ନାଟ ମଣ୍ଡପ ବିମ ତୁରନ୍ତ ମରାମତି ପାଇଁ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିରର ନାଟ ମଣ୍ଡପ ବିମ ଦୁର୍ବଳ ଥିବାରୁ ଏହାର ମରାମତି ପାଇଁ ମାମଲା ରୁଜୁ କରାଯାଇଛି। ଆମିକସକ୍ୟୁରିଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟରେ ମିସକେସ ଦାଖଲ ହୋଇଛି। ନାଟମଣ୍ଡପ ବିମ ବିପଦ ସଙ୍କୁଳ ଅବସ୍ଥାରେ ଥିବା ରିପୋର୍ଟରେ କରିଥିଲେ।
Popular Categories



