ବୌଦ୍ଧ : ବୌଦ୍ଧ ମହାନଦୀରେ ଏକ ଅଜଣା ଯୁବତୀଙ୍କ ନଗ୍ନ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଚେହେରା ପାଣି ମଧ୍ୟରେ ବୁଡି ରହିଥିବାରୁ ଚିହ୍ନଟ ହୋଇପାରିନାହିଁ। ମାଳି ସାହି ଦୁର୍ଗା ମଣ୍ଡପ ପଛ ନଦୀ କୁଳରେ ଲାଗି ରହିଛି ଯୁବତୀଙ୍କ ମୃତଦେହ। ସ୍ଥାନୀୟ ଲୋକମାନେ ଦେଖିବାକୁ ଭିଡ ଜମାଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ଘଟଣା ସ୍ଥଳକୁ ପହଞ୍ଚି ନାହିଁ। ଯୁବତୀଙ୍କ ମୃତଦେହକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
Popular Categories



