www.samajalive.in
Thursday, December 11, 2025
16.1 C
Bhubaneswar

ଅହିରାଜ ସାପ ଉଦ୍ଧାର

ପାତ୍ରପୁର:ପାତ୍ରପୁର ବ୍ଳକ ପଦାଦିଗି ପଞ୍ଚାୟତ ନୁଆପେଣ୍ଠ ଗ୍ରାମରେ ଥିବା ହାର୍ଡୱେର ଦୋକାନ ପଛପଟୁ ଏକ ଅହିରାଜ ସାପ ଉଦ୍ଧାର କରା ଯାଇଛି। ଆଜି ନୁଆପେଣ୍ଠ ଗ୍ରାମର ଦୋକାନ ପଛ ପଟେ ଏକ ଅହିରାଜ ସାପ ଥିବା ଦୋକାନ ମାଲିକ ଦେଖିଥିଲେ। ଏହା ପରେ ସାପ ଧରାଳିଙ୍କୁ ଦୋକାନ ମାଲିକ ବୁଲୁ ଦୋରା ଖବର ଦେଇଥିଲେ । ଖବର ପାଇ ସାପ ଧରାଳି ଘଟଣା ସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଉଦ୍ଧାର କରିଥିଲେ। ବନାଞ୍ଚଳ ଅଧିକାରୀଙ୍କୁ ଜଣାଇବା ପରେ ଉଦ୍ଧାର କରାଯାଇଥିବା ଅହିରାଜ ସାପକୁ ନିକଟସ୍ଥ ଜଙ୍ଗଲରେ ଛଡ଼ା ଯିବ ବୋଲି ସାପ ଧରାଳି ସୂଚନା ଦେଇଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories