ଚମ୍ପୁଆ: ଆଜି ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋଟାରିପଶି ପଞ୍ଚାୟତ କଙ୍କଡ଼ାପାଟ ଗାଁ ବୈତରଣୀ ନଦୀରୁ ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ନଦୀରେ ମାଛ ଧରିବାବେଳେ ଗାଁ ଲୋକେ ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ମୃତଦେହ ଦେଖିଥିଲେ।
Popular Categories



