ମଣିଷକୁ ଭଲ ପାଇବା ଓ ସାହଯ୍ୟର ହାତ ବଢାଇବା ଥିଲା ପ୍ରଦୀପ ମହାରଥୀଙ୍କ ବ୍ୟକ୍ତିତ୍ୱ

ପିପିଲି:ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀ ସମସ୍ତଙ୍କ ପାଇଁ ଥିଲେ ଦରଦୀ ବନ୍ଧୁ। ମଣିଷକୁ ଭଲ ପାଇବା ଓ ସାହଯ୍ୟର ହାତ ବଢାଇବା ଥିଲା ତାଙ୍କ ବ୍ୟକ୍ତିତ୍ୱ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ…
Read More...

ସମ୍ବଳ ଓ ତାହାର ସ୍ଥାୟୀ ବିକାଶ ଉପରେ ଆଲୋଚନାଚକ୍ର

ଫୁଲବାଣୀ: ସ୍ଥାନୀୟ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୁଗୋଳ ବିଭାଗ ପକ୍ଷରୁ ସମ୍ବଳ ଓ ତାହାର ସ୍ଥାୟୀ ବିକାଶ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ସୁବାଷଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟେକ୍ଷ…
Read More...

ବରିଷ୍ଠ ନାଗରିକମାନେ ସମାଜର ଅମୂଲ୍ୟ ସଂପଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ସମାଜର ଅମୂଲ୍ୟ ସଂପଦ ଭାବେ ବର୍ଣ୍ଣନା କରି ସେମାନଙ୍କୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଏହି ଅବସରରେ…
Read More...

ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ହେବ ଧ୍ୟାନକେନ୍ଦ୍ର

ଗୁରୁଡିଝାଟିଆ:ଆଠଗଡ ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ହେବ ଧ୍ୟାନକେନ୍ଦ୍ର। ଆଠଗଡ ବିଶିଷ୍ଟ ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ର ଓ ଧର୍ମପ୍ରାଣା ମହିଳା ବିମଳା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁତ୍ରମାନେ…
Read More...

‘ଆଇଜର’ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଗୋପାଳପୁର: ଭାରତ ସରକାରଙ୍କ ଆହ୍ବାନ କ୍ରମେ ଆଜି ଲଉଡିଗାଁ ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ କେନ୍ଦ୍ର (ଆଇଜର) ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ…
Read More...

ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଧର୍ମଗଡ଼: ଜୁନାଗଡ଼ ପୁଲିସ ପକ୍ଷରୁ ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର କରାଯାଇଛି। ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି। ମା’, ୨ ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର…
Read More...

ଏସୀୟ କ୍ରୀଡ଼ା : ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ଓ ସଟପୁଟରେ ତେଜିନ୍ଦରଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଅଷ୍ଟମ ଦିନରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ ମିଳିଛି।…
Read More...

ମଝି ଚିଲିକାରେ ଫସିଥିଲେ ୬୦ ଯାତ୍ରୀ, ମତ୍ସ୍ୟଜୀବୀଙ୍କ ସହାୟତାରେ ସୁରକ୍ଷିତ ଭାବେ ହେଲେ ଉଦ୍ଧାର

କୃଷ୍ଣପ୍ରସାଦ: ଆଜି ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ମଝି ଚିଲିକା ମଝିରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ଅଟକି ଯାଇଥିଲା। ଫଳରେ ଏହି ଡଙ୍ଗାରେ ଥିବା ୬୦ଜଣ ଯାତ୍ର ମଝି ଚିଲିକାରେ ଫସି ରହିଥିବା ସୂଚନା…
Read More...

ଭିଜିଲାନ୍ସ ଜାଲରେ କମାଣ୍ଡାଣ୍ଟ, ଜବତ ହେଲା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଓଏସଏପି ପ୍ରଥମ ବାଟାଲିଅନ କମାଣ୍ଡାଣ୍ଟ। ଗାଡ଼ିରେ ୧.୩୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଇଥିଲାବେଳେ ପ୍ରଥମ ବାଟାଲିଅନ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କୁ ଧରିଲା ଭିଜିଲାନ୍ସ। ହିସାବ ଦେଇ…
Read More...

ଚୌଦ୍ୱାର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ

ଚୌଦ୍ୱାର:ଚୌଦ୍ୱାର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର +୨ ମହିଳା ବିଭାଗ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଦେବତାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ପରିବାରରେ ମହିଳାଙ୍କ କାର୍ଯ୍ୟକୁ ମିଳେନାହିଁ ଅର୍ଥନୈତିକ ସ୍ୱୀକୃତି

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମହିଳା ଅଧ୍ୟୟନ ଗବେଷଣା କେନ୍ଦ୍ର ତରଫରୁ ପିଜି କାଉନସିଲ୍ ସେମିନାର ହଲ୍ ପରିସରରେ ଏକ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ବକ୍ତବ୍ୟମାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରାଜିଲରୁ…
Read More...

ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉଦଯାପିତ

ନର୍ଲା:ଜିଲା ଶିକ୍ଷା କାର୍ୟ୍ୟାଳୟ ପକ୍ଷରୁ ଆୟୋଜିତ କଳାହାଣ୍ଡି ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତାର ଉଦଯାପିତ ହୋଇଛି। ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା ଦାମୋଦର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଏହି…
Read More...

ଜବରଦଖଲରେ ଗାଁ ରାସ୍ତା, ପ୍ରତିକାର ପାଇଁ ତହସିଲଦାରଙ୍କୁ ନିବେଦନ

କଲମପୁର:ଜବରଦଖଲ ଯୋଗୁଁ ଗାଁ ଗଳି ରାସ୍ତା ଏବେ ସଂକିର୍ଣ୍ଣ ହୋଇଯାଇଛି। ଫଳର ଲୋକେ ରାସ୍ତା ଦେଇ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାନବାହାନ ଗାଁ ଭିତରକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି।କୌଣସି…
Read More...

ସୂଚନା ଓ ଲୋକସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ବସନ୍ତ କୁମାର ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗର ଉପ-ନିର୍ଦ୍ଦେଶକ ବସନ୍ତ କୁମାର ମହାନ୍ତିଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି…
Read More...

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ…
Read More...

୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ସହ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଜାରି; ୩,୬୬୩ କୋଟି ଟଙ୍କାର ପ୍ରକଳ୍ପରେ  ପ୍ରାୟ…

ଭୁବନେଶ୍ୱର:  ଆଜି ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି…
Read More...

ବ୍ୟାଙ୍କକ୍ ଠାରେ ଉନ୍ମୋଚନ ହେଲା ଏନଏ ଶାହ ଅନସାରୀଙ୍କ ପୁସ୍ତକ କମ୍ୟୁନିଟି ରେଡିଓ: ୧୦୦ ଆନ୍ସର୍ସ ଟୁ ମେକ ୱେଭ୍ସ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ ଠାରେ ଆମାସାଟ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥିବା ଏସିଆ- ପ୍ରଶାନ୍ତ ମହଦେଶୀୟ ଗୋଷ୍ଠୀ ବେତାର ମହାସମ୍ମିଳନୀ ଅବସରରେ ବିଶିଷ୍ଟ ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ, କାର୍ଯ୍ୟାବଳୀ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଉପରେ ପ୍ରାଥମିକତା ଦେବା ପାଇଁ ବିଭାଗର ପ୍ରମୁଖ…
Read More...

ଭିଜିଲାନ୍ସ ଜାଲରେ କୋଷାଗୁମୁଡା ଆଇସିଡିଏସ ସୁପରଭାଇଜର

ନବରଙ୍ଗପୁର: କୋଷଗୁମୁଡ଼ା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନାର କୋଡିଙ୍ଗା ସେକ୍ଟରର ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗ ଲାଞ୍ଚ ନେଇଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଜଣେ ଅଙ୍ଗନବାଡି କର୍ମୀଙ୍କର…
Read More...

ସଡ଼କ ଦୁର୍ଘଟଣାରେ ଗୋପାଳପୁର ଯୁବକ ମୃତ

ଗୋପାଳପୁର: ଗୋପାଳପୁର ଭିଆଇପି ରୋଡର ରେଉ ସାହି ଛକରେ ଆଜି ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଲେ ମୋନାର୍କ ଛକ ଜଗନ୍ନାଥ ବିହାରରେ ରହୁଥିବା ଅଭିଶେକ ବେହେରା ବୟସ ୨୪ ବୋଲି…
Read More...

ବଜ୍ରପାତରେ ଗୋଟିଏ ପରିବାର ୫ ଆହତ

ଫୁଲବାଣୀ: ବଜ୍ରପାତରେ ଗୋଟିଏ ପରିବାରର ୫ଜଣ ସଦସ୍ୟ ଆହତ ହୋଇଛନ୍ତି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ସେସ୍କାଯୋଡି ଗାଁରେ। ସୂଚନା ଅନୁସାରେ ଏହି ସେସ୍କାଯୋଡି…
Read More...

ମଣିଷ ଶରୀରକୁ ଶକ୍ତି ଯୋଗାଏ ହୃତପିଣ୍ଡ

ହରଭଙ୍ଗା: ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଯୁବରେଡକ୍ରସ ଆନୁକୁଲ୍ୟରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଅ.…
Read More...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି-୨୦ ଯୁବ ସମାରୋହ ଓ ସଂଗୀତ ବିଚିତ୍ରା

ଭୁବନେଶ୍ୱର:ଆଜି ଆକାଶବlଣୀ କଟକ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭାରତ ସରକାରଙ୍କ ଜି-୨୦ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ‘ବସୁଧେବ କୁଟୁମ୍ବକମ’ ର ବାର୍ତ୍ତା ନେଇ ଏକଦିବସୀୟ ‘ଯୁବ ଉତ୍ସବ ଓ…
Read More...

ଭାଗବତର ମହାତ୍ମ ରାଜ୍ୟର ଘରେ ଘରେ ଆଜି ପରିଚିତ

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଭାଗବତ ଜନ୍ମ ପାଳିତ ହୋଇଛି। ଏହି ଅବସରରେ ଏକ ସ୍ଵତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
Read More...

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ କର୍ମଶାଳା

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବନ୍ଧକନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ କୁଷ୍ଠ ରୋଗ ସନ୍ଦେହ ଥିବା ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ତଥା ନିଦାନ ଓ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ…
Read More...

ରାଜ୍ୟପାଳଙ୍କ ଦ୍ବାରା ମହିଳାଙ୍କ ପାଇଁ ସତ୍ୟସାଇ ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ୧୯୮୧ ମସିହାରେ ସତ୍ୟସାଇ ଟ୍ରଷ୍ଟ ଅଧୀନରେ ପ୍ରତିଷ୍ଠିତ ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଓଡ଼ିଶା ବହୁ ବର୍ଷ ଧରି ମହିଳା ମାନଙ୍କର ମାନବିକ ମୂଲ୍ୟବୋଧ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ପ୍ରମୁଖ…
Read More...

ଗ୍ରାମୀଣ ମହିଳାଙ୍କ ପାଇଁ ସ୍ଥାୟୀ ଜୀବିକାର ବିକଳ୍ପ ଧୂପକାଠି

ଭୁବନେଶ୍ୱର:ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଜରିଆରେ, ଆଇଟିସି ପାଇଁ ଧୂପକାଠି ବା ଅଗରବତୀ ପ୍ରସ୍ତୁତ କରୁଥିବା ଓଡ଼ିଶାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସାଇକଲ ପ୍ରଦାନ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲା: ଗଠନ ହେବ ଉଚ୍ଚସ୍ତରୀୟ କମିଟି, ନିର୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ ଏବଂ ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ…
Read More...

ମହିଳା ସଂରକ୍ଷଣ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି।…
Read More...

ଲାଞ୍ଜିଗଡ-କଟକ ଓଏସଆରଟିସିବସରୁ ୧୪୦ କିଲୋ ତମ୍ବା ଜବତ:ବସ ଥାନାରେ ଅଟକ, ପୁଲିସ ତଦନ୍ତ ଜାରି

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରୁ କଟକ ଯାଉଥିବା ଏକସରକାରୀ(ଓଏସଆରଟିସି)ବସ ନମ୍ବର(ଓଡ଼-୦୫ବିସି-୪୧୭୨)ରୁ ୧୪୦ କିଲୋ ତମ୍ବା ପୁଲିସ ଜବତ କରିଛି। ଲାଞ୍ଜିଗଡ ଥାନା ପକ୍ଷରୁ ଏହି ବସର ଡ୍ରାଇଭର ଓ କଣ୍ଡକ୍ଟର…
Read More...

ପାଲା ସଂସ୍କୃତି ସୁରକ୍ଷା ପାଇଁ ପ୍ରତିବର୍ଷ ପାଲା ପ୍ରତିଯୋଗିତା ଆୟୋଜନ କରିବ ଗଡ଼େଶ୍ବରହାଟ ବଣିକ ସଂଘ

ଭୁବନେଶ୍ୱର : ଭିଏସଏସ ନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଆୟୋଜିତ ୭ ଦିନିଆ ବାଦିପାଲା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଓ ୧୧…
Read More...

ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଜଣେ ୩୫ ବର୍ଷର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ ହୋଇଛି। କଳାହାଣ୍ଡି ଜିଲା ବିଶ୍ୱନାଥପୁର ଥାନା କୁମଖାଲ ପଞ୍ଚାୟତ…
Read More...

ଫୁଲବାଣୀରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନ ସମ୍ପର୍କରେ ଆଲୋଚନା

ଫୁଲବାଣୀ: ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବୃଦ୍ଧି ପାଇଁ ହୋଇଥିବା ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ବାଚିତ କାଉନସେଲ ଟ୍ୟାକ୍ସ ବୃଦ୍ଧି ପାଇଁ ଅଧିକୃତ। କିନ୍ତୁ ଦୀର୍ଘ…
Read More...

ଓଡ଼ିଶା ଗସ୍ତରେ ମଧ୍ୟପ୍ରଦେଶର ୧୧ ଜଣିଆ ପ୍ରତିନିଧି ଦଳ, ପରିମଳ ବ୍ୟବସ୍ଥାର ଆଭିମୁଖ୍ୟ ସମ୍ପର୍କରେ କରାଗଲା ଅବଗତ

ଭୁବନେଶ୍ବର: ମଧ୍ୟପ୍ରଦେଶ ସରକାରଙ୍କ ୭ ଆଇଏଏସ୍ ଅଧିକାରୀଙ୍କ ସହ ମୋଟ ୧୧ଜଣ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିଦଳ ୩ ଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିନିଧି ଦଳଙ୍କୁ ଓଡ଼ିଶା ଅର୍ବାନ…
Read More...

ଜନଜାତି ଲେଖକ ସମ୍ମିଳନୀ:ଡିଜିଟାଲାଇଜେସନ୍ ମାଧ୍ୟମରେ ଆଦିବାସୀଙ୍କୁ ଯୋଡିବାର ପ୍ରୟାସ ଆରମ୍ଭ

ଭୁବନେଶ୍ବର:ଜନଜାତିଙ୍କ ନିଜସ୍ବ ଲେଖନ ଓ ଲେଖକଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ଡିଜିଟାଲାଇଜେସନ୍ ମାଧ୍ୟମରେ ଆଦିବାସୀଙ୍କୁ ଯୋଡିବାର ପ୍ରୟାସ ଆରମ୍ଭ ହୋଇଛି । ସେମାନଙ୍କ କଥା…
Read More...

ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ

ବାଉଁଶୁଣି: ବାଉଁଶୁଣି ମା ମାହେଶ୍ୱରୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଡଙ୍କ ଆବାହକତ୍ୱରେ ବୌଦ୍ଧ ଜାତୀୟ ସେବା ଯୋଜନା ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଲଗାଣ ବର୍ଷାରେ ଚାଷ ଜମି କ୍ଷତିଗ୍ରସ୍ତ , ଚାଷୀଙ୍କୁ ଦିଆଯାଉ କ୍ଷତିପୂରଣ

ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ରାଜସ୍ବ ଅନ୍ତର୍ଗତ ମାଉଳିମୁଣ୍ଡା ଛକରୁ ଟିକିରାପଡ଼ା ଗ୍ରାମ ନିକଟସ୍ଥ ଚାଷ ଜମିରେ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି। ବେଆଇନ୍ ଘର ନିର୍ମାଣ ଓ ମାଟି ବାଡ ପାଇଁ ବିଲରୁ…
Read More...

ବାରହା ଶିକାର ପରେ ମାଂସ ବିକ୍ରୀ ଅଭିଯୋଗ, ୪ ଗିରଫ

ପାଟଣା:ପାଟଣା ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର ପରେ ଏହାର ମାଂସ ବିକ୍ରୀ ଅଭିଯୋଗରେ ପାଟଣା ବନବିଭାଗ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମର ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ଗ୍ରାମର ରାଉତ…
Read More...

ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କପାସପଡା ବାଙ୍କ ନିକଟରେ ଏକ ବୋଲେରୋ ସହ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ…
Read More...

ଫାଇନାନ୍ସ କମ୍ପାନୀର ୧୨ ବାଇକ୍ ଜାଳିଦେଲେ ଦୁର୍ବୁତ୍ତ, ଅଳ୍ପକେ ବର୍ତ୍ତିଲେ ୫ କର୍ମଚାରୀ

ରାୟଗଡା: ରାୟଗଡା ଜିଲା କାଶୀପୁର ବ୍ଲକର ଟିକିରିରେ ଦୁଇଟି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ୧୨ଟି ମୋଟରସାଇକେଲ ଜାଳି ଦେଲେ ଦୁର୍ବୃତ୍ତ । ଟିକିରିସ୍ଥିତ ପତି କମ୍ପ୍ଲେକ୍ସ ନିକଟରେ ଥିବା ଫ୍ୟୁଜନ ଫାଇନାନ୍ସ ଓ…
Read More...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ଭୁବନେଶ୍ଵର:ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗ ଆନୁକୁଲ୍ୟରେ ଜାତୀୟ ସେବା ଯୋଜନା ଦିବସ ପାଳନ ହୋଇଯାଇଅଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଏନ୍ଏସ୍ଏସ୍ ର ପ୍ରକଳ୍ପ ଅଧିକାରୀ…
Read More...

ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ଏନଏସଏସ ଦିବସ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ)ରେ ସୋମବାର ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଏନଏସଏସ ଯୋଜନା ଅଧିକାରୀ ପ୍ରମୋଦିନୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି…
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ଜୟନ୍ତୀ

ଆଠଗଡ: ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୭ତମ ଜନ୍ମ ଜୟନ୍ତୀ ସୋମବାର ସନ୍ଧ୍ୟାରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଠଗଡର…
Read More...

ମୃତଦେହ ନେବାକୁ ଅରାଜି ହେଲେ ପରିବାର ଲୋକେ, ପୁଲିସ ହେପାଜତରେ ହେଲା ବ୍ୟବଛେଦ

ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।  ଯୁବକଙ୍କ ମୃତ୍ୟୁ ପରେ  ବ୍ୟବଛେଦ ପାଇଁ ପରିବାରଲୋକ ରାଜି ହୋଇନଥିଲେ। ଫଳରେ ଚିକିତ୍ସାଳୟ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର…
Read More...

ପିପିଲିରେ ଗଣେଶ ଭସାଣି ଉତ୍ସବ, ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ କମ୍ପିଲା ପିପିଲି ବଜାର

ପିପିଲି :ପିପିଲି ପୌରାଞ୍ଚଳର ୧୫ଟି ପୂଜାମଣ୍ଡପର ସମୁହ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରା ସୋମବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ…
Read More...

ଜ୍ୟୋତିର୍ମୟୀ ପାଇଲେ ଶ୍ରେଷ୍ଠ ଜାତୀୟ ସେବା ଯୋଜନା ପୁରସ୍କାର

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଜ୍ୟୋତିର୍ମୟୀ ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରୁ ଜାତୀୟ ସେବା ଯୋଜନା ଦିବସରେ କୁଳପତି ପ୍ରଫେସର ଗୀତାଞ୍ଜଳି…
Read More...

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ଏଥର ଏକାକି ଲଢ଼ିବ ଦଳ

ଚେନ୍ନାଇ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି ତାମିଲନାଡ଼ୁ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅୁନଷ୍ଠିତ ବୈଠକ ପରେ ଘୋଷଣା କରାଯାଇଛି।…
Read More...

ବିନୋଦ ପଶାୟତଙ୍କୁ ‘କଲମ ସାରଥୀ’ ସମ୍ମାନ

ସମ୍ବଲପୁର: ବର୍ଷିଆନ କବି, ଲେଖକ, ନାଟ୍ୟକାର ତଥା ଆକଶବାଣୀର ସ୍ବୀକୃତିପ୍ରପ୍ତ ଗୀତିକାର ବିନୋଦ କୁମାର ପଶାୟତଙ୍କୁ ରବିବାର କଲମ ପରିବାର ପକ୍ଷରୁ ତାଙ୍କର ନିରନ୍ତର ସାହିତ୍ୟ ସାଧାନା ପାଇଁ ପ୍ରଥମ ‘କଲମ ସାରଥୀ’…
Read More...

ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ

ଇନ୍ଦୋର: ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ। ଭାରତ ୫୦ ଓଭରରେ କରିଥିଲା ୩୯୯/୫। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡିଏଲଏସ ମେଥଡ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ…
Read More...

ଅପରାଧିଙ୍କ ପୁଲିସକୁ ଖୋଲା ଚ୍ୟାଲେଞ୍ଜ -ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ…

ସମ୍ବଲପୁର: ସମ୍ବଲପୁର ପୁଲିସର ଢିଲା କାର୍ଯ୍ୟଶୈଳୀ ତାହା ଉପରେ ଦିନକୁ ଦିନ ଭାରି ପଡୁଛି ଏବଂ ଏଥିପାଇଁ ଜନତାଙ୍କ ସୁରକ୍ଷା ବାଜିରେ ଲାଗି ଯାଇଛି। ରବିବାର ପୁଲିସକୁ ୫ ଜଣ ଅପରାଧି ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି…
Read More...

ଜିଲା ଆଇନସେବା ପ୍ରାଧିକରଣ ତରଫରୁ ଜୋନାଲ୍‌ସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ-ତଥା-ଜିଲା ଓ ଦୌରାଜଜ୍‌ ନିଶିଥ୍‌ ନିଶାଙ୍କଙ୍କ ପରାମର୍ଶ କ୍ରମେ ଓ ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂଙ୍କ ତତ୍ତ୍ୱାବଧାନରେ ଆଜି ବିକଳ୍ପ ସମାଧାନ କେନ୍ଦ୍ର,…
Read More...

ପାଞ୍ଚ ଶହ ବର୍ଷ ପରେ ବି ଜଗନ୍ନାଥ ଦାସଙ୍କ ଭାଗବତର ପ୍ରାସଙ୍ଗିକତା ଅକ୍ଷୁର୍ଣ୍ଣ ରହିଛି

ଭୁବନେଶ୍ୱର:ପଞ୍ଚସଖାଙ୍କ ମଧ୍ୟରେ ଅନନ୍ୟ ତଥା ଭାଗବତ ପ୍ରଣେତା ଅତିବଡୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ଭାରତବର୍ଷରେ ଧର୍ମୀୟ ଜନଜାଗରଣ ସୃଷ୍ଟି ସହ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିକୁ…
Read More...

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଉଦୟମାନ ବ୍ୟାଟ୍ସମ୍ୟାନ ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର…
Read More...

ପୋଖରୀରେ ବୁଡ଼ି ୨ ଛାତ୍ର ମୃତ

ଭୁବନେଶ୍ବର: ପୋଖରୀରେ ବୁଡ଼ି ଦଶମ ଶ୍ରେଣୀର ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପୋଖରୀପୁଟରେ ଏକ ପୋଖରୀରେ ଏହି ୨ଜଣ ଛାତ୍ର ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉଭୟ ଛାତ୍ରଙ୍କୁ ଉଦ୍ଧା ପରେ ଚିକିତ୍ସା ପାଇଁ କ୍ୟାପିଟାଲ…
Read More...

ଛୁରୀ ମାରି ପେଟ୍ରୋଲ ପମ୍ପରୁ ଲୁଟ

ସୁନ୍ଦରଗଡ଼: ଛୁରାମାଡ଼ କରି ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ କରାଯାଇଥିବା ସୂଚନା ମିଳିଛି। ତଳସର ଥାନା ତୁମୁଲିଆ ନିକଟ ପେଟ୍ରୋଲ ପମ୍ପରୁ ଲୁଟ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଦୁର୍ବତ୍ତଙ୍କ ଛୁରା ମାଡ଼ରେ ପେଟ୍ରୋଲ…
Read More...

ସାଇବର ସଚେତନତାକୁ ବ୍ୟାପକ କରିବା ପାଇଁ ପ୍ରସ୍ତୁତି ବୈଠକ, ଅକ୍ଟୋବର ୨ରୁ ସବୁ ଜିଲ୍ଲାରେ ଗଡିବସଚେତନତା ରଥ

ଭୁବନେଶ୍ୱର: ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ…
Read More...

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରାୟ ଏକ ହଜାର ବିରଳ ପୁସ୍ତକ…

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ରପତି୍ରକାକୁ…
Read More...

ବିନା ଓଜନ ମେସିନରେ ଚାଲିଥିଲା ରକ୍ତଦାନ ଶିବିର, ଅଧାରେ କରାଗଲା ବନ୍ଦ

ଫୁଲବାଣୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ସାରା ଦେଶରେ ସେବା ସପ୍ତାହ ଭାବରେ ପାଳନ କରାଯାଉଥିବା ବେଳେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲା ଯୁବମୋର୍ଚ୍ଚା ସଭାପତି ଗୋଲକ…
Read More...

ଗଣେଶ ପୂଜା ବାସୀଭୋଗ ଖାଇ ଜଣେ ମୃତ

ହରଭଙ୍ଗା: ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅର୍ନ୍ତଗତ ମୂଷାଡ ଗ୍ରାମରେ ଗଣେଶ ପୂଜା ବାସୀଭୋଗଖାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନୂଆଖାଇରେ ଗଣେଶ ପୂଜା ଭୋଗ ଖାଇ ଭାନୁମତି ସାମଲ…
Read More...

ବାଂଶଡା ସେତୁ ଏବଂ ସଂଯୋଗୀ କରଣ ରାସ୍ତାରେ ଫାଟ

ଧାମରା:ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ବାଂଶଡା ଠାରେ ୨୯କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇ ଥିବା ମନ୍ତେଇ ସେତୁ ଏବଂ ସଂଯୋଗୀ କରଣ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ବିଭାଗୀୟ…
Read More...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଡିସେମ୍ବର…
Read More...

ସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଜି ସିବିଆଇ ପକ୍ଷରୁ ଚାର୍ଜ ଫ୍ରେମ କରାଯାଇଛି। ମାମଲାର ୯ ବର୍ଷ ପରେ ସିବିଆଇ ଚାର୍ଜ ଫ୍ରେମ କରିଛି। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ…
Read More...

ରେଳ ଧାରଣାରୁ ଯୁବକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଜିଆରପି ପୁଲିସ ମୁରିବାହାଲ -କଣ୍ଟାବାଞ୍ଜି ରେଳ ଧାରଣା କିଲୋମିଟର ଖମ୍ବ ୧୭୧/୬୮, ବଙ୍ଗୋମୁଣ୍ଡା ଫାଟକ ଆଗକୁ ଆଜି ଜଣେ ଯୁବକ ର ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି। ମୃତ…
Read More...

ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲ ରୁମର ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତର ସଚିନ ସାହୁ ଓ ପ୍ରଥମ ବର୍ଷ ହାଉସ ସର୍ଜନ ଥିଲେ।…
Read More...

ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ମୋହାଲି : ବିଶ୍ବକପ ପୂର୍ବରୁ ଶେଷ ପର୍ଯ୍ୟାୟ ପ୍ରସ୍ତୁତିର ପ୍ରଥମ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛି। ମହମ୍ମଦ ସାମିଙ୍କ ବୋଲିଂ ସଫଳତା ପରେ ୪ ବ୍ୟାଟ୍‌ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ…
Read More...

ଚନ୍ଦ୍ରାୟନ-୨ ତୋରଣରେ ଶୋଭାଯାତ୍ରା ପାଉଛନ୍ତି ଶ୍ରୀଗଣେଶ, ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ପାରାଦ୍ବୀପ: ପାରାଦୀପ ମା’ ଦୁର୍ଗା ୟୁଥ କମ୍ବାଇନ ପକ୍ଷରୁ ପାରମ୍ପରିକ ରୀତିନୀତିରେ ଗଣେଶ ପୂଜା ଅନୁଷ୍ଠିତ ହେଉଛି। ଏଥର ମା’ ଦୁର୍ଗା ୟୁଥ କମ୍ବାଇ ନପକ୍ଷରୁ ଅଭିନବ ଢ଼ଙ୍ଗରେ ଗଣେଶ ପୂଜାରେ ତୋରଣ କରାଯାଇଛି। ଏହି ତୋରଣ…
Read More...

ମନେପଡିଲା ମହାନଦୀ ତଟସୁରକ୍ଷା ଚିନ୍ତା, ଜଳସେଚନ ବିଭାଗୀୟ ଯନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ

ହରଭଙ୍ଗା: ବୌଦ୍ଧ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କେଶର ମୁର୍ମୁ ,କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ମହାକୁଡ ପ୍ରମୁଖ ଶୁକ୍ରବାର ସକାଳେ ହରଭଙ୍ଗାସ୍ଥିତ ମହାନଦୀ ପାଇପ ଜଳ ଯୋଗାଣ ଘାଟରେ ପହଞ୍ଚି ନଦୀତଟର ସ୍ଥିତି…
Read More...

ବାସୀଚୁଡା ଭୋଗଖାଇ ଅସୁସ୍ଥ ଘଟଣା, ୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଲେ

ହରଭଙ୍ଗା: ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅର୍ନ୍ତଗତ ମୂଷାଡ ଗ୍ରାମରେ ନୂଆଖାଈଦିନ ବାସୀ ଚୁଡାଘସା ଭୋଗଖାଇ ଗ୍ରାମର ୨ବର୍ଷର ଶିଶୁଠାରୁ ଆରମ୍ଭ କରି ବୃଦ୍ଧ,ବୃଦ୍ଧା ଭଳି ୫୮ଜଣ ପେଟକଟା, ଝାଡାବାନ୍ତିରେ ଆକ୍ରାନ୍ତ ହୋଇ…
Read More...

ଝିଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ବାପା

ଢେଙ୍କାନାଳ: ପୋଖରୀରେ ବୁଡ଼ି ବାପା, ଝିଅଙ୍କ ସଳିଳ ସମାଧି ହୋଇଛି ଗନ୍ଦିଆ ଥାନା ବାଇଁଶିଆ ପଞ୍ଚାୟତ ଖଙ୍କରା ଗାଁରେ ଏହି ଅଘଟଣ ଘଟିଛି। ପୋଖରୀରେ ଗାଧୋଇବାବେଳେ ୮ବର୍ଷର ଝିଅ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ…
Read More...

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଆଜି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରାଜ୍ୟସଭାରେ ପାରିତ ହୋଇଛି। ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ମହିଳା ସଂରକ୍ଷଣ ବିଲ। ଏହି ବିଲ ବିରୋଧରେ…
Read More...

ଜିମସାର ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ଆଲଜାଇମର୍ସ ଦିବସରେ ସଚେତନତା

ଆଠଗଡ: ଆଠଗଡ ବ୍ଲକର ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜ ଓ ସ୍କୁଲ ପକ୍ଷରୁ ଗୁରୁବାର ଜେନାପଦା ଗ୍ରାମରେ ବିଶ୍ୱ ଆଲଜାଇମର୍ସ(ସ୍ମୃତିଶକ୍ତି କମିବା ରୋଗ) ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।…
Read More...

ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଓ ଦର୍ଶନକୁ ପାଥେୟ କରି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଲୋଡା

ଆଠଗଡ: ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ସ୍କାଉଟ୍ସ ଓ ଗାଇଡ ପକ୍ଷରୁ ଗୁରୁବାର ବିଶ୍ୱ ଶାନ୍ତି ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ମଧୁଲିତା ଦାଶ ଏଥିରେ ଯୋଗଦେଇ ସଂପ୍ରତି…
Read More...

ଗୋପାଳପୁର ପୁଲିସର ଦୁଇ ଦିନିଆ ସମୁଦ୍ର ସୁରକ୍ଷା କବଚ କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ଏସପି ଡ.ଶ୍ରବଣା ବିବେକଙ୍କ ନିର୍ଦେଶ କ୍ରମେ ଦୁଇ ଦିନିଆ ସମୁଦ୍ର ତଟ ସୁରକ୍ଷା କବଚ କାର୍ଯ୍ୟକ୍ରମ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଆଜି…
Read More...

କଖଡି କଲେଜ ପରିସର ପାଲଟିଛି ଡେଙ୍ଗୁଙ୍କ ଏନ୍ତୁଡିଶାଳ, ହଜାରେ ବିଦ୍ୟାର୍ଥୀଙ୍କ ଅସନ୍ତୋଷ

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଠାରେ ଥିବା କଖଡି +୨ ଓ +୩ ମହାବିଦ୍ୟାଳୟ ପରିସର ଡେଙ୍ଗୁ ମଶାର ଏନ୍ତୁଡିଶାଳ ପାଲଟିଛି। ପରିସରରେ ଦୀର୍ଘଦିନ ଧରି ପ୍ରାୟ ୭ଇଞ୍ଚର ପାଣି ଜମି ରହିଥିବାରୁ…
Read More...

ଉନ୍ନତ କିସମର ମାଛ ଚାଷ ପାଇଁ ବିହନ ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ରଣବା ଗ୍ରାମ ପଞ୍ଚାୟତ ର ବଡଗ ଓ କୋନସୁର ଗ୍ରାମ ଠାରେ ଆଦିବାସୀ ମାନଙ୍କ ଜୀବନ ଓ ଜୀବିକାର ବିକାଶକୁ ଦୃଷ୍ଟି ରେ ରଖି ସମନ୍ୱିତ କୃଷି ମାଧ୍ୟମରେ ଲଗାତର ଅଭିନବ…
Read More...

ଗୋଦାମ ଘରୁ ତାଲା ଭାଙ୍ଗି ଲୁଟ ମାମଲା, ଜଣେ ଗିରଫ

ଗୋପାଳପୁର: ଗୋଦାମ ଘରୁ ତାଲା ଭାଙ୍ଗି ଲୁଟ କରିଥିବା ମାମଲାରେ ସମ୍ପୃକ୍ତ ଅଭିଯୁକ୍ଗିତ ଜଣଙ୍କୁ ଗିରଫ କରି ପୁଲିସ ଆଜି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ନିୟୁ ନାରାୟଣପୁର ଓ ଡିଆରପି କୋଲନୀର ଗୋପାଳ…
Read More...

ଶ୍ରୀଭରତପତି ମହାବିଦ୍ୟାଳୟରେ ଆଲୋଚନାଚକ୍ର

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀଭରତପତି ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ “ଡିଟେଲ ଷ୍ଟଡି ଅଫ ମେଣ୍ଡେଲିଆନ ପ୍ରିନ୍ସିପଲ ଆଣ୍ଡ ଷ୍ଟ୍ରକଚର ଅଫ ଡିଏନଏ “ ଶୀର୍ଷକ ଏକ ଆଲୋଚନାଚକ୍ର…
Read More...

ଭାଲିଆଗଡ ଗଣେଶ ପୂଜା ରେ ୧୨୨ କେଜି ଲଡୁ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଗଡ ଠାରେ ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଗଣେଶ ପୂଜା ପାଳିତ ହେଉଥିବା ବେଳେ ପୂଜାରେ ୧୨୨ କେଜି ଓଜନର ଲଡୁ ଗଣେଶଙ୍କ ଠାରେ ଭୋଗ ଲାଗିବା ଆକର୍ଷଣ…
Read More...

ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା

କେନ୍ଦୁଝରଗଡ଼ : ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର…
Read More...

ହୀରାକୁଦ ଜଳଭଣ୍ଡାରର ଖୋଲିଲା ୬ଟି ଫାଟକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ୬ଟି ଫାଟକ ଖୋଲିଲା। ଜଳଭଣ୍ଡାର ବାମ ପାର୍ଶ୍ବରେ ୪ଟି ଓ ଡାହାଣ ପାର୍ଶ୍ବରେ ୨ଟି ଖୋଲିଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ଏବେ ଜଳସ୍ତର…
Read More...

ବଙ୍ଗୋପସାଗରରୁ ନୂତନ ପ୍ରଜାତିର ଫ୍ଲାଇଙ୍ଗ ଗୁର୍ନାଡ୍ ମାଛ ଚିହ୍ନଟ, ରହିଛି ସୂକ୍ଷ୍ମ ରୋଷ୍ଟ୍ରାଲ ୨ଟି କଣ୍ଟା

ଗୋପାଳପୁର: ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର କମଳା ରଙ୍ଗ ସହ କଳା ଛିଟ ଥିବା ମାଛ ତଥା ଗଭୀର ଜଳ ରାଷିରୁ ସାମୁଦ୍ରିକ ମାଛ (ଫ୍ଲାଇଙ୍ଗ ଗୁର୍ନାଡ୍ ) ଚିହ୍ନଟ କରିଛନ୍ତି।…
Read More...

ବଜ୍ରପାତରେ ଗାଈ ଚରାଳିଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ତୁମୁସିହା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମରେ ବୁଧବାର ବଜ୍ରପାତରେ ଗାଈ ଚରଳୀଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି। କଣ୍ଟାପାଳ ଗ୍ରାମର ରାଘବ ଗୁରୁ ଗାଈ ଚରାଇ ଘରକୁ ଫେରୁଥିଲେ,…
Read More...

ସମବାୟ ମନ୍ତ୍ରୀଙ୍କ ତେଲାଙ୍ଗାନା ରାଜ୍ୟ ସମବାୟ ଆପେକ୍ସ ବ୍ୟାଙ୍କ ପରିଦର୍ଶନ

ଭୁବନେଶ୍ୱର: ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ ସମୟରେ ଗତକାଲି ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କର ସଭାପତି…
Read More...

ନୂଆଖାଇରେ ଚାଷୀ ପାଇଲେ କାଳିଆ ସହାୟତା, ୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି

ଭୁବନେଶ୍ବର: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
Read More...

ଚାନ୍ଦା ମାଗି ବନ୍ଧା ହେଲେ ୨ ଯୁବକ, ୨୫ଶହ ଟଙ୍କା ଓ ୨ଟି ମନି ରିସିପ୍ଟ ଜବତ

ଭୁବନେଶ୍ବର: ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୨ଜଣ ଯୁବକ ଗିରଫ ହୋଇଛନ୍ତି। ଖଣ୍ଡଗିରି ଥାନ ପୁଲିସ ପକ୍ଷରୁ ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏମ୍ସ ହସ୍ପିଟାଲ ଅଞ୍ଚଳ ନିକଟ ଅଞ୍ଚଳରୁ…
Read More...

ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡାକିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ସଂଘ ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଛି। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ହେବ ବୋଲି କୁହାଯାଇଛି। ଆନ୍ଦୋଳନରୁ ଓହରି…
Read More...

ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ ଲୋକସଭାରେ ପାରିତ ହୋଇଛି। ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇଥିବା ଜଣାପଡ଼ିଛି। ଭୋଟିଂ ଜରିଆରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ। ମହିଳା ସଂରକ୍ଷଣ…
Read More...

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବାଚସ୍ପତି

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହୋଇଛନ୍ତି ବିଜେଡି ବାଚସ୍ପତି ପ୍ରାର୍ଥୀ। ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି। ଆସନ୍ତାକାଲି ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ…
Read More...

ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ:୨୦୨୪ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଇଁ ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି। ଗଣତନ୍ତ୍ର ଦିବସରେ ଅତିଥି ହେବାକୁ ଜୋ ବାଇଡେନଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଭାରତ-ଆମେରିକା ଜି-୨୦…
Read More...

ଗୋପବନ୍ଧୁ ଚିକିତ୍ସାଳୟ,ସେବିକା ମହାବିଦ୍ୟାଳୟରେ ଗଣେଶପୂଜା

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଓ ସେବିକା ମହାବିଦ୍ୟାଳୟରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାଉତ୍ସବ ଶାସ୍ତ୍ରୀୟ ବିଧିମୁତାବକ ସଂପନ୍ନ ହୋଇଛି।…
Read More...

ଗୋପବନ୍ଧୁ ଚିକିତ୍ସାଳୟରୁ ଚୋରି, ସିସିଟିଭି ତଥ୍ୟ ପ୍ରଦାନ ପରେ ବି ପଦକ୍ଷେପ ନେଉନି ପୁଲିସ

ଗୁରୁଡିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ସପ୍ତାହକ ମଧ୍ୟରେ ୨ଥର ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ…
Read More...

ପାଇପ ବିଛା ଆଳରେ ରାସ୍ତା ପାଲଟିଛି ମରଣଯନ୍ତା,ପଳାଶପଙ୍ଗାବାସୀଙ୍କ ଆନ୍ଦୋଳନ ଚେତାବନୀ 

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ପ୍ରତି ଘରକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ନେଇ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଆସୁଛି। ଏଥିନିମନ୍ତେ କାର୍ଯ୍ୟାଦେଶ ଲାଭ କରିଥିବା ଠିକାଦାର ସଂସ୍ଥା ପକ୍ଷରୁ ରାସ୍ତାକୁ…
Read More...

ଆରମ୍ଭ ହେଲା ବିଘ୍ନବିନାଶକଙ୍କ ପୂଜାତ୍ସୋବ, ଦର୍ଶକଙ୍କୁ ଆକୃଷ୍ଟ କରିିଛି ହାୱଡା ବ୍ରିଜ୍‍ ବୈଦ୍ୟୁତିକ ତୋରଣ

କେନ୍ଦୁଝରଗଡ଼: ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାତ୍ସୋବ ମଙ୍ଗଳବାର ଠାରୁ କେନ୍ଦୁଝର ଜିଲାରେ ଧୂମଧାମରେ ଆରମ୍ଭ ହୋଇଛି। ଏଥିପାଇଁ ବିଶେଷକରି କେନ୍ଦୁଝର ସହର ବେଶ୍‍ ଚଳଚଞ୍ଚଳ ହୋଇପଡିଛି। ଗତ କିଛିବର୍ଷ ଧରି ଗଣେଶ…
Read More...

ସାପ କମୁଡାରେ ଜଣେ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ୍ ବାଦପୁର ପଞ୍ଚାୟତ ଅନ୍ତର୍ଗତ ହଳଦିଆପଦର ଗ୍ରାମର ଡି. ଲବଦାସଙ୍କୁ ସୋମବାର ରାତିରେ ସାପ କାମୁଡି ଦେଇଥିଲା। ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।…
Read More...

ବଜ୍ରପାତରେ ମହିଳା ମୃତ

ପାତ୍ରପୁର: ପାତ୍ରପୁର ବ୍ଳକ ବ୍ରାହ୍ମଣ ନୂଆଗାଁ ଗ୍ରାମପଞ୍ଚାୟତ ଆନ୍ଧ୍ର ସୀମାନ୍ତ ଶବର ଦେଇ ପେଟା ଗ୍ରାମର ଜଣେ ମହିଳାଙ୍କ ବଜ୍ରାପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମହିଳା ଜଣକ ହେଉଛନ୍ତି ରୋକାଲା ଭଗବାନ ଙ୍କ ପତ୍ନୀ…
Read More...

ଅହିରାଜ ସାପ ଉଦ୍ଧାର

ପାତ୍ରପୁର:ପାତ୍ରପୁର ବ୍ଳକ ପଦାଦିଗି ପଞ୍ଚାୟତ ନୁଆପେଣ୍ଠ ଗ୍ରାମରେ ଥିବା ହାର୍ଡୱେର ଦୋକାନ ପଛପଟୁ ଏକ ଅହିରାଜ ସାପ ଉଦ୍ଧାର କରା ଯାଇଛି। ଆଜି ନୁଆପେଣ୍ଠ ଗ୍ରାମର ଦୋକାନ ପଛ ପଟେ ଏକ ଅହିରାଜ ସାପ ଥିବା ଦୋକାନ ମାଲିକ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା, ପୁଅ ଓ ପୁତୁରାଙ୍କ ମୃତ୍ୟୁ; ୬ ଗୁରୁତର

ଧର୍ମଗଡ଼: ଟ୍ରକ-ଅଟୋ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାର ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଜୁନାଗଡ଼ ଥାନା ଦାସୀ ଗାଁ ବୁଲାଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମ୍ପର୍କୀୟଙ୍କ ଘରକୁ ଅଟୋରେ…
Read More...

ବଲାଙ୍ଗିରରେ ଗୁଳିକାଣ୍ଡ, ଜଣେ ଗିରଫ

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ସଇଁତଳା ନିକଟରେ ଗୁଳିକାଣ୍ଡ ଘଟିଛି। ଏକ ହୋଟେଲ ବାହାରେ ଏୟାର ଗନରୁ ୯ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି। ହୋଟେଲ ମାଲିକଙ୍କ ସହ ବଚସାରୁ ଗୁଳିକାଣ୍ଡ ଘଟିଥିବା…
Read More...

ଗଣେଶ ପୂଜାରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର ଆହତ

କଟକ: ଗଣେଶ ପୂଜାରେ ବିଡ଼ାନାସୀ ନୂଆସାହିରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡ଼ିଛି। ଗୋଟିଏ ଗୋଷ୍ଠୀର ଜଣଙ୍କ ପେଟରେ ବୋତଲ ଭୁସିଦେଲେ ଅପରଗୋଷ୍ଠୀ। ଉଭୟ ଗୋଷ୍ଠୀର ଜଣେ ଲେଖାଏଁ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ…
Read More...

ପାରାଦ୍ବୀପ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା

ପାରାଦ୍ବୀପ: ପାରାଦ୍ବୀପ ମୁହାଣରେ ଏକ ମାଛଧରା ଡଙ୍ଗା ଓଲଟି ପଡ଼ିଥିବା ଜଣାପଡ଼ିଛି। ଡଙ୍ଗାରେ ୭/୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।…
Read More...