www.samajalive.in
Friday, December 12, 2025
16.1 C
Bhubaneswar

ରାଜଧାନୀରେ ଡାକ୍ତର ଅପହରଣ, ୪ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ଘଟଣାରେ ପର୍ଦ୍ଦାଫାସ ହୋଇଛି। ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଦମ୍ପତି ସମେତ ୪ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଜଣେ ଲେଡି ଡନ, ତାଙ୍କ ସ୍ବାମୀ ଓ ୨ ସହଯୋଗୀଙ୍କୁ ତମାଣ୍ଡୋ ପୁଲିସ ଗିରଫ କରିଛି। ଗତ ୮ ତାରିଖରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଘରକୁ ଡାକି ଅପହରଣ କରାଯାଇଥିଲା। ଅପହରଣ ପରେ ମୁଣ୍ଡ ଜାମିନ ରଖି ୨୫ ଲକ୍ଷ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି। ଡାକ୍ତର ଅପହରଣ ହେବା ପରେ ଅପହରଣକାରୀଙ୍କୁ ୧ ଲକ୍ଷ ନଗଦ ଟଙ୍କା ଓ ୯ ଲକ୍ଷ ଟଙ୍କାର ଚେକ ଦିଆଯାଇଥିଲା। ୧ ଲକ୍ଷ ନଗଦ ଟଙ୍କା ଓ ୯ ଲକ୍ଷ ଟଙ୍କାର ଚେକ ପାଇବା ପରେ ଅପହୃତ ଡାକ୍ତରଙ୍କୁ ଅପହରଣକାରୀ ଛାଡ଼ି ଦେଇଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories