www.samajalive.in
Monday, December 15, 2025
14.1 C
Bhubaneswar

ରେଳ ଦୁର୍ଘଟଣା:ରେଳପଥ ନିରାପତ୍ତା ଆୟୁକ୍ତ ସ୍ତରରେ ତଦନ୍ତ

ଭୁବନେଶ୍ବର: କୋରେଇ ଷ୍ଟେସନରେ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ରେଳପଥ ନିରାପତ୍ତା ଆୟୁକ୍ତ ତଦନ୍ତ ହେବ ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲାଇନଚ୍ୟୁତ ଟ୍ରେନ ଷ୍ଟେସନକୁ ମାଡ଼ି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳ ବୁଲି ଦେଖିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ନିରାପତ୍ତା ଆୟୁକ୍ତ। ଖୁବ ଶୀଘ୍ର ରେଳ ଚଳାଚଳ ସ୍ବାଭାବିକ ହେବ। ତଦନ୍ତ ରିପୋର୍ଟ ଆସିଲେ ଦୋଶୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳପଥ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି। ରେଳ ବଗିର କବାଟ ଯୋଗୁ ରେଳ ଦୁର୍ଘଟଣାକୁ ଏଡ଼ାଇଲେ ନାହିଁ ମହାପ୍ରବନ୍ଧକ। ଏହା ଏକ କାରଣ ହୋଇଥାଇ ପାରେ ବୋଲି ରେଳ ମହାପ୍ରବନ୍ଧକ ରୂପ ସୁନକର ପ୍ରକାଶ କରିଛନ୍ତି। ଘଟଣାସ୍ଥଳ ବୁଲି ସ୍ଥତି ଅନୁଧ୍ୟାନ କରିଛନ୍ତି ରେଳପଥ ନିରାପତ୍ତା ଆୟୁକ୍ତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories