www.samajalive.in
Monday, December 8, 2025
24.1 C
Bhubaneswar

ଦୁଇ ମାସରେ ଆସୁଛି ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍: ଜାଣନ୍ତୁ କଣ ରହିଛି ସୁବିଧା..

ଭୁବନେଶ୍ଵର: ଭାରତରେ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଦୁଇ ମାସ ଭିତରେ ଟ୍ରାକ୍ ରେ ଦୌଡିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଟ୍ରେନ୍ ନିର୍ମାଣ କାମ ଜୋରସୋରରେ ଚାଲିଛି। ସମସ୍ତ ବୈଷୟିକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାଙ୍ଗାଲୋରରେ ଥିବା ବିଏମଇଏଲ୍ ଲିଃ ରେଳ ୟୁନିଟରେ ଟ୍ରେନ୍ ନିର୍ମାଣ କାମ ଚାଲିଛି। ଏହି ଟ୍ରେନ୍ ରେ ଯାତ୍ରୀଙ୍କୁ ଆରାମ ଦାୟକ ଯାତ୍ରା ସହ ରହିବ ବିଶ୍ଵସ୍ତରୀୟ ସୁବିଧା। ୧୬ କୋଚ୍ ବିଶିଷ୍ଟ ରହିବ ବନ୍ଦେ ଭାରତ ସ୍ଲିପର ଭର୍ସନ୍। ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ। ତେବେ ଏଥିରେ ଅତ୍ୟାଧୁନିକ ଶୀତ ନିୟନ୍ତ୍ରଣ ସହ ସେନସର୍ ଭିତ୍ତିକ ଲାଇଟିଂ , କ୍ୟାମେରା, ବାୟୋ ଭାକ୍ୟୁମ୍ ,  ଟଏଲଟ୍ ଏବଂ ଅନ୍ୟାନ୍ୟ ସୁବିଧା ଆଦି ରହିବ ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories