ବିରାଟ କୋହିଲିଙ୍କ ଲଢୁଆ ଶତକ ପରେ ଅକ୍ଷରଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୫୦୦ ଟପିଲା

ଅହମ୍ମଦାବାଦ: ଅହମ୍ମଦାବାଦ ଟେଷ୍ଟରେ ବିରାଟ କୋହିଲିଙ୍କ ଲଢୁଆ ଶତକ ହାସଲ କରିଥିବାବେଳେ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ହାସଲ କରିଛନ୍ତି। ବିରାଟ କୋହିଲି ଆନ୍ତର୍ଜାତୀୟ କ୍ରିକେଟରେ ୭୫ତମ ଶତକ କରିବାର ରେକର୍ଡ। କରିଥିବାବେଳେ ଦିନିକିଆରେ ୪୬ ଏବଂ ଟେଷ୍ଟରେ ୨୮ ଏବଂ ଟି-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି। ଅପରପକ୍ଷରେ ଏହି ଟେଷ୍ଟରେ କୋହଲିଙ୍କ ଶତକ ପରେ ଅକ୍ଷର ପଟେଲ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ଭାରତର ସ୍କୋର ୫୦୦ ଟପିଛି। ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବିରାଟ କୋହଲିଙ୍କ ଶତକ ପରେ ଏବେ ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି।

prayash

ବିରାଟ କୋହଲିଙ୍କ ସହିତ ଅକ୍ଷର ପଟେଲ ୧୬୧ ରନ୍‌ର ଭାଗିଦାରୀ ହୋଇପାରିଛନ୍ତି। ଭାରତର ସ୍କୋର ୫ ୱିକେଟ୍‌ରେ ୫୫୪ ରନ୍‌ରେ ପହଞ୍ଚିଛି। ଫଳରେ ଟିମ୍‌ ଇଣ୍ଡିଆ ୭୪ ରନ୍‌ରେ ଆଗୁଆ ଅଛି। ଅତିଥି ଦଳ ପ୍ରଥମ ପାଳିରେ ୪୮୦ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ସାମ୍ନାରେ ଟିମ୍‌ ଇଣ୍ଡିଆକୁ ତାଙ୍କର ପ୍ରଦର୍ଶନ ଦରକାର ଥିଲା, ସେହି ସମୟରେ କୋହଲି ଶତକ ହାସଲ କରିଛନ୍ତି।

kalyan agarbati

Comments are closed.