କାମାକ୍ଷାନଗର: ରେଙ୍ଗାଲି ବାମ ପାର୍ଶ୍ବ କେନାଲରେ ବଡ଼ ଘଳିଆ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସିବୁଲାପଶି ଗାଁ ନିକଟରେ ୨୦ଫୁଟ ଲମ୍ବର ଘଳିଆ ସୃଷ୍ଟି ହୋଇଛି। ଜମିକୁ ପଶୁଛି ପାଣି। କ୍ଷେତ୍ର ପରିଦର୍ଶନ ସମୟରେ ସ୍ଥାନୀୟ ଲୋକେ ଯନ୍ତ୍ରୀଙ୍କୁ ଘେରିବା ସହ ଏହାର ପ୍ରତିକାର ପାଇଁ ଅଡ଼ି ବସିଥିଲେ। ତୁରନ୍ତ ମରାମତି କରାଯିବ ବୋଲି ଯନ୍ତ୍ରୀ ପ୍ରତିଶ୍ରୁତି ଦେଇ ଯନ୍ତ୍ରୀ ଘଟଣାସ୍ଥଳ ଛାଡ଼ିଥିଲେ।
Popular Categories



