www.samajalive.in
Monday, December 15, 2025
16.1 C
Bhubaneswar

ସ୍ବାମୀର କୁରାଢି ଚୋଟରେ ସ୍ତ୍ରୀ ଗୁରୁତର

ଭୁବନେଶ୍ବର: ଆର ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ପଞ୍ଚାୟତର କୁଆଁପଡା ଗ୍ରାମର ଚୈତନ୍ୟ ନାୟକଙ୍କ କୁରାଢ଼ୀ ଚୋଟରେ ସ୍ତ୍ରୀ କୁନି ନାୟକ(୨୬) ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ପାରିବାରିକ ସମସ୍ୟାକୁ ନେଇ ସ୍ବାମୀସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସ୍ବାମୀ ଚୈତନ୍ୟ ନାୟକ ରାଗି ଯାଇ କୁରାଢ଼ି ଆଣି ସ୍ତ୍ରୀ କୁନିର ବେକରେ ଚୋଟ ପକାଇବାକୁ ଉଦ୍ୟମ କରିଥିଲା। ତେବେ ସ୍ବାମୀର କୁରାଢ଼ୀ ଚୋଟ ବେକ ବଦଳରେ ସ୍ତ୍ରୀ କୁନିର ଗାଲରେ ବାଜିଥିଲା। ଏଥିରେ ସ୍ତ୍ରୀ ଗୁରୁତର ହୋଇଯାଇଥିଲା। ଏହାପରେ ସ୍ତ୍ରୀ କୁନିକୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories