କଟକରେ ୩ ଦୋକାନ ସିଲ: ଟ୍ରେଡ ଲାଇସେନ୍ସ ନାହିଁ, ଦେଇ ନାହାନ୍ତି ୟୁଜର୍ସ ଫି’
କଟକ: ବଜ୍ରକବାଟି ଅଞ୍ଚଳର ବିଭିନ୍ନ ଦୋକାନରେ କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ପରେ ୩ଟି ଲୁଗା ଦୋକାନକୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ସିଲ କରିଛନ୍ତି। ଟ୍ରେଡ ଲାଇସେନ୍ସ ନ ଥିବା ଓ ୟୁଜର୍ସ ଫି ନ ଦେବା ଅଫିଯୋଗରେ ବଜ୍ରକବାଟି ଅଞ୍ଚଳର ୩ଟି ଦୋକାନ ସିଲ କରାଯାଇଛି ବୋଲି କଟକ ମହାନିଗର ନିଗମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Comments are closed.