କାମାକ୍ଷାନଗର: ଶ୍ବଶୁର ଘରକୁ ଆସିଥିଲାବେଳେ ଅଘଟଣ। ସ୍ତ୍ରୀ ଆଗରେ କେନାଲରେ ଭାସିଗଲେ ସ୍ବାମୀ। ରେଙ୍ଗାଲି ବାମ ପାର୍ଶ୍ବ ଭଏରପୁର ଶାଖା କେନାଲରେ ସ୍ବାମୀ ଭାସିଯାଇଥିଲେ। ସ୍ତ୍ରୀଙ୍କ ସହ କେନାଲକୁ ଯାଇଥିଲେ। କେନାଲ ହୁଡ଼ାରେ ସ୍ତ୍ରୀ ଠିଆ ହୋଇଥିଲେ। ମହୁଲପାଲ ଗାଁ ନିକଟରେ ସ୍ବାମୀ ଗାଧୋଇଲାବେଳେ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି।
Popular Categories



