ପେଟ୍ରୋଲ ପମ୍ପରୁ ମୋବାଇଲ ଫୋନ୍ ଓ ଇଡିଏସ ମେସିନ ଚୋରି
ଗୁରୁଡିଝାଟିଆ: କପୁରସିଂ ସ୍ଥିତ ରିଚି ପେଟ୍ରୋଲ ପମ୍ପରୁ ବିଳମ୍ବିତ ରାତିରେ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଦୁର୍ବୁତ୍ତ ମୋବାଇଲ ଫୋନ ଓ ଇଡିଏସ୍ ମେସିନ ଚୋରିକରିଥିବା ନେଇ ଏକ ଅଭିଯୋଗ ଗୁରୁଡିଝାଟିଆ ଥାନାରେ ହୋଇଛି। ଏ ନେଇ ଥାନା ଅଧିକାରୀ ଏକ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି। ପେଟ୍ରୋଲ ପମ୍ପର ସୁରକ୍ଷା କର୍ମଚାରୀ ସୁକାନ୍ତ ରାଉତ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Comments are closed.