଷ ହେଲା ଜାତୀୟ…
Read More...

ଜଗନ୍ନାଥ ସଂସ୍କୃତିର ବର୍ତ୍ତାବହ ଥିଲେ ପଦ୍ମଶ୍ରୀ ରଜତ କର

କୁଆଁପାଳ - ପ୍ରଖ୍ୟାତ ସାରସ୍ୱତ ସାଧକ, ଭଞ୍ଜ ସାହିତ୍ୟ ବିଶାରଦ, ଜଗନ୍ନାଥଙ୍କ ପରମ ସେବକ ପଦ୍ମଶ୍ରୀ ରଜତ କରଙ୍କ ସ୍ମୁତିରେ ଜନ୍ମମାଟି ମାହାଙ୍ଗାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ମନ୍ତ୍ରୀ ପ୍ରତାପ ଜେନାଙ୍କ…
Read More...

ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତଣ୍ଡୋ ଗ୍ରାମରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାପ କାମୁଡାରେ ଘଟିଯାଇଛି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ଗ୍ରାମର ଗୁଲୁ ମୁଣ୍ଡାଙ୍କ ପତ୍ନୀ ପୁଟୁ ମୁଣ୍ଡା(୩୦) ବୋଲି…
Read More...

ଶୀତଳଷଷ୍ଠୀ: ଧର୍ମ, ସଂସ୍କୃତି ଓ ମନୋରଞ୍ଜନର ମହାସଙ୍ଗମ

ସମ୍ବଲପୁର: ‘ଶୀତଳଷଷ୍ଠୀ’ ନାମଟି ଶୁଣିବା ମାତ୍ରକେ ମନରେ ଧର୍ମୀୟ ଭାବନା ସହ ସାଂସ୍କୃତିକ ପରମ୍ପରା ଓ ମନୋରଞ୍ଜନର ଏକ ମହାସଙ୍ଗମ ଆଖି ଆଗରେ ଝଲସି ଯାଇଥାଏ। କେବଳ ସମ୍ବଲପୁର କାହିଁକି ସମଗ୍ର ପଶ୍ଚିମ ଓଡିଶାରେ…
Read More...

ଇଟା ଭାଟି ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଆରଏମସି ନିକଟ ଇଟା ଭାଟିର ଅଳ୍ପ ଦୂରରେ ଏକ ନିମ୍ବ ଗଛରେ, ଜଣେ ଯୁବତୀର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୁଲିସ। ପ୍ରାପ୍ତ ସୂଚନା ମୁତାବକ ବୌଦ୍ଧ ଜିଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଜଗତି…
Read More...

୧୨୩୮ କେଜି ଗଞ୍ଜେଇ ଜବତ, ୩ ଗିରଫ

ମୋହନା: ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦେଶ କ୍ରମେ ରା. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସଆଇ ସନ୍ତୋଷ କୁମାର ନାୟକ ଓ…
Read More...

‘ଜୀବଜଗତ ତିଷ୍ଠିରହିବାକୁ ହେଲେ ବୁଦ୍ଧଙ୍କ ଅହିଂସା ବାଣୀ ମାନବ ସମାଜପାଇଁ ଏକ ଆହ୍ୱାନ’

ବଡ଼ମ୍ବା: ମାଣିଆବନ୍ଧ ବୌଦ୍ଧ ସଂଘ, ଜିଲା ପ୍ରଶାସନ ତଥା ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ବୁଦ୍ଧ ବିହାର ପରିସରରେ ଦଶମ ବୁଦ୍ଧ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଯୁଦ୍ଧ,…
Read More...

ମହମ୍ମଦ ଆଜାରୁଦ୍ଧିନଙ୍କ ତତ୍ତ୍ବାବଧାନରେ ଖୋର୍ଦ୍ଧାରେ ଆରମ୍ଭ ହେବ ଆଇଆଇଜି କ୍ରିକେଟ୍ ଏକାଡେମୀ

ଭୁବନେଶ୍ୱର: କ୍ରିକେଟ୍ରେ ରୁଚି ରଖୁଥିବା ଓ କ୍ୟାରିୟର ଗଠନ କରିବାକୁ ଆଗ୍ରହୀ ଥିବା ଯୁବ କ୍ରିକେଟ ଖେଳାଳୀଙ୍କ ପାଇଁ ଏକ ଭଲ ଖବର। ଖୋର୍ଦ୍ଧାର ବରୁଣେଇ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଖୋଲିବ ଆଇଆଇଜି କ୍ରିକେଟ୍…
Read More...

ଡକାୟତ ଗ୍ୟାଙ୍ଗକୁ ଧରାଇଦେଲା ମୋବାଇଲ ଫୋନ, ୫ ଜଣଙ୍କୁ ବାନ୍ଧିଲା ପୁଲିସ

ଫୁଲବାଣୀ:ଡକାୟତି ଘଟଣାରେ କନ୍ଧମାଳ ଜିଲା ଟିକାବାଲି ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ୫ଜଣ ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଡକାୟତ ଗ୍ୟାଙ୍ଗକୁ…
Read More...

ଡକାୟତି ଯୋଜନା ପ୍ରସ୍ତୁତିବେଳେ ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିଲା ପୁଲିସ

ଗୋପାଳପୁର: ଗୋପାଳପୁର ପୁଲିସକୁ ଭକ୍ତସାଲବେଗ ନଗରର ଏକ ନିଛାଟିଆ ସ୍ଥାନରେ କିଛି ଯୁବକ ଏକାଠି ହୋଇଥିବା ଖବର ମିଳିଥିଲା। ସେହି ଖବରକୁ ଆଧାର କରି ପୁଲିସ ପକ୍ଷରୁ ସେହି ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା।…
Read More...

ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲର ବେଲ୍ଟ ପରୀକ୍ଷା, ଉତ୍ତୀର୍ଣ୍ଣ ହେଲେ ୨୦ କରାଟେକା

ଲାଞ୍ଜିଗଡ:କଳାହାଣ୍ଡି ଜିଲା ଉତ୍କଳ କରାଟେ ସ୍କୁଲ ଲାଞ୍ଜିଗଡ ଶାଖା ପକ୍ଷରୁ ରବିବାର ବେଦାନ୍ତ ଷ୍ଟାଫ କଲୋନୀ କ୍ଳବ ହାଉସ ଠାରେ କରାଟେ ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ପ୍ରଶିକ୍ଷକ…
Read More...

ବଟି ନ ଦେବାରୁ ଗୁଳିମାଡ଼

ରାୟଗଡ଼ା: ଆଜି ବଟି ଆଦାୟକୁ ନେଇ କିଛି ଦୁର୍ବୁତ୍ତ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି। ୫/୬ ଜଣ ଦୁର୍ବୁତ୍ତ ଟ୍ରକ ଡ୍ରାଇଭରଙ୍କୁ ରାସ୍ତାରେ ଅଟକାଇ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ବଟି ନ ଦେବାରୁ ଏହି…
Read More...

ବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଢ଼େଙ୍କାନାଳ: ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନକୁ ଜ୍ଞାନର…
Read More...

ବଦଳିଲା ‘ପିସିଆର ଭ୍ୟାନ’ର ରୂପରେଖ, ସହାୟତା ପାଇଁ ଲେଖା ହେଲା ୧୧୨ ନମ୍ବର

ଭୁବନେଶ୍ୱର: ବର୍ତ୍ତମାନ ପୁଲିସର ୨୪ ଘଣ୍ଟିଆ ଜରୁରୀ କାଳୀନ ସେବା ଟେଲିଫୋନ ନମ୍ବର ୧୦୦ ପରିବର୍ତ୍ତେ ୧୧୨ କାର୍ଯ୍ୟକାରୀ ହୋଇଛି। କୌଣସି ଆପଦକାଳୀନ ପରିସ୍ଥିତି ଯଥା ତତ୍କାଳୀନ ପୁଲିସର ସାହାଯ୍ୟ, ଅଗ୍ନିକାଣ୍ଡ,…
Read More...

ରାଜ୍ୟପାଳଙ୍କ ଦ୍ୱାରା ‘ପିଲାଙ୍କ ରାମାୟଣ’ ପୁସ୍ତକ ଉନ୍ମୋଚିତ

ଲାଞ୍ଜିଗଡ଼: ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥଙ୍କ ଦ୍ୱାରା ଲିଖିତ ପିଲାଙ୍କ ଗୀତି ମହାକାବ୍ୟ ‘ପିଲାଙ୍କ ରାମାୟଣ’ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି। ‘ପିଲାଙ୍କ ରାମାୟଣ’…
Read More...

ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବିନେଇ ଉତ୍ତରାଞ୍ଚଳ କମିଶନରଙ୍କୁ ଜଣାଇଲେ ଲହଣ୍ଡା ଗ୍ରାମବାସୀ

ରେଙ୍ଗଲିକ୍ୟାମ୍ପ:ଅତାବିରାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଚାଲିଛି ଟଣା ଓଟରା । ୨୦୨୨/୨୩ ପାଇଁ ଏହି ବିଦ୍ୟାଳୟରେ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ହେଲେ ବିଦ୍ୟାଳୟ କେଉଁଠାରେ ସ୍ଥାପନା…
Read More...

ବୌଦ୍ଧରେ ରାଷ୍ଟ୍ରୀୟ ଲୋକଅଦାଲତ, ୪୮ଟି ବିଚାରଧୀନ ମାମଲାର ଶୁଣାଣୀ

ବୌଦ୍ଧ : ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରିିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ବିକ୍ରମ କୁମାର ପ୍ରଧାନଙ୍କ…
Read More...