ଝିଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ବାପା

ଢେଙ୍କାନାଳ: ପୋଖରୀରେ ବୁଡ଼ି ବାପା, ଝିଅଙ୍କ ସଳିଳ ସମାଧି ହୋଇଛି ଗନ୍ଦିଆ ଥାନା ବାଇଁଶିଆ ପଞ୍ଚାୟତ ଖଙ୍କରା ଗାଁରେ ଏହି ଅଘଟଣ ଘଟିଛି। ପୋଖରୀରେ ଗାଧୋଇବାବେଳେ ୮ବର୍ଷର ଝିଅ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ବାପା ପାଣିରେ ବୁଡ଼ିଯାଇଥିଲେ।

Comments are closed.