ପଟିଆ ଗାଁରେ ନିଯୁକ୍ତି ମେଳା, ୧୨୫ଜଣଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ପଟିଆ ଗ୍ରାମ ମଙ୍ଗଳ ସମିତି ଆନୁକୂଲ୍ୟରେ ପଟିଆ ଗାଁରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାରେ କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ କିଟ୍‍ ଓ…
Read More...

ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ, ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡଙ୍କ ଅର୍ଦ୍ଧ ଶତକ

ବିଶାଖାପାଟନମ: ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ ହୋଇଛି। ଦ୍ବିତୀୟ ଦିନିକିଆରେ ମାତ୍ର ୧୧ ଓଭରରେ ମ୍ୟାଚକୁ ହାତେଇ ନେବାରେ ଅଷ୍ଟ୍ରେଲିଆ ସଫଳ ହୋଇଥିଲା। ଅଷ୍ଟ୍ରେଲିଆ ଓପନରଙ୍କ…
Read More...

ଭାର୍ଗବୀ ନଦୀ କୂଳରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଚିଲ ପାଟଣା ଗ୍ରାମ ନିକଟରେ ଭାର୍ଗବୀ ନଦୀ କୂଳରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମହିଳାଙ୍କ ମୃତଦେହ ଅଖାରେ ବନ୍ଧା ହୋଇ ଭାର୍ଗବୀ ନଦୀ…
Read More...

କନ୍ଧମାଳ ଆର୍ଯ୍ୟ ମହୋତ୍ସବ ଉଦଘାଟିତ

ଫୁଲବାଣୀ: ମହର୍ଷି ଦୟାନନ୍ଦ ସରସ୍ବତୀ ଙ୍କ ୨୦୦ ତମ ଜୟନ୍ତୀ ଅବସରରେ ରାଇକିଆ ଠାରେ ଶନିବାର କନ୍ଧମାଳ ଆର୍ଯ୍ୟ ମହୋତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର,…
Read More...

କ୍ଷୁଦ୍ର ଉଦ୍ୟୋଗ ବିକାଶ ନିମନ୍ତେ ପ୍ରଶିକ୍ଷଣ ଶିବିର

ବୌଦ୍ଧ: ସ୍ୱେଛାସେବୀ ଅନୁଷ୍ଠାନ ସୁରଭି ବାଉଁଶୁଣୀ ଓ ନାବାର୍ଡ ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ବୌଦ୍ଧବ୍ଲକ ଅନ୍ତର୍ଗତ କାଶଲପୁରଠାରେ ୨୦ ଦିନିଆ କ୍ଷୁଦ୍ର ଉଦ୍ୟୋଗ ବିକାଶ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜିତ…
Read More...

ପ୍ରତିବର୍ଷ ଏକ ମିଟର ନିମ୍ନଗାମୀ ହେଉଛି ବୌଦ୍ଧ ଜିଲାରେ ଭୂତଳ ଜଳସ୍ତର

ବୌଦ୍ଧ: ରାଜ୍ୟ ସରକାର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଜଳ ଉତ୍ସ ଗୁଡିକର ସଂରକ୍ଷଣକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଭୂତଳ ଜଳସ୍ତର ବୃଦ୍ଧି ଏବଂ ପ୍ରବାହିତ ନଦୀଜଳ ସଂରକ୍ଷଣ କରାଯିବାକୁ ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ…
Read More...

ଗୋପୀନାଥ ମିଶ୍ର ରାଜ୍ୟ କତା ନିଗମ ଅଧ୍ୟକ୍ଷ ନିର୍ବାଚିତ

ପୁରୀ: ପୁରୀ ଜିଲା ପ୍ରତାପ ପୁରୁଷୋତ୍ତମପୁର ଗ୍ରାମର ଗୋପୀନାଥ ମିଶ୍ର ରାଜ୍ୟ କତା ନିଗମ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ୯ ଟି ଭୋଟ ମିଳିଥିବା ଜଣା ପଡ଼ିଛି। ଶ୍ରୀ ମିଶ୍ର ନାରାୟଣୀ କତା ସମିତିର ସଭ୍ୟ…
Read More...

ଯୁବକଙ୍କ ଠାରୁ ବାଇକ୍ ଲୁଟିନେଲେ ଦୁବୃର୍ତ୍ତ

କୋକସରା: କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଝାରକୁଣ୍ଡାମାଲ କେନାଲ ଛକ ନିକଟରେ ଶୁକ୍ରବାର ରାତିରେ ଜୟପାଟଣା ଅଞ୍ଚଳର ଜଣେ ବାଇକ୍ ଆରୋହୀ ଲୁଟର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ…
Read More...

ସ୍ୱାସ୍ଥ୍ୟ ସେବାରେ ଗ୍ରାମାଞ୍ଚଳ ମହିଳାଙ୍କୁ ସଚେତନ କରି ଜାତୀୟ ସ୍ତରରେ ପୁରସ୍କୃତ

ପାତ୍ରପୁର: ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଗୁଡିପଦର ସିଏଚଓ ଆର.ତ୍ରିବେଣୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ସାରା ରାଜ୍ୟରେ ସେ କେବଳ ଏହି ପୁରସ୍କାର ପାଇ ସମଗ୍ର ଓଡ଼ିଶା ପାଇଁ ଗୌରବ…
Read More...

ରୁକୁଣା ରଥ ନିର୍ମାଣରେ ବିଳମ୍ବ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣରେ ବିଳମ୍ବ ହୋଇଛି। କାଠ ପହଞ୍ଚୁ ନ ଥିବାରୁ ୪ ଦିନ ବିଳମ୍ବରେ ରୁକୁଣା ରଥ ନିର୍ମାଣ କାମ ଆରମ୍ଭ କରାଯାଇଛି। ରୁକୁଣା ରଥ ପାଇଁ ମହଜୁଦ ଥିବା କାଠରେ କେବଳ…
Read More...

ପଶ୍ଚିମା ଝଡ଼ ପ୍ରଭାବ: ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼

ଭୁବନେଶ୍ବର: ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ କୁଆପଥର ମାଡ଼ ହୋଇଛି।…
Read More...

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ-ନାମାଙ୍କନପତ୍ର ଯାଞ୍ଚ ପରେ କାଏମ ରହିଲା ୪୪ ପ୍ରାର୍ଥୀଙ୍କ ନାମ

ରେଙ୍ଗାଲିକ୍ୟାମ୍ପ:ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୯ ତାରିଖରୁ ନାମାଙ୍କନପତ୍ର ଦାଖଲ…
Read More...

ଖିଣ୍ଡା ଡାକ୍ତରଖାନାରେ ରୋଗୀବୁହା ଯାନ ଲୋକାର୍ପିତ

ରେଙ୍ଗାଲି: ଏନଏଲସି ଇଣ୍ଡିଆ ଲିମିଟେଡ ପକ୍ଷରୁ ସମ୍ବଲପୁର ଜିଲାର ଖିଣ୍ଡା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଏକ ରୋଗୀବୁହା ଯାନ ଯୋଗାଇ ଦିଆଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ଉପଜିଲାପାଳ…
Read More...

ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ‘ମୋ ସରକାର’ ପରିଚାଳନା କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର: ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସୁବିଧା ସୁଯୋଗକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ‘ମୋ ସରକାର’ ଏକ ଯୁଗାନ୍ତକାରୀ ବ୍ୟବସ୍ଥା। ଟିମ୍‌ୱାର୍କ,…
Read More...

ପୁରୀରେ ହଣାକଟା, ୯ ଗିରଫ

ପୁରୀ: ପୁରୀ ମାର୍କେଟ ଛକରେ ହଣାକଟା ମାମଲାରେ ୯ଜଣଙ୍କୁ ପୁଲିସ ଗିରଫ କରିଛି ଏବଂ ସମସ୍ତ ଗିରଫ ୯ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସପି ମିହିର ପଣ୍ଡାଙ୍କ ସୂଚନା…
Read More...

୬ ଦିନର ଝିଅକୁ ହତ୍ୟା, ମା’ ଗିରଫ

ଜଳେଶ୍ବର: କମର୍ଦ୍ଦା ଥାନା ଅନ୍ତର୍ଗତ ସିଆରୋଇ ଗ୍ରାମରେ କୁକୁର ଝୁଣି ଏକ ୬ଦିନର ଶିଶୁ କନ୍ୟାକୁ ମାରିଥିବା ମୋଡ଼ ବଦଳି ଯାଇଛି। ଶିଶୁଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ହତ୍ୟାକାରିଣୀ ହେଉଛି ନିଜେ ଜନ୍ମ…
Read More...

ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇଲା ବସ: ଟ୍ରକ ପଛରେ ପିଟି ହୋଇ ଭାଙ୍ଗିଲା ସମ୍ମୁଖକାଚ, ୧୦ ଯାତ୍ରୀ ଆହତ

ବାରିପଦା: ମୟୂରଭଞ୍ଜ ଜିଲା ଜାତୀୟ ରାଜପଥ ୪୯ ବାଙ୍ଗିରିପୋଷି ଘାଟିରେ ଯାଉଥିବା ଗୋଟିଏ ଟ୍ରକ ପଛରେ ଏକ ଯାତ୍ରୀବାହୀ ବସ ପିଟି ହୋଇଯାଇଛି। ଫଳରେ ବସରେ ଥିବା ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଙ୍ଗିରିପୋଷି…
Read More...

ଯତିନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗ ଏବଂ ନିଖିଳ ଉତ୍କଳ ଦର୍ଶନ ପରିଷଦ ପକ୍ଷରୁ ବିଶିଷ୍ଟ ଦାର୍ଶନିକ ଯତିନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦର୍ଶନ ବିଭାଗ ମୁଖ୍ୟ…
Read More...

ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଓଡ଼ିଶାର ବିଭିନ୍ନ ଜିଲାର ଜନଜାତି କାରିଗରଙ୍କ ସମାଗମ

ଭୁବନେଶ୍ୱର: ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜାତୀୟ ଜନଜାତି କଳାବସ୍ତୁ ମେଳାରେ ଗୁଜୁରାଟ, ତେଲେଙ୍ଗାନା, ଅରୁଣାଞ୍ଚଳ ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟ ସମେତ ଓଡ଼ିଶାର…
Read More...

ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ପରିଚାଳନା ଗୁରୁତ୍ୱପୂର୍ଣ୍ଣ: କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗ ପକ୍ଷରୁ ପ୍ରାକୃତିକ ଉତ୍ସ ପରିଚାଳନା ପାଇଁ ଭୂତତ୍ତ୍ୱ ତଥ୍ୟ ବିଶ୍ଳେଷଣ ଶୀର୍ଷକ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି। ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ…
Read More...

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଭାରତ

ମୁମ୍ବାଇ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଭାରତର ଲଢ଼ୁଆ ବିଜୟ ହାସଲ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ରାହୁଲ ଓ ଜାଡେଜା ଭାରତକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।…
Read More...

ଶ୍ରୀରାମ ଚରିତ ମାନସ ପାରାୟଣ ପାଇଁ କଳସ ଶୋଭାଯାତ୍ରା 

କଲମପୁର: କଲମପୁର ହନୁମାନ ମନ୍ଦିର ପରିସରରେ ପବିତ୍ର ରାମ ନବମୀ ପାଳନ ପାଇଁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏନେଇ ଶୁକ୍ରବାର ସଂଧ୍ୟାରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗ ବଜେଟରେ ପ୍ରତି ଗାଁକୁ ରାସ୍ତା ସଂଯୋଗୀକରଣ ପାଇଁ ବ୍ୟୟବରାଦ

ଭୁବନେଶ୍ୱର: ଆମର ଲୋକପ୍ରିୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟବାସୀ, ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ । ସବୁଦିନିଆ ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା…
Read More...

ବିବାହିତା ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର-ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ ସାନ ହୁଣ୍ଡୁଳା ହୁଡିସାହିର ଜଣେ ବିବାହିତା ମହିଳାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଭୁଇଁକୁ…
Read More...

ସାତଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଝୁମ୍ପୁରା: ସଂପ୍ରତି ସରକାର ୬ରୁ ୧୪ ବର୍ଷର ସବୁ ବର୍ଗର ପିଲା ସରକାରୀ ବିଦ୍ୟାଳୟ ଗୁଡିକରେ ମାଗଣାରେ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ସରକାର କରିଛନ୍ତି। ସରକାରୀ ସ୍କୁଲ ଗୁଡିକରେ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ…
Read More...

ବକେୟା ବିଦ୍ୟୁତ୍‍ ବିଲ ଛାଡ ଦାବିକଲେ ୫ ପଞ୍ଚାୟତବାସୀ

କେନ୍ଦୁଝରଗଡ଼: ତେଲକୋଇ ବ୍ଲକ ଅଧିନ ଜଗମୋହନପୁର, ବିଞ୍ଝବାହାଳ, ସଲେଇକନା, ଦୋବଲାପାଳ ଓ ଛାମୁଣ୍ଡା ପଞ୍ଚାୟତବାସୀଙ୍କୁ ବିଦ୍ୟୁତ ଯୋଗାଣ ନେଇ ଓଡିଶା ରାଜ୍ୟ ବିଦ୍ୟୁତ୍‍ ବୋର୍ଡ ବହୁବାର ପ୍ରୟାସ କରି ଆସିଥିଲା। ମାତ୍ର,…
Read More...

ରାଜଲକ୍ଷ୍ମୀଙ୍କୁ ‘ଆଭେନ୍ୟୁ ଅଫ୍‍ ସର୍ଭିସ୍‍’ ପୁରସ୍କାର

କେନ୍ଦୁଝରଗଡ଼: ରୋଟାରୀ ଇଣ୍ଟର ନ୍ୟାସନାଲ ପକ୍ଷରୁ ରୋଟାରୀ କ୍ଲବ ଅଫ୍‍ କେନ୍ଦୁଝରଗଡର ସଦସ୍ୟା ରାଜଲକ୍ଷ୍ମୀ ସ୍ୱାଇଁଙ୍କୁ ‘ଆଭେନ୍ୟୁ ଅଫ୍‍ ସର୍ଭିିସ’ ପୁରସ୍କାର ପ୍ରଦାନ କରାଯାଇଛି। ବାଲେଶ୍ୱର ରୋଟାରୀ ଭବନ ଠାରେ ଆୟୋଜିତ…
Read More...

ନୂଆପଡ଼ା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ନୂଆପଡ଼ା ତହସିଲଦାର ଦେବେନ୍ଦ୍ର କୁମାର ରାଉତ, ଓଏଏସ୍‌-ଏ (ଜେବି)ଙ୍କ ବିରୁଦ୍ଧରେ ଆଗତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଥିବାବେଳେ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜସ୍ୱ ଓ…
Read More...

ମୁମ୍ବାଇରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ଅଷ୍ଟ୍ରେଲିଆ ୧୮୮ରେ ଅଲ ଆଉଟ

ମୁମ୍ବାଇ : ମୁମ୍ବାଇର ୱଙ୍ଖଡ଼େ ଷ୍ଟାଡିୟମଠାରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିୟା ୧୮୮ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଏହି ମ୍ୟାଚ​‌େ​‌ର ଅଷ୍ଟ୍ରେଲିଆ ଭାରତ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଛି।…
Read More...

ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ବଦାନ୍ୟତା, ଦାନ କଲେ କୋଭିଡ଼ରେ ମିଳିଥିବା ପ୍ରୋତ୍ସାହନ ରାଶି

ବୁର୍ଲା: ବୁର୍ଲା ଭିମସାରର ସମାଜସେବୀ ଡ଼ାକ୍ତର ସହକାରୀ ପ୍ରଫେସର ଶଙ୍କର ରାମଚନ୍ଦାନି ଟଙ୍କିକିଆ କ୍ଲନିକ କରି ସମସ୍ତ ମହଲରେ ଉଚ୍ଚପ୍ରସଶଂସିତ ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ସାମାଜିକ କାର୍ଯ୍ୟ ତଥା ବିଭିନ୍ନ…
Read More...

କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୁର୍ବେଦ ଚିକିତ୍ସା ଶିଵିର

ଫୁଲଵାଣୀ: କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ, ଫୁଲଵାଣୀ ପକ୍ଷରୁ ଏକ ଆୟୁର୍ବେଦ ଚିକିତ୍ସା ଶିଵିର ସ୍ଥାନୀୟ ଡ୍ରିମଲ୍ୟାଣ୍ଡ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର…
Read More...

ସମ୍ବଲପୁରରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ

ସମ୍ବଲପୁର: ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥ ଯାତ୍ରା କରାଯାଉଥିବା କ୍ରମରେ ସମ୍ବଲପୁର ଠାରୁ ଗୁରୁବାର ଏକ ତୀର୍ଥଯାତ୍ରୀ ରେଳଗାଡି ଯାତ୍ରାରମ୍ଭ କରିଛି। ସମ୍ବଲପୁର ରେଳ ଷ୍ଟେସନରୁ ସମ୍ବଲପୁର,…
Read More...

ଜାତୀୟ ମାନବାଧିକାରର ଦ୍ବିତୀୟ ଥର ନୋଟିସ ଜାରି, ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ତାଗିଦ

କୋକସରା: ଗତ ୨୦୨୨ ମସିହା ଜୁଲାଇ ୦୧ ତାରିଖ ରଥ ଯାତ୍ରା ଦିନ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼ ଗାଁର ଆଦିବାସୀ ମହିଳା କିଆ ମଝିଙ୍କର ପୁଲିସ ଗାଡି ଧକ୍କା ମୃତ୍ୟୁ ଘଟଣାରେ କଳାହାଣ୍ଡି ଏସପି ମାନବାଧିକାର କିମିଶନଙ୍କ…
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ବୋଲଗଡ଼: ବୋଲଗଡ଼ ବ୍ଲକ ପିଚୁକୁଳି ଜାତୀୟ ରାଜପଥ ୫୭ ଆଦର୍ଶ ବିଦ୍ୟାଳୟ ନିକଟରେ ଗୁରୁବାର ରାତିରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ସୂଚନାରୁ ପ୍ରକାଶ ଯେ ମୃତକଙ୍କ ପରିଚୟ ମିଳିଛି ଏବଂ…
Read More...

୧୭ରୁ ଜାତୀୟ ସ୍ତରର ସାଂସ୍କୃତିକ ପର୍ବ ହୀରାକୁଦ ମହୋତ୍ସବ

ହୀରାକୁଦ: ଝୁମିବେ ଦର୍ଶକ,ଦୁଲିକିବ ହୀରାକୁଦ। ପ୍ରଥମ ଥର ପଶ୍ଚିମ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରର ସାଂସ୍କୃତିକ ପର୍ବ ହୀରାକୁଦ ମହୋତ୍ସବ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଂଗୀତ…
Read More...

ଶିଶୁ କନ୍ୟାକୁ ହତ୍ୟା ପରେ ମା’ର ଆତ୍ମହତ୍ୟା

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନା ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଲଛମଣି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ବର୍ଷର ଝିଅକୁ ମାରି ମା’ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।…
Read More...

୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ମହାସଂଘର ଦାବି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିଆଯାଇଛି ନିଷ୍ପତ୍ତି

ଭୁବନେଶ୍ବର: ଡ୍ରାଇଭର ଏକତା ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ମହାସଂଘ ଆବାହକଙ୍କୁ ଚିଠି ଲେଖାଯାଇଛି। ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲରେ କିଡ୍ସ ଫନ୍ ଫିଏଷ୍ଟା

ଭୁବନେଶ୍ବର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଆସନ୍ତା ୧୯ରେ କିଡ୍ସ ଫନ ଫିଏଷ୍ଟା ଅନୁଷ୍ଠିତ ହେବ। ଏଥିରେ ୨୦୦ରୁ ଅଧିକ ପିଲା ଏବଂ ଅଭିଭାବକମାନେ ଅଂଶଗ୍ରହଣ କରିବେ। ମାସ୍କ ଗାର୍ଲସ୍ ଏବଂ ଉତ୍କଳ…
Read More...

ଅସହାୟ ଭାରତ ଭୁଷଣଙ୍କ ପାଇଁ ସହାୟକ ସାଜିଲେ ବିଏସକେୱାଇ ଟିମ୍

ଭୁବନେଶ୍ୱର: ଅସହାୟ ବରିଷ୍ଠ ନାଗରିକ ଭାରତ ଭୁଷଣଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଟିମ୍ ଜୀବନ ରକ୍ଷାକାରୀ ସହାୟକ ସାବ୍ୟସ୍ତ ହୋଇଛନ୍ତି । ଟିମ୍ ର ସମୟୋଚିତ ପଦକ୍ଷେପ ହେତୁ ଭାରତ ଭୁଷଣଙ୍କୁ…
Read More...

ସହରାଞ୍ଚଳ ରୂପାନ୍ତରୀକରଣ ଯାତ୍ରା ୨୦୨୩-୨୪: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୭୯୧୪ କୋଟି ବ୍ୟୟ ବରାଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ଲୋକାଭିମୁଖୀ ସହରୀ ଶାସନ ଯୋଗାଇବା ଏବଂ ସହରଗୁଡିକର ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ସର୍ବଦା ପ୍ରାଥମିକତା ଦିଆଯାଇଛି। ଓଡ଼ିଶାର ସହରାଞ୍ଚଳ…
Read More...

ସରକାର ତୁରନ୍ତ ଡ୍ରାଇଭରଭାଇ ମାନଙ୍କ ଦାବି ପୂରଣ କରନ୍ତୁ-ଶରତ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ବନ୍ଧୁମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦୁଇଦିନ ହେଲା ଚାଲିଛି। ସାରା ଓଡ଼ିଶାର ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବହନ ବନ୍ଦ ହେଉଥିବା ଯୋଗୁ ଏହା ସାଧାରଣ…
Read More...

ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ

ବ୍ରହ୍ମପୁର: ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଗାଡ଼ି ଅଟକାଇବାବେଳେ ଡ୍ରାଇଭର ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ​‌ଡ୍ରାଇଭରଙ୍କ ଆକ୍ରମଣରେ…
Read More...

ରାସ୍ତା ସ୍ବାଭାବିକ ନ ରହିଲେ ଘରୋଇ ବନ୍ଦ ହେବ ଘରୋଇ ବସ ଚଳାଚଳ: ସଂଘ

ଭୁବନେଶ୍ବର: ଘରୋଇ ବସ ଚଳାଚଳ ବନ୍ଦ ନେଇ ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି। ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ରାସ୍ତା ସ୍ବାଭାବିକ ନ ହେଲେ ବସ ଚଳାଚଳ ବନ୍ଦ…
Read More...

ଡ୍ରାଇଭର ଆନ୍ଦୋଳନ, ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର: ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷିରେ ଡ୍ରାଇଭର ଆନ୍ଦୋଳନ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି। ଏହାସହିତ…
Read More...

ଟ୍ୟାଙ୍କରକୁ ରୋକିଲେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ସୃଷ୍ଟି ହେବ

ଭୁବନେଶ୍ବର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓଡ଼ିଶା ଟ୍ୟାଙ୍କ ଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ ନାପସନ୍ଦ କରାଯାଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ବାଧାଦିଆଯାଉଥିବାରୁ ଓଡ଼ିଶା ଡ୍ରାଇଭର…
Read More...

ବାଲେଶ୍ବରରେ ୧୦୦ରୁ ଅଧିକ ଡ୍ରାଇଭର ଗିରଫ, ଭୁବନେଶ୍ବରରେ ଡ୍ରାଇଭରଙ୍କୁ ଭେଟିଲେ ବିଜେପି ବିଧାୟକ

ଭୁବନେଶ୍ବର: ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଡ୍ରାଇଭରମାନେ ସାମିଲ ହୋଇଛି। ଆଜି ପୁଲିସ ପକ୍ଷରୁ ବାଲେଶ୍ବରରେ ୧୦୦ରୁ ଅଧିକ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କରିଛି। ବିଭିନ୍ନ ଛକରେ ରାସ୍ତାରୋକ କରିଥିବା…
Read More...

ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ପ୍ରତିନିଧି ଦଳଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ଆଭ୍ୟନ୍ତରୀଣ ମାନ ଯାଞ୍ଚ

କଲମପୁର: ଗଞ୍ଜାମ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଭ୍ୟନ୍ତରୀଣମାନ ଯାଞ୍ଚ କରିଥିଲେ। ସାଧାରଣ…
Read More...

ଜଗନ୍ନାଥ ମନ୍ଦିର ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ

କଲମପୁର: ମନ୍ଦିରରେ ଥିବା ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିେନେଲେ ଦୁର୍ବୁତ। ଏଭଳି ଏକ ଘଟଣା କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୁଚନା ଅନୁସାରେ ଗତ ବିଳମ୍ବିତ ରାତିରେ କଲମପୁର ନିର୍ମାଲ୍ୟ କ୍ଷେତ୍ର…
Read More...

କାର-ଟ୍ରଲର ମୁହାଁମୁହିଁ ଧକ୍କା, ୪ ଆହତ

ପିପିଲି:ହରିରାଜପୁର-କପିଳପ୍ରସାଦ ରାସ୍ତାର ବାହିଲିପଡ଼ା ଛକ ନିକଟରେ ଏକ କାର୍‍ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‍ରେ ଥିବା ଜଣେ ମହିଳାଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ସେମାନଙ୍କୁ…
Read More...

ଦେବରାଜ ଦାସ ଶ୍ରାଦ୍ଧବାର୍ଷିକୀରେ ରକ୍ତଦାନ ଶିବିର, ୧୦୯ ୟୁନିଟ୍ ରକ୍ତ ସଂଗ୍ରହ

ତିଗିରିଆ: ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଓ ରାଜନୀତିଜ୍ଞ ସ୍ବର୍ଗତ ଦେବରାଜ ଦାସଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେବରାଜ ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

ଯୋଗ ଓ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଚାର ପାଇଁ ୨୮ ରାଜ୍ୟ ପରିଭ୍ରମଣ

ପଦ୍ମପୁର: ଅସନ୍ତୁଳିତ ପରିବେଶ ଓ ଯୋଗ ବିନା ଆମ ପରିବେଶ ଉପରେ ଓ ଆମ ଆଗାମୀ ପିଢ଼ି ଉପରେ ପଡିବା ପ୍ରଭାବରୁ କିପରି ବର୍ତ୍ତିବା ତା ଉପରେ ସଚେତନତା ବାର୍ତ୍ତା ପୁରା ଭାରତରେ ବାଣ୍ଟି ଚାଲିଛନ୍ତି କର୍ଣ୍ଣାଟକର ୨୯ ବର୍ଷୀୟ…
Read More...

ପାନୀୟ ଜଳଯୋଗାଣ ସମସ୍ୟା ସମାଧାନ ପାଇଁ ଦାବୀ

ପଦ୍ମପୁର: ଉତ୍କଟ ପାନୀୟ ଜଳ ଯୋଗାଣ ନେଇ ଯୁବ ବିକାଶ ପରିଷଦ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ପଦ୍ମପୁର ବ୍ଲକର ଆଖୁସିଂ ପଞ୍ଚୟତର ସୌରା ଆମ୍ବାଖୁଲା, ସିଙ୍ଗିପୁର, ସନ୍ଧିଖଳା, ପେରାପାଙ୍ଗୁ, ନାରାୟଣ ଗୁଡା,…
Read More...

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ବୌଦ୍ଧର କୁଲାରୀ କୁଦ, ପରିବେଶ ପର୍ଯ୍ୟଟନ ପାଇଁ ବନ ବିଭାଗର ଅର୍ଥ ମଞ୍ଜୁର

ବୌଦ୍ଧ : ଐତିହାସିକ ବୌଦ୍ଧଜିଲାରେ ପର୍ଯ୍ୟଟନର ବିକାଶ ଦ୍ରୁତ ଗତିରେ ଚାଲିଛି। ଗୋଟିଏ ପଟେ ରାଜ୍ୟର ସର୍ବବୃହତ୍ତ ପରିବେଶ ପାର୍କ ନନ୍ଦନବନ ପ୍ରକଳ୍ପ କାର୍ଯ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରେ ଆରମ୍ଭ…
Read More...

ବେସରକାରୀ ହୋମିଓପାଥି ଡାକ୍ତର ସଂଘର ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ବେସରକାରୀ ହୋମିଓପାଥି ସଂଘ ପକ୍ଷରୁ ସଭାପତି ନେତ୍ରାନନ୍ଦ ଭୋଇଙ୍କ ନେତୃତ୍ୱରେ ବିଭିନ୍ନ ଜିଲାରୁ ଆସିଥିବା ୬୦୦ରୁ ଅଧିକ ସଭ୍ୟ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ହାତରେ ବିଭିନ୍ନ ପ୍ରକାର…
Read More...

ଜାତୀୟ ବଧିର କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶାକୁ ଖେଳାଳୀଙ୍କୁ ସଫଳତା

ଭୂବନେଶ୍ୱର: ଭାରତୀୟ ବଧିର କ୍ରୀଡା ପରିଷଦ, ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ତଥା ଉଭୟ ମଧ୍ୟପ୍ରଦେଶ ରାଜ୍ୟ ବଧିର କ୍ରୀଡା ପରିଷଦ ଓ ମୂକ ବଧିର ସଙ୍ଗଠନ,ଇନ୍ଦୋରର ମିଳିତ ଆନୁକୂଲ୍ୟରେ ୨୫ତମ ଜାତୀୟ ବଧିର କ୍ରୀଡା ସିନିୟର ଓ…
Read More...

ଛାତ୍ର ମୃତ୍ୟୁ ଘଟଣା: ୨ ନିଲମ୍ବନ, ଜଣେ ଗିରଫ

ସୁନ୍ଦରଗଡ଼: ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ଡେଙ୍ଗୁଲା ହାଇସ୍କୁଲର ପ୍ରଧାନ ଶିକ୍ଷାୟିତ୍ରୀ ନିଲମ୍ବିତ ହୋଇଛନ୍ତି। ତାଙ୍କ ସହିତ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ସମ୍ପ୍ରସାରଣ ଅଧିକାରୀ ମଧ୍ୟ…
Read More...

ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଜିପ

ସୁନ୍ଦରଗଡ଼: ଆଜି ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଇଥିବା ବନ ବିଭାଗର ଏକ ଜିପ ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନ ଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ସଦର ରେଞ୍ଜର ଭବାନୀପୁର ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ…
Read More...

ପଶ୍ଚିମା ଝଡ଼: ୧୬ରୁ ୧୮ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ଆଜିଠୁ ପଶ୍ଚିମା ଝଡ଼, ୧୮ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ପ୍ରବଳ ବର୍ଷା ନେଇ ୮ଜିଲାକୁ ଯଥା ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି,…
Read More...

୧୭ରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ହେବ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୭ତାରିଖ ରାତି ୧୦ଟାରୁ ୨ଟା୩୦ ମଧ୍ୟରେ ସ୍ଥାପନ ଶୁଭଖୁଣ୍ଟି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ମା’ ବୁଢ଼ୀ…
Read More...

ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନରେ ଖର୍ଚ୍ଚ ୧୪୦କୋଟି

ଭୁବନେଶ୍ବର: ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନରେ ୧୪୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର…
Read More...

ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଚମ୍ପୁଆ: ଆଜି ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋଟାରିପଶି ପଞ୍ଚାୟତ କଙ୍କଡ଼ାପାଟ ଗାଁ ବୈତରଣୀ ନଦୀରୁ ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…
Read More...

ପିତୃହନ୍ତା ପୁଅକୁ ଆଜୀବନ ସଜା

ଭବାନୀପାଟଣା: ପିତୃହନ୍ତା ପୁଅକୁ ଆଜୀବନ ଜେଲ ଦଣ୍ଡାଦେଶ। ଜେଲ ସହ ୫୦ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ଜିଲା ଦୌରାଜଜ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୮ରେ ନର୍ଲା ଥାନା ବଡ଼ ଗୁଣ୍ଡିରି ଗାଁରେ ହତ୍ୟାକାଣ୍ଡ ହୋଇଥିଲା।…
Read More...

ନିଶ୍ବାସରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର :ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ୱାର୍କ ଆଣ୍ଡ ସୋସିଆଲ କମ୍ୟୁନିକେସନ(ନିଶ୍ବାସ)ଠାରେ ଭାରତରେ ଏବଂ ବିଦେଶରେ ମହିଳା ସଶ୍ତିକରଣକୁ ନେଇ ଆୟୋଜିତ ହୋଇଥିବା ଦୁଇ ଦିନିଆ ଆନ୍ତର୍ଜାତିକ ମହିଳା ସମାବେଶ-୨୦୨୩’…
Read More...

ଶିକ୍ଷାଦାନ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ମୋଟ ୨୨,୫୨,୭୮୦.୨୩ ଲକ୍ଷର ବ୍ୟୟ ବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ  ସମୀର ରଂଜନ ଦାଶ ପ୍ରସ୍ତାବିତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି । ମାନ୍ୟବର…
Read More...

ବନାଗ୍ନି ରୋକିବାକୁ ବ୍ୟାପକ ପ୍ରସ୍ତୁତି, କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହ ସାମିଲ ହେବେ ବିଭିନ୍ନ ବର୍ଗ

ଭୁବନେଶ୍ୱର: ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ଥିବା ବ୍ୟବସ୍ଥାର ସୁଦୃଢ଼ିକରଣ କରାଯାଉଛି। ଏଥି ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ କରାଯିବ। ଏ ସଂପର୍କରେ ମୁଖ୍ୟ ଶାସନ…
Read More...

ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ଆଶଙ୍କା: ପୁଲିସର ଛାନଭିନ ଜାରି, ପ୍ରଶାସନିକ ତଦନ୍ତ ଆରମ୍ଭ

ନର୍ଲା:ବର୍ତ୍ତମାନ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୧୦ମ ଶ୍ରେଣୀ ତଥା ମାଟ୍ରିକ ବୋର୍ଡ ପରୀକ୍ଷା ଚାଲିଛି। ଏହି କ୍ରମରେ ନର୍ଲା ବ୍ଲକ…
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପାବେରୀ ଗ୍ରାମରେ ସୋମବାର ଅପରାହ୍ନ ବେଳେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ୩ ବଖରା ଘର ଜଳି ଯାଇଥିବା ସହିତ ଘରର ନୀତି ବ୍ୟବହାର୍ଯ୍ୟ ଆସବାବ ପତ୍ର ପୋଡି ସମ୍ପୂର୍ଣ…
Read More...

ନିର୍ବାଚନ ପାଖେଇ ଆସୁଥିବାରୁ କଣ୍ଟାବାଞ୍ଜି ରାଜନୀତି ହଲଚଲ

ଭୂବନେଶ୍ୱର: ଓଡିଶା ରାଜ୍ୟ ରାଜନୀତିରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଆସିଛି। ଏଣୁ ସବୁ ରାଜନୈତିକ ଦଳର ନଜର ଏହି ନିର୍ବାଚନ ମଣ୍ଡଳୀରେ ସବୁବେଳେ ରହିଥାଏ। କିନ୍ତୁ…
Read More...

ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିରରେ ୧୯ଟି ଅଭିଯୋଗର ଶୁଣାଣି

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ କାର୍ଯାଳୟ ପରିସରରେ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଅନନ୍ୟା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ…
Read More...

ଆଠଗଡ ସାହିତ୍ୟ ସମାଜର ଭାବବିନୋଦିଆ ଉପାଧି ପ୍ରଦାନ ଉତ୍ସବ

ଆଠଗଡ: ଆଠଗଡ ସାହିତ୍ୟ ସମାଜ ଆନୁକୂଲ୍ୟରେ ହୋଲି ଓ ଭାବବିନୋଦିଆ ଉପାଧି ପ୍ରଦାନ ଉତ୍ସବ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଶୁଭଦୀପା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାତୀୟ ଜନପ୍ରିୟ ବିଜ୍ଞାନ…
Read More...

ଭିନ୍ନ ଜଣେ ବିଶ୍ୱକର୍ମା ବ୍ରଜବନ୍ଧୁ: ଗଢିଲେ ମନ୍ଦିର ଓ ଲଣ୍ଡା ପାହାଡରେ ସୃଷ୍ଟିକଲେ ସବୁଜ ବନାନୀ

ଗୁରୁଡିଝାଟିଆ:ରାଜଧାନୀର କୋଠା ଓ ଜମି ଅମୂଲ ମୂଲ। କିଏ ବା କାହିିଁକି ବିଳାସପୂର୍ଣ୍ଣ ,ଚାକଚକ୍ୟ ପରିବେଶର ମୋହକୁ ଛାଡି ପାରିବ । ଏବେ ତ ଯୁବପିଢି ଗାଁକୁ ଛାଡି ସହରମୁହାଁ। ଥରେ ସହରକୁ ଆସିଲେଆଉ ଗାଁକୁ ଫେରିବା ପାଇଁ…
Read More...

ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର: ଜାତୀୟ ଜନଜାତି ନୃତ୍ୟ ମହୋସିବ ଏବଂ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୨୦୨୩ ଯଥାକ୍ରମେ ଦ୍ୱାଦଶ ଓ ଦଶମ ବର୍ଷରେ ପଦାର୍ପଣ କରିଛି। ଏହି ବାର୍ଷିକ ଉସିବ ଦ୍ୱୟ କାଳକ୍ରମେ ଅଧିକରୁ ଅଧିକ ଚିତ୍ତାକର୍ଷକ…
Read More...

ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ପ୍ରଶିକ୍ଷଣ ଶିବିର ‘ପ୍ରାରମ୍ଭ’ ଉଦଘାଟିତ

କଲମପୁର:କଲମପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୋଟାଗାଁ ସ୍ଥିତ ସରକାରୀ ଉନ୍ନିତ ବିଦ୍ୟାଳୟ ଠାରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ‘ପ୍ରାରମ୍ଭ’ ପ୍ରଶିକ୍ଷଣ ଶିବିର ଉଦଘାଟିତ…
Read More...

ପାହାଳରେ ପ୍ରାଚୀନ ପ୍ରସ୍ତର ଯୁଗର ସନ୍ଧାନ, ମିଳିଲା କାରୁକାର୍ୟ୍ୟପୂର୍ଣ୍ଣ ପଥର ଓ ଖପରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ପାହାଳ ଗ୍ରାମସ୍ଥିତ ମା’ ନାରାୟଣୀ ଚଣ୍ଡିପୀଠ ମନ୍ଦିର ନିର୍ମାଣ ନିମନ୍ତେ ଖନନ ସମୟରେ ପ୍ରାଚୀନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି। ଏଠାରେ ପ୍ରାଚୀନ ଯୁଗର କାରୁକାର୍ଯ୍ୟପୂର୍ଣ୍ଣ…
Read More...

ରେଳରେ ରହିବ ଅତ୍ୟାଧୁନିକ ଶୌଚାଳୟ

ନୂଆଦିଲ୍ଲୀ: ଭାରତୀୟ ରେଳରେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ପାଇଁ ରେଳ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳରେ ଥିବା ପୁରୁଣା ଶୌଚାଳୟକୁ ହଟାଇ ତା’ ସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ଖଞ୍ଜାଯିବ।…
Read More...

ବିରାଟ କୋହିଲିଙ୍କ ଲଢୁଆ ଶତକ ପରେ ଅକ୍ଷରଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୫୦୦ ଟପିଲା

ଅହମ୍ମଦାବାଦ: ଅହମ୍ମଦାବାଦ ଟେଷ୍ଟରେ ବିରାଟ କୋହିଲିଙ୍କ ଲଢୁଆ ଶତକ ହାସଲ କରିଥିବାବେଳେ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ହାସଲ କରିଛନ୍ତି। ବିରାଟ କୋହିଲି ଆନ୍ତର୍ଜାତୀୟ କ୍ରିକେଟରେ ୭୫ତମ ଶତକ କରିବାର ରେକର୍ଡ।…
Read More...

ଇନ୍‌ଫ୍ଲୁଏଞ୍ଜା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ର ସରକାର, ଏସ୍‌ଏଆରଆଇ/ଆଇଏଲ୍‌ଆଇ ଆକ୍ରାନ୍ତଙ୍କ ଉପରେ ନଜର…

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରି ଇନ୍‌ଫ୍ଲୁଏଞ୍ଜା ଜନିତ ରୋଗ(ଆଇଏଲ୍‌ଆଇ) ଓ ଗୁରୁତର ନିଶ୍ବାସ ପ୍ରଶ୍ବାସ ଜନିତ ରୋଗ(ଏସ୍‌ଏଆରଆଇ) ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦେଶ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପିତ କଲେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ

ବେଙ୍ଗାଲୁରୁ: ​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକ ଗସ୍ତରେ ଯାଇ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ସଡ଼କପଥର ଲୋକାର୍ପିତ କରିଛନ୍ତି। ୭୬ ମିନିଟରେ ବେଙ୍ଗାଲୁରୁରୁ ମହୀଶୂରକୁ ଯାତ୍ରା କରିହେବ ବୋଲି…
Read More...

ସରକାରୀ ଉଦ୍ୟୋଗରୁ ହଟିନି ଚୁକ୍ତିଭିତ୍ତିକ ନିଯୁକ୍ତି

ଭୁବ‌େ‌‌ନଶ୍ବର: ରାଜ୍ୟରୁ କୁତ୍ସିତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ଗତ ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା। ଚୁକ୍ତିଭିତ୍ତିରେ ବିଭିନ୍ନ…
Read More...

ଜଳିଗଲା ୩୦ ବଖରା ଘର, କାରଣ ଅସ୍ପଷ୍ଟ

ଭଞ୍ଜନଗର: ସୋରଡ଼ା ଥାନା ବ୍ରାହ୍ମଣଦେବୀ ଗାଁରେ ଅଗ୍ନିକାଣ୍ଡ ଘଟି ୩୦ ବଖରା ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ପରିବାରର ୩୦ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବାହିନୀ…
Read More...

ଜଳିଗଲା ୩୦ ବଖରା ଘର, କାରଣ ଅସ୍ପଷ୍ଟ

ଭଞ୍ଜନଗର: ସୋରଡ଼ା ଥାନା ବ୍ରାହ୍ମଣଦେବୀ ଗାଁରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୧୧ଟି ପରିବାରର ୩୦ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ। ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଲିଭା ଉଦ୍ୟମ…
Read More...

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା: ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। କୋଚିଂ ସେଣ୍ଟରରୁ ଛାତ୍ରଙ୍କୁ ସଂକଟାପନ୍ନ ଅବସ୍ଥାରେ ବିଳମ୍ବିତ ରାତିରେ ଜିଲା ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।…
Read More...

ଜିଲାସ୍ତରୀୟ ଲୋକ ଅଦାଲତ

ନରସିଂହପୁର: ନରସିଂହପୁର ସ୍ଥିତ ଜୁଡିସିଆଲ ଅଦାଲତ ପରିସରରେ ଜିଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟେଟ୍ ସୁହାନି ପଟ୍ଟନାଏକଙ୍କ ଅଧ୍ୟକ୍ଷତା କରିଥିଲେ। ଆଦାଲତ…
Read More...

ମନ୍ଦିର ବେଢ଼ାରେ ବିଧବାଙ୍କୁ ବଳାତ୍କାର; ରାଜମିସ୍ତ୍ରୀ ଅଟକ

ନୀଳଗିରି: ଜଣେ ବିଧବାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ମନ୍ଦିର ବେଢ଼ାରେ ବଳାତ୍କାର କରିବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତ ରାଜମିସ୍ତ୍ରୀକୁ…
Read More...

ଦନ୍ତାର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ : ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ସଦର ରେଞ୍ଜ ଓସ୍ତପାଳ ଗାଁ ନିକଟରେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖାଦେଇଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ଅଧିକାରୀ ସୂଚନା…
Read More...

ଦୁହୁରିଆରେ ଦୁର୍ଘଟଣା, ୨ ମୃତ

ଭୁବନେଶ୍ବର: କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆଠାରେ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ଆଉ ୩ଜଣଙ୍କୁ କଟକ…
Read More...

ଓକେସିଏଲ ସଚେତନତା ରଥର ଶୁଭାରମ୍ଭ

ନରସିଂହପୁର: ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓକେସିଏଲ ଓଡିଶା ପ୍ରତ୍ୟେକ ଜିଲାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରିଛନ୍ତି। ଅଞ୍ଚଳର ବିକାଶକୁ ନେଇ କଟକ ଜିଲ୍ଲାର ନରସିଂହପୁର…
Read More...

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀରେ ନିଷ୍ପତ୍ତି, ନାମଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୭୦% ସଂରକ୍ଷଣ

କଟକ:ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ନାମ ଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୭୦ପ୍ରତିଶତ ସଂରକ୍ଷଣ ସୁବିଧା ରହିବ। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ନୂଆ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷାର ନିଜସ୍ବ ସମୃଦ୍ଧି ଇତିହାସ ଏବଂ ଏହାର ପ୍ରାଚୀନତାକୁ ଭିତ୍ତି କରି ଏହା ଶାସ୍ତ୍ରୀୟ ଭାଷାର…
Read More...

ଘରପୋଡି ବିପନ୍ନଙ୍କୁ ବିକାଶ ମଞ୍ଚର ସହାୟତା

ଆଠଗଡ: ଆଠଗଡ ବ୍ଲକର ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ ରେଗେଡାପଡା ଗ୍ରାମର ଅଗ୍ନି ବିପନ୍ନ ଗୋଟିଏ ପରିବାରକୁ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଗତ ସୋମବାର ରାତିରେ ବିଦ୍ୟୁତ ସର୍ଟସର୍କିଟରୁ…
Read More...

ଜିଲାସ୍ତରୀୟ ଲୋକ ଅଦାଲତରେ ୪୮,୨୪୪ଟି ମାମଲାର ଫଇସଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରା ଜଜ ନିଶିଥ ନିଶାକଙ୍କ ନିର୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ…
Read More...

ମହିଳାମାନେ ଆତ୍ମ ନିର୍ଭରଶୀଳ ହେଲେ ପରିବାରର ଆଥିକ ବିକାଶ ସମ୍ଭବ ହେବ

ଚୌଦ୍ୱାର: ସଫା ପଞ୍ଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ଶନିବାର ପାଳିତ ହୋଇ ଯାଇଛି । ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍, କଟକ ଜିଲା ପ୍ରଶାସନ ଓ ଜିଲା ସମାଜ ମଙ୍ଗଳ…
Read More...

ଭାଗବତ କଥାମୃତ ଜ୍ଞାନଯଜ୍ଞ

ଚୌଦ୍ୱାର: ବଡ଼ସାମନ୍ତରାପୁର ପଞ୍ଚାୟତର ବଡ଼ ପଦାଗାଁରେ ଭାଗବତ କଥାମୃତ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇ ଯାଇଛି। କୈଳାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଗ୍ରାମର ଭାଗବତ ଟୁଙ୍ଗୀରେ ଆୟୋଜିତ ଏହି…
Read More...

ନାରୀ ଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି-କୁଳପତି

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ପକ୍ଷରୁ ଅାନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ଦୁଇ ଜଣ ଦୃଷ୍ଟିହୀନ ମହିଳାଙ୍କ ସମେତ ବିଭିନ୍ନ ବର୍ଗର ୬ ଜଣ କର୍ମଜୀବୀ ମହିଳାଙ୍କୁ ସମ୍ବର୍ଦ୍ଧିତ…
Read More...

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ,ଭୁବନେଶ୍ୱର ଏବଂ ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂ ଶାସିତ…
Read More...

ଜିଲା ସ୍ତରୀୟ ଲୋକ ଅଦାଲତ: ୩୯ ପାରିବାରିକ ବିବାଦର ବିଚାର, ୩ ଲକ୍ଷ ୦୧ହଜାର ଟଙ୍କା ଆଦାୟ

ଫୁଲବାଣୀ:କନ୍ଧମାଳ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲା ଦୌରା ଜଜଙ୍କ ଅଦାଲତରେ ଆଜି ଜିଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ୩୯ ଗୋଟି ପାରିବାରିକ ବିବାଦ ମଧ୍ୟରୁ ୧୦ ଗୋଟି…
Read More...

ଆଧାର କାର୍ଡ ନଥିବାରୁ ମିଳୁନି ଚାଉଳ, ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ ପାଇଁ ନିବେଦନ

ପଦ୍ମପୁର: ଗରିବ ଅସହାୟ ଓ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସରକାରଙ୍କ ବହୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ହେଲେ ଲୋକଙ୍କ ପାଖରେ ପହଞ୍ଚୁନି ସାମାଜିକ ସୁରକ୍ଷାର…
Read More...

ଗଛରେ ପିଟିହେଲା ପଲସର, ୩ ଗୁରୁତର

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ଅଯୋଧ୍ୟା ନିକଟରେ ଏକ ପଲସର ଗାଡି ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡି ଚାଳକସହ ୩ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି।…
Read More...

୬ମାସହେଲା ବସ୍ତିବାସିନ୍ଦାଙ୍କୁ ମିଳୁନି ପିଇବା ପାଣି

ହରଭଙ୍ଗା:ଗ୍ରାମାଞ୍ଚଳରେ ପିଇବାପାଣି ଯୋଗାଣ ପାଇଁ ସରକାର ପଞ୍ଚଦଶ ଅର୍ଥକମିଶନ ଅନୁଦାନ ଯୋଗାଇଦେଉଛନ୍ତି। ଉକ୍ତ ପାଣ୍ଠିରୁ ୬୦ପ୍ରତିଶ୍ରତ ଟଙ୍କା ପିଇବା ପାଣି ସମସ୍ୟା ଦୂର ବାବଦରେ ଖର୍ଚ୍ଚ କରିବା ପାଇଁ ପ୍ରାବଧାନ…
Read More...

ହରିରାଜପୁରରେ ପଞ୍ଚୁଦୋଳ: ୧୫ରେ ହରିହାଟ ଓ ୧୬ରେ ଠାକୁର ମେଳଣ

ପିପିଲି:ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲା ହରିରାଜପୁରର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ମାର୍ଚ୍ଚ ୧୨ ମଧ୍ୟରାତ୍ରରୁ ଆରମ୍ଭ ହେବ। ୧୬ ତାରିଖ ଗୁରୁବାର ଦିନ ଠାକୁର ମାନଙ୍କର ଦିଅଁମେଳଣ ଉତ୍ସବରେ ହରିହର ଭେଟ…
Read More...