‘ହାଲ’ର ୨ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ
କୋରାପୁଟ: ସବିଆଇ କବଜାରେ ‘ହାଲ’ର ୨ କର୍ମଚାରୀ। ଡକ୍ୟୁମେଣ୍ଟ ଲିକ ଅଭିଯୋଗରେ ଉଭୟଙ୍କୁ ଉଠାଇ ନେଲା। ହନି ଟ୍ରାପରେ ଫିସ ଡାଟା ଲିକ କରିଥିବା ସୂଚନା। ନାସିକ ବ୍ରାଞ୍ଚ ସୂଚନା ଆଧାରରେରେଡ ପରେ ଉଠାଇ ନେଲା ସିବିଆଇ।

Comments are closed.