ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଭୁବନେଶ୍ବର: କେନ୍ଦୁଝରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ ତମ ପୂଣ୍ୟ ଜନ୍ମତିଥି ତାଳଚେର ଠାରେ ପାଳିତ ହୋଇଛି। ନବରଙ୍ଗପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ାରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି। କୁଆଁପାଳ, ମାହାଙ୍ଗା ବ୍ଲକ ଗୋପାଳପୁର ସ୍ଥିତ ଶ୍ରୀ ଶ୍ରୀ ବୀର ଭଦରେଶ୍ୱର ଉଚ ବିଦ୍ୟଳୟ ଓ ବଙ୍ଗୀରାଜ ଗୋପାଳପୁର ଉପ୍ରା ବିଦ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ତାଳଚେର ଦେଉଳବେଡ଼ା କୋଲିୟାରୀ ମଡେଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ। ସମାଜ, ଅନୁଗୋଳ କାର୍ଯ୍ୟାଳୟରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଅନୁଗୋଳ ଉପଜିଲାପାଳ ବରଣେନ୍ଦ୍ୟୁ ମହାନ୍ତି ମାଲ୍ୟାର୍ପଣ କରିଛନ୍ତି। ବାରିପଦାଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି। ବାଲେଶ୍ବରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
Comments are closed.