www.samajalive.in
Sunday, December 14, 2025
26.1 C
Bhubaneswar

ରାମଚନ୍ଦ୍ରପୁରରେ ୨୪ ଟିକିଆ ହାତୀ ପଲ

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ଜୋନ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଆଜି ସନ୍ଧ୍ୟାରେ ୨୪ ଟିକିଆ ହାତୀ ପଲଙ୍କ ଉପଦ୍ରବ ହେବା ଯୋଗୁଁ ଗ୍ରାମରେ ବିଭିନ୍ନ ଲୋକଙ୍କ ଧାନ ଫସଲ ନଷ୍ଟ ହୋଇଛି। ଆଜି ସନ୍ଧ୍ୟାରେ ରାମଚନ୍ଦ୍ରପୁର ରେ ହାତୀ ପଶି ଗ୍ରାମର ଲକ୍ଷ୍ମଣ ମୁଣ୍ଡା ସମେତ ବହୁ ଚାଷୀଙ୍କ ଧାନ ଫସଲ ଖାଉଥିବାର ଚିତ୍ର ଦେଖିବାକୁ ମିଳିଥିଲା। ଏହି ଗ୍ରାମଟି ପାଟଣା ବନାଞ୍ଚଳ ଅଧୀନରେ ରହିଥିବାରୁ ଜଙ୍ଗଲ ବିଭାଗ ପହଞ୍ଚିବାରେ ବିଳମ୍ବ ଘଟିଛି, ଯାହାଫଳରେ କି ଚାଷୀ ମାନଙ୍କ ଅମଳ ହେବାକୁ ଥିବା ଧାନ ଚାଷ ବହୁ ପରିମାଣରେ ନଷ୍ଟ ହୋଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories