ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ଅବଧି ୫ ଦିନ ବୃଦ୍ଧି

ଭୁବନେଶ୍ୱର :ଓଡ଼ିଶାର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯାଇଛି। ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ…
Read More...

୨୦୨୫ ଶେଷ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ

ପିପିଲି:୨୦୨୫ ଶେଷ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସାକାର କରିବା ପାଇଁ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ନିକ୍ଷୟ ମିତ୍ର ଯୋଜନାର ଶୁଭାରମ୍ଭ…
Read More...

ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ଶିକ୍ଷକଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଝୁମ୍ପୁରା:ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ରାଜ୍ୟ ଗଣଶିକ୍ଷା ବିଭାଗ ସଦା ସର୍ବଦା ଅବହେଳା ପ୍ରଦର୍ଶନ କରୁଛି। ଏହାସହିତ ସେମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଦାବି ମିଳୁନଥିବାରୁ…
Read More...

ପିପିଲି ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ବିକ୍ଷୋଭ

ପିପିଲି: ୩ଦଫା ଦାବୀ ନେଇ ପିପିଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନ୍‍ସନ୍‍ ଯୋଜନାଭୁକ୍ତ) ପକ୍ଷରୁ ଶନିବାର ପିପିଲିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ…
Read More...

ପୋଚ ଖାଇ ୬ ଗୋରୁ, ୧ ଛେଳି ମୃତ

ତେଲକୋଇ: ବାଉଁଶିନାଳୀ ଗାଁରେ ଅଘଟଣ। ବିଷାକ୍ତ ମହୁଲ ପୋଚ ଖାଇ ୬ଗୋରୁ ଓ ଗୋଟିଏ ଛେଳିର ମୃତ୍ୟୁ ହୋଇଛି। ସେହିପରି ଏହି ବିଷାକ୍ତ ମହୁଲ ପୋଚ ଖାଇ ୧୩ଗୋରୁ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ବାଉଁଶିନାଳୀ ଗାଁରେ ବାରହା…
Read More...

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା, ସ୍ଥାନ ପାଇନାହାନ୍ତି ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି। କଂଗ୍ରେସର ଏହି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଧାୟକ ମହମ୍ମଦ ମୋକିମ ସ୍ଥାନ ପାଇନଥିବା…
Read More...

ସ୍ୱଚ୍ଛ ଶୌଚାଳୟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ପାଟଣା: ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରୁଡେନସିୟାଲ ଫିଲିଙ୍ଗ ଷ୍ଟେସନ (ବିପିସିଏଲ) ପରିସରରେ ନବନିର୍ମିତ ଅତ୍ୟାଧୁନିକ ସ୍ୱଚ୍ଛ ଶୌଚାଳୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ…
Read More...

ଡାଲମିଆ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ କର୍ମଶାଳା

ପାଟଣା:ଢେଙ୍କିକୋଟ ର ତାରିଣୀ ଏଜେନ୍ସି ପକ୍ଷରୁ ଡାଲମିଆ ସିମେଣ୍ଟ ସହଯୋଗରେ ଏକ ରାଜମିସ୍ତ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ୨୫ ଜଣ ରାଜମିସ୍ତ୍ରୀ ଯୋଗ ଦେଇଥିଲେ। ତାରିଣୀ ଏଜେନ୍ସୀ ର ଧରଣୀଧର ସାହୁ…
Read More...

ଜାତୀୟ ଉଦ୍ୟାନରୁ ବାହାରି ଆସିଲା ମହାବଳ ବାଘ: ବୁଲିଲା ବଜାର, ଘଉଡ଼ାଇବା ପାଇଁ ୯ଥର ଫାଙ୍କା ଗୁଳିଚାଳନା

ନୈନିତାଲ୍‌ : ନୈନିତାଲ ଜିଲା ରାମନଗରରେ ଥିବା ଜିମ୍‌ କୋର୍ବେଟ୍‌ ଜାତୀୟ ଉଦ୍ୟାନରୁ ଏକ ମହାବଳ ବାଘ ବାହାରି ଆସି ନିକଟସ୍ଥ ମାରଚୁଲା ବଜାରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ରାତି ୯ଟାରେ ବାଘ ବଜାରରେ ବୁଲୁଥିବାରୁ…
Read More...

ଚୟନ କମିଟିକୁ ଭାଙ୍ଗିଲା ବିସିସିଆଇ

ନୂଆଦିଲ୍ଲୀ: ଚୟନ କମିଟିକୁ ଭାଙ୍ଗିଲା ବିସିସିଆଇ। ଟି-୨୦ ବିଶ୍ବକପରେ ଭାରତର ପରାଜୟ ପରେ ପ୍ରଭାବ। ଜାତୀୟ ପୁରୁଷ ସିନିୟର ଚୟନ କମିଟିକୁ ଭାଙ୍ଗିଲା ବିସିସିଆଇ। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କୁ ବରଖାସ୍ତ କଲା…
Read More...

ନୂତନ ଉତ୍ପାଦର ଗୁଣବତ୍ତା ନେଇ ଓଡ଼ିଶାର ପ୍ରତ୍ୟେକ ଅଂଶରେ ପହଞ୍ଚିବାକୁ ଭବିଷ୍ୟତ ଯୋଜନା ଉପରେ ଆଲୋଚନା

ଭୁବନେଶ୍ୱର : ଆବସୁଲ୍ୟୁଟ୍ ହଲିଡ଼େଜ୍ ପକ୍ଷରୁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ୟୁନିଭ୍ୟୁ ଉପରେ ଏକ ଡ଼ିଲର୍ସ ମିଟ୍ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ…
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ କଳାକାରଙ୍କ ଦକ୍ଷତା ପରୀକ୍ଷା

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହ ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାରମାନଙ୍କ ଦକ୍ଷତା ପରୀକ୍ଷା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲା…
Read More...

ଭୋଟରଙ୍କୁ କୁକୁଡ଼ା ବାଣ୍ଟିଲେ ପ୍ରାର୍ଥୀ

ସିମଲା : ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରବର୍ତ୍ତାଇବାକୁ ପ୍ରାର୍ଥୀମାନେ ନାନା କୌଶଳ ଆପଣାଇଥାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ସିମଲା ଜିଲାର କାନ୍ଦଲା ସହରରେ। ଏହି ସହରରେ ପୌର ନିର୍ବାଚନ…
Read More...

ଜନଜାତି ସଂପ୍ରଦାୟଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଜନଜାତୀୟ ଗୌରବ ଦିବସ, ୨୦୨୨ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ପାଳିତ…
Read More...

ସମ୍ପୂର୍ଣ୍ଣ ହେବ ରେଙ୍ଗାଲି ବାମପାର୍ଶ୍ବ କେନାଲ, ୨୯୭.୧୩ କୋଟିର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର: ରେଙ୍ଗାଲି ବାମ ପାର୍ଶ୍ୱ କେନାଲ ୧୦୦.୪୯୦ କି.ମି ଠାରୁ ୧୦୭.୫୦୦ କି.ମି ପର୍ଯ୍ୟନ୍ତ ଏବଂ ଏହାର ସମସ୍ତ ଷ୍ଟ୍ରକଚର ନିର୍ମାଣ ପାଇଁ ଓଡ଼ିଶା କ୍ୟାବିନେଟ ବୈଠକରେ ୨୯୭.୧୩ କୋଟିର ପ୍ରକଳ୍ପ ମଞ୍ଜୁର ହୋଇଛି। ଏହା…
Read More...

ହାଡୁଆ ନଦୀରେ ହେବ ଡ୍ୟାମ, ଖର୍ଚ୍ଚ ହେବ ୨୨୫କୋଟି

ଭୁବନେଶ୍ବର: କଟକ ଜିଲାର ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୩୮୭ ମିଟର ଦୈର୍ଘ୍ୟ ଏବଂ ୪୩.୮୨୫ ଉଚ୍ଚର କଂକ୍ରିଟ ବନ୍ଧ ହେବ ଓ ଜଳଭଣ୍ଡାର ନିର୍ମାଣ କରାଯିବ। ହାଡୁଆ ନଦୀରେ ଡ୍ୟାମ…
Read More...

ରାଜ୍ୟ ଶିଶୁ ନୀତି ‘ପ୍ରାରମ୍ଭ’: ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ, ଶିକ୍ଷା ଅଧିକାରକୁ ଗୁରୁତ୍ବ

ଭୁବନେଶ୍ବର: ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’କୁ ମଞ୍ଜୁରୀ ପ୍ରଦାନ…
Read More...

ଐତିହାସିକ କଟକ ବାରବାଟୀ ଷ୍ଟାଡିଅମ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକୀ ବିଶ୍ବ କପ୍‌ ଉତ୍ସବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ବ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। ଏଫଆଇଏଚ…
Read More...

ଓଡ଼ିଶା ବନ୍ଦର ନୀତିକୁ ମଞ୍ଜୁରୀ, ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଓଡ଼ିଶା ବନ୍ଦର ନୀତି ୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ନୀତିରେ ସାମୁଦ୍ରିକ ସଂରଞ୍ଚନାର ସର୍ବାଙ୍ଗୀଣ ବିକାଶ ଉପରେ…
Read More...

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ…
Read More...

ଏଏସପି ପଦୋନ୍ନତି ଉପରେ ରହିତାଦେଶ

ଭୁବନେଶ୍ବର: ଡିଏସପିରୁ ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଜାରି କରାଯାଇଛି। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ପ୍ରମୋଟି…
Read More...

କ୍ଷୁଦ୍ର କୃଷି ଯନ୍ତ୍ରପାତିର ପ୍ରସାର ଏବଂ ତାଲିମ କାର୍ୟ୍ୟକ୍ରମ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧାଠାରେ ଆଇଟିସି ମିଶନ ସୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ ମାନବ ଅଧିକାର ସେବା ସମିତି ଓ ମିଶନ ଜୀବିକା, ଆଇଟିଡିଏ ତତଫରୁ କମର୍ଦ୍ଧା ଓ ପିପଲ୍ ପଡାର…
Read More...

ଶହୀଦ୍ ବିର୍ସା ମୁଣ୍ଡା ଜୟନ୍ତୀ

ଚୌଦ୍ୱାର: ଆଦିବାସୀ ଆବା ଭାବେ ପରିଚିତ ମହାନ୍ ସ୍ୱାଧୀନାତା ସଂଗ୍ରାମୀ ଶହୀଦ୍ ବିର୍ସା ମୁଣ୍ଡାଙ୍କ ୧୪୭ ତମ ଜୟନ୍ତୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଧିନ ଆଦିବାସୀ ଅଧ୍ୟୁସିତ କୋଚିଳା ନୂଆଗାଁରେ ପାଳିତ…
Read More...

ପୁସ୍ତକ ପଠନର ଉପାଦେୟତା ଶୀର୍ଷକ ବକ୍ତୃତା ପ୍ରତିଯୋଗିତା

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ଠାରେ ଥିବା ନୂଆଁରମ୍ପେଲା ସରକାରୀ ହାଇସ୍କୁଲରେ ଆଜି ସମ୍ବଲପୁରର ସାର୍ବଜନୀନ ଗ୍ରନ୍ଥାଗାର ଅର୍ଥାତ୍ ପବ୍ଳିକ୍ ଲାଇବ୍ରେରୀ ପକ୍ଷରୁ ଛାତ୍ର/ଛାତ୍ରୀମାନଙ୍କ ମଧ୍ୟରେ “ପୁସ୍ତକ ପଠନର…
Read More...

ଖୁଣ୍ଟୁଣୀ ମହୋତ୍ସବ ଉଦଯାପିତ, ଯୋଗଦେଲେ ସିନେ ଅଭିନେତା ଅରିନ୍ଦମ

ଗୁରୁଡିଝାଟିଆ:ଖୁଣ୍ଟୁଣୀ-ରମ୍ପେଇ ଯୁବକସଂଘ ପକ୍ଷରୁ ୪ଦିନ ଧରି ଆୟୋଜିତ ହୋଇଥିବା ଖୁଣ୍ଟୁଣୀ ମହୋତ୍ସବ ଉଦଯାପିତ ହୋଇଛି। ଓଲିଉଡ ଅଭିନେତା ଅରିନ୍ଦମ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବକସଂଘର ଏଭଳି କାର୍ଯ୍ୟକୁ…
Read More...

ଲାଲା ଲଜପତରାୟ ଥିଲେ ଶକ୍ତି ଓ ସାହସର ପ୍ରତୀକ

ଗୁରୁଡିଝାଟିଆ: ପୁରୁଷ ସିଂହ ,ଅଫୁରନ୍ତ ସାହସ ର ପ୍ରତୀକ ଲାଲା ଲଜପତ ରାୟଙ୍କ ଜୀବନାଦର୍ଶ ଯୁବ ମାନସ ଭିତରେ ଦେଶ ମାତୃକାର ଭାବ ସୃଷ୍ଟିରେ ଅନନ୍ୟ ଭୂମିକା ଗ୍ରହଣ କରିଥାଏ। ସାଇମନ କମିଶନଙ୍କୁ ବିରୋଧ କରି ଇଂରେଜ…
Read More...

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ଆକଳନ ଆରମ୍ଭ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୩୧୧୫ ତା. ୧୭.୧୦.୨୦୨୨ ରିଖ ଅନୁଯାୟୀ ଶିକ୍ଷଣ ପରିପୂରଣ କାଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଜିଲାପାଳମାନଙ୍କୁ ନିର୍ଦେଶ…
Read More...

ସୀମା ସୁରକ୍ଷା ବଳର ନିଆରା ପ୍ରୟାସ: ଜନଜାତି ଯୁବପିଢ଼ିଙ୍କ ସହ ହେବ ଭାବ ବିନିମୟ, ବେଙ୍ଗାଲୁରୁ ଯାଇ ନେବେ ପ୍ରଶିକ୍ଷଣ

ଭୁବନେଶ୍ବର: ସୀମା ସୁରକ୍ଷା ବଳ(ବିଏସଏଫ) ଏବଂ ନେହରୁ ଯୁବ କେନ୍ଦ୍ର ସଂଗଠନର ମିଳିତ ସହଯୋଗରେ ମାଲକାନଗିରଠାରେ ‘ଚତୁର୍ଦ୍ଦଶ ଜନଜାତି ଯୁବପିଢ଼ିଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହେବ। ସେମାନଙ୍କୁ…
Read More...

ସୂଚନା ସତ୍ୟ ଓ ତଥ୍ୟ ସମ୍ବଳିତ ହେବା ଦରକାର, ଯାହା ରାଷ୍ଟ୍ରର ବିକାଶ ପାଇଁ ବ୍ୟବହାର କରାଯିବା ଉଚିତ

ଭୁବନେଶ୍ୱର: ସୂଚନା ହିଁ ଶକ୍ତି, ଯାହା ସାମ୍ବାଦିକଙ୍କ ଅସ୍ତ୍ର ହୋଇଥାଏ। ଯାହାଙ୍କ ପାଖରେ ଯେତେ ଅଧିକ ସୂଚନା ରହିଛି ତାଙ୍କୁ ସେତେ ଶକ୍ତିଶାଳୀ ସାମ୍ବାଦିକ ବୋଲି କୁହାଯାଇପାରିବ। ତେବେ ସାମ୍ବାଦିକଙ୍କ ସୂଚନା ସତ୍ୟ ଓ…
Read More...

ଖଣି ଅଞ୍ଚଳରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର, ଖଣିଜ କ୍ଷେତ୍ର ପାଇଁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର : ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର। ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଟାଟା ଗ୍ରୁପର ସ୍କିଲ୍‌…
Read More...

ଅଗ୍ନିବୀରବାୟୁ ପରୀକ୍ଷା ନିମନ୍ତେ ପଞ୍ଜୀକରଣ ଜାରି, ଭାଗନେଇପାରିବେ ମହିଳା ପ୍ରାର୍ଥୀ

ଭୁବନେଶ୍ୱର: ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି।…
Read More...

ରାଉରକେଲା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ନଭେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା…
Read More...

ପିକଅପ ଭ୍ୟାନ ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

କଣ୍ଟାବାଞ୍ଜି:ତୁରେକେଲା ଲାଠୋର ରାସ୍ତାରେ ଗୋଟିଏ ପିକଅପ ଭ୍ୟାନ ସହ ଏକ ବାଇକ ମୁହଁାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡ଼ୁମେର ଚୁଁହା ଗ୍ରାମର…
Read More...

ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃଷି ସଚେତନତା କାର୍ଯ୍ୟକ୍ରମ

କଲମପୁର: କଲମପୁର ବ୍ଲକ ବରଗାଁ ଗ୍ରାମ ଠାରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପାରଳାଖେମୁଣ୍ଡିର ଏମ୍ ଏସ୍ ସ୍ୱାମିନାଥନ୍ ସ୍କୁଲ ଅଫ୍ ଏଗ୍ରିକଲଚରର ଛାତ୍ରଙ୍କ ପକ୍ଷରୁ କୃଷି ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

କୋଇଲା ଖଣି ପାଇଁ ଅଧିଗୃହିତ ଜଙ୍ଗଲରୁ ଗଛ କଟାକୁ ବିରୋଧ; ପ୍ରଥମେ ଦାବି ପୂରଣ ତା’ପରେ ଗଛ କଟା

ରେଙ୍ଗାଲି,: ସମ୍ବଲପୁର ଜିଲା ଖିଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠିତ ଏନଏଲସି କମ୍ପନୀର ତଲାବିରା(୨)ଏବଂ (୩) କୋଇଲା ଖଣି ପାଇଁ ଅଧିଗ୍ରହଣ କରାଯାଇଥିବା ତଲାବିରା ଜଙ୍ଗଳ ରୁ ଆଜି କମ୍ପାନୀ ପକ୍ଷରୁ ପୁଳିସ ବାହିନି ର…
Read More...

‘ଓଡ଼ିଶା ଶକ୍ତି ସଂରକ୍ଷଣ କୋଠା କୋଡ୍‌-୨୦୨୨’ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍‌)-ତଥା-ପ୍ରମୁଖ ବିଦ୍ୟୁତ୍‌ ନିରୀକ୍ଷକ, ଦକ୍ଷିଣାଞ୍ଚଳ କର୍ତ୍ତୃପକ୍ଷ, ଓଡିଶା ଆନୁକୂଲ୍ୟରେ ଭୁବନେଶ୍ୱରର ଲୋକସେବା ଭବନ, କନଭେନସନ୍‌ ସେଣ୍ଟରଠାରେ ‘ଓଡ଼ିଶା ଶକ୍ତି ସଂରକ୍ଷଣ…
Read More...

ପ୍ରାଥମିକ କୃଷିଋଣ ସମବାୟ ସମତିକୁ ଅନ୍‌ଲାଇନ୍‌ କରାଯାଇ କୋର ବ୍ୟାଙ୍କିଂ ସହିତ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର…

ଭୁବନେଶ୍ୱର : ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଦ୍ୱିତୀୟ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଯୋଗେ ରାଜ୍ୟର ସମବାୟ ଆନ୍ଦୋଳନକୁ ଅଧିକ ସଶକ୍ତ କରିବା ଜରୁରୀ ବୋଲି କହିଛନ୍ତି ।…
Read More...

ରେକର୍ଡ ସୃଷ୍ଟିକଲା ‘ମୋ ସ୍କୁଲ୍ ଅଭିଯାନ’; ୫ ବର୍ଷରେ ୫୦ ହଜାର ସ୍କୁଲ୍ ଅନ୍ତର୍ଭୁକ୍ତ

ଭୁବନେଶ୍ବର: ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା…
Read More...

ଭୁବନେଶ୍ୱରରେ ବଲିଉଡ଼୍ ଅଭିନେତା ଅଫ୍‌ତାବ୍ ଶିବଦାସାନି, ଦର୍ଶକଙ୍କ ସହ ବାଣ୍ଟିଲେ ନିଜ ଚଳଚ୍ଚିତ୍ର ଅନୁଭୂତି

ଭୁବନେଶ୍ୱର : ଭୁବନେଶ୍ୱରରେ ବଲିଉଡ଼୍ ଅଭିନେତା ଅଫ୍‌ତାବ୍ ଶିବଦାସାନି, ଦର୍ଶକଙ୍କ ସହ ବାଣ୍ଟିଲେ ନିଜ ଚଳଚ୍ଚିତ୍ର ଅନୁଭୂତି । ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ନିଳାଦ୍ରି ବିହାର ଏବଂ ଜାଗମରାରେ ଥିବା ସେଲୁନ୍ ଗୁଡ଼ିକୁ…
Read More...

କଣ୍ଟାବାଞ୍ଜିରେ ଉତ୍କଳ ବାଳାଶ୍ରମ ଶୁଭ ଉଦଘାଟନ ସମାରୋହ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଠାରେ ଶିଶୁଦିବସ ପାଳନ ଅବସରରେ ଜିଲା ପ୍ରଶାସନ ମହିଳା ଶିଶୁ ଵିକାଶ ବିଭାଗ ତରଫରୁ ଉତ୍କଳ ବାଳାଶ୍ରମ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Read More...

ଦାଉ ସାଧୁଛି ଜଙ୍ଗଲି ବାରହା, ନଷ୍ଟ ହେଉଛି ଧାନ ଫସଲ

କଲମପୁର: ଏବେ ଧାନ ପାକଳ ଅବସ୍ଥାରେ। ବର୍ଷା ଅଭାବ, ସାର ଓ କୀଟନାଶକର ଦର ବୃଦ୍ଧି ଓ ରୋଗ ପୋକର ପ୍ରଭାବ ଭଳି ପ୍ରତିକୁଳ ପରିସ୍ଥିତିରେ ଚାଷୀ ଚାଷ କରିଥିଲା। ଆଶା ବାନ୍ଧିଥିଲା ଧାନ ଅମଳ ହେବା ପରେ ନିଜର କିଛି ସମସ୍ୟାର…
Read More...

ସପ୍ତାହବ୍ୟାପୀ ଜନଜାତି କଳା ଓ କଳାବସ୍ତୁର ପ୍ରଦର୍ଶନ, ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ) ପ୍ରେକ୍ଷାଳୟରେ ଜନଜାତୀୟ ଗୌରବ ଦିବସ ଉଦ୍‌ଘାଟିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମରେ…
Read More...

ରାଜାରାଣୀ ସଂଗୀତ ଉତ୍ସବ ଉଦଯାପିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଆଜି ତୃତୀୟ ତଥା ଅନ୍ତିମ ସନ୍ଧ୍ୟାର…
Read More...

ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଭୁବନେଶ୍ବର: ଭିଏସଏସନଗରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଭୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା…
Read More...

ବାପା-ମା’ଙ୍କୁ ହରାଇଥିବା ସ୍ବାଗତିକାର ପାଠପଢା ଖର୍ଚ୍ଚ ବହନ କଲେ ସମାଜସେବୀ ଶାନ୍ତା ଦାସ

ବାଲେଶ୍ୱର:ବରୁଣସିଂ ପଞ୍ଚାୟତ ଅଧିନସ୍ତ ସାହାର୍ଦା ଗ୍ରାମର ୫ମ ଶ୍ରେଣୀରେ ପଢୁଥିବା କୁନି ଝିଅ ସ୍ବାଗତିକା ବେହେରାର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିଛନ୍ତି ସମାଜସେବୀ ତଥା ବରୁଣସିଂ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ…
Read More...

ବାଂଲଦେଶରେ ଖୋଲିଲା କିସ୍‍ର ନୂଆ ଶାଖା ‘ଡିସ୍‍’

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (ଡିସ୍‍)। ଢ଼ାକାଠାରେ ଲୋକସଭା ସାଂସଦ ତଥା…
Read More...

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା; ଶରତଙ୍କୁ ଖେଳରତ୍ନ, ଦୀପଗ୍ରେସଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର…
Read More...

ଚିଟଫଣ୍ଡ ମାମଲା, ଆମିକସକ୍ୟୁରୀ ନିଯୁକ୍ତି କଲେ ସୁପ୍ରିମକୋର୍ଟ

ଭୁବନେଶ୍ବର: ଚିଟଫଣ୍ଡ ଠକେଇ ମାମଲାରେ ସୁପ୍ରିମକୋର୍ଟ ଆମିକସକ୍ୟୁରୀ ନିଯୁକ୍ତି ଦେଇଛନ୍ତି । ସୁପ୍ରିମକୋର୍ଟ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା…
Read More...

ପଦ୍ମପୁର ଉପନିର୍ବାଚନ: ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ

ବରଗଡ଼: ଉପଜିଲାପାଳ କାର୍ଯ୍ୟାଳକୁ ଶୋଭାଯାତ୍ରାରେ ଆସି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନପତ୍ର ଦାଖଲ କଲେନାହିଁ। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହା ପରେ ପ୍ରତିକ୍ରିୟା ରଖି ବିଜେପି…
Read More...

ଯୌତୁକୁ ହେଲା କାଳ: ବୋହୁର ଆଙ୍ଗୁଠି କାଟିଦେଲେ ଶାଶୁ , ମାମଲା ରୁଜୁ

ଫୁଲବାଣୀ: କନ୍ଧମାଳ ଜିଲା ସଦରଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁର୍ଗମ ଡ଼ଙ୍ଗା ଗ୍ରାମର ଆଜି ଘଟିଛି ଏକ ଅଭାବନିୟ ଘଟଣା। ଯୌତୁକକୁ ନେଇ ଦୀର୍ଘଦିନ ହେଲା ଲାଗିରହିଥିଲା ଅଶାନ୍ତି ଆଜି ଉଗ୍ରରୁପ ଧାରଣ…
Read More...

ଅଭିଜିତ ଓ ଅମ୍ରିତ ଚମ୍ପିୟାନ ବୌଦ୍ଧ: ରାଜ୍ୟ ବେଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ବୌଦ୍ଧ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା…
Read More...

ରାଜାରାଣୀ ସଂଗୀତ ଉତ୍ସବର ଦ୍ବିତୀୟ ସନ୍ଧ୍ୟା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ ର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାରେ ବିଶିଷ୍ଟ ଅତିଥି…
Read More...

ବୌଦ୍ଧରେ ଉଦଘାଟିତ ହେଲା ରାଜ୍ୟର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର, ଭାଗନେଲେ ୧୦ ଜିଲାର ୩୪୮ରୁ ଅଧିକ ବ୍ୟବସାୟୀ

ବୌଦ୍ଧ : ଦୀର୍ଘଦିନର ପ୍ରତୀକ୍ଷା ପରେ ବୌଦ୍ଧ ବିଜୁ ପଟ୍ଟନାୟକ ଆଦର୍ଶ କୃଷକ ବଜାର ପରିସରରେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ବୁଣାକାର ବଜାର ଉଦଘାଟିତ ହୋଇଯାଇଛି। ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
Read More...

ମହାନଦୀରେ ଭାସୁଛି ଅଜଣା ଯୁବତୀଙ୍କ ମୃହଦେହ, ହତ୍ୟାକାଣ୍ଡ ସନ୍ଦେହ

ବୌଦ୍ଧ : ବୌଦ୍ଧ ମହାନଦୀରେ ଏକ ଅଜଣା ଯୁବତୀଙ୍କ ନଗ୍ନ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଚେହେରା ପାଣି ମଧ୍ୟରେ ବୁଡି ରହିଥିବାରୁ ଚିହ୍ନଟ ହୋଇପାରିନାହିଁ। ମାଳି ସାହି ଦୁର୍ଗା ମଣ୍ଡପ ପଛ ନଦୀ କୁଳରେ…
Read More...

ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ରାଜ୍ୟ ସରକାରଙ୍କ ବ୍ୟୟବରାଦ ୧୦ ହଜାର କୋଟି

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ପଞ୍ଚାୟତରେ ବିଜେଡି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାସ ଦୁଇଟି କଲ୍ୟାଣ ମଣ୍ଡପର ଉଦଘାଟନ କରିଥିଲେ।…
Read More...

୧୦ମ ମଉଲାଭଞ୍ଜା ଫୁଟବଳ ଟୁର୍ଣ୍ଣାମେଣ୍ଟ: ବେଲପାହାଡ ଚମ୍ପିଆନ

ରେଙ୍ଗାଲି:ରେଙ୍ଗାଲି ବ୍ଲକର ସାଲଡ ପଞ୍ଚାୟତର କୁର୍ଲା ଗ୍ରାମରେ ଚାଲିଥିବା ୧୦ମ ମଉଲାଭଞ୍ଜା ଫୁଟବଳ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଗୋଲଡେନ୍ କ୍ଳବ୍ ଉବୁଡ଼ା ଏବଂ ମାଝି…
Read More...

ପାଠରେ ଡୋରି ବାନ୍ଧିଲା ନାବାଳିକା, ଦିବ୍ୟାଙ୍ଗ ଭାଇ ଓ ପରିବାରର ନେବ ଯତ୍ନ

କଲମପୁର: ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ। ସମ୍ପତି କହିଲେ କେବଳ ମାଟି ଘର ଖଣ୍ଡକ। ଯେଉଁଠିରେ ପରିବାରର ସମସ୍ତ ସଦସ୍ୟ ଦୁଃଖେ ସୁଖେ ଚଳିଯାଉଥିଲେ। କିନ୍ତୁ ଏହି ପରିବାର ଉପରେ ମାଡି ଆସିଲା ଦୁଃଖର କଳା ବାଦଲ। ପ୍ରଥମ…
Read More...

ଏନକାଉଣ୍ଟରରେ ସାଧାରଣ ନାଗରିକ ମୃତ!

ମାଲକାନଗିରି: ବୈପାରୀଗୁଡ଼ାରେ ପୁଲିସ ଏନକାଉଣ୍ଟରରେ ୨ ମୃତ୍ୟୁ ଘଟଣା। ଏହି ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ପୁଲିସ ଏନକାଉଣ୍ଟର ବିରୋଧରେ ​‌ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।…
Read More...

ଇଂଲଣ୍ଡ ବିଶ୍ବକପ ଚାମ୍ପିଅନ, ବୋଲରଙ୍କ ପ୍ରଶଂସନୀୟ ଉଦ୍ୟମ ସତ୍ତ୍ବେ ହାରିଲା ପାକିସ୍ତାନ

ମେଲବର୍ଣ୍ଣ: ଇଂଲଣ୍ଡ ବିଶ୍ବକପ ଚାମ୍ପିଅନ। ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ବକପ ଚାମ୍ପିଅନ। ପାକିସ୍ତାନକୁ ୫ ୱିକେଟରେ ହରାଇ ଟାଇଟଲ ଜିତିଲା ଇଂଲଣ୍ଡ। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ…
Read More...

ଖୋଲିବ ବୁଣାକାର ବଜାର, ଗୋଟିଏ ସ୍ଥାନରେ ମିଳିବ ମିଳିବ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀ

ବୌଦ୍ଧ୧୨ା୧୧ : ଦୀର୍ଘଦିନର ପ୍ରତୀକ୍ଷା ପରେ ନଭେମ୍ଭର ୧୩ ତାରିଖ ରବିବାରଠାରୁ ବୌଦ୍ଧରେ ବୁଣାକାର ବଜାର ଖୋଲିବାକୁ ଯାଉଛି । ଓଡ଼ିଶାର ବୁଣାକାରମାନଙ୍କୁ ବଜାର ଯୋଗାଇବା ସହିତ ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ବୁଣାକାର…
Read More...

ସାହସ ଦେଇଥାଏ ସୃଜନଶୀଳତା

ଫୁଲବାଣୀ:ସୃଜନଶୀଳତା ସାହସ ଦେଇଥାଏ। ସେହି ସୃଜନଶୀଳତାକୁ ସମ୍ମାନ ଦେବାର ସମୟ ଏବେ ଆସିଯାଇଛି। ଆଗାମୀ ଶିଶୁ ଦିବସ, ୨୦୨୨ ପାଳନ ଉଦ୍ଦେଶ୍ୟରେ ଜିଲା ଅଦାଲତ ପରିସରରେ କନ୍ଧମାଳ ଜିଲାର ସମସ୍ତ ବ୍ଲକରୁ ଆସିଥିବା ଅଷ୍ଟମରୁ…
Read More...

ରାଜଧାନୀ ଦିଲ୍ଲୀରେ ଭୂକମ୍ପ, ତୀବ୍ରତା ୫.୪ ରିକ୍ଟର୍‌ ସ୍କେଲ୍‌

ନୂଆଦିଲ୍ଲୀ: ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ। ଚଳିତ ସପ୍ତାହରେ ଦ୍ବିତୀୟ ଥର ପାଇଁ ଭୂମିକମ୍ପ। ରାତି ପ୍ରାୟ ୮ଟାବେଳେ ଭୂକମ୍ପ ଝଟକା। ନୋଇଡ଼ା ଓ ଗୁରୁଗ୍ରାମ ଅଞ୍ଚଳରେ ଭୂକମ୍ପ ଅନୂଭୁତ। ଭୂକମ୍ପର କେନ୍ଦ୍ରସ୍ଥଳ…
Read More...

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଏଏସଓ ଆଶାୟୀ

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷାଫଳ ନଭେମ୍ବର ୭ରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା…
Read More...

ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ସତ୍ୟଭୂଷଣ ସାହୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଦଳ ଭରସା କରିଛି ଏବଂ ପଦ୍ମପୁର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବା…
Read More...

ଫରେଷ୍ଟର ନିଲମ୍ବିତ, ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦୁଝର: ତୀରରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣାରେ ଡିଏଫଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ଡିଏଫଓ ନିଲମ୍ବନ କରିଛନ୍ତି। ସେହିପରି ରେଞ୍ଜର ଶିବାଜୀ ମୋହନ ରାଓଙ୍କ ସମେତ…
Read More...

ନାବାଳିକାକୁ ଦୁଷ୍କର୍ମ ସହ ଗର୍ଭବତୀ କଲେ ସରପଞ୍ଚଙ୍କ ସ୍ବାମୀ, ଥାନାରେ ମାମଲା

ମୋହନା: ଅଡ଼ବା ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ଏଥିନେଇ ଅଡ଼ବା ଥାନାରେ ପୀଡ଼ିତାଙ୍କ ବାପା ଅଭିଯୋଗ କରିବା…
Read More...

ଜରାଶ୍ରମ ସଭାପତିଙ୍କୁ କଟୁରୀରେ ହାଣି ହତ୍ୟା

ପାରାଦୀପ: ରତ୍ନମାଳି ଜେମା ଜରାଶ୍ରମ ସଭାପତିଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜରାଶ୍ରମ ସଭାପତି ସନ୍ତୋଷ ବେହେରାଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଛି ଏବଂ ଜରାଶ୍ରମର ଜଣେ କର୍ମଚାରୀ ଏହି…
Read More...

ହେଉନି ସ୍ଥାୟୀ ପ୍ରତିକାର, ବ୍ୟଜନ୍ତୁ ଉଡ଼ାଡ଼ି ଦେଉଛନ୍ତି ଫସଲ

ବଡ଼ମ୍ବା: ଆମ୍ବ ଦିନେ ଆମ୍ବ,ପଣସ ଓ କାଜୁ ଦିନେ କାଜୁ। ଧାନ ଅମଳ ଦିନେ ପାଚିଲା ଧାନ କ୍ଷେତ ସାଙ୍ଗକୁ ଆଖୁ କିଆରୀ। ପ୍ରତିବର୍ଷ ଏବେ ଏସବୁ ଫସଲର ଅମଳ ସମୟ ଆସିଲେ ଜଙ୍ଗଲପାଖ ଜମି ଉପରେ ଆଖି ରଖୁଛନ୍ତି ବନ୍ୟପ୍ରାଣୀ। ବିଶେଷ…
Read More...

ରାମଚନ୍ଦ୍ରପୁରରେ ୨୪ ଟିକିଆ ହାତୀ ପଲ

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ଜୋନ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଆଜି ସନ୍ଧ୍ୟାରେ ୨୪ ଟିକିଆ ହାତୀ ପଲଙ୍କ ଉପଦ୍ରବ ହେବା ଯୋଗୁଁ ଗ୍ରାମରେ ବିଭିନ୍ନ ଲୋକଙ୍କ ଧାନ ଫସଲ ନଷ୍ଟ ହୋଇଛି। ଆଜି…
Read More...

ବସ-ଟ୍ରକ୍ ଧକ୍କା: ଜଣେ ମୃତ, ୧୦ ଗୁରୁତର

ରେଙ୍ଗାଲି:ସମ୍ବଲପୁରରୁ ରାଉରକେଲା କୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ୍ େଓ)ର ଖିଣ୍ଡା ଛକ ପାଖରେ ଏକ ଯାତ୍ରୀବାହୀ ବସ୍ ସହିତ ଟ୍ରକ ଧକ୍କା ହେବା ଫଳରେ ଜଣେ ଯାତ୍ରୀ ଙ୍କ ମୃତ୍ୟୁ ହେଯାଇଥିବା…
Read More...

ସଡ଼କ ଦୁର୍ଘଟଣା: ଗୁରୁତର ଆହତ ବାପାଝିଅଙ୍କୁ ଉଦ୍ଧାର କଲେ ଜିଲାପାଳ, ଚିକିତ୍ସା ପାଇଁ ପଠାଇଲେ ଚନ୍ଦ୍ରଗିରି ଗୋଷ୍ଠୀ…

ମୋହନା: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାପାଝିଅଙ୍କୁ ଉଦ୍ଧାର ଗଜପତି ଜିଲାପାଳ ଉଦ୍ଧାର କରିଥିଲେ ଏବଂ ସେମାନଙ୍କୁ ନିଜ ଗାଡିରେ ଚନ୍ଦ୍ରଗିରି ଗୋଷ୍ଠ…
Read More...

ବାଇକ୍-ବୋଲେରୋ ଧକ୍କା: ଜଣେ ମୃତ, ଦୁଇ ଆହତ

ଆଠଗଡ଼: ଆଠଗଡ-ମୁଣ୍ଡଳି ରାସ୍ତାର ବେତଖୋଲି ଓ ମେଘା ମଧ୍ୟବର୍ତ୍ତୀ ଡାଳଖାଇ ମନ୍ଦିର ନିକଟରେ ରାତି ପ୍ରାୟ ୮ ଟାରେ ଗୋଟିଏ ବାଇକ୍ ସହିତ ବୋଲେରୋ ଧକ୍କା ହେବା ଫଳରେ ୩ ଜଣ ବାଳକ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ…
Read More...

ଚକାପାଦ ବ୍ଳକରେ ପଞ୍ଚାୟତ ସମିତି ବୈଠକ, ଗଦା ଗଦା ସମସ୍ୟା ନେଇ ବର୍ଷିଲେ ନିର୍ବାଚିତ ଲୋକ ପ୍ରତିନିଧି

ଫୁଲବାଣୀ:କନ୍ଧମାଳ ଜିଲା ଚକାପାଦ ବ୍ଳକର ଦ୍ୱିତୀୟ ପଂଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷା ବୈନେତ୍ରୀ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଉପାଧ୍ୟକ୍ଷ ସୋମନାଥ…
Read More...

ପ୍ରଫେସର ପ୍ରମୋଦ କୁମାର ସାହୁ ସିଫାର ନୂତନ ନିର୍ଦେଶକ

ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ସଂସ୍ଥା (ସିଫା)ର ନିର୍ଦେଶକ ଭାବେ ବିଶିଷ୍ଟ ବୈଜ୍ଞାନିକ ତଥା ଜାତୀୟ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କୁ ନିଯୁକ୍ତ…
Read More...

ରାଜ୍ୟରେ ଅଧିକ ଅଏଲ୍‌ ପାମ କାରଖାନା ପ୍ରତିଷ୍ଠା କରାଯିବା ଆବଶ୍ୟକ: କୃଷିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅଏଲ୍‌ ପାମ୍‌ ଉତ୍ପାଦନର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ଏବଂ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଧିକ ଅଏଲ୍‌ ପାମ୍‌ କାରଖାନା ପ୍ରତିଷ୍ଠା କରାଯିବା ଦରକାର ବୋଲି କୃଷି ଓ…
Read More...

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ…
Read More...

ପଦ୍ମପୁର ଉପ ନିର୍ବାଚନ: ବିଜେପି ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବ ବୋଲି ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି। ପଦ୍ମପୁର ଉପ ନିର୍ବାଚନ…
Read More...

ଓଡ଼ିଆରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଛାତ୍ରଛାତ୍ରୀ, ଉନ୍ମୋଚିତ ହେଲା ଡିଗ୍ରୀ ଓ ଡିପ୍ଲୋମା ଓଡ଼ିଆ ପୁସ୍ତକ

ଭୁବନେଶ୍ବର: ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ପୁସ୍ତକ ଉନ୍ମୋଚିତ ହୋଇଛି। ଜୟଦେବ ଭବନରେ ସ୍ବତନ୍ତ୍ର…
Read More...

ଓଜେଏସ ପରୀକ୍ଷାଫଳ ପ୍ରକାଶ, ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ଜୁଡ଼ିସିଆଲ ସର୍ଭିସ(ଓଜେଏସ) ୨୦୨୧ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ୨୮ଜଣ…
Read More...

ତେନ୍ତୁଳିରଗଡ଼ିରେ ମାଙ୍କଡ଼ ଉପଦ୍ରବ: ଉଜାଡ଼ିଲେଣି ବାଡ଼ିବଗିଚା, ୪ଜଣଙ୍କୁ କାମୁଡ଼ିଲେଣି

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତର ତେନ୍ତୁଳିରଗଡ଼ି ଗ୍ରାମରେ ଗତ ପ୍ରାୟ ୧ମାସ ହେବ ମାଙ୍କଡ଼ ଉପଦ୍ରବ ଲାଗି ରହିଛି। ଏହାକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଗ୍ରାମରେ ପ୍ରାୟ ଗୋଟିଏ ଦଳ…
Read More...

ଜିଲାପାଳଙ୍କୁ ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କ ସ୍ମାରକପତ୍ର ପ୍ରଦାନ

ଦେବଗଡ଼: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟୀ ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ ମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ…
Read More...

ଅପହୃତ ଯୁବକ ଉଦ୍ଧାର: ଅଭିଯୁକ୍ତ ଗିରଫ, ୧୩ ଜୀବନ୍ତ ଗୁଳି ଜବତ

ମୋହନା: ଅପହୃତ ଯୁବକଙ୍କୁ ଉଦ୍ଧାର। ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା’ନିକଟରୁ ୧୩ ଟି ଜୀବନ୍ତ ଗୁଳି ଓ ଗୋଟିଏ ପଲ୍ସର୍ ବାଇକ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା…
Read More...

ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର, ୩୦ୟୁନିଟ ରକ୍ତ ସଂଗ୍ରହ

ଫୁଲବାଣୀ: ୧୦୮ ଆମ୍ବୁଲାନ୍ସକୁ ନଅ ବର୍ଷ ପୁର୍ତ୍ତି ଉପଲକ୍ଷେ ଫୁଲବାଣୀ ରକ୍ତ ଭଣ୍ଡାରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତ ଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର…
Read More...

ଉଚ୍ଚ ମାଧ୍ୟାମିକ ଶିକ୍ଷାପରିଷଦ ଏବଂ ମାଧ୍ୟମିକ ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ନେଇ ସମୀକ୍ଷା

ଭୁବନେଶ୍ୱର : ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉଚ୍ଚ ମାଧ୍ୟାମିକ…
Read More...

ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ‘ସୁରଭି’ କାର୍ଯ୍ୟକ୍ରମ, ଆରମ୍ଭ ହେବ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ଯୋଜନା

ଭୁବନେଶ୍ୱର: ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନଭେମ୍ବର ମାସ ୧୪ରୁ ୧୬…
Read More...

ଓଡ଼ିଶା ମିଲେଟ ମିଶନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି

ଭୁବନେଶ୍ୱର: ଆମ ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଗରିବ ଆଦିବାସୀମାନେ ମୁଖ୍ୟତଃ ମାଣ୍ଡିଆ ଚାଷ କରିଥାନ୍ତି। ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଓ ଲୋକମାନଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି…
Read More...

ରାଜ୍ୟ ଆର୍ଥିକ ବ୍ୟୟର ଗୁଣବତ୍ତାକୁ ବଜାୟ ରଖିବା ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ପ୍ରଧାନ ମହାଲେଖାଗାର ଓ ଅର୍ଥ ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଟ୍ରେଜେରୀ ଅଫିସର ସମ୍ମଳନୀକୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ…
Read More...

ବ୍ଲକସ୍ତରୀୟ ରକ୍ତହୀନତା ରୋଗ ଚିହ୍ନଟ ଶିବିର, ୨୨୦ ଜଣ ଛାତ୍ରୀଙ୍କ ରକ୍ତ ନମୂନା ପରୀକ୍ଷା

କଲମପୁର: କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅଧିନସ୍ଥ ଦୁଲକିବନ୍ଧ ତଫସିଲ ଭୁକ୍ତ ଜାତି ଜନ ଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ କନ୍ୟା ଆଶ୍ରମ ଠାରେ ଆଜି ଦିନ ୧୨ଟା ବେଳେ ନୀତି ଆୟୋଗ ପ୍ରଜୋଜିତ ଆକାଂକ୍ଷା ଯୋଜନା…
Read More...

ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ। ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ…
Read More...

ପ୍ରାର୍ଥୀ ମନୋନୟନରେ ସ୍ବଚ୍ଛ ଓ ନିରପେକ୍ଷ ଭୂମିକା ଗ୍ରହଣ କରିଥାଏ ଓପିଏସସି

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର(ଏଏସଓ) ଲିଖିତ ପରୀକ୍ଷାଫଳ ନଭେମ୍ବର ୭ରେ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ମୋଟ ୧୧୦୪ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା…
Read More...

୨ଟି ପୃଥକ ଦୁର୍ଘଟଣାରେ ୨ ସାଇକେଲ ଆରୋହୀଙ୍କର ମୃତ୍ୟୁ, ଜଣେ ଗୁରୁତର

ଦେବଗଡ଼: ଦେବଗଡ ଥାନାଂଚଳର କୁରଡ ଏବଂ କଣ୍ଢଳ ଗ୍ରାମରେ ଆଜି ୨ଟି ପୃଥକ ଦୁର୍ଘଟଣାରେ ୨ ଜଣ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ…
Read More...

ସେବା ସହିତ ଶୃଙ୍ଖଳିତ କରିଥାଏ ସ୍କାଉଟ ଓ ଗାଇଡ

ଫୁଲବାଣୀ: ଫୁଲବାଣୀ ପୁଲିସ ଉଚ୍ଚ ବିଦ୍ୟାଳୟରେ ୭୨ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ଶତପଥୀଙ୍କ ତତ୍ତ୍ବାବଧାନରେ ପାଳିତ ହୋଇଯାଇଛି। ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନେ…
Read More...

ଆ-କା-ମା-ଭୈ: ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଗୋପାଳପୁର ବେଳାଭୂମି ରେ ଜନସମୁଦ୍ର

ଗୋପାଳପୁର: ଆ-କା-ମା-ଭୈ ସ୍ବର ରେ ପ୍ରକମ୍ପିତ ହୋଇଥିଲା ଗୋପାଳପୁର ବେଳାଭୂମି, ଶ୍ରଦ୍ଧାଳୁ ମାନେ କଦଳୀ ପୁଆରେ ଡଙ୍ଗା କରି ସେଥିରେ ସିନ୍ଦୂର ଚନ୍ଦନ ଦେହ ସହ ଦୀପ, ଧୂପ ଦେଇ ସମୁଦ୍ରରେ ଭସାଇବା ଦେଖା ଦେଇଥିଲା।…
Read More...

ବିଓବି ଅବସରପ୍ରାପ୍ତ ଅଫିସର୍ ଆସୋସିଏସନର ବୈଠକ, ପେନ୍‍ସନ ଏବଂ ସ୍ୱାସ୍ଥ୍ୟ ବୀମା ସମସ୍ୟା ଉପରେ ଆଲୋଚନା

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦା ଅବସରପ୍ରାପ୍ତ ଅଫିସର୍ ଆସୋସିଏସନର ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସୋସିଏସନର ରାଷ୍ଟ୍ରୀୟ ସଭାପତି କେ.ଏଲ.ବଂଶଲ, ଯୁଗ୍ମ ସାଧାରଣ ସଂପାଦକ ଆର.କେ.ଗୁପ୍ତା,…
Read More...

ଗୋପୀନାଥ ଦେବଙ୍କ ଶରତ ରାସ ଉତ୍ସବ

ପିପିଲି:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପରିସରରେ ପ୍ରସିଦ୍ଧ ଶରତ ରାସ ଉତ୍ସବ ପାଞ୍ଚଦିନ ବ୍ୟାପୀ ସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟହ…
Read More...

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା, ପ୍ରଥମ ଦିନରୁ ହିଁ ପ୍ରବଳ ଜନସମାଗମ

ଭୁବନେଶ୍ବର: ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା। କୋଭିଡ ପାଇଁ ୨ ବର୍ଷ ପରେ ହେଉଛି ବାଲିଯାତ୍ରା। ପ୍ରଥମ ଦିନରୁ ହିଁ ପ୍ରବଳ ଜନସମାଗମ ହୋଇଛି। କଟକ ଐତିହାସିକ ବାଲିଯାତ୍ରା ଶୁଭାରମ୍ଭ କରିଛନ୍ତି ସୂଚନା ଓ ଲୋକ…
Read More...

ମହାକାଶରେ ମହାଜାଗତିକ ଦୃଶ୍ୟ, ଲୋକେ ଦେଖିଲେ ଚନ୍ଦ୍ରଗ୍ରହଣ

ଆଜି ଚନ୍ଦ୍ରଗ୍ରହଣ। ମହାକାଶରେ ମହାଜାଗତିକ ଦୃଶ୍ୟ। ଗୋଟିଏ ସରଳ ରେଖାରେ ଅଛନ୍ତି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର। ଚଳିତ ବର୍ଷ ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ଅପରାହ୍ଣ ୨ଟା୩୮ମିନିଟରୁ ଲାଗିଛି ଗ୍ରହଣ। ୬ଟା୧୮…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ, ଜଣେ ମୃତ୍ୟୁ

ରେଢ଼ାଖୋଲ: ଜୁଜୁମରା ଥାନା ଅନ୍ତର୍ଗତ ମହାକୁଡ଼ପାଲି ନିକଟରେ ବାଇକ ଦୁର୍ଘଟଣା। ବାଇକରେ ୩ଜଣ ଆସୁଥିଲେ। ଭାରସାମ୍ୟ ହରାଇ ଗଛରେ ବାଇକଟି ପିଟି ହୋଇଯାଇଥିଲା। ଏହାପରେ ୩ଜଣ ବାଇକ ଆରୋହୀ ଛିଟିକି ପଡ଼ିଥିଲେ। ୩ଜଣ ବାଇକ…
Read More...

କପିଳେଶ୍ବର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାମାଖ୍ୟାନଗର: କାମାଖ୍ୟାନଗର ବ୍ଲକ ଅନ୍ତର୍ଗତ ବଡସୁଆଁଳୋ ପଞ୍ଚାୟତର ହଟୁଆରୀ ନିକଟବର୍ତ୍ତୀ ରାମିଆଳ ନଦୀ ଗର୍ଭରେ ଅବସ୍ଥିତ କପିଳେଶ୍ୱର ଶିବ ମନ୍ଦିରରେ କାର୍ତ୍ତିକ ମାସ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି…
Read More...

‘ଖୁସିୟୋଁ କା ତୋହାର’ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର : ପାର୍ବଣ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଥିବା ‘ଖୁସିୟୋଁ କା ତୋହାର’ ଶେଷ ହୋଇଛି। ‘ଖୁସିୟୋଁ କା ତୋହାର’ରେ ଅଂଶ…
Read More...