ଜିଲାସ୍ତରୀୟ ଲୋକ ଅଦାଲତ

ନରସିଂହପୁର: ନରସିଂହପୁର ସ୍ଥିତ ଜୁଡିସିଆଲ ଅଦାଲତ ପରିସରରେ ଜିଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟେଟ୍ ସୁହାନି ପଟ୍ଟନାଏକଙ୍କ ଅଧ୍ୟକ୍ଷତା କରିଥିଲେ। ଆଦାଲତ ପକ୍ଷରୁ କାର୍ଯ୍ୟକାରି ହୋଇଥିବା ପାରିବାରିକ ସମସ୍ୟା ଜନିତ ୮ଟି ମାମଲା ମଧ୍ୟରୁ ୫ଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ନରସିଂହପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ୭୧୪ଟି ମମଲାକୁ ବିଚାର କରାଯାଇ ବିଭିନ୍ନ ବାବଦରେ ୨୯ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

kalyan agarbati

Comments are closed.