ପରୀକ୍ଷା କେନ୍ଦ୍ର ବାହାରକୁ ଖାତା ଆଣିବା ପ୍ରସଙ୍ଗ – କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ନିଲମ୍ବିତ

କେଶଦୁରାପାଳ: କେନ୍ଦୁଝର ଜିଲ୍ଲା ଶାଳପଡ଼ା ସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଆଜି କଲେଜ ପରିଚାଳନା କମିଟି ସଭାପତି ଦିଲୀପ ଦାସ ଶ୍ରୀ…
Read More...

କାର ଓଲଟି ଯନ୍ତ୍ରୀ ଗୁରୁତର

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ସାହାରପଡା ମହାବିଦ୍ୟାଳୟ ନିକଟରେ ଆଜି ସନ୍ଧ୍ୟାରେ ସାହାରପଡା ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି। ସୂଚନା ଅନୁସାରେ କାରଟି ଭାରସାମ୍ୟ…
Read More...

ନଭେମ୍ବର ୧୪ରୁ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଝଲସିବ ଓଡିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ଓ ହସ୍ତତନ୍ତ ଓଡିଶା ମଣ୍ଡପ ହେବ ଆକର୍ଷଣୀୟ ବିଶ୍ବ ଦେଖିବ ଓଡିଶାର ପ୍ରାଚୀନ ବାଣିଜ୍ୟିକ ପରମ୍ପରା ଭୁବନେଶ୍ବର: ଆଗାମୀ…
Read More...

ବିଏସଏଫ ଯବାନ ପାଟ୍ରୋଲିଂବେଳେ ଗଛମୁଳରୁ ଠାବ କଲେ ୫ ବୋମା, ନିଷ୍କ୍ରିୟ କଲା ସ୍ବତନ୍ତ୍ର ଟିମ୍

ମାଲକାନଗିରି: ପଡ଼ିଆ ବ୍ଲକ କମାରଗୁଡ଼ା ଗାଁ ଜଙ୍ଗଲରୁ ୫ ବୋମା ଠାବ କରାଯାଇଛି। ଏକ ଗଛମୂଳେ ପଡ଼ିଥିବା ୫ ଜିଲାଟିନ ବୋମା ଠାବ କରିଛି ବିଏସଏଫ। ଯବାନମାନେ ପାଟ୍ରୋଲିଂ କରୁଥିଲାବେଳେ ମେଟାଲ ଡିଟେକ୍ଟର ଯୋଗେ ବୋମା…
Read More...

କ୍ଲଷ୍ଟର ସ୍ତରୀୟ ସୁରଭି ଓଡିଶା ମିଲେଟସ ପ୍ରତିଯୋଗୀତା

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ କ୍ଲଷ୍ଟର ସିଆରସିସି ସୁଧିର କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ କ୍ଲଷ୍ଟର ସ୍ତରୀୟ ସୁରଭି ଏବଂ ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଉକ୍ତ ପ୍ରତିଯୋଗୀତାରେ ୧୨ଟି…
Read More...

ଶ୍ରୀମନ୍ଦିରରେ ଟଳି ପଡ଼ିଲେ ଭକ୍ତ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ପୁରୀ: ଶ୍ରୀମନ୍ଦିର ପରିସରରେ ଟଳି ପଡ଼ିଲେ ଭକ୍ତ। ମନ୍ଦିର ପରିସରରେ ବୁଲୁଥିବାବେଳେ ଅଚେତ ହୋଇପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିଥିଲେ। ଏହାପରେ ତାଙ୍କୁ ଶ୍ରୀମନ୍ଦିର…
Read More...

କଟକରେ ୩ ଦୋକାନ ସିଲ: ଟ୍ରେଡ ଲାଇସେନ୍ସ ନାହିଁ, ଦେଇ ନାହାନ୍ତି ୟୁଜର୍ସ ଫି’

କଟକ: ବଜ୍ରକବାଟି ଅଞ୍ଚଳର ବିଭିନ୍ନ ଦୋକାନରେ କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ପରେ ୩ଟି ଲୁଗା ଦୋକାନକୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ସିଲ କରିଛନ୍ତି। ଟ୍ରେଡ ଲାଇସେନ୍ସ ନ ଥିବା ଓ ୟୁଜର୍ସ ଫି…
Read More...

୨୫ଟି ପୌରସଂସ୍ଥାରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’, ୱେବ୍ ଆଧାରିତ ଆପ୍ କାର୍ଯ୍ୟକ୍ରମ ରୂପାୟନରେ…

ଭୁବନେଶ୍ୱର : ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦ୍ଵାରା ସଂଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ- ମୁକ୍ତା’ ଓଡ଼ିଶା…
Read More...

ପାର୍ବଣ ପୂର୍ବରୁ ଚେଇଁଲା ସମ୍ବଲପୁର ପୁଲିସ: ୫୪ଶହ ନିଶା କଫ ସିରପ ଜବତ, ୩୨ ଜଣ ଗିରଫ

ସମ୍ବଲପୁର : ଜିଲାରେ ଅପରାଧିକ କାର୍ଯ୍ୟକଳାପ ପକ୍ଷରେ ନିଶା ଏକ ପ୍ରମୁଖ କାରଣ ରହିଥିବାର ନଜୀର ରହିଛି। ଏଣୁ ପାର୍ବଣ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ନିଶା କାରବାର ଉପରେ ଅଙ୍କୁଶ ଲଗାଇ ଜନତାଙ୍କୁ ସୁରକ୍ଷା ପ୍ରଦାନ…
Read More...

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ବର – ଆମ ଓଡିଶା, ନବୀନ ଓଡିଶା ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି - ମୁଖ୍ୟମନ୍ତ୍ରୀ ପ୍ରତି…
Read More...

ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସଂପାଦକଙ୍କ ପିପିଲି ଗସ୍ତ: ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,…

ପିପିଲି:ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଅବସରରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାଜକୁମାର ଓ ରାଷ୍ଟ୍ରୀୟ ସଂପାଦକ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସୋମବାର ପୂର୍ବାହ୍ନରେ…
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା

ମାଲକାନଗିରି: ମାଲକାନଗିରି ଜିଲାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉତ୍କଳମଣିଙ୍କ…
Read More...

ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପିପିଲି :ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ। ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ…
Read More...

କୃଷି ଉଦ୍ୟୋଗ ସଚେତନତା କର୍ମଶାଳା

ଜି ଉଦୟଗିରି : ସ୍ଥାନୀୟ କୃଷି କାର୍ଯ୍ୟାଳୟ ସଭାଗୃହରେ ସହକାରୀ କୃଷି ଅଧିକାରୀ ପ୍ରିୟଦର୍ଶିନୀ ମଲିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମୁଖ୍ୟ…
Read More...

ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଫୁଲବାଣୀ : ରବିବାର କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର…
Read More...

ଗଞ୍ଜାମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ

ଗଞ୍ଜାମ : ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସହର ସ୍ଥିତ ମଧ୍ୟଖଣ୍ଡ ସାହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଗୋପବନ୍ଧୁ…
Read More...

ଫୁଲବାଣୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ଫୁଲବାଣୀ: ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ ଅବସରରେ ଫୁଲବାଣୀର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ଏହି ଅବସରରେ ଉତ୍କଳମଣିଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ସମାଜ’ ତରଫରୁ…
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ପଦଯାତ୍ରା

ସାକ୍ଷୀଗୋପାଳ: ସୁଆଣ୍ଡୋ ସେତୁ ସଂଗଠନ ତରଫରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ନିୟୋଜିତ ହେବାକୁ ଆହ୍ବାନ

ସାକ୍ଷୀଗୋପାଳ: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ ତମ ଜୟନ୍ତୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଓ ସତ୍ୟବାଦୀରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲୋକ ସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ରାଜ କୁମାର ଓ…
Read More...

ବୌଦ୍ଧରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ବୌଦ୍ଧ: ବୌଦ୍ଧରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏନ୍ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସୂଚନା ଓ ଲୋକସମ୍ପର୍କ…
Read More...

୫ ରାଜ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା: ଭୋଟ ଦେବେ ୬୭୯ ବିଧାନସଭାର ୧୬.୧୪ କୋଟି ଭୋଟର

           ୫ଟି ରାଜ୍ୟର ନିର୍ବାଚନ ତାରିଖ ମିଜୋରାମ – ନଭେମ୍ବର ୭ ତାରିଖ ମଧ୍ୟପ୍ରଦେଶ – ନଭେମ୍ବର ୧୭ ତାରିଖ ରାଜସ୍ଥାନ – ନଭେମ୍ବର ୨୩ ତାରିଖ ତେଲେଙ୍ଗାନା – ନଭେମ୍ବର ୩୦ ତାରିଖ ଛତିଶଗଡ –…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟାର୍ପଣ ସହ…

ଭୁବନେଶ୍ବର: କେନ୍ଦୁଝରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ପୂଣ୍ୟ ଜନ୍ମତିଥି ତାଳଚେର ଠାରେ ପାଳିତ ହୋଇଛି। ନବରଙ୍ଗପୁରରେ…
Read More...

ଆଗାମୀ ଯୁବପୀଢ଼ି ପାଇଁ ଆଦର୍ଶ ହେବ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନ

ଭୁବନେଶ୍ବର: ଓଡ଼ିଆ ଜାତିର ମହାନ ଜନ ନାୟକ ଦେଶ ଭକ୍ତ, ତ୍ୟାଗ ଓ ସେବାରମୁକ୍ତିମନ୍ତ ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାସଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଆ…
Read More...

ଚିକିତ୍ସା ଅବହେଳାରୁ ଘରୋଇ ନର୍ସିଂହୋମରେ ଶିଶୁ ମୁତ୍ୟୁ ଅଭିଯୋଗ, ଥାନାରେ ୨ଟି ମାମଲା ରୁଜୁ

ସମ୍ବଲପୁର: ଚିକିତ୍ସାରେ ଅବେହଳା ଯୋଗୁଁ ଏକ ନବଜାତ ଶିଶୁର ମୃତ୍ୟୁ ବୁଢ଼ାରଜା ନିକଟରେ ସ୍ଥିତ ଅସ୍ଥା ନର୍ସିଂହୋମ ନାମକ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାର ସଙ୍ଗୀନ ଅଭିଯୋଗ ହୋଇଛି। ଧମା ଥାନା ଅର୍ନ୍ତଗତ…
Read More...

ସାଇବର ସଚେତନତା ପାଇଁ ‘ସାଇକ୍ଲୋଥନ’ ଶୋଭାଯାତ୍ରା

ସମ୍ବଲପୁର: ସାରା ରାଜ୍ୟରେ ଅକ୍ଟୋବର ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ସାଇବର ଠକେଇର ଶିକାର ହେବାରୁ ବଞ୍ଚାଇବା ଓ ସଚେତନତା ଲକ୍ଷ୍ୟ ନେଇ ସାଇବର ସଚେତନତା ଅଭିଯାନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି।…
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ରେ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ପୁଣ୍ୟଜନ୍ମଦିନ ପାଳିତ ହୋଇଯାଇଛି | ଗୋପବନ୍ଧୁ ଟାଉନ ହଲ ପରିସରରେ ଗୋପବନ୍ଧୁ ଙ୍କ…
Read More...

ବୌଦ୍ଧ ବନଖଣ୍ଡ ତରଫରୁ ୬୯ତମ ବନ୍ୟପ୍ରାଣୀ ଦିବସ ପାଳନ

ବୌଦ୍ଧ : ବୌଦ୍ଧ ବନଖଣ୍ଡ ତରଫରୁ ଆଜି ୬୯ତମ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଛି। ଏହି ବନ୍ୟ ପ୍ରାଣୀ ସପ୍ତାହ ଦିବସରେ ମୁଖ୍ୟଅତିଥି ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଅତିଥି ଭାବେ ଯୋଗଦେଇଥିଲେ। ସାମ୍ନାନିତ ଅତିଥି…
Read More...

ଭୁବନେଶ୍ୱର ରନୱେ ୱିକ୍‌: ମୁଖ୍ୟ ଆକର୍ଷଣ ମିସ୍ ଇଣ୍ଡିଆ ରନର୍ସ ଅପ୍ ସିନାତା ଚୌହାନ୍‌ ଓ ଶ୍ରେୟା ପୁଞ୍ଜ

ଭୁବନେଶ୍ୱର: ଆଡିକ୍‌ସନ ଫେଶନ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନୱେ ୱିକ୍‌ର ନବମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଆଡ଼ିକ୍ସନ ଫେଶନ୍ ମ୍ୟାନେଜମେଣ୍ଟ ନିର୍ଦେଶକ ଜନ୍ ଅଜୟଙ୍କ…
Read More...

ବିଶ୍ବକପ କ୍ରିକେଟ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଭାରତ, ବିଜୟରୁ ଅଭିଯାନ ଆରମ୍ଭ

ଚେନ୍ନାଇ : ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟରେ ଏକ ଲଢୁଆ ବିଜୟ ସହ ନିଜର ବିଶ୍ବକପ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ। ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୪୯.୩ ଓଭରରେ ୧୯୯ ରନ କରିଥିବାବେଳେ ଭାରତର ୪୧.୨…
Read More...

ସାଇବର ଅପରାଧ ସଚେତନତା ଶୋଭାଯାତ୍ରା ଓ ସଭା, ‘ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ’

କେନ୍ଦୁଝରଗଡ଼: ସାଇବର ଅପରାଧକୁ ରୋକିବା ଲକ୍ଷ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଜିଲାବ୍ୟାପୀ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ ପରିପ୍ରେକ୍ଷୀରେ ରବିବାର କେନ୍ଦୁଝରରେ ଏକ ସଚେତନତା ଶୋଭୋଯାତ୍ରା ଓ…
Read More...

ରାତିରେ ନିଆଁ ଲାଗି ଜଳିଗଲା ବାଇକ ଓ କାର

ଚାନ୍ଦିପୁଟ:ରାତି ଅଧିଆ ନିଆଁ ଲାଗି ଜଳିଗଲା ଏକ କାର ସହ ଗୋଟିଏ ବୁଲେଟ ଓ ସ୍କୁଟି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ହାଟପଦା ନିକଟସ୍ଥ ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ଥିବା ଏକ ଘର…
Read More...

ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା , ଜିଲାସ୍କୁଲ ଓ ଗୁରୁନାନକ ପବ୍ଲିକ ସ୍କୁଲ ଦଳ ବିଜୟୀ 

ସମ୍ବଲପୁର: ଜିଲା ମାର୍ଷ୍ଟସ ଏଥେଲିଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡିଆ ଠାରେ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାର ତୃତୀୟ…
Read More...

ଶଶିଭୂଷଣ ମହାନ୍ତି ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତି

ଗୋପାଳପୁର: ଗୋପାଳପୁରର ବିଜେଡି ନେତା ଶଶିଭୂଷଣ ମହାନ୍ତିଙ୍କୁ ପାରଳାଖେମୁଣ୍ଡି ବିଧାନ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଲେ ଏକଲବ୍ୟ ଛାତ୍ରଛାତ୍ରୀ

ଭୁବନେଶ୍ବର: ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡିଆ ଛାତ୍ରଛାତ୍ରୀ। ଏକଲବ୍ୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଚତୁର୍ଥ ଜାତୀୟ ସ୍ତରୀୟ ସାଂସ୍କୃତିକ ସାହିତ୍ୟ ତଥା କଳା ଉତ୍ସବରେ ଯୋଗ ଦେଇ ଓଡିଶା ପାଇଁ ଗୌରବ…
Read More...

୧୦ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବସ ଧର୍ମଘଟ

ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବସ ଧର୍ମଘଟ କରିବାକୁ ବସ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ସରକାର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଆସନ୍ତା ୧୦ ତାରିଖ…
Read More...

ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ, ବ୍ୟୟ ୩୦ କୋଟି ୫୮ ଲକ୍ଷ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ…
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଏଥର ପାର୍ବଣରେ ସାର୍ବଜନୀନ ପୂଜୋତ୍ସବ ପାଇଁ ଆଦାୟ ହେବନି ଗ୍ରାଉଣ୍ଡ ରେଣ୍ଟ 

ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ  କଟକ ମହାନଗର ନିଗମ ଅଞ୍ଚଳରେ  ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି…
Read More...

ବିଶ୍ବକପ: ଭାରତକୁ ଟାର୍ଗେଟ ୨୦୦ ରନ, ଅଷ୍ଟ୍ରେଲିଆ ଦଳ ୧୯୯ ରନରେ ହେଲେ ଅଲଆଉଟ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପରମ୍ୟାଚରେ ଭାରତୀୟ ସ୍ପିନରଙ୍କ କମାଲ ଦେଖାଇଛନ୍ତି। ଭାରତୀୟ ସ୍ପିନରମାନେ ଅଷ୍ଟ୍ରେଲିଆ ଦଳକୁ ୧୯୯ରେ ସୀମିତ ରଖିବାରେ ସଫଳ ହୋଇଥିଲେ…
Read More...

୫୦କେଜି ଗଞ୍ଜେଇ, ଅଟୋ ସହ ୨ ଗିରଫ

ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ପାଟ୍ରୋଲିଙ୍ଗ ସମୟରେ ୫୦ କେଜି ୪୦୦ ଗ୍ରାମ ଗଞ୍ଜେଇ ସହ ଗୋଟିଏ ଅଟୋ ଜବତ କରିଛନ୍ତି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଫିରିଙ୍ଗିଆ ପୁଲିସ ପକ୍ଷରୁ ଜଣେ ଯୁବକ ଓ ଜଣେ ମହିଳାକୁ ଗିରଫ…
Read More...

ବାଇକ ଏବଂ ବୋଲେରୋ ମୁହାଁମୁହିଁ, ୩ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପୁରୁଣାକଟକ ଡାକ୍ତରଖାନା ସମ୍ମୁଖରେ ଏକ ବାଇକ ଏବଂ ବୋଲେରୋ ମୁହାଁମୁହିଁ ଦୁର୍ଘଟଣାରେ ବାଇକରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ…
Read More...

ସ୍ୱତନ୍ତ୍ର କାରବାର ଏବଂ ନେଟୱାର୍କିଙ୍ଗ୍ ସୁଯୋଗ ଦେଇଥାଏ ହାତକଥା ଫେଷ୍ଟିଭାଲ୍ ଫ୍ଲି 

ଭୁବନେଶ୍ୱର: ହାତକଥା ‘ଫେଷ୍ଟିଭ୍ ଫ୍ଲି’ ହେଉଛି ଏକ ପ୍ରମୁଖ ଉତ୍ସବର ପ୍ରଦର୍ଶନୀ ଯାହା ବିଭିନ୍ନ ପ୍ରକାରର ବ୍ରାଣ୍ଡକୁ ଏକତ୍ର କରିଥାଏ । ଉପସ୍ଥିତ ବ୍ୟକ୍ତିଙ୍କ ପାଇଁ ଏକ ଅନନ୍ୟ ସପିଂ ଅଭିଜ୍ଞତା ପ୍ରଦାନ କରିଥାଏ ଏବଂ…
Read More...

ମହୁମାଛି ଆକ୍ରମଣର ଆତଙ୍କ ବନ୍ଦ ହେଲା ବିଦ୍ୟାଳୟ, ବାତିଲ ହେଲା ଚାଉଳ ଯୋଗଣ

କଲମପୁର: କଲମପୁର ବ୍ଲକ ଅଧିନସ୍ତ ମୀନଗୁର ଗ୍ରାମ ଠାରେ ଅଘଟଣ। ମହୁ ମାଛିଙ୍କ ଆକ୍ରମଣର ଆତଙ୍କ ଯୋଗୁଁ ସାଧାରମରେ ଆଲୋଡନ ସୃଷ୍ଟି କରିଛି। ଏହି ମହୁ ମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଶନିବାର ବିଦ୍ୟାଳୟକୁ ଛୁଟି କରି…
Read More...

ରାଷ୍ଟ୍ରପତିଙ୍କୁ ଦାବି ଜଣାଇଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ସହ ଏ ସଂକ୍ରାନ୍ତରେ ଦାବିପତ୍ର ମଧ୍ୟ ପ୍ରଦାନ…
Read More...

ସିଏଚଏସଇ ପ୍ରକାଶ କଲା ପ୍ରଶ୍ନପତ୍ର ବ୍ୟାଙ୍କ, ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ହେବ ସହାୟକ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଏବଂ ଏବଂ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରି ଏଜୁକେସନ(ଆଇସିଏସଇ)ବୋର୍ଡ ପକ୍ଷରୁ ପ୍ରତି ବର୍ଷ ପ୍ରତିବର୍ଷ ପ୍ରଶ୍ନପତ୍ର ବ୍ୟାଙ୍କ୍ ଜାରି କରାଯାଇଥାଏ,…
Read More...

ସିକିମ ବନ୍ୟାରେ ସହିଦ ସରୋଜଙ୍କ ଶେଷକୃତ୍ୟ ସମ୍ପନ୍ନ

କାମାକ୍ଷାନଗର/ଭୁବନେଶ୍ବର: ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାସହିତ ସହିଦ ଯବାନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ…
Read More...

ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ

କଟକ: ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଟକ ସାଇବର ଥାନାରେ ଏତଲା ଦିଆଯାଇଛି। ସାଇବାର ଥାନାରେ ଏକ ୟୁଟ୍ୟୁବ ଚ୍ୟାନେଲ ନାମରେ ମାଧ୍ୟମିକ ଶିକ୍ଷା…
Read More...

ନୂଆ ବର୍ଷରେ ମେଟ୍ରୋ ଶିଳାନ୍ୟାସ, ୫୯୨୯ କୋଟିର ମୋଟ ବ୍ୟୟବରାଦ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଜାନୁଆରୀ ପହିଲାରେ ମେଟ୍ରୋ ରେଲ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ବର ମେଟ୍ରୋ ରେଲ ଡିପିଆରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିପାଇଁ ରାଜ୍ୟ…
Read More...

କିଡନୀ ପ୍ରପିଡୀତ ଗାଁ ପରିଦର୍ଶନ କଲେ ଜିଲ୍ଲାପାଳ, ପରୀକ୍ଷା ପାଇଁ ସଂଗ୍ରହହେଲା ନଳକୂପ ପାଣି ନମୁନା

ହରଭଙ୍ଗା: ନରସିଂହପୁର,ନୂଆପଡା ପରେ କିଡନୀ ରୋଗୀଙ୍କ ନୂଆ ଠିକଣା ହୋଇଛି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ। ସଂପ୍ରତି ବ୍ଲକ ଅଞ୍ଚଳରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ…
Read More...

ବେଆଇନ ଗଛକଟାକୁ ନେଇ ୩ ଗିରଫ, ୧୩ ବାଇକ୍ ଜବତ

ବଣାଇ: ଵଣାଇ ରେଞ୍ଜର ବଲାଙ୍ଗ ସେକ୍ସନ ଅନ୍ତର୍ଗତ ଵରଘାଟ ବିଟ୍ ଅଞ୍ଚଳରେ ବେଆଇନ ଗଛକଟାକୁ ନେଇ ବନବିଭାଗ ପକ୍ଷରୁ ୩ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ଗୁରୁବାର ଦିନ ବରଘାଟ ବିଟ୍ ଅଞ୍ଚଳରେ ଥିବା…
Read More...

ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ…
Read More...

ଶିକ୍ଷକଙ୍କ ଘରେ ଚୋରା ମଦ ବିକ୍ରୀ ଅଭିଯୋଗ, ବିରୋଧ କରିବାରୁ  ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ମାଡ 

ମାଲକାନଗିରି: ଶିକ୍ଷକଙ୍କ ଘରେ ଚୋରା ମଦ ବିକ୍ରୀକୁ ବିରୋଧ କରିବାରୁ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କିଆଙ୍ଗ ଗ୍ରାମର ଶୁଶିଳ ତନ୍ତି…
Read More...

ରୋଗ ଦାଉରୁ ରକ୍ଷା ଏବଂ ରୋଗ ବ୍ୟାପିବା ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ଧୋଇବା ଜରୁରୀ

ଭୁବନେଶ୍ୱର: କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ। ରୋଗ ଦାଉରୁ ରକ୍ଷା ପାଇବା ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ ହାତକୁ ଭଲ ଭାବରେ ସାବୁନ ବା ହ୍ୟାଣ୍ଡ ୱାସ୍ ସାହାଯ୍ୟରେ ଭଲ ଭାବରେ ଧୋଇବା…
Read More...

ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

ଭୁବନେଶ୍ବର: ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ…
Read More...

ଉଦଯାପିତ ହେଲା ବ୍ଲକ କଳାକାର ସଂଘର ଦୁଇ ଦିନିଆ କର୍ମଶାଳା

କଲମପୁର: ଲୋକ କଳା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଚେତନତା ବାର୍ତ୍ତା। ଲୋକେ ପାଲା, ଦାସକାଠି, ଘୁମୁରା ଆଦି ଲୋକ କଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ଉପକାର…
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟ ଗ୍ୟାସ ଟାଙ୍କିରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୫୬ ଛାତ୍ରଛାତ୍ରୀ

ଧାମରା:ଧାମରା ନିକଟସ୍ଥ ଏକ ପ୍ରାଥମିକ ବିଦ୍ୟାଳୟରେ ୫୬ଛାତ୍ରଛାତ୍ରୀ ନିଆଁ ଦାଉରୁ ରକ୍ଷା ପାଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଦୋସିଙ୍ଗା କ୍ଲଷ୍ଟର ଅଧିନସ୍ଥ ସାବିତ୍ରି ସରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ…
Read More...

କନ୍ଧମାଳରେ କଂଗ୍ରେସ କାଯ୍ୟକ୍ରମ

ଫୁଲବାଣୀ: ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ର ରେ ବିଜେପି ସରକାର ଥିବା ହେତୁ ଓଡିଶାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ ଶରତ ପଟନାୟିକଙ୍କର ତତ୍ତ୍ବାଧାନରେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କନ୍ଧମାଳ…
Read More...

ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ବିଶେଷଜ୍ଞଙ୍କ ପାଇଁ ତାଲିମ ଶିବିର

ଫୁଲବାଣୀ:ଅଦ୍ୟାବିଧି ଏଚଆଇଭି ସଂକ୍ରମଣ ରୋକିବା ନିମନ୍ତେ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବା ବେଳେ ସୁଗମ ସମନ୍ୱିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟ କରୁଥିବା ପ୍ରୟୋଗଶାଳା…
Read More...

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟସ୍ତରୀୟ ବୈଠକ, ଯୋଗଦେଲେ ରାଜ୍ୟ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ସାରଙ୍ଗଗଡ଼ରେ ଅନୁଷ୍ଠିତ ହେଲା ମେରୀ ମାଟି ମେରୀ ଦେଶ କାର୍ଯକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା କେ.ନୂଆଗାଁ ବ୍ଲକର ସାରଙ୍ଗଡ ଠାରେ ବ୍ଲକ୍ ସ୍ତରୀୟ ମେରୀ ମାଟି ମେରୀ ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାରଙ୍ଗଡ ହାଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ…
Read More...

ଶରତ ଓ ଆଶ୍ବିନର ବାର୍ତ୍ତାବହ କାଶତଣ୍ଡି ଫୁଲ

ଗୁଣୁପୁର: ଧବଳ କାଶତଣ୍ଡି ପ୍ରକୃତିର ଏକ ନୈସର୍ଗିକ ସୃଷ୍ଟି। ଶରତ ଆଗମନ ରେ ରାସ୍ତାଘାଟ, ନଈ ପଠା, ପୋଖରୀ ହୁଡା ସବୁଠି ଦେଖିବାକୁ ମିଳିଥାଏ କାଶତଣ୍ଡିର ସମ୍ଭାର। ଏହି ଅପୂର୍ବ ସମ୍ଭାର ହିଁ ମା ଜଗତଜନନୀଙ୍କ ଆଗମନ ର…
Read More...

ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ହରାଇଲା ରନର୍ସଅପ ନ୍ୟୁଜିଲାଣ୍ଡ

ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ। ଆଜି ଡିଫେଣ୍ଡିଂ ଚାମ୍ପିଅନ…
Read More...

ଜେକେଡିଏଫପି ବେଆଇନ ସଂଗଠନ-ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଡେମୋକ୍ରେଟିକ ଫ୍ରିଡମ ପାର୍ଟି(ଜେକେଡିଏଫପି) ବେଆଇନ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜେକେଡିଏଫପିକୁ ବେଆଇନ ସଂଗଠନ କୁହାଯାଇଛି। ଏବଂ କେନ୍ଦ୍ର ଗୃହମନ୍ତ୍ରାଳୟ…
Read More...

ଅକ୍ଟୋବର ୨୨ରେ କଳାହାଣ୍ଡିର ଇଷ୍ଟଦେବୀ ମା’- ମାଣିକେଶ୍ବରୀଙ୍କ ବିରଳ ଛତରଯାତ୍ରା

ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରା ପୂର୍ବବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖ ଦିନ ଭକ୍ତ ଓ ରକ୍ତ ରେ ଅନୁଷ୍ଠିତ ହେବ। ନିଜ ପାଖରେ ମା’ଙ୍କୁ ଦେଖିବା ଓ ସିଧାସଳଖ ସେମାନଙ୍କର…
Read More...

ଲକାନଗିରି ଜିଲାରେ କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ

ମାଲକାନଗିରି: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ମାଲକାନଗିରି ଜିଲାରେ କଂଗ୍ରେସ ଦଳ ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସର ଓଡିଶା ପ୍ରଭାରି ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟପୁର…
Read More...

ସାମଗ୍ରିକ ଜ୍ଞାନ ଆହରଣ ପାଇଁ ଏକ ବହୁମୁଖୀ ଦୃଷ୍ଟିକୋଣକୁ ଅନ୍ତର୍ଭୁକ୍ତ କରାଯିବା ଜରୁରୀ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ପକ୍ଷରୁ ମାନସିକ ସ୍ବାସ୍ଥ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ପ୍ରୟୋଗାତ୍ମକ ମନସ୍ତତ୍ତ୍ବ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।…
Read More...

ଉତ୍କର୍ଷତାର ଦଶନ୍ଧି: ୧୦ ବର୍ଷର ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଚାନ୍ଦି ଭଣ୍ଡାର

ଆଣିଲା ସ୍ବତନ୍ତ୍ର କଲେକ୍ସନ ‘ଆର୍ଯ୍ୟ’ ଦୁର୍ଗାପୂଜା ଉପଲକ୍ଷେ ସ୍ଵତନ୍ତ୍ର ଅଫର ଗହଣା ଗଢ଼ା ମଜୁରୀରେ ୩୦% ରିହାତି ଭୁବନେଶ୍ୱର : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ରୂପା ଗହଣା ବ୍ରାଣ୍ଡ ଚାନ୍ଦି ଭଣ୍ଡାରର ଏକ…
Read More...

ପିପିଲି ପୌରାଞ୍ଚଳରେ ବିଜେଡର ଜନସଂପର୍କ ପଦଯାତ୍ରା

ପିପିଲି:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବିଜେଡି ପକ୍ଷରୁ ରାଜ୍ୟର କୋଣ ଅନୁକୋଣରେ ଜନସଂପର୍କ ପଦଯାତ୍ରା ଚାଲିଥିବା ବେଳେ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଗୁରୁବାର ପିପିଲି ପୌରାଞ୍ଚଳରେ ବିଜେଡି…
Read More...

ବିପର୍ୟ୍ୟୟ ପରିଚାଳନା ସଂପର୍କରେ ସଶସ୍ତ୍ର ବଳ ଓ ବେସାମରିକ ସେବା ଅଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଜ୍ଞାନ ଆହରଣ…

ଭୁବନେଶ୍ୱର:  ବିପର୍ୟ୍ୟୟ ପରିଚାଳନା ସଂପର୍କରେ ସଶସ୍ତ୍ର ବଳ ( ଭାରତୀୟ ସେନା, ବାୟୁସେନା, ନୌସେନା ଏବଂ ଭାରତୀୟ ତଟ ରକ୍ଷକ ସେନା ) ଓ ବେସାମରିକ ସେବା ଅଧିକାରୀ(ସିଭିଲ୍ ସର୍ଭିସେସ୍) ଅଧିକାରୀଙ୍କ ମଧ୍ୟରେ…
Read More...

ସେବିକା ହେବା ଈଶ୍ୱରଙ୍କ ଆଶୀର୍ବାଦ

ଗୁରୁଡିଝାଟିଆ,: ସେବିକା ହେବା ଈଶ୍ୱରଙ୍କ ଆଶୀର୍ବାଦ। ସେବିକା ବ୍ରତରେ ନିର୍ଲିପ୍ତ ସହିତ ସେବା କରି ଦେଶର ବୀରଙ୍ଗନା ସାଜିଥାଏ ଯଥାର୍ଥ ସେବିକା। ଯାହାର ଉଦାହରଣ ହେଉଛି ବୌଦ୍ଧସନ୍ୟାସୀ ରାଜା ଅଶୋକଙ୍କୁ ଚଣ୍ଡାଶୋକ କୁ…
Read More...

ଆମ ଶିକ୍ଷା ଜଗତ ଭାରତକୁ ଅମୃତକାଳରେ ନୂଆ ଉଚ୍ଚତାରେ ପହଞ୍ଚାଇବ

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ  ଅମୃତ କଳସରେ ସଂଗୃହୀତ ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ସ୍ଥାନୀତ ହେବ…
Read More...

ଆହତ କୁଟୁରା ଛୁଆ ଉଦ୍ଧାର

ପାତ୍ରପୁର: ସାମନ୍ତିଆପଲ୍ଲୀ ବାନାଞ୍ଚଳ କେଲୁଆ- ମୈଶାନପୁର ମଧ୍ୟସ୍ଥଳେ ଥିବା ପେଟ୍ରୋଲ ପମ୍ପ ତଥା ନୂଆ ବ୍ରିଜ ନିକଟରେ ଏକ ଆହତ କୁଟୁରା ଛୁଆ ଉଦ୍ଧାର ହୋଇଥିବା ଜଣାପଡିଛି । ସକାଳ ପ୍ରାୟ ସାଢେ ୯ ଘଣ୍ଟା ସମୟରେ ଜଣେ…
Read More...

ଗାନ୍ଧିଜୀ ଓ ଅନ୍ୟାନ୍ୟ ବରପୁତ୍ରଙ୍କ ଉପରେ ବୃତ୍ତଚିତ୍ର ପ୍ରଦର୍ଶିତ, ଦେଶାତ୍ମବୋଧକ ସଂଗୀତ ପରିବେଷଣ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ…
Read More...

ବିଦେଶରେ ଡାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡୁନମ୍

ଭୁବନେଶ୍ବର: ଶ୍ରେଷ୍ଠ ଶିକ୍ଷାବିତ୍ ତଥା କ୍ୟାରିୟର ପରାମର୍ଶଦାତା ଲମ୍ବୋଦର ରାଉତଙ୍କ ଦ୍ବାରା ୨୦୦୭ରେ ପ୍ରତିଷ୍ଠିତ ହୋଇଥିଲା ଏଡୁନମ୍-ଗାଇଡିଂ କ୍ୟାରିଅର୍ । ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ ଯାହାକି…
Read More...

ଭାଲୁଚଞ୍ଚରାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲୁଚଞ୍ଚରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ମହା ସମାରୋହରେ…
Read More...

ବିଧାନସଭା ମୌସୁମୀ ଅଧିବେଶନ ସରିଲା, ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର: ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି। ଗତ ସେପ୍ଟେମ୍ବର ୨୨ରୁ…
Read More...

ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ତାରିଖ ଘୋଷଣା, ଅକ୍ଟୋବର ୪ରୁ ୮ ମଧ୍ୟରେ ଆବେଦନ

ଭୁବନେଶ୍ୱର: ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ମୋଟ ୫,୨୦,୯୨୦ ଆସନ ମଧ୍ୟରୁ ୪,୧୧,୮୨୬ ଜଣ ବିଦ୍ୟାର୍ଥୀ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇଛନ୍ତି ।…
Read More...

ଶାଳୀକୁ ଦୁଷ୍କର୍ମ ଅଭିଯୋଗରେ ଭିଣୋଇ ଗିରଫ

ଗୋପାଳପୁର: ଗୋଳନ୍ଥରା  ଥାନା ଅନ୍ତର୍ଗତ କନିଷି ଅଞ୍ଚଳରେ ଶାଳୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଓ ଆକ୍ରମଣ କରିବାର ଧମକ ଦେବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଭିରୋଇକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା…
Read More...

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ମାନ୍ୟତା

ଭୁବନେଶ୍ବର: କେନ୍ଦ୍ରାପଡା ସହ ସାରା ଓଡିଶା ପାଇଁ ଖୁସି ଖବର। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ କରାଯିବା ସହ…
Read More...

ଏସୀୟ କ୍ରୀଡ଼ା: ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ

ହାଙ୍ଗ୍‌ଝୌ: ଚଳିତ ୧୯ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଆଜି ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ…
Read More...

ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ହେଲେ ଓଡ଼ିଶା ସଶକ୍ତ ହେବ-ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଉଠା ଜଳସେଚନ ନିଗମର ୫୧ତମ ପ୍ରତିଷ୍ଠା ଦିବସ ରବିବାର ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଳ ସଂପଦ,…
Read More...

ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ

ଭୁବନେଶ୍ୱର: ଓଡିଶାକୁ ଶିକ୍ଷାକ୍ଷେତ୍ରରେ ମିଳିଛି ଆଉ ଏକ ସଫଳତା। ମୁମ୍ବାଇଠାରେ ‘ଅଭିନବ ବିନ୍ଦ୍ରା ଫାଉଣ୍ଡେସନ’, ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’ ଓ ‘ଅଲିମ୍ପିକ୍ ମ୍ୟୁଜିୟମ୍‌’ ପକ୍ଷରୁ ‘ଅଲିମ୍ପିକ୍ସ୍ ଇନ୍ ରିଲ୍…
Read More...

ଗାନ୍ଧିଜୀଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ

ଭୁବନେଶ୍ୱର: ସାରା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଗାନ୍ଧୀ ମହାତ୍ମାଙ୍କ ନାମ ଅଗ୍ରଗଣ୍ୟ। ଗାନ୍ଧିଜୀଙ୍କ ଆଦର୍ଶର ମୂଳ ଉପାଦାନଗୁଡ଼ିକ ହେଉଛି-ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱଦୃଷ୍ଟି। ସେଥି ପାଇଁ ତାଙ୍କ…
Read More...

ଜାତୀୟ ସ୍ତରରେ ସମ୍ମାନିତ ହେଲା କ୍ରୁତି କଫିର ‘କିନ୍ଦିରିଗୁଡା ନାଚୁରାଲ୍ସ’

ଭୁବନେଶ୍ବର: କ୍ରୁତି କଫିର ‘କିନ୍ଦିରିଗୁଡା ନାଚୁରାଲ୍ସ’କୁ ଭାରତର ଏକ ନମ୍ବର ନାଚୁରାଲ୍ କଫି ମାନ୍ୟତା ଓଡିଶା ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଯେ ଓଡିଶାର ଏକ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବରେ…
Read More...

ବାଇକ ଧକ୍କାରେ ଜଣେ ମୃତ

ପାଟଣା : ୪୯ ନଂ ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ନିକଟରେ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ଖିରେଇଟାଙ୍ଗିରି ପଥକର ଫାଟକ ନିକଟରେ ଘଟିଥିବା…
Read More...

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ କର୍ମଶାଳା ଉଦ୍‌ଯାପିତ

ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଉଦ୍‌ଘାଟିତ ମହାତ୍ମା ଗାନ୍ଧୀଙ୍କ ପଦଚିହ୍ନ, କଫି ଟେବୁଲ୍‌ ବୁକ୍‌, ଭର୍ଚୁଆଲ୍‌ ୱାକ୍‌ ଥ୍ରୁ, ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ବିଶେଷାଙ୍କ ଉନ୍ମୋଚିତ…
Read More...

ପୋଖରୀରେ ବୁଡି ମହିଳା ମୃତ୍ୟୁ

କାମାକ୍ଷାନଗର: ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ କାମାକ୍ଷାନଗର ଥାନା କଙ୍ଗେଇଲୋ ଗ୍ରାମର ଶିଶିର ଖୁଣ୍ଟିଆଙ୍କ ସ୍ତ୍ରୀ କାମିନି ଖୁଣ୍ଟିଆ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ଆଜି…
Read More...

‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୨ ତମ ବାର୍ଷିକ ଉତ୍ସବରେ ସମ୍ମାନିତ ହେଲେ ୨୦ ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇ “ଦି…
Read More...

ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା(ଏନଏସଏସ) ସହଯୋଗରେ ବାଣୀବିହାର ଅହିଂସା ସ୍ଥଳରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କର ୧୫୪ତମ ଜୟନ୍ତୀ ତଥା ବିଶ୍ୱ ଅହିଂସା ଦିବସ ପାଳିତ ହୋଇଯାଇଛି। ଭାରତୀୟ…
Read More...

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବାଲିଗୋରଡ଼ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l ମୃତ୍ୟୁ ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ…
Read More...

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ

୩ ତାରିଖ ଦିନ ପ୍ରଦର୍ଶିତ ହେବ ‘ଓଡ଼ିଶାରେ ଗାନ୍ଧିଜୀ’ ଚଳଚ୍ଚିତ୍ର ୪ ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ ‘ଗାନ୍ଧୀ’ ଚଳଚ୍ଚିତ୍ର ଭୁବନେଶ୍ୱର: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ-୨୦୨୩ ଅବସରରେ ୧୯୨୧ ମାର୍ଚ୍ଚ…
Read More...

ଏସୀୟ କ୍ରୀଡ଼ା: ଷ୍ଟିପଲଚେଜ୍‌ରେ ପାରୁଲଙ୍କୁ ରୌପ୍ୟ ଓ ପ୍ରୀତିଙ୍କୁ ବ୍ରୋଞ୍ଜ ପଦକ

ହାଙ୍ଗଝୌ: ଏସୀୟ କ୍ରୀଡ଼ା ମହିଳା ଷ୍ଟିପଲଚେଜ୍‌ରେ ଭାରତକୁ ୨ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଆଜି ଭାରତକୁ ୨ଟି ପଦକ ମିିଳିଛି। ଏଥିରେ ପାରୁଲ ଚୌଧୁରୀ ରୌପ୍ୟ ପଦକ ଜିତିଥିବା ବେଳେ…
Read More...

ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ‘ରଘୁପତି ରାଘବ ରାଜାରାମ’ ପରିବେଷଣ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ, ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଏବଂ ଆମ ସମୟର ସର୍ବଶ୍ରେଷ୍ଠ ଚିନ୍ତାନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ସୂଚନା ଓ…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା

ପିପିଲି:ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲିରେ ଭାରତ ଗୌରବ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି।…
Read More...

ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ବର ପକ୍ଷରୁ ସଫେଇ ଅଭିଯାନ

ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅଖିଳ…
Read More...

ବ୍ରଜ ବିହାରୀ ମହାନ୍ତି ମାନସିକ ଅନଗ୍ରସର ଟ୍ରଷ୍ଟର ବାର୍ଷିକ ଉତ୍ସବ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଦୋରଡସ୍ଥିତ ବ୍ରଜବିହାରୀ ମହାନ୍ତିି ମାନସିକ ଅନଗ୍ରସର କଲ୍ୟାଣ ଟ୍ରଷ୍ଟର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ଟ୍ରଷ୍ଟି ବୈକୁଣ୍ଠ ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ…
Read More...

ତରଡିଙ୍ଗରେ ରକ୍ତଦାନ ଶିବିର, ୧୦୨ୟୁନିଟ ରକ୍ତ ସଂଗୃହିତ

ଆଠଗଡ: ଆଠଗଡ ବ୍ଲକର ତରଡିଙ୍ଗ ପଞ୍ଚାୟତରେ ଓଡିଶା ମୋ ପରିବାର, ଜୀବନବିନ୍ଦୁ ଓ ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ…
Read More...

ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଳନ କଲା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ) ଏନଏସଏସ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ବ୍ୟାପକ ସଫେଇ କରାଯାଇଥିଲା। କଲେଜ ନିକଟ ପଡିଆରେ ଅଳ୍ପ ଦିନ ପୂର୍ବରୁ…
Read More...

ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳ ଓ ଯତ୍ନଶୀଳ ହେବା ଉପରେ ଗୁରୁତ୍ୱ

ଆଠଗଡ: ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ରବିବାର ବରିଷ୍ଠ ନାଗରିକ ଦିବସ ଅବସରରେ ରାଜନଗର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ…
Read More...

ରେଳ ଧକ୍କାରେ ଟ୍ରାକମ୍ୟାନ ମୃତ

ସମ୍ବଲପୁର: ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ କାର୍ଯ୍ୟରତ ଟ୍ରାକମ୍ୟାନ ସନ୍ତୋଷ ମହାକୁଡ (୫୦) ଙ୍କ ଏକ ରେଳ ଧକ୍କାରେ ମୃତ୍ୟୁ ହୋଇଯାଇଛି। ରବିବାର ଏକ ମାଲବାହୀ ରେଳଗାଡି ଭାଲୁପାଲି ଲେଭଲ କ୍ରସିଂ ଅତିକ୍ରମ କରୁଥିବା ବେଳେ…
Read More...

ଅଟୋ ସହ ୩୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୁଲିସ ପାସେଞ୍ଜର ଅଟୋ ସହ ୩୦ କେଜି ଗଞ୍ଜେଇ ଓ ୨ ଜଣ ଗଞ୍ଜେଇ ଚାଲାଣ କାରିକୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ଫିରିଙ୍ଗିଆ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ…
Read More...