ରୁକୁଣା ରଥ ନିର୍ମାଣରେ ବିଳମ୍ବ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣରେ ବିଳମ୍ବ ହୋଇଛି। କାଠ ପହଞ୍ଚୁ ନ ଥିବାରୁ ୪ ଦିନ ବିଳମ୍ବରେ ରୁକୁଣା ରଥ ନିର୍ମାଣ କାମ ଆରମ୍ଭ କରାଯାଇଛି। ରୁକୁଣା ରଥ ପାଇଁ ମହଜୁଦ ଥିବା କାଠରେ କେବଳ ରଥର ଚକ ନିର୍ମାଣ କାମ ସରିଛି। ରଥର ଅଖ ଓ ପହିଲାଗି ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ କାଠ ପହଞ୍ଚିନାହିଁ ବୋଲି ରୁକୁଣା ରଥର ମୁଖ୍ୟ ମହାରଣା ସେବାୟତ ସୋମନାଥ ମହାରଣା ସୂଚନା ଦେଇଛନ୍ତି।

kalyan agarbati

Comments are closed.