ଏହି ରାଶିର ଲୋକ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ: ଗୁରୁବାର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ। ସତ୍‌ପରାୟଣ ହେବେ। ବୃଷ: ଆଜି ଦିନଟି ଆପଣଙ୍କ…
Read More...

ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ସମସ୍ତେ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ଵର: ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଭୟଙ୍କର ଭାବେ ନିଆଁ ଲାଗିଥିଲା। ପ୍ରାୟ ୪୫ ମିନିଟ୍ ର…
Read More...

ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ:ଉପକୂଳରେ ଆଉ ୨ ଦିନ ଗୁଳୁଗୁଳି

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଏବଂ କୋରାପୁଟ ଜିଲାରେ ସକ୍ରିୟ ରହିଛି। ପାଗ ଅନୁକୂଳ ଥିବାରୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଆଉ କିଛି ଅଞ୍ଚଳକୁ ଛୁଇଁବାର ସମ୍ଭାବନା ରହିଛି।…
Read More...

ବିଧାନସଭାର ଅନ୍ତିମ ଦିବସ: ବିଧିବଦ୍ଧ ଭାବେ ଘୋଷଣା ହେବ ବାଚସ୍ପତିଙ୍କ ନାଁ

ଭୁବନେଶ୍ଵର: ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ଦେଖିବ ଆଉ ଜଣେ ମହିଳା ବାଚସ୍ପତି।  ରଣପୁରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ  ହେବେ ପରବର୍ତ୍ତୀ ବାଚସ୍ପତି। ଗତକାଲି ବିଜେପିରୁ ସୁରମା ଏକମାତ୍ର…
Read More...

ଏମ୍‌କେସିଜିରେ ଆଉ ଜଣେ ଡିପ୍‌ଥେରିଆ ରୋଗୀ ମୃତ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍‌ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଅଞ୍ଚଳର ଏହି ବାଳକ ଜଣଙ୍କ ୧୬ ତାରିଖରେ…
Read More...

ଦିଲ୍ଲୀରେ ଘାତକ ଗ୍ରୀଷ୍ମ ଲହରୀ: ଅଂଶୁଘାତରେ ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ : ରାଜଧାନୀ ସମେତ ସମଗ୍ର ଏନ୍‌ସିଆରରେ ଗ୍ରୀଷ୍ମ ଲହରୀ ଅସହ୍ୟ ହୋଇଛି। ଗରମ ଯୋଗୁଁ ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଅସୁସ୍ଥ ଜୀବନରକ୍ଷାକାରୀ ଚିକିତ୍ସା ବ୍ୟବସ୍ଥାରେ…
Read More...

ୟୁଜିସି-ନେଟ୍ ପରୀକ୍ଷା ରଦ୍ଦ: ସିବିଆଇ ତଦନ୍ତ ପାଇଁ ସୁପାରିଶ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ଏନଟିଏ ପକ୍ଷରୁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅନିମିତତା ଅଭିଯୋଗ…
Read More...

ଆଜି ଭାରତ-ଆଫ୍‌ଗାନିସ୍ତାନ ମୁକାବିଲା

ବ୍ରିଜ୍‌ଟାଉନ୍‌ : ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସୁପର୍‌ ଏଇଟ୍‌ ପର୍ଯ୍ୟାୟରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଖେଳି ଆଜି ଭାରତ ଅଭିଯାନ ଆରମ୍ଭ କରିବ। ପ୍ରଥମ ସଂସ୍କରଣର ଚମ୍ପିଆନ୍ ଭାରତ ଲିଗ୍‌ ପର୍ଯ୍ୟାୟରେ ୪ଟିରୁ ୩ଟି…
Read More...

ସୁଧୁରୁଛି ବାଲେଶ୍ବର ସ୍ଥିତି : ଆଜି ସକାଳ ୭ରୁ ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର : ବାଲେଶ୍ବର ଗୋଷ୍ଠୀ ସଂଘର୍ଷ କାରଣରୁ ପୁଲିସ ପ୍ରଶାସନ ପକ୍ଷରୁ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ପ୍ୟୁ ବଳବତ୍ତର ରହିଛି। ତେବେ ସହରର ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସୁଛି। ଜନସାଧାରଣ ସାମ୍ନା କରୁଥିବା…
Read More...

ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ, କାରଣ ଅସ୍ପଷ୍ଟ

ଭୁବନେଶ୍ଵର: ଆପାର୍ଟମେଣ୍ଟରେ ନିଆଁ। ଭୁବନେଶ୍ଵର ପଟିଆସ୍ଥିତ ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି। ଆପାର୍ଟମେଣ୍ଟର ୮ମ ମହଲାରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି।…
Read More...

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରାସିଂହା ପୁରୁଣା ସାହିରେ ଅଭାବନୀୟ ଘଟଣା ଘଟିଛି। ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ଗଦା ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ ମଙ୍ଗଳବାର ଗଦା ଗାଁ ନିକଟରେ…
Read More...

ବାଲେଶ୍ଵରରେ କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ

ବାଲେଶ୍ଵର: ବାଲେଶ୍ଵର: ବାଲେଶ୍ଵରରେ କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ । ଏ ନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗୋଷ୍ଠୀ ସଂଘର୍ଷକୁ…
Read More...

ସୁରମା ପାଢୀ ବାଚସ୍ପତି ପ୍ରାର୍ଥୀ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦାଖଲ କଲେ ନାମାଙ୍କନପତ୍ର

ଭୁବନେଶ୍ଵର : ବରିଷ୍ଠ ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ହେବେ ବାଚସ୍ପତି। ବାଚସ୍ପତି ନିର୍ବାଚନ ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକ…
Read More...

ଡିପଥେରିଆ ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫ ଶିଶୁ

ଭବାନୀପାଟଣା: ଡିପଥେରିଆ ସନ୍ଦେହରେ ଥୁଆମୂଳ ରାମପୁର ବ୍ଲକ୍ ସରାଫାସ ଗାଁ ର ୪ଜଣ ଶିଶୁ ଏବଂ ଭୂରଭୂରି ଟେମରି ଗାଁ ର ଜଣେ ଶିଶୁ ଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ସରାଫାସ ଗାଁର…
Read More...

ଏହି ରାଶି ଲୋକଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ: ବୁଧବାର ରାଶିଫଳ

ମେଷ: ପତ୍ନୀ ସର୍ବଂସହା ହେବେ। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ଚଳଚଞ୍ଚଳ ରହିବେ। ଧନପ୍ରିୟ ହୋଇପାରନ୍ତି। ସାଧୁତା ଗୁଣର ଆଧାର ହେବେ। ପତିପରାୟଣ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ବୃଷ: ଗୃହପାଳିତ…
Read More...

୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ବିସ୍ଫୋରଣ ଧମକ

ମୁମ୍ବଇ: ମୁମ୍ବଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ବିସ୍ଫୋରଣ ଧମକ ମିଳିଛି। ପୁଲିସର କହିବା ଅନୁଯାୟୀ ଭିପିଏସ୍ ନେଟଓ୍ବର୍କ ମାଧ୍ୟମରେ ଇମେଲ ଯୋଗେ ଏହି ଧମକ ମିଳିଛି। ତେଣୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଠାବ କରିବା…
Read More...

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ଆଜିଠୁ ତଦନ୍ତ ଆରମ୍ଭ

କଲକାତା : ପଶ୍ଚିମବଙ୍ଗର ନିଉ ଜଳପାଇଗୁଡି ନିକଟସ୍ଥ ରଙ୍ଗାପାଣି ଷ୍ଟେସନ ନିକଟରେ ସୋମବାର କାଞ୍ଚନଜଙ୍ଘା ଏକ୍ସପ୍ରେସ ଓ ଏକ ମାଲଗାଡି ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସ୍ନେହା…
Read More...

ଆଗଉନି ମୌସୁମୀ, ପ୍ରବଳ ଗୁଳୁଗୁଳି

ଭୁବନେଶ୍ୱର : ଭୁବନେଶ୍ବର ଓ କଟକ ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ଅପରାହ୍ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ଘନଘନ ବିଜୁଳି ଘଡଘଡି ଯୋଗୁଁ ଲୋକେ ବାହାରକୁ ବାହାରିବାକୁ…
Read More...

ବାଲେଶ୍ବର ସହରରେ ଆଜି ମଧ୍ୟରାତ୍ର ଯାଏଁ କର୍ଫ୍ୟୁ: ଇଣ୍ଟରନେଟ୍ ସେବା ବନ୍ଦ

ବାଲେଶ୍ୱର : ବାଲେଶ୍ବର ସହରରେ କୌଣସି ଏକ ପ୍ରସଙ୍ଗକୁ ନେଇ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ। ପୁଲିସ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମରୁ ଆପାତତଃ ଏବେ ନିୟନ୍ତ୍ରଣାଧୀନ ରହିଛି। ସୋମବାର ବିଳମ୍ବିତ ରାତିରେ…
Read More...

ଆଜି ଦ୍ଵିତୀୟ ଦିନରେ ଶପଥ ନେବେ ଅବଶିଷ୍ଟ ୪୫ ବିଧାୟକ: ଆସନ୍ତାକାଲି ବାଚସ୍ପତି ନିର୍ବାଚନ

ଭୁବନେଶ୍ବର :ତିନି ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଥମ ଦିନରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମିଶାଇ ୧୦୨ଜଣ ନବନିର୍ବାଚିତ ବିଧାୟକ ବିଧାନସଭା…
Read More...

ଡିପ୍‌ଥେରିଆ ପାଇଁ ଆଜିଠୁ ବୁଷ୍ଟର ଡୋଜ୍ ଟିକାକରଣ

ରାୟଗଡା: କାୟା ମେଲାଉଛି ଡପଥେରିଆ। ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ୧ ବର୍ଷ ଶିଶୁଙ୍କୁ ପେଣ୍ଟାଡୋଜ୍ ଓ ୫ରୁ ୧୫ ବର୍ଷଙ୍କୁ ଟିଡି ଡୋଜ୍…
Read More...

ଡ୍ରେନ୍ ଟ୍ରାଜେଡି: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ

ଭୁବନେଶ୍ଵର: ଭୁବନେଶ୍ଵରରେ ମୁକୁଳା ଡ୍ରେନରେ ପଡି ଜଣେ ନାବାଳକର ମୃତ୍ୟୁ ଘଟଣାରେ କିଏ ଦାୟୀ ? କାହିଁକି ହେଲା ଅଘଟଣ। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
Read More...

ସ୍ମାର୍ଟ ହେବେ ବିଧାୟକ: ଆସନରେ ଲାଗିଲା ଆଇ-ପ୍ୟାଡ୍‌

ଭୁବନେଶ୍ବର : ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ନବନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି। ବିଧାନସଭା ନୂଆ ରୂପ ନେଇଛି। ବିଧାୟକଙ୍କୁ ବୈଷୟିକ କ୍ଷେତ୍ରରେ ଦକ୍ଷ କରାଯିବ। ବିନା କାଗଜରେ ପରିଚାଳନା ହେବ ବିଧାନସଭା।…
Read More...

ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର : ବିଜେଡିର ବିଧାୟକ ଦଳ ବୈଠକ ଆଜି (ବୁଧବାର) ଅନୁଷ୍ଠିତ ହେବ। ଶଙ୍ଖଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ। ବିଧାନସଭାରେ…
Read More...

କାରକୁ ଧକ୍କା ଦେଇ ବ୍ରିଜ୍‌ରୁ ତଳକୁ ଖସିଲା ଟ୍ରକ୍ : ଜଣେ ମୃତ, ୪ ଗୁରୁତର

କଟକ: କାରକୁ ଧକ୍କା ଦେଇ ବ୍ରିଜ୍‌ରୁ ତଳକୁ ଖସିଲା ଟ୍ରକ୍।  କଟକ ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ…
Read More...

ଆହୁରି ୩ଦିନ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ଵର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ରାଜ୍ୟ। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ଅନେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କିଛି ଦିନର ବ୍ୟବଧାନ ପରେ…
Read More...

କାଲିଠୁ ଡିପ୍‌ଥେରିଆ ବୁଷ୍ଟର ଡୋଜ୍: ମାସ୍କ ପିନ୍ଧିବାକୁ ଅନୁରୋଧ

ଭୁବନେଶ୍ଵର: ସାରା ରାଜ୍ୟକୁ ଘାରିଛି ଡିପଥେରିଆ ଚିନ୍ତା। ଏ ନେଇ ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି ଆଣ୍ଟିବାୟୋଟିକ୍ ଦ୍ଵାରା ଡିପଥେରିଆ ମୂଳପୋଛ ହୋଇପାରିବ। ଯେହେତୁ ଏହା ବାୟୁବାହିତ ରୋଗ, ତେଣୁ ଲୋକମାନେ ମାସ୍କ…
Read More...

ଆଜି ରୁକ୍ମିଣୀ ବିବାହ: ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ସୋମବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ବିବାହ ନୀତି ପାଳନ କରାଯିବ। ଏଥିଲାଗି ଆଜି ବନ୍ଦ ରହିବ ସାଧାରଣ…
Read More...

ଜମିବାଡି ବିବାଦରୁ ଆକ୍ରମଣ ଘଟଣା: ଝିଅ ମୃତ, ମୃତ୍ୟୁ ସହ ସଂଗ୍ରାମ କରୁଛି ମାଆ

ସମ୍ବଲପୁର: ଆଖିବୁଜିଲେ ଝିଅ, ମାଆଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଗତ ୧୪ ତାରିଖରେ ଏକ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ ମାଆ ଇନ୍ଦୁ ଦାସ ଏବଂ ତାଙ୍କ ଝିଅ ପାୟଲ ଦାସ। ସୋମବାର…
Read More...

ଖାଦ୍ୟରୁ ବାହାରିଲା ବ୍ଲେଡ୍, ଆଉ ତାପରେ…

ନୂଆଦିଲ୍ଲୀ : ବେଙ୍ଗାଲୁରୁ ଠାରୁ ସାନ୍‌ ଫ୍ରାନସିସ୍‌କୋକୁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ବିମାନରେ ଦିଆଯାଇଥିବା ଖାଦ୍ୟରୁ ଏକ ଧାତବ ବ୍ଲେଡ ମିଳିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ…
Read More...

ରାଶି ଅନୁସାରେ କିପରି କଟିବ ଦିନ: ମଙ୍ଗଳବାର ରାଶିଫଳ

ମେଷ : ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବୃଷ: ଆୟର ସ୍ବଳ୍ପତା…
Read More...

ଅମରନାଥ ଯାତ୍ରା: ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଆବଶ୍ୟକ କରୁଥିବା ଯାତ୍ରୀଙ୍କ ନିମନ୍ତେ ଅନଲାଇନ ବୁକିଂ ସୋମବାର ଠାରୁ ଆରମ୍ଭ ହୋଇଛି। ଉଭୟ ବାଲତାଲ ଓ ପେହଲଗାଓଁ ରୁଟ୍‌ ପାଇଁ ଏହି ବୁକିଂ କାର୍ଯ୍ୟ ଆରମ୍ଭ…
Read More...

ଆସାମ ସରକାରଙ୍କ ନିଷ୍ପତ୍ତି; ଜୁଲାଇ ୧ରୁ ବିଦ୍ୟୁତ ବିଲ୍‌ ପୈଠ କରିବେ ସରକାରୀ କର୍ମଚାରୀ

ଗୁଆହାଟୀ : ରାଜ୍ୟରୁ ଭିଆଇପି ସଂସ୍କୃତି ହଟାଇବାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୋମବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଜୁଲାଇ ୧ରୁ ରାଜ୍ୟର ସବୁ ମନ୍ତ୍ରୀ ଓ ସରକାରୀ କର୍ମଚାରୀ ସେମାନଙ୍କର…
Read More...

ଏନ୍‌ସିଇଆରଟି ପୁସ୍ତକରେ ବ୍ୟବହାର ହେବ ଉଭୟ ‘ଭାରତ’ ଓ ‘ଇଣ୍ଡିଆ’ ଶବ୍ଦ

ନୂଆଦିଲ୍ଲୀ : ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି)ର ପାଠ୍ୟ ପୁସ୍ତକ ଗୁଡିକରେ ଉଭୟ ‘ଭାରତ’ ଓ ‘ଇଣ୍ଡିଆ’ ଶବ୍ଦ ଅଦଳ ବଦଳ ଭିତ୍ତିରେ ବ୍ୟବହାର କରାଯିବ ବୋଲି ଏହାର ନିର୍ଦେଶକ…
Read More...

ଗ୍ରୀଷ୍ମ ଲହରି: ଦିଲ୍ଲୀ, ୟୁପିକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ : ଗ୍ରୀଷ୍ମ ପ୍ରବାହକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଜାତୀୟ ରାଜଧାନୀ ଦିଲ୍ଲୀ ସହିତ ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଝାଡଖଣ୍ଡ ଓ ହରିୟାଣାକୁ ରେଡ୍ ଆଲର୍ଟ ଜାରି କରିଛି। ଆସନ୍ତା ୧୯ ତାରିଖ (…
Read More...

କାଶୀପୁର ପରେ ବନ୍ଧୁଗାଁକୁ ବ୍ୟାପିଲା ଅଜଣା ରୋଗ: ରିପୋର୍ଟରେ ଡିପ୍‌ଥେରିଆ ସ୍ପଷ୍ଟ

ରାୟଗଡ଼ା : ରାୟଗଡ଼ା ଜିଲା କାଶୀପୁର ବ୍ଲକ ମୁନୁସପଦର ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ଘଟଣାର କାରଣ ଖୋଜା ଚାଲିଛି। ବର୍ତ୍ତମାନ ଉକ୍ତ ରୋଗ କୋଟାପୁଟ ଜିଲା ବନ୍ଧୁଗାଁ ବ୍ଲକକୁ ବ୍ୟାପିଲାଣି। ବନ୍ଧୁଗାଁ ବ୍ଲକର…
Read More...

୨୭ ଟିକିଆ ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

କରଞ୍ଜିଆ: ୫ ଗାଁରେ ନାକେଦମ କଲେଣି କରଞ୍ଜିଆରେ ଥିବା ୨୭ ଟିକିଆ ଝାଡଖଣ୍ଡ ହାତୀପଲ। ତଣ୍ଡ, ବାଲିକଳା, ବାଲିପୋଷି, ବାଲିତୁଟ, ଗୁଜିଟିଙ୍ଗିରି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତ ୩ଦିନ ଧରି ଏହି ହାତୀପଲ ଦିନ…
Read More...

ଦଳିଦେଲା ହାତୀ, ଚାଲିଗଲା ୩ ଜୀବନ

ବରଗଡ: ଦଳିଦେଲା ହାତୀ, ଚାଲିଗଲା ୩ଜୀବନ। ବରଗଡ ପାଇକମାଳ ରେଞ୍ଜ ସଲଡିହି ଗାଁରୁ ଆସିଛି କିଛି ଏଭଳି ଅଭିଯୋଗ। ବିପିନ୍ ବରିହା ଏବଂ ତାଙ୍କ ପରିବାର ଘର ପଛ ପଟେ ଶୋଇଥିବାବେଳେ ୩ଟି ହାତୀ ଗୋଠ ଛଡା ହୋଇ ଆସିଥିଲେ। ଏବଂ…
Read More...

ରଥଯାତ୍ରା ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ପ୍ରାଥମିକତା : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ରଥଯାତ୍ରା ଶେଷ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସୋମବାର ପୁରୀ ଗସ୍ତରେ ଆସି ଛତିଶା ନିଯୋଗ ସହ ଆଲୋଚନା ପରେ ଆଇନ ମନ୍ତ୍ରୀ…
Read More...

ପ୍ରତିଶ୍ରୁତି ପୂରଣ କଲେ ରାହୁଲ ଗାନ୍ଧୀ: ପିଲାଙ୍କ ପାଇଁ ପଠାଇଲେ କରାଟେ ପୋଷାକ

ସାଲେପୁର : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଲେପୁର କୁଳିଆସ୍ଥିତ ଏକ ନିର୍ବାଚନ ସଭାରେ ଯୋଗ ଦେବାକୁ ଗତ ଏପ୍ରିଲ ୨୮ରେ ଓଡ଼ିଶା ଗସ୍ତରେ ଆସିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ ଉପଲକ୍ଷେ ସେ ଜନ୍ମ ପୀଠ…
Read More...

ଆଜି ପ୍ରଥମଥର ବିଧାୟକ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ବିଜେଡି ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଧାୟକ ଭାବେ ଶପଥ ନେବେ। ପୂର୍ବରୁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ୫ ଥର ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ସୁରକ୍ଷା ବଳୟରେ ବିଧାନସଭା: ଆଜିଠୁ ଦୁଇଦିନ ନୂଆ ବିଧାୟକଙ୍କ ଶପଥ ଗ୍ରହଣ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏହାପୂର୍ବରୁ ଆଜି ଏବଂ ଆସନ୍ତାକାଲି(ବୁଧବାର) ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ…
Read More...

ଆଜି ମିଳିବ ପିଏମ୍‌ କିଷାନ ଟଙ୍କା

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଆଜି (ମଙ୍ଗଳବାର) ଚାଷୀଙ୍କୁ ପ୍ରଦାନ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିବା ପାଇଁ ସରକାର…
Read More...

ଚୋରା କାଠଗଣ୍ଡି ସହ ସାମଗ୍ରୀ ଜବତ

ଟିଟଲାଗଡ: ଟିଟଲାଗଡ ବନାଞ୍ଚଳ ପକ୍ଷରୁ ଆଜି ସହରର ୩ଟି ସ୍ଥାନରେ ଚଢାଉ କରାଯାଇଛି। ଫଳରେ ବ୍ୟାପକ ପରିମାଣରେ ଶାଗୁଆନ, ଶାଳ ତଥା ବିଭିନ୍ନ ଗଛର ଗଣ୍ଡି, ପଟା ସହ ବିଭିନ୍ନ କାଠରୁ ପ୍ରସ୍ତୁତ ସାମଗ୍ରୀ, କରତ ତଥା ଅନ୍ୟ କାଠ…
Read More...

ବ୍ରିଟେନ୍‌ରେ ଜନମତ ସର୍ଭେ: ଆଗାମୀ ନିର୍ବାଚନରେ ହାରୁଛି ସୁନକଙ୍କ ଦଳ!

ନୂଆଦିଲ୍ଲୀ: ଜୁଲାଇ ୪ ତାରିଖରେ ବ୍ରିଟେନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହାପୂର୍ବରୁ ଏକ ବଡ ପୂର୍ବାନୁମାନ କରାଯାଇଛି। ତାହା ପୁଣି ବର୍ତ୍ତମାନର ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରାଜୟର…
Read More...

ପାହାଡରେ ପିଟି ହେଲା ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡା ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଓଏସଆରଟିସି ବସ୍ ପାହାଡରେ ପିଟି ହୋଇଯିବାରୁ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ୧୫ ଆହତଙ୍କ ମଧ୍ୟରୁ ୫ଜଣ ଗୁରୁଥିବା ଥିବା ସୂଚନା…
Read More...

ପୁଲିସ୍ ଗୁଳିରେ ଟଳିଲେ ୪ ନକ୍ସଲ

ଝାଡଖଣ୍ଡ: ନକ୍ସଲ ନିପାତ ଅଭିଯାନରେ ଆଉ ଏକ ସଫଳତା। ଝାଡଖଣ୍ଡରେ ଏନକାଉଣ୍ଟର, ଟଳିଲେ ୪ ମାଓବାଦୀ। ଝାଡଖଣ୍ଡ ଚାଇବାସାରେ ପୁଲିସ୍ ପକ୍ଷରୁ ବଡଧରଣର ଏନକାଉଣ୍ଟର କରାଯାଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ନକ୍ସଲ ନିହତ…
Read More...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲା ଆତଙ୍କୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଜୋରଦାର ଚାଲିଛି ଆତଙ୍କୀ ନିପାତ ଅଭିଯାନ। କାଶ୍ମୀରରେ ଥିବା ସବୁ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କୁ ଜୋରଦାର କରାଯାଇଛି। ଆଜି ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷାକର୍ମୀମାନେ…
Read More...

ଚନ୍ଦ୍ରରେ ହେବ ରେଳଷ୍ଟେସନ୍,ଚାଲିବ ଟ୍ରେନ!

ନୂଆଦିଲ୍ଲୀ: ଚନ୍ଦ୍ରରେ ଟ୍ରେନ ଚାଲିବ ବୋଲି ଶୁଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ। ତେବେ ଏପରି ଏକ ଯୋଜନା ପ୍ରସ୍ତୁତ କରିଛି ନାସା। ଚନ୍ଦ୍ରରେ ରେଳଷ୍ଟେସନ କରିବା ସହ ଟ୍ରେନ ଚଳାଚଳ ପାଇଁ ନାସା ତରଫରୁ ପ୍ରସ୍ତୁତି…
Read More...

ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ: ସୋମବାର ରାଶିଫଳ

ମେଷ: ମନ ପ୍ରଫୁଲ୍ଲ ରହିବ। ଦାନଧର୍ମରେ ଦୀକ୍ଷିତ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜ୍ୟେଷ୍ଠ ନ ହୋଇ ବି ଶ୍ରେଷ୍ଠ ହେବେ। ବୃଷ:…
Read More...

ରାଫାରେ ବିସ୍ଫୋରଣ: ୮ ଇସ୍ରାଏଲ୍ ସୈନିକ ମୃତ

ତେଲଆଭିଭ୍‌ : ଦକ୍ଷିଣ ଗାଜାର ରାଫାରେ ଏକ ଆଇଇଡି ବିସ୍ଫୋରଣରେ ଇସ୍ରାଏଲର ୮ ସୈନିକ ପ୍ରାଣ ହରାଇଛନ୍ତି। ଗତ ଜାନୁଆରୀ ପରଠାରୁ ରାଫାରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ଭୟଙ୍କର।…
Read More...

ଏନ୍‌ସିଇଆରଟି ପୁସ୍ତକରୁ ହଟିଲା ‘ବାବ୍ରୀ ମସ୍‌ଜିଦ’ ଶବ୍ଦ

ନୂଆଦିଲ୍ଲୀ : ଏନ୍‌ସିଇଆରଟି ଦ୍ବାରା ପ୍ରବର୍ତ୍ତିତ ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ଅଯୋଧ୍ୟା ଓ ବାବ୍ରୀ ମସ୍‌ଜିଦ ବିଷୟରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ପୁସ୍ତକ ଚଳିତ ବର୍ଷ ପୁନଃ ପ୍ରକାଶନ…
Read More...

ଦର୍ଶନ ବ୍ୟବସ୍ଥାରେ ଆସୁନି ସୁଧାର : ବସିବ ସ୍ଵତନ୍ତ୍ର ପରିଚାଳନା କମିଟି ବୈଠକ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଖୁବଶୀଘ୍ର ବସିବ ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ। ଛତିଶା ନିଯୋଗ ସମେତ ବରିଷ୍ଠ ସେବକଙ୍କ ସହ ଆଲୋଚନା କରାଯିବ। ଭକ୍ତମାନେ ଯେପରି…
Read More...

ଘାତକ ସାଜିଛି ଡିପଥେରିଆ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ, ୧୫ ଆକ୍ରାନ୍ତ ୫ ମୃତ

ଭୁବନେଶ୍ବର : କାଶୀପୁରକୁ ପୁଣି ଶନିଦଶା। ପୂର୍ବରୁ ଆମ୍ବ ଟାକୁଆ ଖାଇବା ଦ୍ବାରା ଏହି ଅଞ୍ଚଳରେ ଝାଡାବାନ୍ତି ବ୍ୟାପୁଥିଲା। ଏବେ ଡିପଥେରିଆ ପୁଣି ମୁଣ୍ଡ ନେଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଡିପଥେରିଆରେ ୧୫ ଜଣ ଆକ୍ରାନ୍ତ…
Read More...

ରଜରେ ନନ୍ଦନକାନନ ବୁଲିଲେ ୮୧ ହଜାର ପର୍ଯ୍ୟଟକ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଶେଷ ରଜ ଅର୍ଥାତ ରବିବାର ୩୦ ହଜାର ପର୍ଯ୍ୟଟକ ଆସିଥିଲେ। ସେମାନଙ୍କ ମଧ୍ୟରେ ଅଫ୍‌ଲାଇନରେ ୨୮ହଜାର ୩୨୨, ସଞ୍ଚାର ମାଧ୍ୟମରେ ୭୯୬, ହ୍ବାଟ୍ସଆପ୍‌ରେ…
Read More...

ଟ୍ରାକ୍ଟରକୁ ପିଟିଲା କାର୍, ୪ ମୃତ

ଖଡିଆଳ: ଟ୍ରାକ୍ଟରକୁ ଧକ୍କା ଦେଲା କାର୍, ୪ ମୃତ। ଭବାନୀପାଟଣା ରାସ୍ତାର ଲଛିପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଏବଂ କାର୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାରରେ ଥିବା ୪ଜଣଙ୍କର ଘଟଣାସ୍ଥଳରେ…
Read More...

ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ!

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ବସିଆପଡାରେ ଦନ୍ତା ହାତୀ ମୃତ । ବିଦ୍ୟୁତ୍ ଆଘାତ ଲାଗି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ରବିବାର ବିଳମ୍ବିତ ରାତିରେ ଦନ୍ତା ହାତୀଟି ଗାଁ ଭିତରକୁ ପଶି ଆସିଥିଲା । ଘର…
Read More...

ଲୁଚକାଳି ଖେଳୁଛି ମୌସୁମୀ: ବଢୁଛି ତାତି, ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ

ଭୁବନେଶ୍ଵର: ମାଲକାନଗିରି ଛୁଇଁଛି ମୌସୁମୀ । କିନ୍ତୁ ଆଗକୁ ଆଉ ବଢୁନି। ଲୁଚକାଳି ଖେଳୁଛି। ମୌସୁମୀ ଆସିବାରେ ବିଳମ୍ବ ହେବା ଏବଂ ତାତିର ପ୍ରକୋପ ବଢିବା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଗୁଳୁଗୁଳିରେ ସନ୍ତୁଳି…
Read More...

ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ ଭାଇ

ମୟୁରଭଞ୍ଜ: ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ ଭାଇ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଲୁଣଚାଟି ଗାଁରେ। ଜମି ଜମା ବିବାଦକୁ କେନ୍ଦ୍ର କରି ବଡ ଭାଇ ସାନ ଭାଇକୁ…
Read More...

ହାତୀ ଆକ୍ରମଣରେ ମହିଳା ଗୁରୁତର, ଏସସିବିରେ ଭର୍ତ୍ତି

କାମାକ୍ଷାନଗର: ଥମୁନି ହାତୀ ଆତଙ୍କ। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ତାର ଜୀବନ ହରାଉଛି। ସେମିତି କିଛି ଘଟଣା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁରେ…
Read More...

ଭଡା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ

ସମ୍ବଲପୁର: ଭଡାଘରୁ ନାକଟିଦେଉଳ ତହସିଲ୍ କିରାଣିଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କ୍ଷୀରୋଦ ବଳ ବୋଲି…
Read More...

ଶିକାର ବେଳେ ଅଘଟଣ: ଭିଣୋଇର ଗୁଳିମାଡ଼ରେ ଶଳାର ମୃତ୍ୟୁ

ମୋହନା: ଶିକାର ବେଳେ ଅଘଟଣ। ଭିଣୋଇର ଗୁଳିମାଡରେ ଶଳା ମୃତ। ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ଜନ୍ତୁ ଶିକାର ବେଳେ ଏଭଳି ଅଘଟଣ ଘଟିଛି। ମୃତକ କୈଳାଶ ନାୟକ ବୋଲି ଜଣାପଡିଛି। ଶନିବାର ବିଳମ୍ବିତ ରାତିରେ କୈଳାଶ ଏବଂ ତାଙ୍କ…
Read More...

କେମିତି କଟିବ ଏ ସପ୍ତାହ – ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ

ମେଷ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ଲାଭବାନ ହେବେ। ନୂତନ ଭୂମି କ୍ରୟ କରିପାରନ୍ତି। ମଙ୍ଗଳବାର ଓ ବୁଧବାର ନୂତନ ନିଯୁକ୍ତି ମିଳିପାରେ। ଆର୍ଥିକ ସମସ୍ୟା ଦୂରୀଭୂତ ହେବ। ଗୁରୁବାର ଓ ଶୁକ୍ରବାର ମଧ୍ୟମଫଳ ପ୍ରାପ୍ତ…
Read More...

ରୁଦ୍ରପ୍ରୟାଗ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଘଟଣାରେ ବଢୁଛି ମୃତ୍ୟୁ ଘଟଣା। ଏଯାବତ୍ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାରେ ଶନିବାର ଏକ ଟେମ୍ପୋ ଟ୍ରାଭେଲର ଋଷିକେଶ-ବଦ୍ରିନାଥ…
Read More...

ଦୁଇ ମାସରେ ଆସୁଛି ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍: ଜାଣନ୍ତୁ କଣ ରହିଛି ସୁବିଧା..

ଭୁବନେଶ୍ଵର: ଭାରତରେ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଦୁଇ ମାସ ଭିତରେ ଟ୍ରାକ୍ ରେ ଦୌଡିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଏହି ସୂଚନା ଦେଇଛନ୍ତି…
Read More...

ଦିଲ୍ଲୀରେ ଉତ୍କଟ ଜଳ ସଙ୍କଟ: କମୁଛି ଯମୁନା ନଦୀ ଜଳସ୍ତର, କଂଗ୍ରେସର ମଟ୍‌କା ଫୋଡ ଅଭିଯାନ

ନୂଆଦିଲ୍ଲୀ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ହ୍ରାସ ପାଇଥିବାବେଳେ ରାଜଧାନୀ ଦିଲ୍ଲୀରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ୱାଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳ ଅଭାବ ପଡିବାରୁ ଦିଲ୍ଲୀରେ…
Read More...

ଆହୁରି ୨ ଦିନ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମପ୍ରବାହ ସ୍ଥିତି : ରଜ ପରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଆଗକୁ ଦକ୍ଷିଣରେ କାଳବୈଶାଖୀ ଜନିତ ବର୍ଷା ପବନ ହେବା ସହିତ ପଶ୍ଚିମରେ ଆଉ ଗୋଟିଏ ଦିନ…
Read More...

ସେଲ୍‌ଫି ନେବା ହେଲା କାଳ: ଜଳପ୍ରପାତରେ ବୁଡ଼ି ଦୁଇଭାଇ ମୃତ

ଗୋବିନ୍ଦପାଲ୍ଲୀ : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଡ଼କାପଦର ପଞ୍ଚାୟତ ଅନ୍ତର୍ଗତ ଗୁମ୍ମାଝରଣ ଜଳପ୍ରପାତରେ ଏକ ଅଭାବନୀୟ ଘଟଣା ଘଟିଛି। ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ବୁଡ଼ି ଦୁଇଭାଇଙ୍କ ଜୀବନ ଚାଲିଯାଇଛି।…
Read More...

ମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମୃତ

କୋଲାବନଗର : କୋରାପୁଟ ଜିଲା କୋଲାବ ଡ୍ୟାମ୍ ନିକଟ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି। ମୃତକମାନେ ହେଲେ କୋରାପୁଟ ବ୍ଲକ ବଡ଼କେରେଙ୍ଗା…
Read More...

ଆଜି ଶେଷ ରଜ : ପିଠା ମିଠାରେ ବାସୁଛି ଗାଁଠୁ ସହର, ଜମୁଛି ଦୋଳିଖେଳର ଆସର

ଭୁବନେଶ୍ଵର: ଆଜି ରଜ ଉତ୍ସବର ଅନ୍ତିମ ଦିନ। ଆଜି ଭୂମି ଦହନ, ଆସନ୍ତାକାଲି ହେବ ବସୁମତୀ ସ୍ନାନ। ଶେଷ ରଜକୁ ଆଜି ଖୁବ୍ ଧୁମଧାମରେ ପାଳନ କରୁଛନ୍ତି କୁଆଁରୀ। ସେଥିପାଇଁ ଶେଷ ରଜରେ ପିଠା, ମିଠା, ପାନର ବାସ୍ନାରେ ଗାଁଠୁ…
Read More...

ମୁମ୍ବଇରେ ଅଘଟଣ: ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ମୃତ

ମୁମ୍ବଇ : ମୁମ୍ବଇର ଆଣ୍ଟପ ହିଲ୍‌ଠାରେ ଏକ ଚାରି ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠାଘରର ଏକ ଅଂଶ ଭୁଶୁଡି ପଡିବାରୁ ୨ ଜଣ ମହିଳା ପ୍ରାଣ ହରାଇଛନ୍ତି। ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧ୍ବଂସସ୍ତୂପ ତଳୁ…
Read More...

ଖୋଲିଲା ଚାରି ଦ୍ଵାର: ହେଲେ ସୁଧୁରୁନି ଦର୍ଶନ ବ୍ୟବସ୍ଥା, ବଢ଼ୁଛି ଭକ୍ତଙ୍କ ଦୁର୍ଦ୍ଦଶା

ପୁରୀ : ତିନିଦିନ ସରକାରୀ ଛୁଟି ଯୋଗୁଁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ଚାରିଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗୁଛି। ଡହଡହ ଖରାରେ ଡହଳ ବିକଳ ହେଉଛନ୍ତି…
Read More...

ପୁଲିସ୍‌-ମାଓବାଦୀ ଗୁଳି ବିନିମୟ: ୮ ମାଓବାଦୀ ନିପାତ, ଯବାନ ସହିଦ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡ଼ ନିକଟ ଜଙ୍ଗଲ​‌ରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହିଦ…
Read More...

ଜଳିଗଲା ଦୁଇ ବଖରା: ମହିଳା ଅର୍ଦ୍ଧଦଗ୍ଧ, ମେଡିକାଲରେ ଭର୍ତ୍ତି

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗାଁରେ ଅଘଟଣ ଘଟିଛି। ଘରେ ନିଆଁ ଲାଗିଯିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ରାତିରେ ଶୋଇଥିବାବେଳେ…
Read More...

୧୮ରେ ଖୋଲିବ ସ୍କୁଲ : ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ଵର: ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି। ଆଉ ମାତ୍ର ଦୁଇଟା ଦିନ ବାକି ରହିଛି। ମଙ୍ଗଳବାର ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ।…
Read More...

କୋରାପୁଟରେ ବସ୍ ଚଳାଚଳ ବନ୍ଦ: ଯାତ୍ରୀ ହନ୍ତସନ୍ତ

କୋରାପୁଟ: କୋରାପୁଟରେ ଗଡୁନି ଘରୋଇ ବସ୍। ଘରୋଇ ବସ୍ ମାଲିକ ସଂଘ ଓ ଘରୋସ୍ ବସ୍ କର୍ମଚାରୀ ସଂଘ ଭିତରେ ବିବାଦକୁ ନେଇ ଆଜି ବସ୍ ଚଳାଚଳ ବନ୍ଦ ରହିଛି। ସକାଳୁ କୋରାପୁଟରୁ କୌଣସି ଘରୋଇ ବସ୍ ଗଡୁନଥିବାବେଳେ ଯାତ୍ରୀମାନେ…
Read More...

ଆଇସିସି ଟି୨୦ ବିଶ୍ବକପ ମ୍ୟାଚ୍: ଆଜି ଭାରତ-କାନାଡା ମ୍ୟାଚ୍, ବର୍ଷା ସାଜିପାରେ ବାଧକ

ଆମେରିକା : ଚଳିତ ଆଇସିସି ଟି୨୦ ବିଶ୍ବକପ ମ୍ୟାଚ୍। ଆଜି(ଶନିବାର) ଭାରତ ଓ କାନାଡା ମଧ୍ୟରେ ଗ୍ରୁପ-ଏ ର ଏକ ମ୍ୟାଚ ଫ୍ଲୋରିଡାର ଲୌଡରହିଲରେ ଖେଳାଯିବ। ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାବେଳେ ଶେଷ ମ୍ୟାଚକୁ ଜିତି…
Read More...

ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ବ୍ୟବସାୟରେ ଲାଭ ପାଇବେ: ଶନିବାର ରାଶିଫଳ

ମେଷ : ଉଚ୍ଚଶିକ୍ଷା ଓ ସାକ୍ଷାତ କାରର ପ୍ରସ୍ତୁତି ସ୍ବରୂପ ଦୈବୀ ଶକ୍ତିସମ୍ପନ୍ନ କନ୍ୟା ମନୋନୟନ କରିବେ। ନାନା ଉପାଦେୟ ପୁସ୍ତକ ପଠନରେ ମନ ଦେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସ୍ବୟଂସିଦ୍ଧା ହୋଇପାରନ୍ତି। ବୃଷ:…
Read More...

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ୨ ଓଡିଆଙ୍କ ମୃତଦେହ

ଭୁବନେଶ୍ଵର: କୁଏତରେ ୬ ମହଲା କୋଠା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ ରହିଛନ୍ତି। ଦୁଇ ମୃତକ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼  ଏବଂ କଟକ…
Read More...

ୟେଦୁରପ୍ପାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି :୧୭ ପର୍ଯ୍ୟନ୍ତ ଗିରଫ ଉପରେ ରୋକ

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ୟେଦୁରପ୍ପାଙ୍କ…
Read More...

ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ‘ଭାରତୀୟ ନ୍ୟାୟ ସଂହିତା’

ଭୁବନେଶ୍ବର : ବଦଳିବ ବ୍ରିଟିଶ ଆଇନ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’। ‘କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’…
Read More...

୬୧ ଦିନ ପରେ ହଟିଲା ମାଛଧରା କଟକଣା

ପାରାଦୀପ: ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି। ଆଜିଠାରୁ ମାଛଧରା ଆରମ୍ଭ ହୋଇଛି। ସେଥିପାଇଁ ରାଜ୍ୟର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଆଜି ଗଭୀର ସମୁଦ୍ରକୁ ଯାତ୍ରା କରିଛନ୍ତି।…
Read More...

ରାସ୍ତାକଡକୁ ଓଲଟିଲା ବସ୍‌, ୪ ଯାତ୍ରୀ ଆହତ

ଖୋର୍ଦ୍ଧା: ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ୍ , ୪ ଆହତ। ଖୋର୍ଦ୍ଧା ବେଗୁନିଆ-ବାଘମାରୀ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ୪…
Read More...

ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ: ୧୭ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିଛି। ଉପକୂଳରେ ଗରମ ଓ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେଉଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୧୭ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀ…
Read More...

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ନେଲେ ଜୁଏଲ ଓରାମ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ଜୁଏଲ ଓରାମ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁକ୍ରବାର ୧୨ଟାରେ ସ୍ଥାନୀୟ ଶାସ୍ତ୍ରୀ…
Read More...

ରାଷ୍ଟ୍ରପତି ଭବନରେ ପାଳିତ ହେଲା ରଜ ପର୍ବ: ନାତୁଣୀଙ୍କୁ ରଜ ଦୋଳିରେ ଝୁଲାଇଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ପରିସରରେ ପ୍ରଥମ ଥର ପାଇଁ ରଜ ପର୍ବ ଆୟୋଜନ ହୋଇଛି। ପହିଲି ରଜ ଅବସରରେ ଶୁକ୍ରବାର ସଂଧ୍ୟାରେ ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରଠାରେ ଅନୁଷ୍ଠିତ ରଜ ପର୍ବ ସାଂସ୍କୃତିକ କାର୍ଯ୍ୟକ୍ରମକୁ…
Read More...

୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ୨୦ ସୁଦ୍ଧା ସରିବ ପ୍ରସ୍ତୁତି

ପୁରୀ : ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଚଳିତ ମାସ ୨୨ରେ ଅନୁଷ୍ଠିତ ହେବ। ତେଣୁ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାପାଳ…
Read More...

ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଏପରି କହିଲେ ଶିକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ନିଟ୍ କାଉନସେଲିଂ ଉପରେ ରୋକ୍ ଲାଗିବନି। ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି। ଏବଂ ପୁଣି…
Read More...

ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ: କହିଲେ ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ

ପୁରୀ:ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ । ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀ ସୁଆଣ୍ଡୋ ଗାଁ ବୁଲି…
Read More...

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ଵାମୀ

ବାଲେଶ୍ୱର: ଖଇରା ଥାନା ନନ୍ଦୁର ପଞ୍ଚାୟତର ଅସୁରିଆ ଗାଁରେ ଅଘଟଣ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ଵାମୀ। ମୃତ ମହିଳା ଜଣକ କାଞ୍ଚନ ପରିଡା ବୋଲି ଜଣାପଡିଛି। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ…
Read More...

ଅଜଣା ରୋଗ ନେଲା ଆଉ ଜଣଙ୍କ ଜୀବନ: ଗାଁରେ ସ୍ବତନ୍ତ୍ର ଡାକ୍ତରୀ ଟିମର ଅନୁଧ୍ୟାନ   

ରାୟଗଡା : ରାୟଗଡା ଜିଲାର କାଶୀପୁରରେ ଅଜଣା ରୋଗରେ ଗଲା ଆଉ ଜଣଙ୍କ ଜୀବନ । ମଙ୍ଗଳବାର ରାତିରେ ଆଉ ଜଣେ ୧୩ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ଖବର ମିଳିଛି । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪ରେ ପହଁଞ୍ଚିଛି।  ୫ଜଣ…
Read More...

ରାଶି ଅନୁସାରେ କେମିତି କଟିବ ଆଜି ଆପଣଙ୍କ ଦିନ: ଗୁରୁବାର ରାଶିଫଳ

ମେଷ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ତେଜସ୍ବୀ ଓ ଧାର୍ମିକ ହେବ। ବୃଷ; ଦାନଧର୍ମରେ…
Read More...

ଦ୍ବନ୍ଦ୍ବରେ ରାହୁଲ; କେଉଁ ଆସନ ଛାଡ଼ିବେ ?ରାୟବରେଲି ନା ୱାୟନାଡ

ମଲାପୁରମ: ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲି ଓ କେରଳର ୱାୟନାଡ ଆସନରୁ ବିଜୟୀ ହୋଇଛନ୍ତି। ନିୟମ ଅନୁଯାୟୀ ନିର୍ବାଚିତ ହୋଇଥିବା ଦୁଇ ଆସନ ମଧ୍ୟରୁ ଗୋଟିଏ ଆସନରୁ ରାହୁଲଙ୍କୁ…
Read More...

ଓଡ଼ିଶାକୁ ନାହିଁ ବାର୍ଡଫ୍ଲୁ ଭୟ: ଯାଞ୍ଚ ପାଇଁ ନିୟମିତ ପଠାଯାଉଛି ନମୁନା

ଭୁବନେଶ୍ବର : ଭାରତ ସମେତ ବିଶ୍ୱର କିଛି ଦେଶରେ ଏବେ ବାର୍ଡ-ଫ୍ଲୁ ମୁଣ୍ଡ ଟେକିଛି। ଗତ ଏପ୍ରିଲରେ କେରଳ, ନାଗପୁର ଓ ଝାଡଖଣ୍ଡରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସନ୍ଦେହ କରାଯାଇଥିଲା। ଓଡ଼ିଶାରେ ଯେପରି ଏହା ସଂକ୍ରମଣ ନହେବ…
Read More...

ଇଟାଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ରୋମ : ଇଟାଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି ଖଲିସ୍ତାନ ସମର୍ଥକ। ବୁଧବାର ମହାତ୍ମା ଗାନ୍ଧୀଙ୍କ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାର କିଛିଘଣ୍ଟା ପରେ କେତେକ ଖଲିସ୍ତାନ ସମର୍ଥକ…
Read More...

ୟୁକ୍ରେନ ଯୁଦ୍ଧରେ ଦୁଇ ଭାରତୀୟ ମୃତ

ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରୁଷ୍ ସେନା ପକ୍ଷରୁ ଭାରତୀୟ ନାଗରିକ ଦୁଇଜଣଙ୍କୁ ନିଯୁକ୍ତି…
Read More...

ମହାପ୍ରଭୁଙ୍କ ଆଶୀର୍ବାଦରେ ନୂଆ ସରକାର ଆସିଲା, ଚାରିଦ୍ଵାର ଖୋଲିଲା: ମୁଖ୍ୟମନ୍ତ୍ରୀ ମୋହନ ମାଝି

ପୁରୀ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା । ଏବେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା। ସକାଳୁ ଭକ୍ତମାନେ ବିନା ବାଧାରେ ଶ୍ରୀମନ୍ଦିର…
Read More...

୨୪ରୁ ଲୋକସଭା ଅଧିବେଶନ

ନୂଆଦିଲ୍ଲୀ : ଜୁନ୍ ୨୪ରୁ ଲୋକସଭା ଅଧିବେଶନ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ । ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ଏହି ଅଧିବେଶନ…
Read More...

୪ଦିନ ଯାଏଁ ତାତିରୁ ନାହିଁ ନିସ୍ତାର: ଦକ୍ଷିଣକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ୱର : ରାଜ୍ୟରେ ତାତିରୁ ନିସ୍ତାର ନାହିଁ। ଆସନ୍ତା ୪ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଏହାପରେ ୨ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ବୁଧବାର ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ…
Read More...

ଓଡିଶାରେ ବିଜେପି ସରକାରଙ୍କ ଶପଥ ଗ୍ରହଣ: ଆଜି ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ବର : ରାଜ୍ୟରେ ବିଧିବଦ୍ଧଭାବେ ବୁଧବାରଠାରୁ ଆରମ୍ଭ ହୋଇଛି ବିଜେପି ଶାସନ। ତାହା ସହିତ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଯୁଗ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତାରେ…
Read More...