ଜଳିଗଲା ୩୦ ବଖରା ଘର, କାରଣ ଅସ୍ପଷ୍ଟ

ଭଞ୍ଜନଗର: ସୋରଡ଼ା ଥାନା ବ୍ରାହ୍ମଣଦେବୀ ଗାଁରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୧୧ଟି ପରିବାରର ୩୦ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ। ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଲିଭା ଉଦ୍ୟମ ଜାରି ରହିଛି।

Comments are closed.