ଓଡ଼ିଶା ପ୍ରଶାସନିକ ସେବାସଂଘର କାର୍ଯ୍ୟକାରିଣୀ ପରିଷଦର ପ୍ରଥମ ବୈଠକ

ଭୁବନେଶ୍ୱର:ଆଜି ସ୍ଥାନୀୟ ଓସା ଭବନଠାରେ ଓଡ଼ିଶା ପ୍ରଶାସନିକ ସେବା ସଂଘର ସଭାପତି ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ କାର୍ଯ୍ୟକାରିଣୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ଯ୍ୟକାରିଣୀ…
Read More...

ହତ୍ୟାଧମକ ଘଟଣା: ଝାରସୁଗୁଡ଼ା ଷ୍ଟେସନରୁ ଅଭିଯୁକ୍ତକୁ ଗିରଫ କଲା ଟାଉନ ପୁଲିସ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଶିଷ୍ଟ ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ(ପିଲୁ)ଙ୍କୁ କଲ ଓ ମେସେଜ କରି ୫୦ଲକ୍ଷ ଟଙ୍କା ଦାବି କରିବା ସହ ହତ୍ୟା ଧମକ ଦେବା ଘଟଣାର ପର୍ଦ୍ଦଫାଶ କରିବାରେ ଟାଉନ ପୁଲିସ ସକ୍ଷମ ହୋଇଛି । ଏ…
Read More...

ମୁଖ୍ୟ ଶାସନ ସଚିବଙ୍କ ବାଲେଶ୍ବର ଜିଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା, ମେଡିକାଲ କଲେଜ କାର୍ଯ୍ୟ…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାଲେଶ୍ବର ଜିଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବାଲେଶ୍ବରସ୍ଥିତ ଫକିର ମୋହନ ମେଡିକାଲ କଲେଜ ଓ ହସପିଟାଲ ଗସ୍ତକରି ନିର୍ମାଣଧିନ…
Read More...

କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ’ ଉଦ୍‌ଯାପିତ

ଭୁବନେଶ୍ୱର : ରେଲୱେ ଇଣ୍ଡୋର୍ ଷ୍ଟାଡ଼ିୟମ୍‌ଠାରେ କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ’ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଗତ ୧୦ରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟର…
Read More...

କେନାଲ ତଳକୁ ଖସିଲା ବାଇକ, ୩ ମୃତ

କରଞ୍ଜିଆ: ଗୋଟିଏ ବାଇକରେ ୪ଜଣ ଯାଉଥିବାବେଳେ ଦୁର୍ଘଟଣା। କେନାଲକୁ ଖସି ପଡ଼ି ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ହାତୀବାରି ନିକଟ ଦେଓ କେନାଲକୁ ଖସି ବାଇକଟି ଖସି ପଡ଼ିଥିଲା। ଏଥିରେ ଘଟଣଶସ୍ଥଳରେ ୩ଜଣଙ୍କ ମୃତ୍ୟୁ…
Read More...

ମହିଳା ଟି-୨୦ ବିଶ୍ବକପରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ,

କେପ୍‌ଟାଉନ: ମହିଳା ଟି-୨୦ ବିଶ୍ବକପରେ ପାକିସ୍ତାନକୁ ହରାଇଲା ଭାରତ। ପାକିସ୍ତାନକୁ ୭ ୱିକେଟରେ ହରାଇଇଲା ଭାରତୀୟ ମହିଳା ଦଳ। ଭାରତ ଆଗରେ ୧୫୦ ରନର ଟାର୍ଗେଟ ରଖିଥିଲା ଭାରତ। ଅପରପକ୍ଷରେ ପାକିସ୍ତାନ ୨୦ ଓଭରରେ ୧୪୯/୪…
Read More...

ଘର ଭିତରୁ ଗୋଟିଏ ପରିବାର ୩ ମୃତଦେହ ଉଦ୍ଧାର

କୋରାପୁଟ: ଘର ଭିତରୁ ପରିବାରର ୩ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଛୋଟ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟରେ ଅଭାବନୀୟ ଘଟଣା। ବାପାର…
Read More...

‘ସତ୍‌ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ’

ଭୁବନେଶ୍ୱର: ଜୀବନକୁ ସୁନିୟନ୍ତ୍ରିତ କରିବାରେ ଗୁରୁଙ୍କର ରହିଛି ବିଶେଷ ଭୂମିକା। ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିପାରିଲେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ…
Read More...

ମହିଳା ଟି-୨୦ ବିଶ୍ବକପ୍‌: ଭାରତ ଆଗରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପାକିସ୍ତାନ

କେପ୍‌ଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ ମହିଳା ଟି-୨୦ ବିଶ୍ବକପ। ଭାରତ ଆଗରେ ୧୫୦ ରନର ଟାର୍ଗେଟ ରଖିଲା ପାକିସ୍ତାନ। ପାକିସ୍ତାନ ୨୦ ଓଭରରେ ୧୪୯/୪। ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ…
Read More...

ଆଠଗଡ଼ରେ ଗୁଳିମାଡ଼, ୩ ଗୁରୁତର

ଆଠଗଡ଼: ଜେନାପଦା ମଝିସାହିରେ ଗୁଳିମାଡ଼ ହୋଇଥିବାବେଳେ ଏହି ଗୁଳିମାଡ଼ରେ ୩ଜଣ ଗୁରୁତର ହୋଇଛନ୍ତି। ଗୁଳିମାଡ଼ରେ ବାପପୁଅ ଓ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା…
Read More...

ପାଇଖାନା ଟାଙ୍କି ଉପରୁ ୪ ସୁତୁଲି ବୋମା ଜବତ

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ସିରିଆପୁର ଅଞ୍ଚଳରେ ଥିବା ଏକ ପାଇଖାନା ଟାଙ୍କି ଉପରୁ ୪ଟି ଅଫୁଟା ସୁତୁଲି ବୋମାକୁ ପିପିଲି ପୁଲିସ ରବିବାର ଅପରାହ୍ନରେ ଜବତ କରିଛି। ସିରିଆପୁର ବିଦ୍ୟାଳୟ ପଛପଶ୍ୱର୍ରେ ରହୁଥିବା…
Read More...

କେନାଲକୁ ଓଲଟିଲା ଅଟୋ, ଚାଳକ ମୃତ

ପିପିଲି:ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମ ଦେଇ ଯାଇଥିବା ସାକ୍ଷୀଗୋପାଳ ଶାଖା କେନାଲରେ ରବିବାର ସକାଳେ ଏକ ଅଟୋରିକ୍ସା ଓଲଟି ପଡ଼ିବାରୁ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପ୍ରଦୀପ କୁମାର ଷଡ଼ଙ୍ଗୀ…
Read More...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

କେନ୍ଦୁଝର: କାର ଭିତରେ ଆଦିବାସୀ ନାବାଳିକାକୁ ଦୁଷ୍ମର୍ମ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ୪୯ ନମ୍ବର ଜାତୀୟ ରାଜପଥର କଡ଼ ଜଙ୍ଗଲରେ ଜଣେ ନାବାଳିକାକୁ ଦୁଷ୍ମର୍ମ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ…
Read More...

ଜେଏନୟୁ ପ୍ରଫେସରଙ୍କ ଦେଶବିରୋଧୀ ମନ୍ତବ୍ୟକୁ ବାଣୀବିହାରରେ ପ୍ରତିବାଦ, ସହିଦନଗର ଥାନାରେ ମାମଲା

ଭୁବନେଶ୍ୱର: ନୂଆଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରଫେସର ସୁରଜିତ ମଜମୁଦାରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସିଟିଜେନ ଫୋରମ ପକ୍ଷରୁ ଉତ୍କଳ…
Read More...

କୃଷକମୋର୍ଚ୍ଚାର ବଜେଟ୍ ଆଲୋଚନା ଚକ୍ର, ଅମୃତକାଳ ପ୍ରଥମ ବର୍ଷର ବଜେଟ୍ ଚାଷୀମାନଙ୍କ ପାଇଁ ଅମୃତ ସଦୃଶ

ଭୁବନେଶ୍ୱର: ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ରରେ ଆଗତ ହୋଇଥିବା ସାଧାରଣ ବଜେଟ୍‌ରେ କୃଷି, ଜଳସେଚନ, ଖାଦ୍ୟ ପ୍ରକ୍ରିୟା କରଣ, କୃଷକ ରୋଜଗାରକୁ ପ୍ରାଧାନ୍ୟ ଦିଆଯାଇଛି । ୨୦୧୩-୧୪ରେ କୃଷି ବିଭାଗକୁ ୩୦ହଜାର କୋଟି ଟଙ୍କାର…
Read More...

ଆୟୁଷ ଡାକ୍ତରଙ୍କ ନିଯୁକ୍ତିକୁ ସ୍ଥାୟୀ ନକଲେ ଆନ୍ଦୋଳନ ଜୋରଦାର ହେବ, ତୁରନ୍ତ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୦୨୨ ଅକ୍ଟୋବର ୧୫ ତାରିଖରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ଘୋଷଣା କରି କହିଲେ ଯେ ଓଡ଼ିଶାରୁ ସବୁଦିନ ପାଇଁ ଠିକା ବା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା…
Read More...

ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଗଠନରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ

ଭୁବନେଶ୍ୱର/ନୂଆପଡ଼ା:ଶିକ୍ଷା ଜଗତର ଅନ୍ୟତମ ପୁରାତନ ପେଣ୍ଠସ୍ଥଳୀ ଦେବଗଡ ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଗୁଣାତ୍ମକ ଶିକ୍ଷା, ସଂସ୍କୃତ ଶିକ୍ଷା ସହ କୃଷି ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ। ଓଡ଼ିଶା ଭାଷାଭିତ୍ତିକ…
Read More...

ସୋମବାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ୪୭୦୦କୋଟି ଟଙ୍କା ପ୍ରକଳ୍ପର ହେବ ଶୁଭ ଉଦ୍‍ଘାଟନ ଓ ଶିଳାନ୍ୟାସ

କେନ୍ଦୁଝରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ୪୭୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଶିଳାନ୍ୟାସ କରିବା ନେଇ ଜିଲାପାଳ ଆଶିଷ ଠାକରେ ଶନିବାର ଏକ ଅନୌପଚାରିକ…
Read More...

ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୯,୧୯୬ ସଂଖ୍ୟକ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ…
Read More...

ମୁଖ୍ୟ ଶାସନ ସଚିବଙ୍କ ବାଲେଶ୍ବର ଜିଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ବର:ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାଲେଶ୍ବର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରିଛନ୍ତି । ଆଜି ଅପରାହ୍ନରେ ସିମୁଳିଆ ବ୍ଲକର ମଇତାପୁର ଗ୍ରାମ ପଞ୍ଚାୟତ ଗସ୍ତକରି ସେଠାରେ ମିଶନ ଶକ୍ତି ମା’ ମାନଙ୍କ…
Read More...

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା:କିଡ୍ସ ପ୍ଲେ ଜୋନରେ ଛୋଟ ପିଲା ଓ ସାଂସ୍କୃତିକ ମଣ୍ଡପରେ ଦର୍ଶକଙ୍କ ଗହଳି

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ…
Read More...

ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ତରଫରୁ ଜନଜାତି କଲ୍ୟାଣ ଉପରେ ଜାତୀୟ ସଂପାନ ଆୟୋଜନ

ଭୁବନେଶ୍ୱର: ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଓ ଜନଜାତି କଲ୍ୟାଣ’ ଶୀର୍ଷକ ଏକ ଜାତୀୟ ସଂପାନ…
Read More...

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଭୁବନେଶ୍ବର: ବରଗଡ଼ ଜିଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି। ସୂଚନା ଯୋଗ୍ୟ…
Read More...

ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ଭୁବନେଶ୍ୱର: ଆଜି ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପୁରସ୍କାର ବିଦରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…
Read More...

‘ହାଲ’ର ୨ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

କୋରାପୁଟ: ସବିଆଇ କବଜାରେ ‘ହାଲ’ର ୨ କର୍ମଚାରୀ। ଡକ୍ୟୁମେଣ୍ଟ ଲିକ ଅଭିଯୋଗରେ ଉଭୟଙ୍କୁ ଉଠାଇ ନେଲା। ହନି ଟ୍ରାପରେ ଫିସ ଡାଟା ଲିକ କରିଥିବା ସୂଚନା। ନାସିକ ବ୍ରାଞ୍ଚ ସୂଚନା ଆଧାରରେରେଡ ପରେ ଉଠାଇ ନେଲା ସିବିଆଇ।
Read More...

ନବରଙ୍ଗପୁର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୩୪ଟି କୋର୍ଟ କେସ ଓ ୩୮୯୧ ରାଜସ୍ୱ ମାମଲାର ଫଇସଲା

ନବରଙ୍ଗପୁର : ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲା ଅଦାଲତ ପରିସରରେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଭରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜର୍ଜ (ପୋକସୋ) ପ୍ରଣତୀ ସାହାଙ୍କ ନିର୍ଦେଶ…
Read More...

ହୋ ମୁଣ୍ଡାରୀ ଭୂମିଜ ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ

କଣ୍ଟାବାଞ୍ଜି: ଓଡିଶା ରାଜ୍ୟରେ ଥିବା ୬୨ପ୍ରକାର ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ୧୬୯ ଅଂଶ, ବଂଶ, ଗୋଷ୍ଠୀ ଯଥା ସଅର, ଭଞ୍ଜପୁରାଣ, କଳଙ୍ଗା, ପହଁରିଆ, ଝୋଡ଼ିଆ, ମାଙ୍କିଡିଆ, ଦୁରୁଆ, ଚୁକଟିଆ ଭୁଞ୍ଜିଆ, ପାଉଡି ଭୁଞ୍ଜିଆ,…
Read More...

ଏମ୍‌ସ ଭୁବନେଶ୍ୱରରେ ଆଣ୍ଠୁ ଓ ନିତମ୍ବ ଗଣ୍ଠିର ସଫଳ ମିଳିତ ପ୍ରତିରୋପଣ, ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ,…

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ବରର ପ୍ରଥମ ଦଶନ୍ଧିର ସ୍ବର୍ଣ୍ଣିମ ଯାତ୍ରାରେ ଯୋଡ଼ିହୋଇଛି ଆଉ ଏକ ସଫଳ ଫର୍ଦ୍ଦ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ…
Read More...

ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ପିପିଲି ବ୍ଲକ ଘେରାଓ, ବିକ୍ଷୋଭ ସ୍ଥଳରେ ପରିବା ଫୋପାଡିବା ସହ କୁଶ…

ପିପିଲି:ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇବା ସହ ଫଣି’ କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯିବା ସମେତ ୭ଦଫା ଦାବି ନେଇ ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଶୁକ୍ରବାର…
Read More...

କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ତଥା ସରକାରୀ ଉନ୍ନୀତଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ  ଉତ୍ସବ ପାଳିତ 

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ତଥା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ରେ ୨୦୨୨-୨୩ ବାର୍ଷିକ ଉତ୍ସବ  ଆଡମ୍ବରରେ ପାଳିତ…
Read More...

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ପକ୍ଷରୁ କୃତି ଛାତ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସିଦ୍ଧାର୍ଥ ପବ୍ଲିକ ସ୍କୁଲ ,କୁମେଲସିଂହା ର ଛାତ୍ର ମଳୟ ବାରିକ୍ ପାରାଦ୍ଵୀପ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳ କୁଦ ପ୍ରତିଯୋଗିତାରେ ୨୦୦ ମିଟର ଦୌଡ ରେ ପ୍ରଥମ ସ୍ଥାନ ଓ…
Read More...

ପୂର୍ବତନ ପୋଲିସ ଇନ୍ସପେକ୍ଟର  ଜନାର୍ଦ୍ଦନ ପଣ୍ଡାଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ  ଅନ୍ତର୍ଗତ ବlବେବିରା  ଗ୍ରାମର ପୂର୍ବତନ ପୋଲିସ ଇନ୍ସପେକ୍ଟର  ସ୍ବର୍ଗତ ଜନlର୍ଦ୍ଦନ ପଣ୍ଡା ଙ୍କ ଧର୍ମପତ୍ନୀ  ବସନ୍ତ କୁମାରୀ ପଣ୍ଡାଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି…
Read More...

ମନମୋହିଲେ ମହାରାଷ୍ଟ୍ର, ପଞ୍ଜାମ ଓ ଝାଡ଼ଖଣ୍ଡର କଳାକାରମାନେ

ଭୁବନେଶ୍ୱର:ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ନବମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ୱାଲïର୍ ସ୍କିଲ ସେଣ୍ଟର୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ…
Read More...

ବାଲେଶ୍ବର ସୋମନାଥପୁର ଶିଳ୍ପାଞ୍ଚଳରେ ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ଛାପାଖାନା ଶିଳାନ୍ୟାସ

ଭୁବନେଶ୍ବର: ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ପାଇଁ ବାଲେଶ୍ବର ସୋମନାଥପୁର ଶିଳ୍ପାଞ୍ଚଳରେ ନୂତନ ଛାପାଖାନାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ସମାଜ’ର ମହା ପ୍ରବନ୍ଧକ ଶିବରାମ…
Read More...

ବିକାଶର ପ୍ରତିଟି କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:ବିକାଶର ପ୍ରତିଟି କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ରାଜ୍ୟରେ ବିକାଶର ନୂଆ ଦିଗନ୍ତ ଆରମ୍ଭ ହୋଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି…
Read More...

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ବର:ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡା ସଂସଦର ଦୁଇ ଦିନିଆ ବାର୍ଷିକ ଉତ୍ସବ ପାଳନ ସ୍ଥାନୀୟ ରବିନ୍ଦ୍ର ମଣ୍ତପ ଠାରେ ଆରମ୍ଭ ହୋଇଛି । ଏହାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ…
Read More...

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ପୁରସ୍କାର ବିତରଣ, ସଚେତନତା ସମାବେଶ ଓ ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଚଳିତ ଫେବୃୟାରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଫେବୃୟାରୀ ୧ରେ ରାଜ୍ୟରେ ୧୧୭ ଟି ଡିଭିଜନସ୍ତରରେ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର…
Read More...

ରଘୁନାଥପୁରରେ ଏଚଡିଏଫସି ବ୍ୟାଙ୍କର ନୂଆ ଶାଖା

ଭୁବନେଶ୍ବର: ନନ୍ଦନକାନନ ସ୍ଥିତ ରଘୁନାଥପୁରରେ ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ତଥା କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଏହି ଶାଖାକୁ ଉଦଘାଟନ କରିଛନ୍ତି। ଏହି…
Read More...

ଉଭୟ ପୁଅ ଓ ଝିଅଙ୍କୁ ଯୌନଶୋଷଣ ସମ୍ବନ୍ଧରେ ସଚେତନ କରିବାର ଆବଶ୍ୟକତା ରହିଛି : ସୁନୀତା କ୍ରିଷ୍ଣନ୍‌

ଭୁବନେଶ୍ୱର: ପିଲାମାନଙ୍କୁ ଏକ ସୁରକ୍ଷିତ ଶୈଶବ ପ୍ରଦାନ କରିବା ସମସ୍ତଙ୍କର ଦାୟିତ୍ୱ । ସେମାନଙ୍କୁ ଭଲ ଓ ଖରାପ ସ୍ପର୍ଶ ଏବଂ ବ୍ୟବହାର ବିଷୟରେ ଶିଖାଇବା ଅଭିଭାବକ, ସମାଜ, ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କର କର୍ତ୍ତବ୍ୟ…
Read More...

କର୍ପୋରେଟ୍ ବ୍ୟାଡ଼୍‌ମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ’ ଉଦ୍‌ଘାଟିତ

ଭୁବନେଶ୍ୱର : ରେଡ଼ିଓ ଚକୋଲେଟ୍ ଓ ସମ୍ବାଦ ଡ଼ିଜିଟାଲ ତରଫରୁ ଆୟୋଜିତ ସର୍ବବୃହତ୍ କର୍ପୋରେଟ୍ ବ୍ୟାଡ଼୍‌ମିଣ୍ଟନ୍ ଚମ୍ପିୟନ୍‌ସିପ୍ ‘ଲେଟସ୍ ସଟ୍ଟଲ୍‌’ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ରେଲୱେ ଇଣ୍ଡୋର୍…
Read More...

ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଯନ୍ତ୍ରଚାଳିତ ଡଙ୍ଗା ଓ ଆଧୁନିକ ଜ୍ଞାନକୌଶଳ…

ଭୁବନେଶ୍ୱର:ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ଏକ ପ୍ରଧାନ ଅଙ୍ଗ ହୋଇଥିବାରୁ ମାଛଚାଷର ବିକାଶ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ସମୟୋପଯୋଗୀ ଯୋଜନା କାର୍ଯ୍ୟକାରୀ…
Read More...

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜଭବନରେ ନୂତନ ଅଭିଷେକ ହଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର:ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଅପରାହ@ରେ ରାଜଭବନ ପରିସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସଦୟ…
Read More...

ସାମାଜିକ, ଆର୍ଥିକ ବିକାଶ ସହ ମଣିଷର ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି: ରାଷ୍ଟ୍ରପତି

ଭୁବନେଶ୍ୱର:ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାମାଜିକ, ଆର୍ଥିକ ବିକାଶ ସହ ମଣିଷର ଆଧ୍ୟାତ୍ମିକ ବିକାଣ ଆବଶ୍ୟକତା ରହିଛି ବୋଲି ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ…
Read More...

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସନ୍ଧ୍ୟା: ଓଡ଼ିଶାର ଲୋକପି୍ରୟ ଲୋକସଂସ୍କୃତି ଉପରେ ଆଧାରିତ ଥିଲା ଆଜିର…

ଭୁବନେଶ୍ୱର:ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟ, କଟକର ମାନ୍ୟବର ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ…
Read More...

୨୦୪୭ ସୁଦ୍ଧା ଭାରତକୁ ବୈଭବଶାଳୀ ରାଷ୍ଟ୍ରରୂପେ ଗଢିବା ପାଇଁ ସମସ୍ତଙ୍କର ମିଳିତ ପ୍ରୟାସ ଲୋଡା: ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା…
Read More...

ଶହୀଦ ଲକ୍ଷ୍ମଣ ନାଏକ ଥିଲେ ଦେଶବତ୍ସଳ ସଂଗ୍ରାମୀ

ଭୁବନେଶ୍ୱର: ଶହୀଦ ଲକ୍ଷ୍ମଣ ନାଏକଙ୍କ ନିର୍ଭୀକତା, ତ୍ୟାଗ ଓ ଜାତିପ୍ରୀତିର ପଟାନ୍ତର ନାହିଁ। ପରାଧୀନତା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରି ସେ ଫାଶୀଖୁଣ୍ଟରେ ଝୁଲିଥିଲେ। ସେ ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ…
Read More...

ବଡକୁଟ୍ରୁ ପଞ୍ଚାୟତରେ ଜନ ଶୁଣାଣୀ ଶିବିର

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ବଡକୁଟ୍ରୁ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଆୟୋଜିତ ହେଇଯାଇଛି। ସରପଂଚ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଜନ ଶୁଣାଣୀ ଶିବିରରରେ ବିଡିଓ ପ୍ରଶନ୍ନ…
Read More...

କୃଷକ ଏକତା ମଞ୍ଚ ତରଫରୁ କୃଷକ ସମାବେଶ, କୃଷକଙ୍କ ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ

କଲମପୁର: ସୋମବାର କଲମପୁର ବ୍ଲକ କୃଷକ ଏକତା ମଂଚ ତରଫରୁ ମିନିଷ୍ଟାଡିୟମ ଠାରେ ଏକ ବିରାଟ କୃଷକ ସମାବେଶ ଆୟୋଜିତ ହେଇଯାଇଛି। କୃଷକ ଏକତା ମଞ୍ଚର ସଭାପତି ବିଜୟ ଦେବ ସାହୁ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ସମିତି…
Read More...

ଦୁଷ୍କର୍ମୀ ଜେଜେକୁ ୨୦ବର୍ଷ ଜେଲ

ବାରିପଦା: ଦୁଷ୍କର୍ମୀ ସମ୍ପର୍କୀୟ ଜେଜେକୁ ୨୦ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ୨୦୧୮ ବୈସିଙ୍ଗାରେ ନାବାଳିକା ନାତୁଣୀକୁ ଦୁଷ୍କର୍ମ ଘଟଣାରେ ସମ୍ପର୍କୀୟ ଜେଜେକୁ ୨୦ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ଦୋଷୀ ଚୁନୁ…
Read More...

ବ୍ୟବସାୟୀ ଅମୀୟ ଦାସ ମାନିଲେ, ଅର୍ଚ୍ଚନାକୁ ଦେଇଥିଲେ ୭ଲକ୍ଷ

ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ବ୍ୟବସାୟୀ ଅମୀୟ ଦାସଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନଙ୍କ ପକ୍ଷରୁ ଜେରା କରାଯାଇଛି। ୮ଘଣ୍ଟା ଜେରା ପରେ ପ୍ରବର୍ତ୍ତନ ନିର୍ଦେଶାଳୟରୁ ବାହାରିଲେ ଅମୀୟ ଦାସ।…
Read More...

ପଦ୍ମପୁର ଉପନିର୍ବାଚନ: ଭୋଟ ଦେବା ପାଇଁ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ଛୁଟି ଘୋଷଣା କରାଯାଇଛି। ପଦ୍ମପୁର ଉପନିର୍ବାଚନରେ ଭୋଟ ଦେବା ନିମନ୍ତେ କର୍ମଚାରୀମାନଙ୍କୁ ଛୁଟି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା…
Read More...

ପିପିଲି ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୭୦ ୟୁନିଟ୍‍ ରକ୍ତ ସଂଗ୍ରହ

ପିପିଲି:ପିପିଲି ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନେକ୍ସସ୍‍ ହେଲ୍‍ଥ ଫାଉଣ୍ଡେସନ ଓ ପିପିଲି ମହାବିଦ୍ୟାଳୟର ୟୁଥ୍‍ ରେଡ୍‍କ୍ରସର ମିଳିତ ସହଯୋଗରେ ଆୟୋଜିତ ଏହି…
Read More...

ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ…
Read More...

ବର୍ଷା ଯୋଗୁ ଅମିମାଂସିତ ରହିଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ, ୧-୦ରେ ସିରିଜ ଜିତିଲା ଭାରତ

ନାପିଏର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି। ୧୬୧ ଟାର୍ଗେଟ ନେଇଥିବା ଭାରତର ସ୍କୋର ୭୫/୪ ଥିବାବେଳେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଖେଳ ଅଧାରୁ ବନ୍ଦ କରାଯାଇ ମ୍ୟାଚକୁ…
Read More...

ରାଉରକେଲାରେ ସେକ୍ସ ରାକେଟ ଠାବ

ରାଉରକେଲା: ରାଉରକେଲା ଛେଣ୍ଡ କଲୋନୀରୁ ସେକ୍ସ ରାକେଟ ଠାବ କରାଯାଇଛି। ପୁଲିସ ପକ୍ଷରୁ ଏକ ଘରେ ଚଢ଼ାଉ କରି ୫ଜଣ ଯୁବତୀଙ୍କ ସହ ଜଣେ ଗ୍ରାହକଙ୍କୁ ଧରିଥିବା ସୂଚନା ମିଳିଛି। ସମ୍ପୃକ୍ତ ଯୁବତୀ ଓ ଗ୍ରାହକମାନଙ୍କୁ ଥାନାରେ…
Read More...

ନଭେମ୍ବର ୨୩ରୁ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା: ୩ ହାଜର୨୯ଟି ସେଣ୍ଟରରେ ପରୀକ୍ଷା ଦେବେ ୫ ଲକ୍ଷ ୪୦ ହଜାରରୁ ଅଧିକ…

ଭୁବନେଶ୍ବର: କଟକ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପାଇଁ ‘ଦଶମ ସମ୍ମେଟିଭ-୧’ ପରୀକ୍ଷା ଆସନ୍ତାକାଲି ତଥା ନଭେମ୍ବର ୨୩ରୁ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ଏହି ପରୀକ୍ଷା ଆରମ୍ଭ…
Read More...

ଶ୍ରୀସତ୍ୟସାଇ ମନ୍ଦିର ରକ୍ତଦାନ ଶିବିରରେ ରକ୍ତଦାନ କଲେ ଜିଲାପାଳ

ନବରଙ୍ଗପୁର: ଶ୍ରୀ ସତ୍ୟସାଇ ବାବାଙ୍କର ୯୭ତମ ଜନ୍ମଉତ୍ସବ ଇକ୍ତାବତୀଗୁଡାସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିରରେ ପାଳନ କରାଯାଇଛି। ଏଥିପାଇଁ ସ୍ୱ୍ୱତନ୍ତ୍ର ପୂଜାପାଠ, ପ୍ରାର୍ଥନା ଓ ଭଜନ କରାଯାଇଥିଲା। ଏହା ପରେ ଏକ…
Read More...

ଝାନସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

ଫୁଲବାଣୀ:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅଖିଳ ଭାରତୀୟ…
Read More...

ଶିଶୁ ମହୋତ୍ସଵ ‘ସର୍ଗିଫୁଲ’ରେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ନବରଙ୍ଗପୁର,: ଜିଲା ଅନୁସୂଚିତଜଟି ତ ଜନଜାତି ବିଭାଗ ସନୁକୂଲ୍ୟରେ ଜିଲା ମଙ୍ଗଳ ବିଭାଗ ଦ୍ୱାରା ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲା ସ୍ତରୀୟ ଶିଶୁ ମହୋତ୍ସଵ ‘ସର୍ଗିଫୁଲ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…
Read More...

ଖୋଲିଲା ଧାନକ୍ରୟ କେନ୍ଦ୍ର, ଚାଷୀଙ୍କୁ ଦିଆଯାଇନି ଟୋକନ

ରେଙ୍ଗାଲି:ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ୨୨ ତାରିଖ ମଙ୍ଗଳବାର ଦିନ ଠାରୁ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ…
Read More...

ନଙ୍ଗଳବେଡ଼ାରୁ ପତ୍ରାପଡ଼ାକୁ ରାସ୍ତା ନିର୍ମାଣ ଦାବି, ଜିଲାପାଳଙ୍କୁ ଦାବିପତ୍ର ଦେଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼:ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ସବୁଦିନିଆ ପକ୍କା ରାସ୍ତା ଖଣ୍ଡେ ନଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମ ପଞ୍ଚାୟତ ପତ୍ରାପଡ଼ା ତଥା ଚମ୍ପାଦେଇପୁର…
Read More...

ସର୍ବଦା ଓଡ଼ିଶାର ସାମଗ୍ରିକ ବିକାଶ କଥା ଚିନ୍ତା କରୁଥିଲେ ଡ. ହରେକୃଷ୍ଣ ମହତାବ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବ ସର୍ବଦା ଓଡ଼ିଶାର ସାମଗ୍ରିକ ବିକାଶ କଥା ଚିନ୍ତା କରୁଥିଲେ। କେବଳ ଯେ ରାଜନୀତି କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଥିଲେ,…
Read More...

‘ଜନଜାତୀୟ ଗୌରବ ଦିବସ-୨୦୨୨’ ଉଦ୍‌ଯାପିତ, ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ‘ଜନଜାତୀୟ ଗୌରବ ଦିବସ-୨୦୨୨’ ଆଜି ଉଦ୍‌ଯାପିତ ହୋଇଯାଇଛି…
Read More...

ଗଣମାଧ୍ୟମ ସୂଚନା ପ୍ରବାହ ସହିତ ସାଂସ୍କୃତିକ ଅଭିବ୍ୟକ୍ତି ବୃଦ୍ଧି କରିଛି: ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ୱର: ଆମର ଦୈନଦିନ ଜୀବନର ସାଂସ୍କୃତିକ ଅଭ୍ୟାସ ବିସ୍ତାର କରିବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଆମ ସଂସ୍କୃତିର ଆଦର୍ଶ ଏବଂ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ସହ ଆମର ପସନ୍ଦକୁ ବ୍ୟାପକ…
Read More...

ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର:ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ…
Read More...

ଲୋକନାଥ ମନ୍ଦିର ବିକାଶ ପାଇଁ ୨୮କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆ ରୂପ ପାଇବ ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାଷ୍ଟରପ୍ଲାନ ଅନୁମୋଦିତ ବର୍ଷକ ମଧ୍ୟରେ ଉଭୟ କାମ ସଂପୂର୍ଣ୍ଣ ହେବ ଉଭୟ ମନ୍ଦିରର ସେବାୟତମାନେ ଖୁସି,…
Read More...

ରେଳ ଦୁର୍ଘଟଣା:ରେଳପଥ ନିରାପତ୍ତା ଆୟୁକ୍ତ ସ୍ତରରେ ତଦନ୍ତ

ଭୁବନେଶ୍ବର: କୋରେଇ ଷ୍ଟେସନରେ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ରେଳପଥ ନିରାପତ୍ତା ଆୟୁକ୍ତ ତଦନ୍ତ ହେବ ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲାଇନଚ୍ୟୁତ ଟ୍ରେନ ଷ୍ଟେସନକୁ ମାଡ଼ି ଯିବାରୁ ୩ଜଣଙ୍କ…
Read More...

ଗାୟକ ସୁବାସ ଚନ୍ଦ୍ର ଦାଶ ଓ ଗାୟିକା ଅନସୂୟା ନାଥ ସମ୍ମାନିତ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତବର୍ଷ ଲାୟନ୍ସ ଇଣ୍ଟରନ୍ୟାସନାଲ ଜିଲ୍ଲା-୩୨୨-ସି୪ ଦ୍ୱାରା ଲାୟନ୍ସ ଆଇଡଲ ୨୦୨୨-୨୩ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ ଓଡ଼ିଶାର ସୁନାମଧନ୍ୟ ତଥା ବହୁମୁଖୀ ପ୍ରତିଭା…
Read More...

କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାରରେ କପା ମଣ୍ଡି ବଲାଙ୍ଗୀର ଜିଲାପାଳ ଙ୍କ ଦ୍ୱାରା ଉଦଘାଟିତ

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ନିୟନ୍ତ୍ରିତ ମୁଖ୍ୟ ବଜାର ପ୍ରାଙ୍ଗଣ ରେ ଚଳିତ ବର୍ଷ ୨୦୨୨-୨୩ବର୍ଷ ପାଇଁ କପାମଣ୍ଡି, ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ଦ୍ୱାରା ଆଜିଠାରୁ ଉଦଘାଟିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା…
Read More...

ବିବାହିତ ମହିଳାଙ୍କ ଆତ୍ମହତ୍ୟା

ପାତ୍ରପୁର: ଜରଡା ଥାନା ଖମ୍ବାରୀଗାଁ ଗ୍ରାମର ଜଣେ ବିବାହିତା ମହିଳା ନିଜ ଘର ଭିତରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା କରିଥିବା ଜଣାପଡିଛି। ମୃତ ମହିଳା ଜଣକ ଡି.ବୈରାଗୀଙ୍କ ପତ୍ନୀ ଡି.ମିନା ୩୦ବର୍ଷ ବୋଲି…
Read More...

ନିଆଁ ଲାଗି ଜଳିଗଲା ୮ଗୁଣ୍ଠ ଜମିର ଧାନଗଦା

ତିଗିରିଆ:ଅଗ୍ନିକାଣ୍ଡ ଘଟି ତିଗିରିଆ ତହସିଲ ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଚିନାପାଟଣା ଗ୍ରାମରେ ଜଣେ ଚାଷୀଙ୍କର ବାଡ଼ିତଳେ ଗଦାହୋଇ ରହିଥିବା ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଶନିବାର ରାତି ପ୍ରାୟ ୯ଟା…
Read More...

ସାଇକଲ ଚୋରକୁ ଧରାଇଦେଲା ସିସିଟିଭି ଫୁଟେଜ, ଥାନାରେ ଜିମା ଦେଲେ ଲୋକେ

ତିଗିରିଆ: ସାଇକଲ ଚୋରକୁ ଧରି ସ୍ଥାନୀୟ ଲୋକେ ଥାନାରେ ଜିମା ଦେଇଛନ୍ତି। ବାରମ୍ବାର ତିଗିରିଆର ବିଭିନ୍ନ ଅଞ୍ଚଳରୁ ସାଇକଲେ ଚୋରି କରି ନେଇ ବିକ୍ରିକରୁଥିଲା। ସାଇକେଲ ଚୋର ଜଣଙ୍କ ରବିବାର ସକାଳ ପ୍ରାୟ ୧୦ଟା ସମୟରେ…
Read More...

‘ଦମନ’ ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ଚଳଚିତ୍ର – ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମାଲେରିଆ ନିରାକରଣ ଉପରେ ପର୍ୟ୍ୟବସିତ ‘ଦମନ’ ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି। ବିଭିନ୍ନ ଅଞ୍ଚଳରେ କଷ୍ଟକର…
Read More...

ବନଜ୍ୟୋସ୍ନା ସାହିତ୍ୟ ସଂସଦର ବୈଠକ

ଫୁଲବାଣୀ:ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଭାଗୃହରେ ଆଗାମୀ ତ୍ରୟୋଦଶ ପୁସ୍ତକ ମେଳା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସହ ଓ ପଞ୍ଚଦଶ…
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ଦାବି ପତ୍ର ପ୍ରଦାନ

ଫୁଲବାଣୀ: ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ତିନି ଦଫା ଦାବି ନେଇ ଆଗାମି ୨୭ ତାରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟାନ୍ତ ରାଜଧାନୀରେ ରାଜ୍ୟସ୍ତରୀୟ ଶୋଭାଯତ୍ରା ଅନୁଷ୍ଠିତ ହେବ। ଏହାପୂର୍ବରୁ…
Read More...

ବାଇକରେ ଆସି ଟ୍ରାକ୍କରକୁ ଧକ୍କା ଦେଇ ଛିଟିକି ପଡ଼ିଲେ ଯୁବକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବିନିସପୁର ଗାଁର ଯୁବକ ସଞ୍ଜୟ ରାଓ ତାଡିକା ୩୦ ଟ୍ରାକ୍ଟରକୁ ଧକ୍କା ଦେଇ ଗୁରୁତର ହୋଇଛି। ଆଜି ସନ୍ଧ୍ୟାରେ ନିଜ ଗାଁରୁ କଲ୍ୟାଣସିଂହପୁର…
Read More...

ଫଣି ସହାୟତା ଟଙ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି

ଗୁରୁଡିଝାଟିଆ: ଗୋବରା ପଞ୍ଚାୟତର ଓରିଙ୍ଗାବାଡି ଜନଜାତି ଗାଁରେ ଫଣି ଟଙ୍କାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଗୁରୁଡିଝାଟିଆ ଅଞ୍ଚଳରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ଗୋବରା…
Read More...

ବାଇକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ବନ୍ଧଗଡଠାରେ ଏକ ଦୁର୍ଘଟଣା ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକା ଜଣକ ହେଲେ ବାଲିଖେତ ଗ୍ରାମର ସୁଶୀଳା ଶେଣ୍ଢ(୭୫) । ସୂଚନା…
Read More...

ଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ ‘ଡାର୍କ ଲାଇଟ୍’

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଶ୍ରୀ ଶିବାନନ୍ଦ ଦାଶଙ୍କ ଦ୍ୱାରା ରଚୟିତ ସୌରଜଗତ ଉପରେ ଆଧାରିତ ପୁସ୍ତକ ‘ଡାର୍କ ଲାଇଟ୍’ ଉନ୍ମୋଚିତ ହୋଇଯାଇଛି। ଏହାକୁ ଦିବ୍ୟଜୀବନ ସଂଘ ତଥା…
Read More...

ସୁନ୍ଦର ସାଜସଜ୍ଜା ପାଇଁ ଓଡ଼ିଶା ମଣ୍ଡପ ପାଲଟିଛି ସେଲ୍‌ଫି-ଜୋନ୍‌, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ…

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ସପ୍ତମ ଦିବସ। ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳାକୁ ଗତକାଲିଠାରୁ…
Read More...

ପଦ୍ମପୁର ଜିଲା ଦାବି, ଧାରଣା ଜାରି ରଖିବାକୁ ନିଷ୍ପତ୍ତି

ଭୁବନେଶ୍ବର: ପଦ୍ମପୁର ଜିଲା ଘୋଷଣା ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।…
Read More...

କିଡନୀ ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ପସନ୍ଦର ଔଷଧ ଯୋଗାଇବା ସମ୍ଭବ ନୁହେଁ:ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କିଡନୀ ରୋଗୀଙ୍କୁ ଔଷଧ ଯୋଗାଣର ସମୀକ୍ଷା କରିଛନ୍ତି। ରୋଗୀଙ୍କୁ ନିରାମୟ କାଉଣ୍ଟରରେ ଓଏସଏମସିଏଲ ଦେଉଥିବା ଔଷଧର ସମୀକ୍ଷା କରିଛନ୍ତି। ଦିଆଯାଉଥିବା ଔଷଧର କୌଣସି…
Read More...

୬ଶହ ଟଙ୍କା ପାଇଁ କ୍ବାକଙ୍କୁ ହତ୍ୟା, ୨ ନାବାଳକ ସହ ୬ଗିରଫ

ବ୍ରହ୍ମପୁର: ଖଲିକୋଟ ଥାନା ବି.ନୂଆସାହିର କ୍ବାକଙ୍କୁ ହତ୍ୟା କରି ପୋତିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଖଲିକୋଟ ଥାନା ପୁଲିସ ଏହି ଘଟଣାର ତଦନ୍ତ ପରେ ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୂଚନା ଦେଇଛି। ବି.ନୂଆସାହିର…
Read More...

ଅଭିଯୋଗକାରୀ ହିଁ ଅଭିଯୁକ୍ତ, ୩ଜଣଙ୍କୁ ଗିରଫ କଲା ପୁଲିସ

ଢେଙ୍କାନାଳ: ଟାଟା କମ୍ପାନୀ କ୍ରେନ ଅପରେଟର ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୋଗକରିଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ବୋଲି ପୁଲିସ ସୂଚନା ଦେଇଛି। ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ…
Read More...

ନୂଆ ରେଳ ଲାଇନ ପ୍ରସଙ୍ଗ: ୩୦୦କୋଟି ମଞ୍ଜୁରୀ ସହ ଜମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର: ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୂଆ ରେଳପଥ ନିର୍ମାଣ ଦାବି ସଂପର୍କରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ପଦ୍ମପୁର ଦେଇ ବରଗଡ଼ରୁ…
Read More...

ଅର୍ଚ୍ଚନା ମାମଲା: ୧୨ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ!

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୨ଜଣଙ୍କୁ ସମନ ଜାରି କରାଯାଇଥିବା ସୂଚନା ମିଳିଛି। ଉଭୟ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ…
Read More...

ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ଶତକ, ୬୫ରନରେ ଜିତିଲା ଭାରତ

ମାଉଣ୍ଟ୍‌ ମୌଙ୍ଗନୁଇ: ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ଭାରତର ବଡ଼ ବିଜୟ। ଦ୍ବିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬୫ରନରେ ହରାଇଲା ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ…
Read More...

ମିଳିଲା ଅର୍ଚ୍ଚନା ନାଗଙ୍କ ‘ଏଣ୍ଡେଭର’ କାର!

ଭୁବନେଶ୍ବର: ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଚ୍ଚନା ନାଗଙ୍କ ‘ଏଣ୍ଡେଭର’ କାର ଠାବ। ପରିତ୍ୟକ୍ତ ଅବସ୍ଥାନରେ ନମ୍ବରବିହୀନ ‘ଏଣ୍ଡେଭର’ କାର ଠାବ କରାଯାଇଛି। ‘ଏଣ୍ଡେଭର’ କାରର ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନାହିଁ।…
Read More...

ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ

ଭୁବନେଶ୍ବର: ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଫେସବୁକରେ ପୋଷ୍ଟ କରିଛନ୍ତି ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି। ଫଟୋ ପୋଷ୍ଟ ସହ…
Read More...

ଖୁଣ୍ଟୁଣୀରେ କାର୍ତ୍ତିକେଶ୍ୱର ମେଢ ଭସାଣ ବେଳେ ପୁଲିସର ଲାଠି ଚାଳନା

ଗୁରୁଡିଝାଟିଆ: ଖୁଣ୍ଟୁଣୀରେ କାର୍ତ୍ତିକେଶ୍ୱର ଭସାଣୀ ସମୟରେ ପୁଲିସ ଲାଠିଚାଳନା କରିଛି। ଗାଁ କମିଟିର ହସ୍ତକ୍ଷେପ ପରେ ସମାସ୍ୟା ସମାଧାନ ହୋଇଥିବା ସୂଚନା ମିଳିଛି। କାର୍ତ୍ତିକେଶ୍ବର ଦେବଙ୍କ ମେଢ଼ କ୍ରମାନ୍ୱୟରେ…
Read More...

ଆନ୍ତଃ ବିଶ୍ୱବିଦ୍ୟାଳୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ

ଗୁରୁଡିଝାଟିଆ: ଆନ୍ତବିଶ୍ୱବିଦ୍ୟାଳୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର +୩ ୧ମବର୍ଷ ଛାତ୍ରୀ ଗାୟତ୍ରୀ ଦାସ ମନୋନୀତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ…
Read More...

ରାଜ୍ୟସ୍ତରୀୟ ସାଇକଲ ଚାଳନା ପ୍ରତିଯୋଗୀତା ଉଦ୍‌ଘାଟିତ, କିଟକୁ ମିଳିଲା ୧୭ ପଦକ

ସୁନ୍ଦରଗଡ଼: ଓଡ଼ିଶା ସାଇକ୍ଲିଂ ସଂଘ ଓ ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ଠାରେ ୩୯ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗୀତା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ…
Read More...

କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ବିକ୍ଷୋଭ

ଫୁଲବାଣୀ:ସ୍ଥାୟୀ ନିଯୁକ୍ତି ତଥା ଅନ୍ୟାନ୍ୟ ଦାବିରେ ଆଉଟସୋର୍ସିଙ୍ଗ କର୍ମଚାରୀ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ଅବସରରେ ଆଜି ଶତାଧିକ କର୍ମଚାରୀ ସ୍ଥାନୀୟ ଜିଲା ମୁଖ୍ୟ…
Read More...

ଛାତ୍ରଛାତ୍ରୀଙ୍କ ପ୍ରତିଭା ସମାଜର ବିକାଶରେ ବିନିଯୋଗ କରାଯାଇପାରିବ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା ୨.୦) ଅନ୍ତର୍ଗତ ଉତ୍କଳ ଏଣ୍ଟରପ୍ରେନରସିପ କ୍ୟାରିୟର ହବ ପକ୍ଷରୁ ଦକ୍ଷତା ଓ କୌଶଳ ବୃଦ୍ଧି କାର୍ଯ୍ୟକ୍ରମ ପୁରୀ ଜିଲାର କଣାସ ସ୍ଥିତ…
Read More...

ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ସୁବିଧା ଉପରେ ଗୁରୁତ୍ୱ, ବେଙ୍ଗାଲୁରୁର ‘ଭିଜନ୍‌ ଏମ୍ପାୱାର’ ସହ ହେବ…

ଭୁବନେଶ୍ୱର: ଭିନ୍ନକ୍ଷମ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପରିଚାଳିତ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ନିମନ୍ତେ ଅଧିକ ସୁବିଧା ବ୍ୟବସ୍ଥା କରିବା ପାଇଁ…
Read More...

ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ଅବଧି ୫ ଦିନ ବୃଦ୍ଧି

ଭୁବନେଶ୍ୱର :ଓଡ଼ିଶାର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ୫ ଦିନ ବୃଦ୍ଧି କରାଯାଇଛି। ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ…
Read More...

୨୦୨୫ ଶେଷ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ

ପିପିଲି:୨୦୨୫ ଶେଷ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସାକାର କରିବା ପାଇଁ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ନିକ୍ଷୟ ମିତ୍ର ଯୋଜନାର ଶୁଭାରମ୍ଭ…
Read More...

ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟରତ ଶିକ୍ଷକଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଝୁମ୍ପୁରା:ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ରାଜ୍ୟ ଗଣଶିକ୍ଷା ବିଭାଗ ସଦା ସର୍ବଦା ଅବହେଳା ପ୍ରଦର୍ଶନ କରୁଛି। ଏହାସହିତ ସେମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଦାବି ମିଳୁନଥିବାରୁ…
Read More...

ପିପିଲି ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ବିକ୍ଷୋଭ

ପିପିଲି: ୩ଦଫା ଦାବୀ ନେଇ ପିପିଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନ୍‍ସନ୍‍ ଯୋଜନାଭୁକ୍ତ) ପକ୍ଷରୁ ଶନିବାର ପିପିଲିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ…
Read More...