ମା’ ଶ୍ୟାମାକାଳୀଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ କଳସଯାତ୍ରା

ନରସିଂହପୁର: ନରସିଂହପୁର ବ୍ଲକ ଅର୍ନ୍ତଗତ ବ୍ରହ୍ମପୁରା ଗ୍ରାମରେ ପ୍ରତିଷ୍ଠିତ ମା’ ଶ୍ୟାମାକାଳୀଙ୍କର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଭକ୍ତ ଏକ କଳସ ଶୋଭାଯାତ୍ରାରେ ମନ୍ଦିରକୁ…
Read More...

ଖାଦ୍ୟନଳୀଜନିତ ବିଭିନ୍ନ ଜରୁରୀକାଳୀନ ସମସ୍ୟାର ଚିହ୍ନଟ ଓ ନିରାକରଣ ସମୟର ବଡ଼ ଆହ୍ବାନ

ଭୁବନେଶ୍ୱର: ପାକସ୍ଥଳୀ ତଥା ଖାଦ୍ୟନଳୀଜନିତ ବିଭିନ୍ନ ସମସ୍ୟା ଯେକୌଣସି ଡାକ୍ତରଖାନାରେ ଜରୁରୀକାଳୀନ ଚିକିତ୍ସା ପରିସ୍ଥିତିର ଏକ ପ୍ରମୁଖ ଅଂଶ ଅଟେ। ଏଥିସହିତ ବିଭିନ୍ନ କାରଣରୁ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଛି…
Read More...

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହୋଇପାରିବ ‘କ୍ରିଏଟିଭ୍ ରାଇଟିଂ କ୍ଲବ’

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ‘କ୍ରିଏଟିଭ୍ ରାଇଟିଂ କ୍ଲବ’ ପକ୍ଷରୁ କବିତା ପାଠ ଉତ୍ସବ ଇନୋଭେସନ ଆଣ୍ଡ ଇନକ୍ୟୁବେସନ ସେଣ୍ଟର(ସିଆଇଆଇ)ରେ ‘ମଧୁ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ…
Read More...

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ୧୦ ଗୁରୁତର

ରାୟଗଡ଼ା: ଅମ୍ବାଦଳା ଥାନା କୁଟୁପାଲି ଛକରେ ଭାରସାମ୍ୟ ହରାଇ ଗୋଟିଏ ପିକଅପ ଭ୍ୟାନ ଓଲଟି ପଡ଼ିଛି। ପିକଅପ ଭ୍ୟାନ ଓଲଟି ୧୦ ଶ୍ରମିକ ଗୁରୁତର ହୋଇଛନ୍ତି। ଓଲଟି ପଡ଼ିଥିବା ଭ୍ୟାନରେ ମୋଟ ୨୦ଜଣ ଶ୍ରମିକ ଥିଲେ। ଗୁରୁତରଙ୍କୁ…
Read More...

ବିକେନ୍ଦ୍ରିତ ‘ଲେଜର ଟେକ୍ନୋଲୋଜି ବ୍ଲକ୍ ଚେନ’ ବିଶ୍ୱାସର ପ୍ରତୀକ

ଭୁବନେଶ୍ୱର: ଇ-ଗଭର୍ଣ୍ଣାନ୍ସରେ ବ୍ଲକ୍‌ ଚେନ୍‌ ଟେକ୍‌ନୋଲୋଜି ଉପରେ ଏନ୍‌ଆଇସି, ଭୁବନେଶ୍ୱରଠାରେ ଟେକ୍‌ ବୁଟକ୍ୟାମ୍ପକୁ ଉଦ୍‌ଘାଟନ କରି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ…
Read More...

ଝାଡାବାନ୍ତିରେ ୧୧ଛାତ୍ରୀ ଆକ୍ରାନ୍ତ, ୬ ଜଣଙ୍କ ଅବସ୍ଥା ଗୁରୁତର

ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ସେବାଆଶ୍ରମରେ ଝାଡ଼ାବାନ୍ତିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେବାଶ୍ରମ ର ୧୧ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ…
Read More...

୩୦ କେଜି ଗଞ୍ଜେଇ, ୨ ଜଣ ଗିରଫ

ପଦ୍ମପୁର:ରାୟଗଡା ଜିଲା ପଦ୍ମପୁର ଥାନା ପୁଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ପଦ୍ମପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ବ୍ଲକ ଇନ୍ଦୁପୁର…
Read More...

କଳିଙ୍ଗ ଷ୍ଟାଡିୟମ୍‌ ହେଉଛି ଏକ ସମ୍ଭାବନାର ଓଡ଼ିଶା

ଭୁବନେଶ୍ୱର,:ଆଜି କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟର ଉଦ୍‌ଯାପନୀ ଉତ୍ସବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ମୁଖ୍ୟ…
Read More...

‘ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବରଦାସ୍ତ କରାଯିବ ନାହିଁ’

ହରଭଙ୍ଗା: ହରଭଙ୍ଗା ବ୍ଲକ ରାମଗଡ ଜଗନ୍ନାଥ ବନପ୍ରକଳ୍ପଠାରେ ଚାଷୀନେତା ବିକାଶ ମହାକୁଳଙ୍କ ନେତୃତ୍ୱରେ ଧଳପୁର, ରାମଗଡଏବଂ ସାମ୍ପୋଚ ପଞ୍ଚାୟତ ଚାଷୀମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩ଟି…
Read More...

ବଗିଚାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ରାୟଖଣ୍ଡି ନିକଟସ୍ଥ ମହେଶ୍ୱର ଛକ ନିକଟରେ ଥିବା ବଗିଚାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ସୁକାନ୍ତ କୁମାର ମିଶ୍ର, ପ୍ରଫୁଲ୍ଲ…
Read More...

କଟକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କଲା ପୁଲିସ

ଭୁବନେଶ୍ବର: କଟକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନକାଉଣ୍ଟର କରିଛି। ଆଜି ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୁଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ବିଡ଼ାନାସୀ ଭୁଆଶୁଣୀ ପଠାରେ ସ୍ପେଶାଲ…
Read More...

ଭୁବନେଶ୍ବର ପହଞ୍ଚିଲା ପିଣ୍ଟୁଙ୍କ ମରଶରୀର, ସ୍ବର୍ଗଦ୍ବାରରେ ହେବ ଅନ୍ତିମ ସତ୍କାର

ଭୁବନେଶ୍ବର: ଆଜି ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଛି। ହାଇଦ୍ରାବାଦରୁ ବିମାନଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କ ମରଶରୀର ଆସି ପହଞ୍ଚିଛି। ଭୁବନେଶ୍ବର ଏକ ଘରୋଇ…
Read More...

ତମାଖୁ ବ୍ୟବହାର ମାନବ ଜୀବନ ପ୍ରତି ବିପଦ

କଲମପୁର: ତମାଖୁ ବ୍ୟବହାର ମାନବ ଜୀବନ ପ୍ରତି ବିପଦ। ତମାଖୁ ସେ ପାନ ଘୁଟକା ହେଉ ଅଥବା ବିଡି, ସିଗାରେଟ ଅଥବା ଗଞ୍ଜେଇ ଭଳି ଧୁମ ପାନ ହେଉ ଏସବୁ ନିଶା ଦ୍ରବ୍ୟ ଶରୀରରେ କର୍କଟ ସହ ଅନ୍ୟ ପ୍ରାଣଘାତି ରୋଗର ବାହାକ। ତେଣୁ…
Read More...

ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ।…
Read More...

ପରୀକ୍ଷା ଦେଇ ଫେରୁଥିଲେ ଯୁକ୍ତ ୨ ଛାତ୍ରୀ, କଲେଜ ନିକଟରେ ଗଳା କାଟିଦେଲା ଯୁବକ

ଗୁଣପୁର: ପରୀକ୍ଷା ଦେଇ ବାହାରିବାବେଳେ ଦ୍ରୌପଦୀ କଲେଜ ନିକଟରେ ଜଣେ ଯୁବକ ଯୁକ୍ତ ୨ ଛାତ୍ରୀଙ୍କୁ ଆକ୍ରମଣ କରି ତାଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଛାତ୍ରୀ ଗୁରୁତର ହୋଇଥିବାବେଳେ ତାଙ୍କୁ ଚିକିତ୍ସା…
Read More...

ତ୍ରିପୁରାରେ କ୍ଷମତାକୁ ଫେରିବ ବିଜେପି ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ ଗଢ଼ିବ ସରକାର, ମେଘାଳୟ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳ ୩ ରାଜ୍ୟର ବିଧାନସଭା ଜନାଦେଶର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ ଏବଂ ନାଗାଲାଣ୍ଡରେ ବିଜେପି ମେଣ୍ଟ ସରକାର…
Read More...

ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବରଗଡ଼ ଜିଲାର ଅତାବିରା ଓ ଢେଙ୍କାନାଳ ଜିଲାର ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦ ଦ୍ୱୟର ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ନେଇ ଏକ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସିଭି ରମଣ ଫାଉଣ୍ଡେସସନ ପକ୍ଷରୁ ଦ୍ୱିତୀୟ ସିଭି ରମଣ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଶିବ…
Read More...

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ୍ୟୁ: ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ, ୩ ଅଟକ

ଗୁରୁଡିଝାଟିଆ:ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଛେଳିଚୋରିକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅପରପକ୍ଷରେ ଏହି…
Read More...

ଫିରିଙ୍ଗିଆ ଉଚ୍ଚ ମାଧ୍ୟ୍ୟମିକ ବାଳକ ବିଦ୍ୟାଳୟରେ ଜିଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଫୁଲବାଣୀ : ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବାଳକ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା…
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଲାଞ୍ଜିଗଡ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁ ନିକଟରେ ଗତ ରାତିରେ ଏକ ଅଜଣା ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଆଜି ମୃତଦେହ ବ୍ୟବଚ୍ଛେଦ ପରେ…
Read More...

ବଡ଼ଡୁମୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବଡ଼ଡୁମୁରିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।…
Read More...

ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ହେଲେ ନୂଆ ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଏବଂ ଓଡ଼ିଶା ରାଜ୍ୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦେଶକ…
Read More...

ଏପ୍ରିଲ ୩ରେ ହେବ ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ

ଭୁବନେଶ୍ବର: ଢେଙ୍କାନାଳ ଜିଲାର ହିନ୍ଦୋଳ ଓ ବରଗଡ଼ ଜିଲାର ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହାପୂର୍ବରୁ ଏହି ଦୁଇ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ…
Read More...

କ୍ୟାପିଟାଲ ହସପିଟାଲରେ ପୁଲିସ ମହାନିର୍ଦେଶକ: ଆହତ ପୁଲିସ କର୍ମଚାରୀଙ୍କୁ ଭେଟିଲେ, ଚିକିତ୍ସା ବ୍ୟବସ୍ଥା ବୁଝିଲେ

ଭୁବନେଶ୍ବର: ଆଜି ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ କ୍ୟାପିଟାଲ ହସପିଟାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ବଂଶଲ ଆହତ ପୁଲିସ କର୍ମଚାରୀଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥା ବୁଝିଛନ୍ତି। ବିଜେପି…
Read More...

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ଭୁବନେଶ୍ବର: କାରଖାନାରେ ବାଣତିଆରି ଚାଲିଥିବାବେଳେ ହଠାତ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ବାଣ କାରଖାନା ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଥିଲା। ଏମିତିକି ପାଖରେ ଥିବା ଆଉ ଏକ ଘର, ଧାନଗଦାବି ଜଳିଯାଇଥିଲା। ଏହି ବାଣ…
Read More...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପମୁଖମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଇସ୍ତଫା ଦେଇଛନ୍ତି। ସେହିପରି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ…
Read More...

ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ବାଲେଶ୍ବର: ବାଲେଶ୍ବର ପୂର୍ତ୍ତ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ସେନାପତି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

ଗଜପତି ଜିଲାପାଳଙ୍କ ଦୁର୍ଗମ ଅଞ୍ଚଳ ଛେଲାଗଡ ଗସ୍ତ, ପାହାଡ଼ ଶିଖରରେ ଥିବା ମନ୍ଦିର ପରିଦର୍ଶନ ସହ ଉଦଘାଟନ କଲେ ମଣ୍ଡପ

ଚାନ୍ଦିପୁଟ/ରାମଗିରି: ଗଜପତି ଜିଲା ଆର.ଉଦୟଗିରି ବ୍ଳକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଛେଲ୍ଲାଗଡ ପଞ୍ଚାୟତକୁ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।…
Read More...

କର୍ମଚାରୀଙ୍କୁ ଦକ୍ଷ ପାଇଁ ରାଜ୍ୟ ଶ୍ରମ ବିଭାଗ ତରଫରୁ ‘ଇ-ଅଫିସ’ କର୍ମଶାଳା

ସମ୍ବଲପୁର: ରାଜ୍ୟ ଶ୍ରମ ବିଭାଗ ତରଫରୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସର୍ବଶିକ୍ଷା ଅଭିଯାନର ସମ୍ମିଳନୀ କକ୍ଷରେ ‘ଇ-ଅଫିସ’ ସଂକ୍ରାନ୍ତୀୟ ଦିନିକିଆ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଏକ…
Read More...

କିରାସିରା ଗ୍ରାମର ନିରଂଜନ ନାଏକ ହତ୍ୟାମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ କିରାସିରା ଗ୍ରାମରେ ଜମିବାଡି ବିବାଦକୁ ନେଇ ଗତ ୭.୧.୨୧ ତାରିଖରେ ନିରଂଜନ ନାଏକଙ୍କୁ ହତ୍ୟାକରା ଯାଇଥିଲା। ଏହି ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ଦୌରାଜଜ…
Read More...

ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରଥିତଯଶା ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କର ଆଜି ଜୟନ୍ତୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ପରିଜା ପାଠାଗାରସ୍ଥିତ ‘ମନୋଜ ଦାସ ଅଧ୍ୟୟନ କକ୍ଷ’ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା ।…
Read More...

ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲ

ଫୁଲବାଣୀ:ସରକାରୀ ଅନୁଦାନରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଆଜି ଫୁଲବାଣୀ ଭିଜିଲାନ୍ସ ଅଦାଲତ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି। ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ ହୋଇଥିବା…
Read More...

ପ୍ରତିଯୋଗିତା ମୂଳକ ଦୁନିଆରେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ତଥା…
Read More...

କ୍ରୀଡା ପ୍ରୋତ୍ସାହନରେ ଓଡିଶା ଶ୍ରେଷ୍ଠ ରାଜ୍ୟ, ମିଳିଲା ‘ସ୍ପୋର୍ଟସ ଷ୍ଟାର ଆୱାର୍ଡ’

ଭୁବନେଶ୍ବର: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି। ପ୍ରସିଦ୍ଧ କ୍ରୀଡା ପତ୍ରିକା ‘ସ୍ପୋର୍ଟସ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ…
Read More...

ଠିକା ଶିବିରରେ ଜଣେ ଜୀବନ୍ତ ଦଗ୍ଧ

ଭବାନିପାଟଣା: ଜଳିଗଲା ଠିକା ଶିବିର, ଜଣେ ଜୀବନ୍ତ ଦଗ୍ଧ। ସଦରଥାନା ପାଷ୍ଟିଗୁଡ଼ି ନିକଟରେ ଥିବା ଠିକା ଶିବିରରେ ଅଘଟଣ। ନିଆଁ କିପରି ଲାଗି ଜଣେ ଜୀବନ୍ତ ଦଗ୍ଧ ହେଲା ସ୍ପଷ୍ଟ ହୋଇନାହିଁ।
Read More...

କୋଇଲା ଟ୍ରେନରେ ନିଆଁ

ବଲାଙ୍ଗିର: କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ବଲାଙ୍ଗିର ଷ୍ଟେସନରେ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଥିବା ଦେଖାଯାଇଛି। ଖବରପାଇ ଅଗ୍ନିଶମବାହିନୀ ଷ୍ଟେସନରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି।
Read More...

ନବକୁଞ୍ଜରେ ପୁରୀର ୧୨୭ଟି ମଠ ମହନ୍ତଙ୍କ ସମାଗମ

ଧାମରା: ଧାମରାରେ ଚାଲିଥିବା ନବକୁଞ୍ଜ ମହାଯଜ୍ଞରେ ପୁରୀ ଶ୍ରୀକ୍ଷେତ୍ରରେ ଥିବା୧୨୭ଟି ମଠର ମହନ୍ତମାନେ ଯୋଗଦେଇଛନ୍ତି। ଆଜି ସେମାନେ ଧାମରାରେ ପହଞ୍ଚିବା ପରେ ବସଷ୍ଟାଣ୍ଡ ଠାରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା…
Read More...

ସ୍ବାଧୀନତା ସଂଗ୍ରାମରେ ଯାଦବଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ନବରଙ୍ଗପୁର: ନବରଙ୍ଗପୁର ଠାରେ ଜିଲା ଯାଦବ ମହାସଭା ତରଫରୁ ପ୍ରଥମଥର ପାଇଁ ବିରାଟ ‘ଅଧିକାର ସମାବେଶ’ କରାଯାଇଛି। ସ୍ଥାନୀୟ ଚାଉଁରିଆଗୁଡା ଛକ ନିକଟରୁ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସର୍କିଟ ହାଉସ…
Read More...

ଅତାବିରା ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ବ୍ଲକ ଝିଲିମିଣ୍ଡା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜ ସେବୀ ଜୟଦେବ ମେହେର, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ…
Read More...

ଓଡ଼ିଶା ପୁଞ୍ଜିନିବେଶର ଉପଯୁକ୍ତ ସ୍ଥାନ ଏବଂ ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବ: ମୁକେଶ ଅମ୍ବାନୀ

ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ରିଲାୟନ୍ସ ଗ୍ରୁପର ମୁଖ୍ୟ ତଥା ରିଲାୟନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁକେଶ…
Read More...

କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ:ମନ୍ତ୍ରୀ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ…
Read More...

‘ଶ୍ରୀମନ୍ଦିର ଓ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର : ରତ୍ନ ଭଣ୍ଡାର ଏକ ଦୃଷ୍ଟିପାତ’ ଶୀର୍ଷକ ରତ୍ନ ଭଣ୍ଡାର ସମ୍ପର୍କିତ…

ଭୁବନେଶ୍ବର: ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ପରି କେରଳର ଥିରୁଭନନ୍ତପୁରମ୍ ଠାରେ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅବସ୍ଥିତ। ଏହାର ରତ୍ନଭଣ୍ଡାର ଭାରତ ତଥା ବିଶ୍ୱର ଏକ ବିତ୍ତଶାଳୀ ମନ୍ଦିର ରୂପେ…
Read More...

ଚିର ନିଦ୍ରାରେ ତିଗିରିଆ ଗଡ଼ଜାତର ରାଣୀ ରାସ ମଞ୍ଜରୀ ଦେବୀ

ତିଗିରିଆ: ଚିର ନିଦ୍ରାରେ ତିଗିରିଆ ଗଡଜାତର ଶେଷ ମହାରାଣୀ ତଥା ଆଠଗଡ଼ ତିଗିରିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀ। ରବିବାର ରାତି ୯ଟା ସମୟରେ ତାଙ୍କର ୯୬ ବର୍ଷ ବୟସରେ ପରଲୋକ ହୋଇଛି।…
Read More...

ପାନ ଦିବସ ପାଳିତ: ତମ୍ବାଖୁ ବର୍ଜନ, ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱ

ସମ୍ବଲପୁର: ଭାରତୀୟ ସଂସ୍କୃତିରେ ପାନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ପୂଜାପାଠରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ ପରମ୍ପରା ଓ ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ପାନ ଏକ ପ୍ରମୁଖ ଏକ ଅଂଶ ବିଶେଷ। ତେବେ ସମୟ କ୍ରମେ…
Read More...

ଅଷ୍ଟ୍ରେଲିଆ ମହିଳା ଟି-୨୦ ଚାମ୍ପିଅନ

କେପଟାଉନ: ପୁଣି ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ବକପ ଚାମ୍ପିଅନ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ରନରେ ହରାଇ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। ଟି-୨୦ ଫର୍ମାର୍ଟରେ ଷଷ୍ଠ ଥର ପାଇଁ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ।…
Read More...

‘ତୁ ଚିନ୍ତା କରନା’ ଓ ‘ତଥାପି ଚାଲିବାକୁ ପଡିବ’ ପୁସ୍ତକ ଉନ୍ମୋଚିତ

ନବରଙ୍ଗପୁର:ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କବି ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଶତାଧିକ କବି ଓ ଲେଖକ ଉପସ୍ଥିତ ରହି ଏହି…
Read More...

ପାଟଣା ଜାଗର ମହୋତ୍ସବ ଉଦଯାପିତ

ପାଟଣା : ପାଟଣା ଜାଗର ମହୋତ୍ସବ ଆଜି ଉଦଯାପିତ ହେଇଛି। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଏ ମାଟିର କଳାକାର ମାନେ ଜଣେ ଜଣେ ସଫଳ କଳାକାର ହେବାକୁ ଆହ୍ବାନ ଜଣାଇଥିଲେ। ହାସ୍ୟ…
Read More...

ଟ୍ରକକୁ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଚିକିଣିଆ ନିକଟରେ ଟ୍ରକ ପଛରେ ଏକ ଚଉଦ ଚକିଆ ଟ୍ରକ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି।…
Read More...

କୃଷିମନ୍ତ୍ରୀଙ୍କ ଦ୍ୱାରା ୬୫ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‍ଘାଟିତ

ଆଠଗଡ: ଆଠଗଡ ବ୍ଲକର ବେଣ୍ଟପଦା ଗ୍ରାମପଞ୍ଚାୟତରେ ୬୫ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି। ରବିବାର ଅପରାହ୍ନରେ ମନ୍ତ୍ରୀ…
Read More...

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳୀ ଓ କୋଟିଆ ଗସ୍ତ: କୋଟିଆରେ ବୁଲି ଦେଖିଲେ ଷ୍ଟ୍ରବେରୀ ଓ ମହୁମାଛି ଚାଷ ଏବଂ ଦେଓମାଳୀର…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ…
Read More...

ବୌଦ୍ଧ ଜିଲାପାଳଙ୍କ ବଲାସିଙ୍ଗା ମହୁଲ ମୂଳ ମହିମା ଆଶ୍ରମ ପରିଦର୍ଶନ

ବୌଦ୍ଧ: ବୌଦ୍ଧ ସଦର ବ୍ଲକ ବଢ଼ିଗାଁ ପଞ୍ଚାୟତ ବଲାସିଙ୍ଗା ଗ୍ରାମରେ ମହିମା ଧର୍ମର ଜ୍ଞାନପୀଠ ମହୁଲମୂଳ ମହିମା ପିଠ ଅବସ୍ଥିତ ଓ କିମ୍ବଦନ୍ତୀ କହେ ମହିମା ଧର୍ମର ମୁଖ୍ୟ ମହିମା ଗୋସାଇଁ ପ୍ରଥମ ଶିଷ୍ୟ ଭାବେ ବଲାସିଙ୍ଗା…
Read More...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି। ଆଜି ୮ଘଣ୍ଟାର ଜେରା ପରେ ସିବିଆଇ ପକ୍ଷରୁ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ଅବକାରୀ ନୀତି…
Read More...

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନୂଆ ଅଧ୍ୟକ୍ଷ ସୁରେଶଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ନୂଆ ଅଧ୍ୟକ୍ଷ ହେବେ ବୋଲି ଜଣାପଡ଼ିଛି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ…
Read More...

ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କରବିବାର ମଧ୍ୟାହ୍ନରେ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ…
Read More...

ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଅଣଶିକ୍ଷକ କର୍ମଚାରୀ ସେମାନଙ୍କ ଦକ୍ଷତା ଓ ପ୍ରଭିଭା ପ୍ରଦର୍ଶନ କରିବାକୁ କୁଳପତିଙ୍କ…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ଏକ ଆଲୋଚନାଚକ୍ର ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ…
Read More...

ଗୋପବନ୍ଧୁ ଚିକିତ୍ସାଳୟ ଓ ଜେକେ ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ: ଘଣ୍ଟିଖାଲ ପଞ୍ଚାୟତର ରାଧାଶ୍ୟାମପୁର ଅନୁସୂଚିତ ଜନଜାତି ଗାଁରେ ଗୋପବନ୍ଧୁ ଚିକିତ୍ସାଳୟ ଓ ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନାର ମିଳିତ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଔଷଧ ବଣ୍ଟ…
Read More...

ହାତୀ ସୁରକ୍ଷା ଓ ସଚେତନତାରେ ଜନ ସହଭାଗିତା ଅପରିହାର୍ଯ୍ୟ

ଗୁରୁଡିଝାଟିଆ: ଦିନକୁ ଦିନ ହାତୀ ଓ ମଣିଷ ଭିତରେ ଦୂରତା ବଢିଚାଲିଛି ଓ ଲଢେଇ ବି ଚାଲିଛି। ଏଥିରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ । ଏହା ଏବେ ରାଜ୍ୟବାସୀଙ୍କୁ ଚିନ୍ତାଜନକସ୍ଥିତିକୁ ଠେଲିଦେଇଛି। ଏହି ଧାରାକୁ…
Read More...

ଚାଷୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ବଜେଟ ଅଧିବେଶନର ଚତୁର୍ଥ ଦିବସରେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ ଅଚଳ ହୋଇପଡ଼ିଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀ ମୃତ୍ୟୁ…
Read More...

ସ୍ବାମୀର କୁରାଢି ଚୋଟରେ ସ୍ତ୍ରୀ ଗୁରୁତର

ଭୁବନେଶ୍ବର: ଆର ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ପଞ୍ଚାୟତର କୁଆଁପଡା ଗ୍ରାମର ଚୈତନ୍ୟ ନାୟକଙ୍କ କୁରାଢ଼ୀ ଚୋଟରେ ସ୍ତ୍ରୀ କୁନି ନାୟକ(୨୬) ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ପାରିବାରିକ ସମସ୍ୟାକୁ ନେଇ…
Read More...

ଫିରିଙ୍ଗିଆରେ ରାଜ୍ୟସ୍ତରୀୟ ଲୋକ କଳା ମହୋତ୍ସବ

ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ଲୋକ କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଛି। ଅକ୍ଷୟ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ…
Read More...

ବରଯାତ୍ରୀଙ୍କ ଛୁରା ମାଡ଼ରେ କନ୍ୟା ପକ୍ଷର ୨ ଗୁରୁତର

କଣ୍ଟାବାଞ୍ଜି:ବରଯାତ୍ରୀଙ୍କ ଶୋଭାଯାତ୍ରାରେ କନ୍ୟା ପକ୍ଷର ଜଣେ ନାଚିବାକୁ କେନ୍ଦ୍ର କରି ବର ଯାତ୍ରୀ ଦଳ ତରଫରୁ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି। କନ୍ୟା ପକ୍ଷଙ୍କୁ ବରଯାତ୍ରୀ ତରଫରୁ ଛୁରା ମାଡ଼ କରାଯାଇଛି। ଏହି…
Read More...

ଦେଢ଼କୋଟିରେ ବିକାଶ ହେବ ଗୁପ୍ତେଶ୍ବର ମନ୍ଦିର ଭିତ୍ତିଭୂମି-ମୁଖ୍ୟଶାସନ ସଚିବ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ମହାପାତ୍ର ଜୟପୁରରେ ପହଞ୍ଚିବା ପରେ ସେଠାରୁ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ…
Read More...

ବଡ଼ମ୍ବା ବନାଞ୍ଚଳରେ ଅଚଳାବସ୍ଥା, ମୁକୁଳା ଜଙ୍ଗଲରୁ ଶାଳ-ଶାଗୁଆନ କାଠ ଲୁଟ

ବଡ଼ମ୍ବା: ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ବନାଞ୍ଚଳ ଦୁର୍ଦିନ ଦେଇ ଗତିକରୁଛି। ଗତ ମାସ ୩୧ ତାରିଖରେ ବଡ଼ମ୍ବା ବନାଞ୍ଚଳରୁ ଏକ ଦାନ୍ତବହିନ ଦନ୍ତହାତୀର ମୃତଦେହ ଠାବ ହୋଇଥିଲା। ହାତୀକୁ ମାରି ଦାନ୍ତ ଲୁଟିଥିବା ଘଟଣାରେ…
Read More...

ପାହାଡ଼ପଦର କୈବଲ୍ୟ ପୁଟା ନକ୍ଆଉଟ୍ କ୍ରିକେଟ୍ ଉଦଘାଟିତ, ପ୍ରଥମ ମ୍ୟାଚରେ ବଙ୍କାକୁଣ୍ଡରୁକୁ ହରାଇ ଜମାଗୁଡା ଦଳ ବିଜୟୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ପାହାଡ଼ପଦର ଗାଁ ଖେଳପଡିଆଠାରେ କୈବଲ୍ୟ ପୁଟା ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ମ୍ୟାଚ୍ ଜମାଗୁଡା ଓ ବଙ୍କାକୁଣ୍ଡରୁ…
Read More...

ଉଦଯାପିତ ହେଲା ସାମର୍ଥ୍ୟ ମଡ୍ୟୁଲ ପ୍ରଶିକ୍ଷଣ ଶିବିର

କଲମପୁର: ଗତ ତିନି ଦିନ ଧରି କଲମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଷ୍ଟାର ପ୍ରୋଜେକ୍ଟ ଅନ୍ତର୍ଗତ ସାମର୍ଥ୍ୟ ମଡ୍ୟୁଲ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। କଲମପୁର ସହକାରୀ ଗୋଷ୍ଠୀ ଶିକ୍ଷା…
Read More...

ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା

ରେଙ୍ଗାଲିକ୍ୟାମ୍ପ: ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତା ବରିଷ୍ଠ ଓ କନିଷ୍ଠ ଆଦି ଦୁଇଟି ବିଭାଗରେ କରାଯାଇଥିଲା। ଉଭୟ ବିଭାଗରେ…
Read More...

ତ୍ରିକୋଣୀୟ ପ୍ରେମରୁ ହତ୍ୟା, ନାବାଳକ ସହ ୪ଜଣଙ୍କୁ କୋର୍ଟ ଚାଲାଣ କଲା ଜୟପାଟଣା ଥାନା ପୁଲିସ

କଲମପୁର/ ମୁଖିଗୁଡା: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି। ଜଣେ ଯୁବତୀ ପାଇଁ ଦୁଇଜଣ ଯୁବକ ଝଗଡ଼ା ଲାଗିଥିଲେ। ଜଣେ ଯୁବକକୁ ଅନ୍ୟ ଜଣେ ଯୁବକ ତାର ସହଯୋଗୀ ସହିତ ହତ୍ୟା କରିଥିଲା। ଏହି ମାମଲାରେ ପୁଲିସ ଜଣେ ନାବାଳକ ସହ…
Read More...

ରିମାଣ୍ଡରେ ହନିଟ୍ରାପ ଅଭିଯୁକ୍ତ

ବାଲେଶ୍ବର: ଆଇଟିଆରରୁ ତଥ୍ୟ ଲିକ ଅଭିଯୋଗରେ ଜଣେ ଗିରଫ ଘଟଣା। ଗିରଫ ବାବୁରାମ ଦେ’କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ପୁଲିସ ପକ୍ଷରୁ ୫ଦିନ ରିମାଣ୍ଡ ଆବେଦନ କରାଯାଇଥିଲା, ତେବେ ଏସଡିଜେଏମ ୪ ଦିନ ରିମାଣ୍ଡ ମଞ୍ଜୁର…
Read More...

ଟ୍ରାଇଥଲନ ପ୍ରତିଯୋଗୀଙ୍କ ମୃତ୍ୟୁ

ପୁରୀ: ଟ୍ରାଇଥଲନ ପ୍ରତିଯୋଗିତାବେଳେ ପ୍ରତିଯୋଗୀଙ୍କ ମୃତ୍ୟୁ। ମୃତକ ରାଜସ୍ଥାନ ଯୋଦ୍ଧପୁରର ଏବଂ ସେ ରାମଚଣ୍ଡିରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ପ୍ରତିଯୋଗିତାରେ ଅସୁସ୍ଥ ହେବାରୁ…
Read More...

ଗାୟତ୍ରୀ ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ନରସିଂହପୁର: ନରସିଂହପୁର ବ୍ଲକ ଅର୍ନ୍ତଗତ ଶାର୍ଗୁଣାପଲ୍ଲୀ ଗ୍ରାମରେ ଅଖିଳ ଗାୟତ୍ରୀ ପରିବାରର ଅନନ୍ତ ନାରାୟଣ ଦାସଙ୍କ ତତ୍ତ୍ବାବଧାନରେ ଅନନ୍ତ ବାସୁକୀ ପୀଠରେ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆଜି ଆରମ୍ଭ ହୋଇଛି ଏବଂ…
Read More...

‘ପ୍ରାଣୀ ବିଜ୍ଞାନରେ ବୈଷୟିକ ଉଦ୍ଭାବନ: ଗବେଷଣା ଓ ସାମାଜିକ ପ୍ରସାରଣ’ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ବାଣୀବିହାରରେ ‘ପ୍ରାଣୀ ବିଜ୍ଞାନରେ ବୈଷୟିକ ଉଦ୍ଭାବନ: ଗବେଷଣା ଓ ସାମାଜିକ ପ୍ରସାରଣ’ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି।…
Read More...

ଗଛ ପଡି ୧୫୭ ଜାତୀୟ ରାଜପଥ ଅବରୋଧ, ବାଇକ ଆରୋହି ଗୁରୁତର

ଫୁଲବାଣୀ: ଶୁକ୍ରବାର ସଦର ଥାନା ନିକଟରେ ଫୁଲବାଣୀ ବ୍ରହ୍ମପୁର ୧୫୭ ଜାତୀୟ ରାଜପଥ ଉପରେ ଗୋଟିଏ ଆମ୍ବ ଗଛ ଭାଙ୍ଗି ଯାଇ ରାସ୍ତା ଉପରେ ଯାଉଥିବା ବାଇକ ଆରୋହି ଉପରେ ମାଡି ବସିଲା ଫଳରେ ଜଣେ ବାଇକ ଆରୋହି ଗୁରୁତର ଆହତ ହୋଇ…
Read More...

ଜଙ୍ଗଲରେ ନିଆଁ ଲାଗିଲେ ନଷ୍ଟ ହେଉଛି ଔଷଧୀୟ ବୃକ୍ଷ, ସୁରକ୍ଷା ପାଇଁ ସଚେତନତା ଜରୁରୀ

ଝୁମ୍ପୁରା,୨୪ା୨: ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତର ବଡପଶି ଠାରେ ଝୁମ୍ପୁରା ବ୍ଲକ ବୈତରଣୀ ବୈଦ୍ୟ ସଂଘର ଜଙ୍ଗଲରେ ରହିଥିବା ଔଷଧିୟ ବୃକ୍ଷକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଏକ ସଚେତନା ବୈଠକ ଅନୁଷ୍ଠିତ…
Read More...

ବୋମା ତିଆରି ସାମଗ୍ରୀ ଓ ମାରଣାସ୍ତ୍ର ଜବତ, ୫ ଡକାୟତ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ପୁଲିସର ମିଳିଛି ବଡ ସଫଳତା। ଡକାୟତି ପାଇଁ ଉଦ୍ୟମ କରୁଥିବା ଏବଂ ଦାଦା ବଟି ମାଗିବା ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବିପୁଳ ପରିମାଣର ବୋମା ତିଆରି…
Read More...

‘ୱଣ୍ଡର ୱାର୍ଲ୍ଡ’ରେ ପାଳିତ ହେବ ହୋଲିୟାଁ, ଆକର୍ଷଣ ସାଜିବ ଡିଜେ ୱାର

ଭୁବନେଶ୍ବର: ଚଳିତ ବର୍ଷ ଓଡିଶାର ପୁରୀ ମାଳତିପାଟପୁର ସ୍ଥିତ ସର୍ବବୃହତ ୱାଟର ପାର୍କ ‘ୱଣ୍ଡର ୱାର୍ଲ୍ଡ’ ହୋଲି ଉତ୍ସବକୁ ସ୍ୱତନ୍ତ୍ର ଭାବରେ ପାଳିତ ହେବ। ହୋଲି ପର୍ବ ଉପଲକ୍ଷେ ଏଠାରେ ମାର୍ଚ୍ଚ ୭ ଓ ୮ ତାରିଖ ଦୁଇଦିନ…
Read More...

ଅନୁସୁଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ସାମୁହିକ ବିକାଶକୁ ଗୁରୁତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଗତ କରିଛନ୍ତି । ଏହି ବଜେଟରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଅ ବର୍ଗର ଶୈକ୍ଷିକ…
Read More...

ଓଡ଼ିଶା ଧାନ ଉତ୍ପାଦନରେ ଏକ ବଳକା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଧାନ ଫସଲର ବିବିଧତା ଓ ଜଳବାୟୁ ସହନଶୀଳ ଫସଲ ଚାଷର ବହୁଳ ପ୍ରସାର ତଥା ଚାଷୀମାନଙ୍କ ମଧ୍ୟରେ ଆଦୃତି ଆଣିବା ଦିଗରେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ଏବଂ ଏ ଦିଗରେ ଆନ୍ତର୍ଜାତିକ ଧାନ…
Read More...

ଜୈବିକ ଉତ୍ପାଦ ଓ ପଦ୍ଧତିର ବିକାଶ ସାଙ୍ଗକୁ ପ୍ରୟୋଗ ପ୍ରତି ଯତ୍ନବାନ ହେବା ଉଚିତ

ବାଲେଶ୍ବର: ଫକୀର ମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିବେଶ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ‘ପର୍ୟ୍ୟାବରଣୀୟ ସ୍ଥିତାବସ୍ଥା ନିମିତ୍ତ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା’ ଶୀର୍ଷକ ଦୁଇ-ଦିବସୀୟ ଆନ୍ତର୍ଜାତୀୟ କର୍ମଶାଳା…
Read More...

ବଜେଟ ୨୦୨୩-୨୪: ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା’, ଆରମ୍ଭ ହେବ ‘ଆମ ହସ୍ପିଟାଲ’

ଭୁବନେଶ୍ୱର: ଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୩-୨୪ରେ ଜନସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସପିଟାଲ’…
Read More...

୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଳ ଭିତ୍ତିଭୂମି ସୃଷ୍ଟି କରାଯିବ ବୋଲି ଏଥିପାଇଁ ଆମ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।…
Read More...

ବିଧାନସଭାରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି

ଭୁବନେଶ୍ୱର: ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ ଆଗତ ହୋଇଇଛି। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ…
Read More...

ପୌର କାର୍ୟ୍ୟାଳୟ କାଉନସିଲର ଓ ସୂଚନା ଅଧିକାରକର୍ମୀ ମଧ୍ୟରେ ଗଣ୍ଡଗୋଳ, ଥାନାରେ ଅଭିଯୋଗ

ଚୌଦ୍ୱାର : ଗୁରୁବାର ଚୌଦ୍ୱାର ପୌର କାର୍ଯ୍ୟାଳୟରେ ଜଣେ କାଉନସିଲର ଓ ଜଣେ ସୂଚନା ଅଧିକାର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଚୌଦ୍ୱାର…
Read More...

ଚାଉଳ ଯୋଗାଣରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ଅଭିଯୋଗ

ସୁନ୍ଦରଗଡ଼: କେତେବେଳେ ଭୂତ କାର୍ଡ଼, ତ ପୁଣି କେତେବେଳେ ରାସନ କାର୍ଡ଼ରେ ଏକାଧିକ ନକଲି ନାମ ଯୋଡ଼ି ଶହଶହ କ୍ବିଣ୍ଟାଲ ଚାଉଳ ଓ ଗହମ ଉଠାଯାଉଥିବାର ଚର୍ଚ୍ଚା ଥମିନଥିବା ବେଳେ ଏବେ ପୁଣି ଚାଉଳ ଯୋଗାଣରେ ପ୍ଲାଷ୍ଟିକ ଚାଉଳ…
Read More...

ମହିଳା ଟି-୨୦ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ

କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମି ଫାଇନାଲରେ ଅଷ୍ଟ୍ରେଲିଆଠାରୁ ମାତ୍ର ୫ ରନରେ ଭାରତ ହାରି ଯାଇଛି। ଏଥିରେ ଉଭୟ ଦଳର ସ୍କୋର: ଅଷ୍ଟ୍ରେଲିଆ ୧୭୨/୪, ଭାରତ ୧୬୭/୮ ରହିଛି। ଦକ୍ଷିଣ ଆଫ୍ରିକାର କେପଟାଉନରେ…
Read More...

ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡ଼ିଓ)ଙ୍କ ଅନୁପସ୍ଥିତିରେ…
Read More...

ସବ ଜୁନିଅର ଜାତୀୟ ମହିଳା ଖୋଖୋ ଖେଳାଳିଙ୍କ ଆତ୍ମହତ୍ୟା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ନୟା ଧନୁର୍ଜୟପୁର ଗ୍ରାମର ଜଣେର ଜାତୀୟ ମହିଳା ଖୋଖୋ ଖେଳାଳି ମନିକା ନାଏକ(୧୭) ନିଜ ଘର ଭିତରେ ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମନିକାର ମୃତ୍ୟୁ…
Read More...

ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର

ଭୁବନେଶ୍ବର: ମୁକ୍ତା ଯୋଜନାକୁ ଆହୁରି ଅଧିକ ଗତିଶୀଳ କରିବା ନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଛି। ଗତ ସୋମବାର ଦିନ ଗୃହ ଓ ନଗରଉନ୍ନୟ ବିଭାଗ…
Read More...

ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ଅଧିନସ୍ଥ ସାଲେପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଅବସରରେ ୨୨ ଓ ୨୩ ଦୁଇଦିନ ଧରି ବହୁ ଆଡମ୍ବରରେ ସୁବର୍ଣ୍ଣଜୟନ୍ତୀ ପାଳିତ…
Read More...

ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲି:ସମ୍ବଲପୁର ଜିଲା ରେଙ୍ଗାଲି ପଞ୍ଚାୟତ ପରିସରରେ ଆଜି ଜିଲା ଅାଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶୁଭଙ୍କର ମିଶ୍ର,…
Read More...

ଇନ୍ଦୋର କ୍ରୀଡା ପ୍ରତିଯୋଗିତାରେ ଓଡିଶା ବଧିର ​ଖେଳାଳୀଙ୍କ ସଫଳତା

ଭୂବନେଶ୍ୱର, ୨୨.୨ : ଭାରତୀୟ ବଧିର କ୍ରୀଡା ପରିଷଦ, ନୂଆଦିଲ୍ଲୀ ଏବଂ ରାଜ୍ୟ ବଧିର କ୍ରୀଡା ପରିଷଦ ଓ ମୂକ ବଧିର ସଂଗଠନର ମିଳିତ ଆନୁକୂଲ୍ୟରେ ୨୫ତମ ଜାତୀୟ ବଧିର କ୍ରୀଡା ସିନିୟର ଓ ୮ମ ଜାତୀୟ ବଧିର ଜୁନିୟର ଓ ସବ୍…
Read More...

ରାଜ୍ୟରେ ସ୍କ୍ରାପ ହେବ ୨୦ଲକ୍ଷ ୩୯ହଜାର ୫୦୦ଗାଡ଼ି, ୧୫ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ ନ ଥିବା ଗାଡ଼ିକୁ କରାଯିବ…

ଭୁବନେଶ୍ବର: ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ରାଜ୍ୟରେ ୨୦ଲକ୍ଷ ୩୯ହଜାର ୫୦୦ଗାଡ଼ି ସ୍କ୍ରାପ ହେବ। ୧୫ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ ନ ଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ। ଏଥିମଧ୍ୟରୁ ସର୍ବାଧିକ ୧୨…
Read More...

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବିଶ୍ୱ ମାତୃଭାଷା ଦିବସ ପାଳିତ

ବ୍ରହ୍ମପୁର/ଭୁବନେଶ୍ୱର: ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ବ୍ରହ୍ମପୁର ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ ନିର୍ମାଣାଧିନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀଗୁଡ଼ିକୁ ପରିଦର୍ଶନ…
Read More...

ପାଟଣା ଜାଗର ମହୋତ୍ସବ ଉଦଘାଟିତ

ପାଟଣା: କେନ୍ଦୁଝର ଜିଲା ପାଟଣା ଜାଗର ମହୋତ୍ସବ ଆନୁଷ୍ଠାନିକ ଭାବେ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଉଛି । ରଙ୍ଗାରଙ୍ଗ ପରିବେଶରେ ପାଟଣା ଜାଗର ମହୋତ୍ସବକୁ ସମାଜସେବୀ ନାରାୟଣ ଚନ୍ଦ୍ର ଦାଶ ଓ ଈଶ୍ବର ଚନ୍ଦ୍ର ଦାଶ…
Read More...

ପେଟ୍ରୋଲ ପମ୍ପରୁ ମୋବାଇଲ ଫୋନ୍ ଓ ଇଡିଏସ ମେସିନ ଚୋରି

ଗୁରୁଡିଝାଟିଆ: କପୁରସିଂ ସ୍ଥିତ ରିଚି ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଦୁର୍ବୁତ୍ତ ମୋବାଇଲ ଫୋନ ଓ ଇଡିଏସ୍ ମେସିନ ଚୋରିକରିଥିବା ନେଇ ଏକ ଅଭିଯୋଗ ଗୁରୁଡିଝାଟିଆ ଥାନାରେ ହୋଇଛି। ଏ…
Read More...

ଟାଟା ଷ୍ଟିଲ ଓ ମାଇନିଂ କାରଖାନାରେ ଛଟେଇ, ପ୍ରତିବାଦରେ କାରଖାନା ସମ୍ମୁଖରେ ୨ବର୍ଷର ଶିଶୁ ସହିତ ସପରିବାର ଧାରଣା

ଗୁରୁଡିଝାଟିଆ: ଆମ ଅଞ୍ଚଳର ଜମି, ଜଳ ଓ ପରିବେଶରେ ଅନନ୍ତପୁର ଠାରେ ଗଢିଉଠିଛି ଟାଟା ଷ୍ଟିଲ ଓ ମାଇନିଂ କାରଖାନା। ଖୋଦ୍ ମୋର ଜମିରେ କାରଖାନା କର୍ତ୍ତୃପକ୍ଷ ଉଚ୍ଚଶକ୍ତି ସଂପନ୍ନ ଟାୱାର ଲାଇନ ବସାଇଛନ୍ତି। ସେଥିପାଇଁ…
Read More...

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

କଣ୍ଟାବାଞ୍ଜି:ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କଣ୍ଟାବାଞ୍ଜିରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ତତ୍ୱାବଧାନରେ ଶିଶୁ ଭାଇ ଭଉଣୀମାନେ ବିଭିନ୍ନ…
Read More...

ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ଜନ୍ମୋତ୍ସବ ପାଳିତ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁରସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ପରିସରରେ ଶ୍ରୀରାମକୃଷ୍ଣ ପରମହଂସ ଦେବଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଧାତ୍ମିକ ସଭା ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକା ନନ୍ଦ…
Read More...

୨୩ରେ ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ, ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ କରିବେ ଲୋକାର୍ପଣ

ସାକ୍ଷୀଗୋପାଳ: ରାଜ୍ୟ ସରକାରଙ୍କ ପକ୍ଷରୁରୁ ୩୨.୮କୋଟି ଟଙ୍କା ଅନୁଦାନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ଐତିହ୍ୟ ଗ୍ରାମ ସୁଆଣ୍ଡୋ ଗ୍ରାମର ଉନ୍ନୟନ ହୋଇଅଛି। ଆସନ୍ତା ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…
Read More...