www.samajalive.in
Monday, December 15, 2025
17.1 C
Bhubaneswar

ପୂର୍ବତନ ପୋଲିସ ଇନ୍ସପେକ୍ଟର  ଜନାର୍ଦ୍ଦନ ପଣ୍ଡାଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ

 

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ  ଅନ୍ତର୍ଗତ ବlବେବିରା  ଗ୍ରାମର ପୂର୍ବତନ ପୋଲିସ ଇନ୍ସପେକ୍ଟର  ସ୍ବର୍ଗତ ଜନlର୍ଦ୍ଦନ ପଣ୍ଡା ଙ୍କ ଧର୍ମପତ୍ନୀ  ବସନ୍ତ କୁମାରୀ ପଣ୍ଡାଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହେଉଥିଲା ।କିଛିଦିନ ହେଲା ସେ ଅସୁସ୍ଥ ହୋଇ ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ।ସ୍ୱାସ୍ଥ୍ୟବସ୍ଥା କିଛିଟା  ସୁଧୁରିଯିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା ।  ଘରେ ତାଙ୍କର ବିୟୋଗ ଘଟିଛି।ତାଙ୍କର  ଚାରି ପୁଅ ଯୁଗଳ କିଶୋର,ନିଶିକାନ୍ତ, ସୋମନାଥ ଓ ଅଶୋକ ଏବଂ ଦୁଇ ଝିଅ ସୁବlସିନି  ଓ ସନ୍ତୋସିନି ତଥା ନାତି ନାତୁଣୀ ଙ୍କୁ ଛାଡି ଚାଲିଯାଇଛନ୍ତି।ଆଜି ଅପରାହ୍ନ ପ୍ରାୟ ଗୋଟିଏ ରେ  ଗ୍ରାମ ସ୍ଥିତ ସ୍ବର୍ଗ ଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର  ସମ୍ପନ୍ନ ହୋଇଛି ।ତୃତୀୟ ପୁତ୍ର ନିଶିକାନ୍ତ ପଣ୍ଡା ,ଅତାବିରା ଅବସର ପ୍ରାପ୍ତ ଶିକ୍ଷା ସଂଘର ସଭାପତି  ଓ ବରିଷ୍ଠ ନାଗରିକ ସଂଘର ଉପସଭାପତି  ମୁଖାଗ୍ନୀ ଦେଇଥିଲେ।  ବରିଷ୍ଠ ନାଗରିକ ସଂଘ,ବ୍ରାହ୍ମଣ ସମାଜ, ଶିକ୍ଷକ ,ଶିକ୍ଷୟିତ୍ରୀ ବିଭିନ୍ନ ଅଞ୍ଚଳର ପୋଲିସ ଅଧିକାରୀ ,ଭଦ୍ରବ୍ୟକ୍ତି,ତଥା ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ  ପାଇଁ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories