ପିପିଲିରେ ଗଣେଶ ପୂଜା ପାଳିତ

ପିପିଲି:ପିପିଲିର ପୁରପଲ୍ଲୀରେ ପ୍ରଭୂ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଅତ୍ୟନ୍ତ ଭକ୍ତି ସହକାରେ ପାଳିତ ହୋଇଯାଇଛି। ପିପିଲି କଲେଜ, ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜବାହର…
Read More...

ଓଡିଆ ଜାତିର ଚିରସ୍ମରଣୀୟ ବ୍ୟକ୍ତିତ୍ୱ ବାରିଷ୍ଟର ବିଶ୍ୱନାଥ ମିଶ୍ର

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ବାରିଷ୍ଟର, ଓଡିଆ ଭାଷା ଆନ୍ଦୋଳନର ପୁରୋଧା ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ୯୦ତମ ଶ୍ରାଦ୍ଧ ଦିବସ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ସ୍ୱତନ୍ତ୍ର…
Read More...

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ପାଇଁ ତାଲିମ

ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ…
Read More...

ମେକ୍ସପିକ ଅପ୍ ସହ ବାଇକ ମୁହାଁ ମୁହିଁ ଧକ୍କା , ବାଇକ ଆରୋହୀ ମୃତ୍ୟୁ,  

ଚାନ୍ଦିପୁଟ ନିପ୍ର      ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଚିଟିଙ୍ଗ ଘାଟି ନିକଟସ୍ଥ ବୁଲାଣି ରାସ୍ତା ରେ ଆଜି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ଅକାଳରେ ଜୀବନ ଚାଲିଯାଇଛି । ମୃତ ଯୁବକ…
Read More...

ମିନିଟ୍ରକ ସହ ବିପୁଳ ପରିମାଣର ଚୋରା କାଠଗଣ୍ଡି ଜବତ, ଅଭିଯୁକ୍ତ ଫେରାର

ଚାନ୍ଦିପୁଟ: ଜଙ୍ଗଲ ରୁ ଶାଗୁଆନ କାଠ ଚୋରାଚାଲାଣ ବେଳେ ମିନି ଟ୍ରକ ସହ ୧୧ ଖଣ୍ଡ କାଠ ଗଣ୍ଡି ଜବତ କରିଛି ମୋହନା ବନ ବିଭାଗ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମୋହନା ବନାଞ୍ଚଳ ଅଧିନସ୍ଥ ଅଡବା ଅଞ୍ଚଳରେ…
Read More...

ଛେଳିକୁ ଗୋଟା ଗିଳିଲା ଅଜଗର!

ନୀଳଗିରି: ପାହାଡ଼ ପାଦଦେଶରେ ଚରୁଥିବା ଏକ ଛେଳିକୁ ଅଜଗର ସାପଟି ଗୋଟା ଗିଳି ଦେଇଛି। ବାଲେଶ୍ୱର ଜିଲା, ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅଧୀନ ଢ଼ୋଲପୁର ଗାଁର ରମାକାନ୍ତ ସିଂ ଘର ପାର୍ଶ୍ବସ୍ଥ ଦେବଗିରି ପାହାଡ଼ ପାଶ୍ୱର୍କୁ…
Read More...

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା, ଶିକ୍ଷକଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବର୍ଷେ ତଳେ ଜୈ ନିକ ଚତୁର୍ଥ ଶ୍ରେଣୀ ଛାତ୍ରୀ ଙ୍କୁ ଶିକ୍ଷକ ଦୁର୍ବ୍ୟବହାର ଦେବା ଘଟଣାରେ ପୂର୍ଣ୍ଣ ଛେଦ ପଡିଛି। ଏହି ମାମଲାର ବିଚାର କରି ଗିରଫ…
Read More...

ସାର୍ବଜନୀନ ପୂଜାତ୍ସୋବ ପାଇଁ ଆଦାୟ ହେବନି ଗ୍ରାଉଣ୍ଡ ରେଣ୍ଟ, ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା…
Read More...

ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ପ୍ରସ୍ତାବକୁ ମୋହର, ସିଲକନ ଓ ନିଷ୍ଟ ହେବ ୟୁନିଟାରି ୟୁନିଭର୍ସିଟି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ମୋଟ ୧୯ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବେିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ…
Read More...

ରାଜ୍ୟ ଶ୍ରମ ସଂସ୍ଥାନରେ ସୁରକ୍ଷା କର୍ମଶାଳାରେ ଯୋଗଦେଲେ ୧୫୦ ଜଣ ପ୍ରତିନିଧି

ଭୁବନେଶ୍ୱର: କାରଖାନା ମାନଙ୍କରେ ଅତ୍ୟନ୍ତ ବିପଦସଙ୍କୁଳ ଏବଂ ସମ୍ଭାବ୍ୟ ଦୁର୍ଘଟଣା ଘଟାଉଥିବା ଥିବା ହୋଷ୍ଟ ଲିଫ୍ଟ ରୋପ ଲିଫ୍ଟିଂ ମେସିନ ଚେନ ଲିଫ୍ଟିଂ ଟାକେଲ୍ସ ପ୍ରେସର୍‌ ପ୍ଳାଣ୍ଟ ବିପଦପୂର୍ଣ୍ଣ ଫ୍ୟୁମ ଏବଂ ଗ୍ୟାସ…
Read More...

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା, ପୁରୀ ପୌରପାଳିକା ଲିଜ୍‌ ଜମିଗୁଡିକ…

ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ୫-ଟି ସଚିବଙ୍କ ପୁରୀ ଓ ନୟାଗଡ ଜିଲା ଗସ୍ତ ସମୟରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଅଭିଯୋଗ ମିଳିଥିଲା। ଏ ସଂପର୍କରେ ୫-ଟି ସଚିବ ଭି.କେ. ପାଣ୍ଡିଆନ…
Read More...

 ଭୋଟର ସଚେତନତା ରଥର ଶୁଭାରମ୍ଭ 

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ରଥକୁ ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଦାୟିତ୍ଵ ରେ ଥିବା ସହକାରୀ…
Read More...

ନିରାଶା ମଧ୍ୟରେ ଆଶାର ଉଜ୍ଜୀବନ ଥିଲା ବୈକୁଣ୍ଠ – କବିତାର ନିଷ୍କର୍ଷ

ଭୁବନେଶ୍ୱର: ନିରାଶା ମଧ୍ୟରେ ଆଶାର ଉଜ୍ଜୀବନ ଥିଲା ବୈକୁଣ୍ଠନାଥଙ୍କ କବିତାର ନିଷ୍କର୍ଷ ବୋଲି ବୈକୁଣ୍ଠନାଥଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ବିଶିଷ୍ଟ ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟା ୬ଟାରେ…
Read More...

ଜନମଙ୍ଗଳକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଜରୁରୀ

ଫୁଲବାଣୀ:ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ସଭାପତିତ୍ୱରେ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଏସିଡିସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମିଳିତ ଉଦ୍ୟମରେହିଁ ଜିଲାର…
Read More...

ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର

ସମ୍ବଲପୁର: ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲରପଙ୍କ ତରଫରୁ ଆଜି ସାପଲହରା ଠାରେ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଚିହ୍ନଟ ଶିବିର ରେ ୧୫୦ ରୁ ଅଧିକ ରୋଗୀଙ୍କୁ…
Read More...

ସ୍ୱାବଲମ୍ବୀ ଭାରତ ଅଭିଯାନ ଅର୍ନ୍ତଗତ ଛାତ୍ରଛାତ୍ରୀଙ୍କୁ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ଏମ୍ସ କଲେଜ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଅର୍ନ୍ତଗତ ଏକ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ହୋଇଯାଇଛି। ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ବୌଦ୍ଧ ଜିଲାର ନିଆରା ପରମ୍ପରା-ପୁରା ଉଆଁସ ଓ ଲଙ୍କାପୋଡି

ବୌଦ୍ଧ : ଆଜି ହେଲା ସପ୍ତପୁରୀ ଅମାବାସ୍ୟା। ଏହି ପାରମ୍ପରିକ ପର୍ବକୁ ନେଇ ବୌଦ୍ଧ ଜିଲାର ସମସ୍ତ ଗ୍ରାମ ଗୁଡିକ ଚଳ ଚଞ୍ଚଳ ହୋଇପଡିଛି। ବୌଦ୍ଧ ଜିଲାରେ ସପ୍ତପୁରୀ ଅମାବାସ୍ୟା କୁ ପୂରା ଉଆଁସ ଭାବେ ପାଳନ କରାଯାଇଥାଏ।…
Read More...

ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆଣିଛି ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଶିକ୍ଷକ-ପ୍ରଶିକ୍ଷକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ…
Read More...

ଛୁଟିରେ ୩୬୫ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ:୫୦ ବିଦ୍ୟାଳୟରେ ତାଲା, ବନ୍ଦ ରହିଲା ମଧ୍ୟାହ୍ନ ଭୋଜନ

ଖୁଣ୍ଟା: ଖୁଣ୍ଟା ବ୍ଲକର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ୩୬୫ଜଣ ପ୍ରାଥମିକ ଶିକ୍ଷକ ଛୁଟିରେ ରହି ଆନ୍ଦୋଳନକରୁଛନ୍ତି। ଫଳରେ ୫୦ଟି ପ୍ରାଥମିକ ବିଦ୍ୟାଳୟ…
Read More...

ମୃତ କନେଷ୍ଟବଳଙ୍କ ପରିବାରକୁ ୩୦ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ

ବୌଦ୍ଧ: ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ମୃତ କନେଷ୍ଟବଳ ଅଶୋକ କୁମାର କହଁରଙ୍କ ପରିବାରଙ୍କୁ ୩୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଗତ ୧୮/୦୫/୨୦୨୨ ରିଖ ଦିନ ବୌଦ୍ଧ ଜିଲ୍ଲା ପୋଲିସ ଅଫିସ ରେ…
Read More...

ଉତ୍ତମ ପୋଷଣ, ସୁସ୍ଥ ଜୀବନ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା…
Read More...

ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା ଶିବିର

ହରଭଙ୍ଗା: ତାଲୁକା ଆଇନ ସେବା କମିଟି ହରଭଙ୍ଗା ପକ୍ଷରୁ ହରଭଙ୍ଗା କୋର୍ଟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନ ସେବା କମିଟି…
Read More...

ପୁଣି ଘର ଭାଙ୍ଗିଲେ ହାତୀ, ଅଳ୍ପକେ ବର୍ତ୍ତିଲେ ପରିବାର

ଭୁବନେଶ୍ବର:କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ଗତ କିଛି ଦିନ ହେଲା ୨୩ ଟିକିଆ ହାତୀପଲ ଡେରା ପକାଇ ଥିବା ବେଳେ ପୁଣି ବୁଧୁବାର ସଂଧ୍ୟା ପାଖାପାଖି ସାଢେ ୬ ଟା ସମୟରେ କପୁଣ୍ଡି ଗ୍ରାମର ବଣ ସାହିରେ ଗୋଟିଏ ଘର…
Read More...

କଳାକାରମାନଙ୍କ ପ୍ରଶିକ୍ଷଣ ଶିବିର, ଯୋଗଦେଲେ ୬୯୬ଜଣ କଳାକାର

ଆଠଗଡ: ଆଠଗଡ ବ୍ଲକ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଚାଲିଥିବା ୨ଦିନିଆ ବ୍ଲକସ୍ତରୀୟ କଳାକାର ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‍ଯାପିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ବିଭିନ୍ନ ଲୋକକଳାର…
Read More...

ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୧ ଅଭିଯାନରେ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଛାତ୍ରଙ୍କ ଚମତ୍କାରିତା

ଭୁବନେଶ୍ୱର: ମହାକାଶ ଇତିହାସରେ ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୍‌୧ର ସଫଳ ଅଭିଯାନ ଭାରତ ପାଇଁ ଅକଳ୍ପନୀୟ ଗୌରବ ଆଣିଥିବାବେଳେ ଏହି ମିଶନରେ ସାମିଲ ଥିବା ଓଡିଶାର ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର…
Read More...

ରାଜ୍ୟର ଅର୍ଥନୈତିକ ଓ ଜଳବାୟୁ ବିପର୍ଯ୍ୟୟ ଜନିତ ପ୍ରଭାବରୁ ଏହି ପ୍ରକଳ୍ପ ସୁରକ୍ଷା ଦେବ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଓଡିଶାର ସାମର୍ଥ ଓ ସହାୟକ ବୃଦ୍ଧି ସମ୍ପର୍କରେ ବିଶ୍ୱବ୍ୟାଙ୍କ ସହାୟତା ପ୍ରକଳ୍ପ କାର୍ଯ୍ୟକାରିତା ନେଇ ବିଶ୍ୱବ୍ୟାଙ୍କ ମିଶନ ଟିମ୍ ସହ ଏକ ବୈଠକ ଉନ୍ନୟନ କମିଶନର…
Read More...

ବେଆଇନ ବାଷ୍ପୀତ୍ର ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ ଉପରେ ଶ୍ରମ ବିଭାଗ କମିଶନରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସରକାରଙ୍କ କାରଖାନାମାନଙ୍କରେ ଶୂନ୍ୟ ଦୁର୍ଘଟଣା ନୀତି ଆଧାରରେ ସୁରକ୍ଷିତ ବାଷ୍ପୀତ୍ର ଏବଂ ବାଷ୍ପ ନଳୀ ସ୍ଥାପନା, ଚାଳନ, ରକ୍ଷଣାବେକ୍ଷଣ ତଥା ମରାମତି ଶୀର୍ଷକ ବିଷୟ ଉପରେ ରାଜ୍ୟ ଶ୍ରମ ସଂସ୍ଥାନରେ…
Read More...

ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଆତ୍ମହତ୍ୟା ରୋକିବା ପାଇଁ ସମସ୍ତ ପ୍ରୟାସ ପ୍ରଶଂସନୀୟ: କୁଳପତି

ଭୁବନେଶ୍ୱର: ଲକ୍ଷ୍ୟ ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି। ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟାରେ ପ୍ରବଣତା ବଢୁଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା…
Read More...

ଯୁବ ରେଡ଼କ୍ରସ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ: ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ମହାବିଦ୍ୟାଳର ଅଧ୍ୟକ୍ଷ ସୁବାଷ…
Read More...

ତିଗିରିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତରଫରୁ ଗଡ଼ିଲା କୃଷିରଥ

ତିଗିରିଆ:ରାଜ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ତିଗିରିଆ ବ୍ଲକରେ କୃଷି ରଥ ଗଡିବା ଶୁଭାରମ୍ଭ ହୋଇଛି। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତିଗିରିଆର ଅଧ୍ୟକ୍ଷ ହରେନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର…
Read More...

ଶିକ୍ଷକ ନିଯୁକ୍ତି ଦାବୀରେ ସ୍କୁଲରେ ତାଲା ପକାଇଲେ ଅବିଭାବକ, ଧାରଣାରେ ବସିଲେ ଛାତ୍ରଛାତ୍ରୀ

ହରଭଙ୍ଗା :ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରୁବୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦାବୀରେ ମଙ୍ଗଳବାର ସକାଳେ ଅଭିଭାବକ ସ୍କୁଲରେ ତାଲା ପକାଇବା ସହ ଛାତ୍ର, ଛାତ୍ରୀ ଧାରଣାରେ ବସି ଏହାର…
Read More...

ବୃତ୍ତିଗତ ଶିକ୍ଷାରେ କୌଶଳ ବିକାଶ ଅପରିହାର୍ଯ୍ୟ

ଭୁବନେଶ୍ୱର: ଶ୍ରେଣୀଗୃହ ଶିକ୍ଷା ସହ ଅନୁଭୁତି ଓ ଅନୁଭବରୁ ମିଳୁଥିବା ଶିକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେବଳ ପାଠ୍ୟପୁସ୍ତକ ନ ପଢ଼ି ଆଗ୍ରହ ଥିବା ବିଷୟବସ୍ତୁ ଉପରେ ଆଧାରିତ ପୁସ୍ତକ ଯଥା ଗଳ୍ପ, ଉପନ୍ୟାସ, ପତ୍ରପତ୍ରିକା,…
Read More...

ଏସିଆ କପ୍ : ଶ୍ରୀଲଙ୍କା ଆଗରେ ୨୧୪ ରନର ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଭାରତ ୨୧୩ରେ ଅଲଆଉଟ ହୋଇଛି। ଓପେନିଂ ଯୋଡ଼ିରେ ୮୦ ରନ ସତ୍ତ୍ବେ ୫୦ ଓଭର ଖେଳିପାରିଲାନି ଭାରତ। ଅଧିନାୟକ ରୋହିତ ୫୩, ଈଶାନ ୩୩, ରାହୁଲଙ୍କ ୩୯ ରନ କରିଥିବାବେଳେ ଶ୍ରୀଲଙ୍କାର ସ୍ପିନର…
Read More...

ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ସମୀକ୍ଷା, ଆଦିମ ଜନଜାତିଙ୍କ ଜୀବିକା ମିଶନ ଓ ଜଳ ସଂରକ୍ଷଣକୁ ଗୁରୁତ୍ୱ

କେନ୍ଦୁଝରଗଡ଼: କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବିଭାଗୀୟ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଜିଲାପାଳ କାର୍ଯ୍ୟାଳୟ ପରିସର ମିନି…
Read More...

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ, ନିର୍ବାଚନ ପ୍ରସ୍ତୁତି ନେଇ ହେବ ସମୀକ୍ଷା

ଭୁବନେଶ୍ବର: ଆଜି ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ…
Read More...

ରାଜଧାନୀରେ ଡାକ୍ତର ଅପହରଣ, ୪ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ଘଟଣାରେ ପର୍ଦ୍ଦାଫାସ ହୋଇଛି। ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଦମ୍ପତି ସମେତ ୪ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଜଣେ ଲେଡି ଡନ, ତାଙ୍କ…
Read More...

ବିଦ୍ୟାଳୟରେ ଚାଲିଛି ନିମ୍ନମାନ କାର୍ଯ୍ୟ, ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ପଞ୍ଚାୟତ ପଦରସାହିର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟ ଚାଲିଛି । ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରୁଥିଲେ ହେଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି…
Read More...

ଏରେଣ୍ଡେଇ ଜଙ୍ଗଲରେ ୨୨ ଘରିଆ ହାତୀପଲ

ପାଟଣା: ତିନିଦିନ ହେଲା ପାଟଣା ବ୍ଲକ ଅଞ୍ଚଳକୁ ଫେରିଛନ୍ତି ୨୨ ଘରିଆ ହାତୀପଲ। ବୈତରଣୀ ପାର ହୋଇ ବେଗୁନାଖମଣ , କୋଠାଘର, ଡୁମୁରିଆ , ତଣ୍ଡୋ ହୋଇ ଏରେଣ୍ଡେଇ ନିକଟ ବୈତରଣୀ ନଦୀ କୂଳ ଜଙ୍ଗଲରେ ଏହି ହାତୀପଲ ଡେରା ପକାଇ…
Read More...

ନିଜ ପ୍ରେମିକା ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୁକ୍ତ ପ୍ରେମିକ ଗିରଫ

ଜି ଉଦୟଗିରି: ନିଜ ପ୍ରେମିକାକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୁକ୍ତ ପ୍ରେମିକକୁ ପୁଲିସ ଗିରଫ କରିଛି। ଗତ ଦୁଇ ବର୍ଷ ତଳେ ଶୁଭଶ୍ରୀ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ ଅନାମ ଦିଗାଲ। ପରବର୍ତ୍ତି ସମୟରେ…
Read More...

ଭୁବନେଶ୍ୱର ବ୍ଲକରେ ମିଳିତ ଜନଶୁଣାଣି

ଭୁବନେଶ୍ୱର: ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୩୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୨୮ଟି ଅଭିଯୋଗ…
Read More...

ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ବାଧକ

କଲମ୍ବୋ: ଭାରତ-ପାକିସ୍ତାନ ମ୍ୟାଚରେ ପୁଣି ବର୍ଷା ବାଧକ ସାଜିଛି। ୧୧ ଓଭର ସୁଦ୍ଧା ପାକିସ୍ତାନ ୪୪/୨ ରନ ସ୍କୋର କରିଥିଲାବେଳେ ବର୍ଷା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ଭାରତ ୩୫୬/୨ ରନର ବିଶାଳ ସ୍କୋର…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁିଳିମାଡ଼

ବାଲେଶ୍ବର: ବାଲେଶ୍ବର ସହର ଶୋଭାରାମପୁରରେ ଫୁଟିଲା ଗୁଳି। ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗୁିଳିମାଡ଼ ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ଏହି ଗୁଳିମାଡ଼ ଘଟଣାରେ ଯୁବକଙ୍କ ହାତରେ ଗୁଳି ବାଜିଛି। ଫଳରେ ସେ ଗୁରୁତର…
Read More...

ଆଶା ହରେଇଲା ପରେ ସାହା ହେଲା ବିଏସକେୱାଇ, ଚିକିତ୍ସା ପାଇଁ ୧୦ଲକ୍ଷ ଟଙ୍କା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର:ଭେଲୋର,କଲକତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ମୋର ସାହା ହେଲା। କଲକତାର ନାରାୟଣ ହୃଦୟାଳୟରେ ମୋର ଉପଯୁକ୍ତ ଚିକିତ୍ସା…
Read More...

କଲିକତାର ସ୍କୁଲ ଛାତ୍ରଛାତ୍ରୀ ବୁଲି ଦେଖିଲେ ଓଡ଼ିଶା ବିଧାନସଭା

ଭୁବନେଶ୍ୱର: କଲିକତାର ଲର୍ଡ ସିହ୍ନା ରୋଡସ୍ଥିତ ଶ୍ରୀ ଶିକ୍ଷାୟତନ ସ୍କୁଲର ଦ୍ୱାଦଶ ଶ୍ରେଣୀ (ରାଜନୀତି ବିଜ୍ଞାନ) ଛାତ୍ରଛାତ୍ରୀମାନେ ଆଜି ଓଡ଼ିଶା ବିଧାନସଭା ବୁଲି ଦେଖିଛନ୍ତି। ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି…
Read More...

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପାଇଁ ହାଇକୋର୍ଟରେ ମାମଲା

ନାଟ ମଣ୍ଡପ ବିମ ତୁରନ୍ତ ମରାମତି ପାଇଁ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିରର ନାଟ ମଣ୍ଡପ ବିମ ଦୁର୍ବଳ ଥିବାରୁ ଏହାର ମରାମତି ପାଇଁ ମାମଲା ରୁଜୁ କରାଯାଇଛି। ଆମିକସକ୍ୟୁରିଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟରେ ମିସକେସ…
Read More...

ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜେଲ

ଭୁବନେଶ୍ବର: ଜଟଣୀ ବଡ଼ ନୂଆ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ୨ ଟି ମାମଲାରେ ଦଣ୍ଡାଦେଶ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ। ଗୋଟିଏ…
Read More...

ୟୁଜି ଓ ପିଜି ନାମଲେଖା ପାଇଁ ସଂଶୋଧିତ ବିଜ୍ଞପ୍ତି ଜାରି, ଅକ୍ଟୋବର ୧୩ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ପରେ ଖାଲିପଡ଼ିଥିବା ୟୁଜି ଓ ପିଜି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପଦକ୍ଷେପ ନେଇ ନିଆଯାଇଛି। ୟୁଜି ଓ ପିଜି ଦ୍ବିତୀୟ…
Read More...

ରକ୍ତଦାନ ଶିବିରରେ ୫୨ ୟୁନିଟ ସଂଗ୍ରହ

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ସ୍ଥିତ ଅମ୍ବିରା ନଗରଠାରେ ଆପ୍ରାଇଜ ଯୁକ୍ତ ୨ ସାଇନ୍ସ କଲେଜ, ସମ୍ବଳ ପରିବାର ଓ ଛାଭ୍ୟା ଫାଉଣ୍ଡେସନ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୫୨ ୟୁନିଟ…
Read More...

‘ଜନଜାତି ଲୋକ କଥା ଓ ଲୋକ ପରମ୍ପରା’ ଶୀର୍ଷକ ଦିନିକିଆ କର୍ମଶାଳା

ଫୁଲବାଣୀ/ଦାରିଙ୍ଗବାଡ଼ି:କନ୍ଧମାଳ ଜିଲା ସ୍ଥିତ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଭ୍ରମରବାଡି ଠାରେ ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ ଏଣ୍ଡ ଇଣ୍ଡିଜିନସ ରିସର୍ଚ, ଭୁବନେଶ୍ଵର ତରଫରୁ “ଜନଜାତି ଲୋକ କଥା ଓ ଲୋକ ପରମ୍ପରା”…
Read More...

ବିଜୁ ଏକ୍ସପ୍ରେସ ୱେ ଦୁର୍ଘଟଣା, ଡିଭାଇଡ଼ରରେ ପିଟିହୋଇ ବାଇକ ଚାଳକ ମୃତ

ଲଡୁ ଗାଁ : କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା। କେନ୍ଦୁଗୁଡା ଛକ ନିକଟ ବିଜୁ ଏକ୍ସପ୍ରେସ ୱେ ଡିଭାଇଡ଼ରରେ ପିଟିହୋଇ ଡୁଡୁକାଠେଙ୍ଗା…
Read More...

ମିଶନଶକ୍ତି ଜରିଆରେ ଏସଏଜିକୁ ମୋ ସ୍କୁଟର ଯୋଜନାର ଶୁଭାରମ୍ଭ

ଆଠଗଡ: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୋ ସ୍କୁଟର ଯୋଜନା ଆଠଗଡରେ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଆଠଗଡ ମିନି ଷ୍ଟାଡିୟମଠାରେ ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ…
Read More...

ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା, ୨ ପୁଲିସ କର୍ମଚାରୀ ନିଲମ୍ବିତ

ଆଠଗଡ଼: ଆଠଗଡ ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି। ଡିସିଓ ଦାଇତ୍ୱରେ ଥିବା ସହକାରୀ ଉପନିରୀକ୍ଷକ ରଞ୍ଜନ କୁମାର ସାହୁ ଏବଂ ରାତ୍ରି ଜଗୁଆଳି…
Read More...

ଅବସର ପରେ ଗାଁକୁ ଫେରିଲେ ଯବାନ, ବାଜା ବାଦ୍ୟ ସହ ଶୋଭାଯାତ୍ରାରେ ବିପୁଳ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ

ଫୁଲବାଣୀ : ଦୀର୍ଘ ୨୪ ବର୍ଷ ଧରି ଦେଶ ମାତୃକାର ସେବା କରି ଶେଷରେ ଚାକିରୀରୁ ଅବସର ନେଇ ନିଜ ଜନ୍ମ ମାଟିକୁ ଫେରିଛନ୍ତି ଜଣେ ଯବାନ। ଜନ୍ମ ମାଟିରେ ଯବାନ ଜଣକୁ ଗ୍ରାମବାସୀଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇ ଥିବା…
Read More...

ଦାଦାବଟି ଆଦାୟ ଅଭିଯୋଗରେ ଜଣେ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ସୁଶାନ୍ତ ନାୟକଙ୍କୁ ଦାଦାବଟି ମାଗୁଥିବା ନେଇ ସୁଶାନ୍ତ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଚୌଦ୍ୱାର ପୁଲିସ କେସନଂ ୩୩୫/୨୩ରେ ମାମଲା ରୁଜୁକରି ଘଟଣାର…
Read More...

ଖାଲଖମାରେ ୬୫ନଂ ରାଜ୍ୟ ରାଜପଥ ବିପର୍ଯ୍ୟସ୍ତ

ତିଗିରିଆ: ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ଦେଇ ଯାଇଥିବା ରାଜ୍ୟ ରାଜପଥ ୬୫ନଂ ରାସ୍ତାର ଗୋହିରୀଦ୍ଵାର ଛକ ଠାରୁ ଗୋପୀନାଥପୁର ଶାସନ ପର୍ଯ୍ୟନ୍ତ ବହୁ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଫଳରେ ରାସ୍ତା ଦେଇ ଯାଉଥିବା…
Read More...

ପରିବର୍ତ୍ତନ ହେଲା ଶିଶୁ ସଂଘର ନାମ, ପିଲାଙ୍କୁ ପ୍ରତିଦିନ ଦିଆଯିବ ମାଗଣା ଶିକ୍ଷା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ କେନ୍ଦ୍ର ତରଫରୁ ଚାଲୁଥିବା ମା’ ତୁଳସୀଦେଇପୁର ଶିଶୁ ସଂଘକୁ ପରିବର୍ତ୍ତନ କରାଯାଇ ଏହାର ନାମ ଡ.ରୀତା ପତି ଶିଶୁ ଶିକ୍ଷା କେନ୍ଦ୍ର ରଖାଯାଇଛି। ଏହି ସଂଘର ସମସ୍ତ ପିଲାମାନଙ୍କୁ ପ୍ରତିଦିନ…
Read More...

ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଦିବ୍ୟା ଦୀପାନ୍ୱିତା ପ୍ରଥମ

ମ,ରାମପୁର: ରାଜ୍ୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ଅନୁଗୋଳରେ କଳାହାଣ୍ଡି ଜିଲା ମ.ରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ , ଦିବ୍ୟା ଦିପାନ୍ନୀତା, ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଆଜି…
Read More...

ରେଙ୍ଗାଲି ବାମପାର୍ଶ୍ବ କେନାଲରେ ବଡ଼ ଘଳିଆ

କାମାକ୍ଷାନଗର: ରେଙ୍ଗାଲି ବାମ ପାର୍ଶ୍ବ କେନାଲରେ ବଡ଼ ଘଳିଆ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସିବୁଲାପଶି ଗାଁ ନିକଟରେ ୨୦ଫୁଟ ଲମ୍ବର ଘଳିଆ ସୃଷ୍ଟି ହୋଇଛି। ଜମିକୁ ପଶୁଛି ପାଣି। କ୍ଷେତ୍ର ପରିଦର୍ଶନ ସମୟରେ…
Read More...

ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ, ଦର୍ଶକ ନିରାଶ

କଲମ୍ବୋ: ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଛି। ଫଳରେ ଦଶକଙ୍କୁ ନିରାଶ ହେବାକୁ ପଡ଼ିଛି। ୨୪.୧ ଓଭର ସୁଦ୍ଧା ଭାରତର ଲଢୁଆ ସ୍କୋର ୧୪୭/୨ ହୋଇଛି। ଆଜି ୨୦ ଓଭର ବିଶିଷ୍ଟ ମ୍ୟାଚ ଚେଜ୍ ସମ୍ଭବ ନ ହେଲେ…
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ୩୧ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ:କନ୍ଧମାଳ ଜିଲା ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ତରଫରୁ ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଗୁମାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ…
Read More...

ବାଗେଶ୍ୱରପୁର ମାର୍‍ପିଟ୍‍ ଘଟଣାରେ ଗୁରୁତର ଆହତଙ୍କ ଡାକ୍ତରଖାନାରେ ମୃତ୍ୟୁ

ପିପିଲି:ପିପିଲି ଥାନା ଅନ୍ତର୍ଗତ ବାଗେଶ୍ୱରପୁର ଗ୍ରାମରେ ଗତ ୫ ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରାମଚନ୍ଦ୍ର ସାମନ୍ତରାୟ(୫୭)ଙ୍କର ଶୁକ୍ରବାର…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି, କୁଳପତିଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଶୁକ୍ରବାର ମଧ୍ୟ ରାତିରେ ଛାତ୍ର ଅଶାନ୍ତି ଦେଖା ଦେବା ସହ ୩ ଶହରୁ ଉର୍ଦ୍ଧ୍ବ ହଷ୍ଟେଲ ଅନ୍ତେବାସୀମାନେ ରାତି ସାଢ଼େ ୧୨ ଟାରୁ ଭୋର ସାଢେ ୩ ଟା ପର୍ଯ୍ୟନ୍ତ କୁଳପତିଙ୍କ ବାସଭବନ…
Read More...

ବୋମାମାଡ ଘଟଣା, ଅଟକ ଅଭିଯୁକ୍ତ ଥାନାରୁ ଚମ୍ପଟ

ଆଠଗଡ: ଆଠଗଡ ଥାନା ପରିସରରୁ ଶନିବାର ଜଣେ ଅଟକ ଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଗତ ଅଗଷ୍ଟ ୯ତାରିଖରେ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧିନ ଅମୃତମଣୋହିପାଟଣା ଗ୍ରାମରେ ଶାସକ…
Read More...

ସୁନାପୁର ସମୁଦ୍ର ମୁହାଁଣରେ ଭିତମ ଇଞ୍ଜିନିୟରିଂ କଲେଜର ଛାତ୍ର ନିଖୋଜ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନ ସୁନାପୁର ବେଳା ଭୂମିକୁ ବୁଲିବାକୁ ଯାଇ ମୁହାଁଣ ଅଞ୍ଚଳରେ ମନ୍ତ୍ରୀଡିଠାରେ ଥିବା ଭିତମ ଇଞ୍ଜିନିୟରିଂ କଲେଜର ଜଣେ ବିଟେକ ଦ୍ୱତୀୟ ବର୍ଷ ଛାତ୍ର ନିଖୋଜ ହୋଇ ଯାଇଥିବା ଜଣାପଡିଛି l…
Read More...

ସ୍ୱାସ୍ଥ୍ୟ ସଚେତନତା ଓ ଚକ୍ଷୁ ପରୀକ୍ଷା ଶିବିର

ସମ୍ବଲପୁର: ସମ୍ବଲପୁରର ହୀରାଖଣ୍ଡ ନାଗରିକ ପରିଷଦ ପକ୍ଷରୁ ସ୍ଥାନୀୟ ମାନେଶ୍ୱର ସ୍ଥିତ ମାନ୍ଧାତା ବାବା କଲେଜରେ ସ୍ୱାସ୍ଥ୍ୟ ସଚେତନତା ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଡା. ସୁରେଶ ଚନ୍ଦ୍ର ଦାନୀ ଓ ଡା.…
Read More...

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୪,୫୪୨ଟି ମାମଲାର ଚୂଡ଼ାନ୍ତ ଫଇସଲା

ଭୁବନେଶ୍ୱର: ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଓ ଦୌରାଜଜ୍‌-ତଥା-ଅଧ୍ୟକ୍ଷ, ଜିଲା ଆଇନସେବା ପ୍ରାଧିକରଣ ଶ୍ରୀ ନିଶିଥ୍‌ ନିଶାଙ୍କଙ୍କ…
Read More...

ଚାନ୍ଦବାଲି ବିକାଶ ପରିଷଦ ପକ୍ଷରୁ ଘଣ୍ଟେଶ୍ୱର ମହାବିଦ୍ୟାଳୟ ପରିସରରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ

ଧାମରା : ଘଣ୍ଟେଶ୍ୱର ମହାବିଦ୍ୟାଳୟ ଠାରେ ଚାନ୍ଦବାଲି ବିକାଶ ପରିଷଦ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୃଥିବୀରେ ପରିବେଶ ଅସନ୍ତୁଳିତ ହୋଇ ପଡିଥିବା ବେଳେ କେବଳ ବୃକ୍ଷ ହିଁ ସମାଜର…
Read More...

ଜୁଆଙ୍ଗ ଶିଶୁଙ୍କ ପାଖରେ ପହଞ୍ଚିଲା ଶିଶୁ ମଙ୍ଗଳ ସମିତି

କେନ୍ଦୁଝରଗଡ଼: ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତାମାନେ ହରିଚନ୍ଦନପୁର ବ୍ଲକ କୁଆଝରଣ ଗ୍ରାମ ପରିଦର୍ଶନରେ ଯାଇ ଜୁଆଙ୍ଗ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ଭେଟି ଆଲୋଚନା କରିଛନ୍ତି। ୬୦ ପରିବାରର ୨୭୬ଲୋକ ବସବାସ କରୁଥିବା…
Read More...

ଗୋପବନ୍ଧୁ ସେବାକେନ୍ଦ୍ର ପକ୍ଷରୁ କୁଆଝରଣରେ ସଚେତନତା

କେନ୍ଦୁଝରଗଡ଼: ଗୋପବନ୍ଧୁ ସେବାକେନ୍ଦ୍ର ପକ୍ଷରୁ ହରିଚନ୍ଦନପୁର ବ୍ଲକ କୁଆଝରଣ ଗ୍ରାମରେ ଆଦିମ ଜନଜାତି ଜୁଆଙ୍ଗ ମହିଳା, କିଶୋରୀ ଏବଂ ଶିଶୁମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ବିଶେଷକରି…
Read More...

ବେଳକଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ସହଭାଗୀ ରୂପେ ଅଭିଭାବକଙ୍କ ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ବେଳକଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ସହଭାଗୀ ରୂପେ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆଦିବାସୀ ଓ ହରିଜନ ଉନ୍ନୟନ…
Read More...

ପୁତୁଡ଼ି ଜଳପ୍ରପାତ ନିକଟରୁ କଙ୍କାଳ ଉଦ୍ଧାର

ଫୁଲବାଣୀ :ଫୁଲବାଣୀ ସଦର ଥାନା ଅର୍ନ୍ତଗତ ପୁତୁଡ଼ି ଜଳପ୍ରପାତ ନିକଟସ୍ଥ ସାଲୁଙ୍କି ନଦୀ କୁଳରୁ ଜଣେ ଅଜଣା ଲୋକର କଙ୍କାଳ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା କଙ୍କାଳଟି ଜଣେ ପୁରୁଷଙ୍କର ବୋଲି ଚିହ୍ନଟ ହୋଇଛି। ଜବତ…
Read More...

ମହିଳାମାନଙ୍କ ସିଦ୍ଧାନ୍ତ ନେବାର କ୍ଷମତା ରହିଛି, ସେମାନଙ୍କ ନିର୍ଣ୍ଣୟ ଉଦ୍ୟୋଗର ବିକାଶରେ ସହାୟକ ହୋଇଛି: କୁଳପତି

ଭୁବନେଶ୍ବର: ଉଦ୍ୟୋଗ ଜଗତରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଥାଏ। ଏହି ଯୋଜନାର ସଫଳ ରୂପାୟନ ହିଁ ଉଦ୍ୟୋଗ ଜଗତକୁ ସଫଳତା ଆଣିଦିଏ। ଉଦ୍ୟୋଗରେ ସୁକ୍ଷ୍ମ ବ୍ୟବସାୟ ଉପରେ ଗୁରୁତ୍ବ…
Read More...

ମୋ ସ୍କୁଲ ଓ ମୋ କଲେଜ ଅଭିଯାନର ଚାରା ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ମୋ ସ୍କୁଲ ଓ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ଚାରା ରୋପଣ ଓ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ…
Read More...

ନବରଙ୍ଗପୁର ରାଇଘର ତହସିଲଦାର ଚିନ୍ମୟ ସାଗରଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ନବରଙ୍ଗପୁର ରାଇଘର ତହସିଲଦାର ଚିନ୍ମୟ ସାଗର ନିଲମ୍ବିତ ହୋଇଛନ୍ତି। ତହସିଲଦାର ଚିନ୍ମୟ ସାଗରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଝରିଗାଁ ଅତିରିକ୍ତ ତହସିଲଦାର ଥିଲାବେଳେ ତାଙ୍କ ବିରୋଧରେ ବିଭାଗୀୟ…
Read More...

୨୦ରୁ ଊର୍ଦ୍ଧ୍ବ କଣ୍ଟେନର ଅଗ୍ନିକାଣ୍ଡ

କଟକ: ଜଗତପୁର ନିମପୁର ନିକଟରେ ଶ୍ରମିକ ରହୁଥିବା କଣ୍ଟେନରରେ ଅଗ୍ନିକାଣ୍ଡ। ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ ଲାଗିଛି ନିଆଁ। ୩ଟି ଦମକଳ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ।
Read More...

ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁ ଅଭିଯାନ

ଭୁବନେଶ୍ବର: ୫ ବର୍ଷରୁ କମ ଓ ଗର୍ଭବତୀଙ୍କୁ ଟିକାକରଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁ ଅଭିଯାନ ଆରମ୍ଭ କରାଯିବ। ବର୍ତ୍ତମାନ ଏହି…
Read More...

୮୦ଲକ୍ଷର ଗଞ୍ଜେଇ ଜବତ

ଭୁବନେଶ୍ବର: ମୋହନାରେ ଭ୍ୟାନ ସହ ୮୦ଲକ୍ଷ ଟଙ୍କାର ୮ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ମୋହନା ଅଞ୍ଚଳର ଅଡ଼ବା ଥାନା ଅନ୍ତର୍ଗତ ଆଶ୍ରୟପୁର ଗାଁ ନିକଟ ଜଙ୍ଗଲରୁ ଜବତ ହୋଇଛି। ଚଢ଼ାଉବେଳେ ପୁଲିସକୁ ଚକମା ଦେଇ ଗଞ୍ଜେଇ…
Read More...

ସ୍ତ୍ରୀ ଆଗରେ ଭାସିଗଲେ ସ୍ବାମୀ

କାମାକ୍ଷାନଗର: ଶ୍ବଶୁର ଘରକୁ ଆସିଥିଲାବେଳେ ଅଘଟଣ। ସ୍ତ୍ରୀ ଆଗରେ କେନାଲରେ ଭାସିଗଲେ ସ୍ବାମୀ। ରେଙ୍ଗାଲି ବାମ ପାର୍ଶ୍ବ ଭଏରପୁର ଶାଖା କେନାଲରେ ସ୍ବାମୀ ଭାସିଯାଇଥିଲେ। ସ୍ତ୍ରୀଙ୍କ ସହ କେନାଲକୁ ଯାଇଥିଲେ। କେନାଲ…
Read More...

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପାଇକ ସଂସ୍କୃତି ଓ ପରମ୍ପରାର…

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ…
Read More...

ପ୍ରକୃତିରେ ପ୍ରାଣ ସଞ୍ଚାର କରେ ଗଙ୍ଗାଧରଙ୍କ ସାହିତ୍ୟ..

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସ୍ଥିତ ମିନି ଶାନ୍ତିନିକେତନ ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ଠାରେ ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ପାଳିତ ହୋଇ ଯାଇଅଛି । ଏହି ଅବସରରେ ସଭାପତି କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ଭୋଇ,…
Read More...

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଜିଲ୍ଲାସ୍ତରୀୟ କମିଟି ବୈଠକ

ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଆଲୋଚନା ଆଜି ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ…
Read More...

୧୨ ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ

ଢେଙ୍କାନାଳ ସଦର: ୧୨ ଦଫା ଦାବି ନେଇ ଢେଙ୍କାନାଳ ସରପଞ୍ଚ ମହାସଂଘ ତରଫରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ନେଇ ସରପଞ୍ଚମାନେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲରୁ ଏକ…
Read More...

ହାତୀ ତଥା ବନ୍ୟଜନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ଜିଲାପାଳଙ୍କ ଅଫିସରେ ବିକ୍ଷୋଭ

ଢ଼େଙ୍କାନାଳ: ହାତୀ ତଥା ବନ୍ୟଜନ୍ତୁମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲାର ଓଡ଼ାପଡ଼ା, କାମାକ୍ଷାନଗର, ଢ଼େଙ୍କାନାଳ…
Read More...

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନ୍ଦୋଳନ ମାସେ ସ୍ଥଗିତ

ଭୁବନେଶ୍ବର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନ୍ଦୋଳନ ମାସେ ସ୍ଥଗିତ। ମାସେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ରାଜ୍ୟ ସଭାପତିଙ୍କ ସୂଚନା। ଯାଜପୁରରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସୁରେଶ କରଙ୍କ…
Read More...

କେଜିଏ ବ୍ରାଉନସୁଗାର ନଷ୍ଟ

ଭୁବନେଶ୍ବର: ଜବତ ହୋଇଥିବା କେଜିଏରୁ ଅଧିକ ବ୍ରାଉନସୁଗାର ନଷ୍ଟ କଲା ଏସଟିଏଫ। ବରିଷ୍ଠ ଅଧିକାରୀଙ୍କ ନିର୍ଦେଶରେ ନଷ୍ଟ ହେଲା ୧ କେଜି ୧୯୦ ଗ୍ରାମ ବ୍ରାଉନସୁଗାର। ଖୋର୍ଦ୍ଧା ଟାଙ୍ଗିଆପଡ଼ାର ଏକ ପ୍ରାଧିକୃତ କେନ୍ଦ୍ରରେ…
Read More...

ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ସମ୍ବଲପୁର ସହର ନୂଆଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨୦ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ…
Read More...

ନିଷ୍ଠାପର ସେବା ପାଇଁ ରେଳ କର୍ମଚାରୀ ପୁରସ୍କୃତ

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ କାର୍ଯ୍ୟରତ ରେଳ କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠାପର ସେବା ପାଇଁ ପୁରସ୍କୃତ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ବରଗଡ ରୋଡ ଷ୍ଟେସନରେ…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଲା ଲାଭି’ର ପ୍ରଥମ ଷ୍ଟୋର, ଗୋଟିଏ ଛାତ ତଳେ ମିଳିବ ମନପସନ୍ଦର ଫ୍ୟାଶନ…

ଭୁବନେଶ୍ବର: କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଛି ଲାଭି'ର ପ୍ରଥମ ସ୍ୱତନ୍ତ୍ର ଷ୍ଟୋର୍‌ । ଯେଉଁଠାରେ ଫ୍ୟାଶନ୍ ଆସେସୋରିଜ ଗୋଟାଏ ଛାତ ତଳେ ମିଳିବ। ଲାଭି ଏକ ମହତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ…
Read More...

‘ଅଲଟରନେଟିଭ୍ ରିଦମ୍ ଥିଏଟର’ର ଦଶମ ସ୍ୱନକ୍ଷତ୍ର ଦିବସରେ ମଞ୍ଚସ୍ଥ ହେଲା ନାଟକ ‘ସିଡ଼ି’

ଢେଙ୍କାନାଳ ସଦର : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଟକ କ୍ଷେତ୍ରରେ ସଫଳତା ହାସଲ କରିଥିବା ନାଟ୍ୟାନୁଷ୍ଠାନ ‘ଅଲଟରନେଟିଭ୍ ରିଦମ୍ ଥିଏଟର’ର ଦଶମ ସ୍ୱନକ୍ଷତ୍ର ଦିବସ ଗୋପବନ୍ଧୁ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।…
Read More...

ଆନ୍ତର୍ଜାତିକ କ୍ରିୟାଯୋଗୀ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଜନ୍ମୋତ୍ସବ, ‘କସ୍ମିକ ଆଷ୍ଟ୍ରୋଲୋଜି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଭିଏସସ ନଗରସ୍ଥିତ କ୍ରିୟାଯୋଗ ଆଶ୍ରମ ଏବଂ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ କ୍ରିୟାଯୋଗୀ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି…
Read More...

ମିଲେଟ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ଓ ଚାଷକୁ ଦିଆଯିବ ପ୍ରୋତ୍ସାହନ, ନଭେମ୍ବର ୯ ଓ ୧୦ରେ ଆନ୍ତର୍ଜାତିକ ମିଲେଟ୍…

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଗାମୀ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ

ପିପିଲି:ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ବେଶ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ…
Read More...

ଗୁରୁଡିଝାଟିଆ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣୀ ଉତ୍ସବ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନଙ୍କୁ ସରକାରଙ୍କ ପ୍ରଦତ୍ତ ପୋଷାକ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳାନା କମିଟି ସଭାପତି ଶିକ୍ଷାବିତ୍ ବିମ୍ବାଧର ନାୟକଙ୍କ…
Read More...

ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡିଠାରେ ରାସ୍ତା ଉପରେ ୨ଫୁଟର ବର୍ଷାଜଳ

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଲଗାଣ ବର୍ଷା ଯୋଗୁଁ ୨ଫୁଟର ବର୍ଷାଜଳ ଜମି ରହିଛି। ବର୍ଷା ଜଳ ଭରିରହିଥିବା ବେଳେ ରାସ୍ତାରେ ଗାତ ମଧ୍ୟ ରହିଛି।…
Read More...

ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ ବିଜ୍ଞାନ ମେଳା, ୩୯ ପ୍ରକଳ୍ପ ପ୍ରଦର୍ଶିତ

ଗୁରୁଡିଝାଟିଆ: ଖୁଣ୍ଟୁଣୀସ୍ଥିତ ରାଧାନାଥ ନୋଡାଲ ବିଦ୍ୟାପୀଠରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି। ମୋଟ ୩୯ଟି ପ୍ରକଳ୍ପ ବିଦ୍ୟାର୍ଥୀମାନେ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମେନ୍ଦ୍ର ପଣ୍ଡା ପ୍ରଦୀପ…
Read More...

ଲକ୍ଷ୍ମୀପୁରରେ ଆମ ପୁଲିସ ସମିତି ବୈଠକ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନାରେ ଆମ ପୁଲିସ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ…
Read More...

ଆଇଜର କ୍ୟାମ୍ପସରେ ଗଣ୍ଡଗୋଳ: ଲୁହା ରଡ଼ ମାଡ଼ରେ ପ୍ରୋଜେକ୍ଟ ଇନଚାର୍ଜ, ସିକ୍ୟୁରିଟି ଇନଚାର୍ଜ ଲହୁଲୁହାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ଥିବା ନିର୍ମାଣଧୀନ ଆଇଜର କ୍ୟାମ୍ପସ ପରିସରରେ ଆଜି ୧୫ ରୁ ଉର୍ଦ୍ଧ୍ବ ଯୁବକ ପହଞ୍ଚି କର୍ମଚାରୀଙ୍କୁ ଲୁହାରଡରେ ଉୟଭୀତ କରିଥିଲେ। ଏହାସହ ପ୍ରୋଜେକ୍ଟ ଇନଚାର୍ଜ ଓ…
Read More...

ଗୁରୁଙ୍କ ମଧ୍ୟରେ ଅନ୍ତର୍ନିହିତ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରି କାର୍ଯ୍ୟରେ ଲଗାଇ ପାରିଲେ ଜୀବନରେ ସଫଳତା ପାଇବା…

ଭୁବନେଶ୍ବର: ସମାଜକୁ ଦିଗ୍‌ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା, ଜ୍ଞାନ, ବୁଦ୍ଧି ଏବଂ ଉତ୍ସୁକତାକୁ ଅବଦମିତ କରିବାକୁ ନଦେବା, ଆଦର୍ଶ ଶିକ୍ଷକମାନଙ୍କର ଧର୍ମ।…
Read More...

ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା -୨.୦ କ୍ୟାବିନେଟ୍ ଅନୁମୋଦନ ଲାଭ

ଅଗଷ୍ଟ  ମାସରେ ବିଭିନ୍ନ ବିଭାଗ ଦ୍ୱାରା କାର୍ୟ୍ୟ  ଉଲ୍କେଖନୀୟ ରହିଛି ଗତ ୨୦୨୨-୨୩  ତୁଳନାରେ ଚଳିତ  ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ବିତ୍ତୀୟ ପ୍ରଦର୍ଶନରେ ବୃଦ୍ଧି ଡିଏମ୍ଏଫ ଏବଂ ଓମ୍ବାଡିସି ପାଣ୍ଠିରେ …
Read More...

ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରା ବିଶ୍ୱରେ ବିରଳ

ଗୁରୁଡିଝାଟିଆ: ଭାରତୀୟ ସଂସ୍କାର ସଂସ୍କୃତି ଅତୀବ ପ୍ରାଚୀନ ଓ ମହାନ୍। ପିିତାମାତାଙ୍କୁ ଗୁରୁ ଭାବରେ ଗ୍ରହଣ କରେ ଆମ ସଂସ୍କୃତି। ଗୁରୁ ବ୍ୟାସଦେବଙ୍କ ଜନ୍ମ ଦିବସକୁ ଭାରତରେ ଗୁରୁପୂର୍ଣ୍ଣିମା ଭାବରେ ପାଳନ କରାଯାଏ।…
Read More...