www.samajalive.in
Saturday, December 13, 2025
26.1 C
Bhubaneswar

ବିବାହିତ ମହିଳାଙ୍କ ଆତ୍ମହତ୍ୟା

ପାତ୍ରପୁର: ଜରଡା ଥାନା ଖମ୍ବାରୀଗାଁ ଗ୍ରାମର ଜଣେ ବିବାହିତା ମହିଳା ନିଜ ଘର ଭିତରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା କରିଥିବା ଜଣାପଡିଛି। ମୃତ ମହିଳା ଜଣକ ଡି.ବୈରାଗୀଙ୍କ ପତ୍ନୀ ଡି.ମିନା ୩୦ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳୁ ଗ୍ରାମର ଡି.ବିଶ୍ୱନାଥ ଏହି ଘଟଣା ସମ୍ପର୍କରେ ପୁଲିସକୁ ଜଣାଇ ଥିଲେ। ଜରଡା ଏସଆଇ ମେଦିନୀସ୍ୱର କହଁର ଘଟଣା ସ୍ଥଳରେ ପହଞ୍ଚିବା ସହିତ ମୃତଦେହ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି। ତାଙ୍କ ସ୍ୱାମୀ ବିଦେଶରେ କାର୍ଯ୍ୟ କରୁଥିବା ବେଳେ ତାଙ୍କରି ତିନୋଟି ୧୨, ୧୦, ୮,ବର୍ଷର ପୁତ୍ର ସନ୍ତାନ ଅଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories