କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ତୁମୁସିହା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମରେ ବୁଧବାର ବଜ୍ରପାତରେ ଗାଈ ଚରଳୀଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି। କଣ୍ଟାପାଳ ଗ୍ରାମର ରାଘବ ଗୁରୁ ଗାଈ ଚରାଇ ଘରକୁ ଫେରୁଥିଲେ, ଫେରିବା ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଘଟଣା ସ୍ଥଳରେ ରାଘବଙ୍କ ମୃତ୍ୟୁ ହୋଇଛି। ପୁଲିସ ରାଘବଙ୍କ ମୃତଦେହ ଜବତ ପରେ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି।
Popular Categories



