ଜେକେଡିଏଫପି ବେଆଇନ ସଂଗଠନ-ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ଡେମୋକ୍ରେଟିକ ଫ୍ରିଡମ ପାର୍ଟି(ଜେକେଡିଏଫପି) ବେଆଇନ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜେକେଡିଏଫପିକୁ ବେଆଇନ ସଂଗଠନ କୁହାଯାଇଛି। ଏବଂ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜେକେଡିଏଫପିକୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରାଯାଇଛି। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
Comments are closed.