ନୂଆଦିଲ୍ଲୀ: ଚୟନ କମିଟିକୁ ଭାଙ୍ଗିଲା ବିସିସିଆଇ। ଟି-୨୦ ବିଶ୍ବକପରେ ଭାରତର ପରାଜୟ ପରେ ପ୍ରଭାବ। ଜାତୀୟ ପୁରୁଷ ସିନିୟର ଚୟନ କମିଟିକୁ ଭାଙ୍ଗିଲା ବିସିସିଆଇ। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କୁ ବରଖାସ୍ତ କଲା ବିସିସିଆଇ। ଚେତନ ଶର୍ମାଙ୍କ ନେତୃତ୍ବରେ ଗଠିତ ପୂରା କମିଟିକୁ ଭାଙ୍ଗିଲା ବିସିସିଆଇ। କମିଟି ଭାଙ୍ଗିବା ସହ ନୂଆ ଗମିଟି ଗଠନ ଲାଗି ପଦକ୍ଷେପ ଆରମ୍ଭ। କମିଟିର ନୂଆ ସଦସ୍ୟ ଲାଗି ଆବେଦନପତ୍ର ଆହ୍ବାନ କଲା ବିସିସିଆଇ।
Popular Categories



