www.samajalive.in
Saturday, December 13, 2025
26.1 C
Bhubaneswar

ପିଏମ୍‌ ମୋଦୀ ଆସନ୍ତୁ ଆମକୁ ସ୍ୱାଧୀନତା ଦିଅନ୍ତୁ – ପାକିସ୍ତାନ ବିରୋଧରେ ପିଓକେରେ ପ୍ରଦର୍ଶନ

ଇସଲାମାବାଦ – ପାକିସ୍ତାନରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଜି୨୦ ବୈଠକ ପରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ବିଭିନ୍ନ ସ୍ଥାନରେ ପାକିସ୍ତାନ ସରକାରଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ କରାଯାଇଛି । ପାକିସ୍ତାନରେ ଏବେ ବିଭିନ୍ନ ଖାଦ୍ୟଦ୍ରବ୍ୟ ଏବଂ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି । ପାକିସ୍ତାନ ଅଧିକୃତ କାଶ୍ମୀରେ ବା ପିଓକେ ପାକିସ୍ତାନ ବିରୋଧରେ ଜୋରଦାର ପ୍ରଦର୍ଶନ କରାଯାଇଛି ।

ଏବେ ବିଭିନ୍ନ ସୋସିଆଲ୍‌ ମିଡିଆରେ ପିଓକରେ ଅଧିବାସୀମାନେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୁହାରୀ କରୁଥିବା ଦେଖିବା ପାଇଁ ମିଳୁଛି । ରାଜନୈତିକ ଭାବେ ଅସ୍ଥିର ପାକିସ୍ତାନରେ ଦିନକୁ ଦିନ ଅବସ୍ଥା ଖରାପ ଦେଖିବା ପାଇଁ ମିଳୁଛି ।

ପିଓକେରେ ପାକିସ୍ତାନ ଅବୈଧ ଭାବରେ କବ୍‌ଜା କରିଛି । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ମୁକ୍ତି ଦିଅନ୍ତୁ ବୋଲି ପିଓକରେ ପ୍ରଦର୍ଶନ କରାଯାଇଛି । ତେବେ ପାକିସ୍ତାନରେ ଏହି ପ୍ରଦର୍ଶନକାରୀମାନଙ୍କୁ ପଶୁପରି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories