www.samajalive.in
Sunday, December 7, 2025
23.1 C
Bhubaneswar

ପାରାଦ୍ବୀପ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା

ପାରାଦ୍ବୀପ: ପାରାଦ୍ବୀପ ମୁହାଣରେ ଏକ ମାଛଧରା ଡଙ୍ଗା ଓଲଟି ପଡ଼ିଥିବା ଜଣାପଡ଼ିଛି। ଡଙ୍ଗାରେ ୭/୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପାରାଦ୍ୱୀପର ନେହେରୁବଙ୍ଗଳା ନିକଟ ମହାନଦୀ ମୁହାଣ ମୁହରେ ଏକ ମାଛଧରା ବୋଟ ବୁଡ଼ିଯାଇଛି। ବୋଟ ବୁଡିଯିବା ପରେ ସେଥିରେ ଥିବା ପ୍ରାୟ ୫ଜଣ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବା ପାଇଁ ଡଙ୍ଗା ଉପରେ ଓ ଜାର୍ ସାହାଯ୍ୟରେ ଭାସୁଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ମେରାଇନ ପୁଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଜୋରରେ ଢେଉ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି I ମହାନଦୀ ମୁହାଣ ମୁହଁରେ ଡଙ୍ଗା ବୁଡି ଘଟଣାରେ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୫ ଜଣଙ୍କୁ ଉଦ୍ଧାର ପାଇଁ ଓମ୍ଫା ପକ୍ଷରୁ ହେଲିକାପ୍ଟର ସହାୟତା ଲୋଡ଼ାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories