ଚାନ୍ଦବାଲି ଥାନାରେ ମହିଳାଙ୍କୁ ଆକ୍ରମଣ ପ୍ରସଙ୍ଗ: ୪ ସପ୍ତାହରେ ରିପୋର୍ଟ ଦାଖଲ ନିର୍ଦେଶ

ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ଥାନା ପରିସରରେ ଜୁନ ୨୫ ତାରିଖରେ ଜଣେ ଦଳିତ ମହିଳାଙ୍କୁ ଉକ୍ତ ଥାନାର ଜଣେ ଏଏସଆଇ, କନଷ୍ଟେବଳ ଓ ଗୃହରକ୍ଷୀଙ୍କ ଅମାନୁଷିକ ଆକ୍ରମଣ ମାମଲା ଦିନକୁ ଦିନ ଗୁରୁତର ରୂପ ନେଉଛି।…
Read More...

ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ନବ ଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା…
Read More...

କରଞ୍ଜିଆର ୨୦ ଗାଁରେ ୨୪ ଟିକିଆ ହାତୀପଲଙ୍କ ଉତ୍ପାତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ୨୪ ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ। ୨୦ରୁ ଅଧିକ ଗାଁର ଲୋକେ ଆତଙ୍କିତ। ଡୁମୁରିଆ, ମତା, ପିଛୁଳି, ଧରି, ଦେଓଗାଁ ଆଦି ଗାଁରେ କୋକୁଆ ଭୟ ପରିସ୍ଥିତି ସୃଷ୍ଟି…
Read More...

ଦରମାର ୫୦% ପେନ୍‌ସନ ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ

ନୂଆଦିଲ୍ଲୀ : ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବାକୁ କିଛି ସପ୍ତାହ ବାକି ଥିବାବେଳେ ଜାତୀୟ ପେନ୍‌ସନ୍ ସିଷ୍ଟମ୍ (ଏନ୍‌ପିଏସ୍) ଅଧୀନରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀ ଅନ୍ତିମ ବେତନର ୫୦% ପେନ୍‌ସନ…
Read More...

ବ‌ର୍ଷା ପାଣି ସଂଗ୍ରହ କରି ପିଉଛନ୍ତି ଯବାନ

ମାଲକାନଗିରି :ଛତିଶଗଡ଼ ସରକାରଙ୍କ ତରଫରୁ ମାଓ ଦମନ ଅଭିଯାନ ଜୋର୍‌ଦାର କରାଯାଇଛି। ମାଓ ଉପଦ୍ରୁତ ଅଞ୍ଚଳରେ ଛତିଶଗଡ଼ର ଡିଆର୍‌ଜି, ସିଆର୍‌ପିଏଫ୍‌, କୋବ୍ରାବାହିନୀ ମାଓ ଅଭିଯାନରେ ସକ୍ରିୟ ରହିଛନ୍ତି। ବଣପାହାଡ଼ ଘେରା…
Read More...

ଜନ୍ମବେଦୀରୁ ଦର୍ଶନ ଦେଲେ ଚତୁର୍ଦ୍ଧା ବିଗ୍ରହ: ଭକ୍ତଙ୍କୁ ମିଳିଲା ଆଡପ ଅବଢା

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ବୁଧବାର ଭକ୍ତ ଆଡ଼ପ ଅବଢ଼ା ପାଇଛନ୍ତି। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅନ୍ନବ୍ୟଞ୍ଜନ ଅର୍ପଣ କରାଯାଇଛି। ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଭୋଗ କରାଯାଉଥିବା ଅନ୍ନବ୍ୟଞ୍ଜନ ଆଡ଼ପ ଅବଢ଼ା…
Read More...

ହାତୀପଲଙ୍କ ଉତ୍ପାତ: ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର

ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇର କୁଳିପୋଷ ଏବଂ ବାଙ୍କି ରେଞ୍ଜରେ ହାତୀ ଉତ୍ପାତ। ୮ଦିନ ହେଲାଣି ଗୋଟିଏ ଦନ୍ତା ହାତୀ ଉତ୍ପାତ ଚଳାଇଛି । ବୁଧବାର ରାତିରେ କେନ୍ଦ୍ରିକଳା ପଞ୍ଚାୟତର ନୂଆ ଗାଁ , ସତିଆଢିପ, ବାବୁନୂଆଗାଁ,…
Read More...

ଅଷ୍ଟ୍ରେଲିଆ ମାଷ୍ଟରସେଫ୍‌ ପ୍ରତିଯୋଗିତା ଫାଇନାଲରେ ଓଡିଆ ଖାଦ୍ୟ ପଖାଳ

ନୂଆଦିଲ୍ଲୀ : ଆମ ରାଜ୍ୟରେ ପଖାଳ ଏକ ସାଧାରଣ ଖାଦ୍ୟ। ପଖାଳଖିଆଙ୍କୁ ବଡ଼ବଡ଼ିଆ ନାପସନ୍ଦ କରନ୍ତି। କେବଳ ଓଡ଼ିଶା ନୁହେଁ; ସାରା ଭାରତରେ ପଖାଳ ସବୁଠୁ ନିମ୍ନମାନର ଖାଦ୍ୟ ବୋଲି ଅନେକ ବିଚାର କରନ୍ତି। ଏମିତି କି ବିଶ୍ବ…
Read More...

୧୨ରୁ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ: ୧୭ରୁ ପୁଣି ଲଘୁଚାପ

ଭୁବନେଶ୍ବର : ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ।  କିନ୍ତୁ ୧୨ ତାରିଖରୁ ତିନିଦିନ ଧରି କେତେକ ଅଞ୍ଚଳରେ ପ୍ରବଳ ବର୍ଷା…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

କଲମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। କଲମପୁର ପରୁଆଗୁଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଗାଁର ଜଣେ ମହିଳାଙ୍କୁ ଧାରୁଆ…
Read More...

ଏହି ରାଶିର ଲୋକଙ୍କ ଆର୍ଥିକ ସମସ୍ୟା ଦୂର ହେବ: ବୁଧବାର ରାଶିଫଳ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ନାନା ପ୍ରାପ୍ୟ ପୁସ୍ତକ ପଠନରେ ମନୋନିବେଶ କରିବେ। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ବକୟା ପ୍ରାପ୍ୟ ଅର୍ଥ ମିଳିପାରେ। ବୃଷ: ଜଣେ କୃଷି ବିଶେଷଜ୍ଞ ଭାବେ…
Read More...

ଗଛ ପଡ଼ି ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ପରିବାର ଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଫିଗୁଡା ଗାଁରେ ଅଘଟଣ। ପ୍ରବଳ ବର୍ଷା ଯୋଗୁଁ ଗାଁର ସୁଦନ ଭୋଈଙ୍କ ଘର ଉପରେ ଏକ ବିଶାଳକାୟ ମହୁଲ ଗଛ ପଡିଯାଇଛି। ଫଳରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସୁଦନଙ୍କ…
Read More...

ଦାଦନ ଶ୍ରମିକଙ୍କ ମୃତଦେହ ଫେରାଇ ଆଣିବାକୁ ଶ୍ରମ ଅଧିକାରୀଙ୍କୁ ନିବେଦନ

ଜି ଉଦୟଗିରି : କନ୍ଧମାଳ ଜିଲ୍ଲାରୁ କମୁନି ଦାଦନ ଦୁଃଖ। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ କିରାମାହା ଗାଁର ରୋହିତ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଝୁଲନ୍ତା ଅବସ୍ଥାରେ ତାଙ୍କର…
Read More...

ଟ୍ରକ୍ ଡ୍ରାଇଭରଙ୍କଠାରୁ ମୋବାଇଲ୍ ଲୁଟ୍: ୪ ଗିରଫ

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଟ୍ରକ୍ ଡ୍ରାଇଭର ମାନଙ୍କ ଠାରୁ ମୋବାଇଲ୍ ଲୁଟି ଚାରି ଗିରଫ। ଦୁଇ ଟ୍ରକ୍ ଚାଳକଙ୍କ ଠାରୁ ମୋବାଇଲ ଲୁଟି ନେଇଥିବା ଚାରିଜଣ ଲୁଟେରାଙ୍କୁ ପୁଲିସ କାବୁ କରିଛି।…
Read More...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରତ୍ନଭଣ୍ଡାର ଖୋଲାଯିବା ନେଇ ହେବ ବିସ୍ତୃତ ଆଲୋଚନା

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନଭଣ୍ଡାର ଖୋଲାଯିବା ନେଇ ବିସ୍ତୃତ ଆଲୋଚନା କରାଯିବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ପୁରୀ ନୀଳାଦ୍ରୀ ଭକ୍ତ…
Read More...

ୟୁପିରେ ଭୟଙ୍କର ବସ୍ ଦୁର୍ଘଟଣା: ୧୮ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୟଙ୍କର ବସ୍ ଦୁର୍ଘଟଣା। ୧୮ ଯାତ୍ରୀଙ୍କ ମୃତ୍ୟୁ ୩୦ ଗୁରୁତର। ଉତ୍ତରପ୍ରଦେଶର ଉନ୍ନାବରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଆଗ୍ରା-ଲକ୍ଷ୍ମୌ ଜାତୀୟ ରାଜପଥରେ ଏକ ଟ୍ୟାଙ୍କର…
Read More...

ଆସନ୍ତା ୧୪ରେ ରାଞ୍ଚିରୁ ନନ୍ଦନକାନନ ଆସିବେ କଳା ବାଘ ସହ ୨୧ ଜନ୍ତୁ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ଲକ୍ଷ୍ୟନେଇ ଆରମ୍ଭ ହୋଇଛି ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା। ଏହି ପରିପେକ୍ଷୀରେ ନନ୍ଦନକାନନରୁ ମଙ୍ଗଳବାର ପୂର୍ବାହ୍ଣରେ ୭…
Read More...

୪ ଦିନିଆ ରହଣି ପରେ ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି: ପଠାଗଲା ଅନନ୍ତ ବାସୁଦେବଙ୍କ ଅବଢା

ଭୁବନେଶ୍ୱର : ଚାରିଦିନ ଓଡ଼ିଶାରେ ରହଣି ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀ ଫେରିଯାଇଛନ୍ତି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକାମ୍ରର ଆରାଧ୍ୟ ଦେବ ପ୍ରଭୁ ଅନନ୍ତ ବାସୁଦେବଙ୍କ ଅବଢ଼ା ଦିଲ୍ଲୀ…
Read More...

୧୩ରୁ ବଢିବ ବର୍ଷାର ପରିମାଣ: ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୧୩ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏପରିକି ୧୩ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ…
Read More...

ଆଜି କ୍ୟାବିନେଟ ବୈଠକ: ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ହେବ ଆଲୋଚନା

ଭୁବନେଶ୍ବର: ରାଜ୍ୟରେ ନବଗଠିତ ବିଜେପି ସରକାରର ଦ୍ଵିତୀୟ କ୍ୟାବିନେଟ୍ ବୈଠକ ଆଜି  (ବୁଧବାର) ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେହିପରି ଆସନ୍ତା ୨୨ରୁ…
Read More...

ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା: ଗୋଟିଏ ପରିବାରର ୩ ମୃତ

କୋଇଡା: ସ୍କର୍ପିଓକୁ ଧକ୍କା ଦେଲା ହାଇଓ୍ବା। ଦୁର୍ଘଟଣାରେ ତିନି ମୃତ, ଦୁଇ ଗୁରୁତର। କୋଇଡା ଥାନା ରେଙ୍ଗାଲବେଢା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ…
Read More...

ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ପଦ୍ମପୁର: ବରଗଡ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲି ଗାଁରେ ଅଭାବନୀୟ ଘଟଣା ଘଟିଛି।  ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାଣ୍ଡୋସିଲି ଗାଁର ହୋଇଥିବା ସୂଚନା ମିଳିଛି। ଆଜି…
Read More...

ପୁରୀ ବଡଦାଣ୍ଡରେ ଅଘଟଣ: ଦୁଇ ମହିଳା ସଫେଇ କର୍ମଚାରୀଙ୍କୁ ୫୦ମିଟର ଘୋଷାଡି ନେଲା ଦ୍ରୁତଗାମୀ କାର

ପୁରୀ : ପୁରୀରେ ଅଭାବନୀୟ ଘଟଣା ଘଟିଛି। ବଡଦାଣ୍ଡରେ ଦୁଇ ଜଣ ମହିଳାଙ୍କୁ ଘୋଷାଡି ନେଇଛି କାର୍। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ପୁରୀ…
Read More...

ମଣିପୁର ହିଂସା ପୀଡ଼ିତଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ : ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ମଣିପୁର ଗସ୍ତ କରିବା ପୂର୍ବକ ରିଲିଫ୍ ଶିବିରରେ ଥିବା ହିଂସା ପୀଡିତଙ୍କୁ ଭେଟିଛନ୍ତି। ରାହୁଲ ମଣିପୁରର ଜିରିବାମ ଓ ଚୁରାଚାନ୍ଦପୁରର ରିଲିଫ ଶିବିରରେ…
Read More...

ଆସାମ ବନ୍ୟା: କାଜିରଙ୍ଗା ଉଦ୍ୟାନରେ ମଲେଣି ୧୩୧ ବନ୍ୟଜନ୍ତୁ

ଆସାମ: ଆସାମରେ ବନ୍ୟାସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି। ବନ୍ୟାରେ କେବଳ ମନୁଷ୍ୟ ନୁହଁନ୍ତି, ବନ୍ୟ ପ୍ରାଣୀ ମାନେ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ୧୩୧…
Read More...

ଗଛରେ ପିଟି ହୋଇ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଧୂବଲପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗଛରେ ପିଟି ହୋଇ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ସୂଚନା ମୂତାବକ ବଲାଙ୍ଗୀର ସଦର ଥାନା ଅଞ୍ଚଳରୁ ବାଇକରେ ୩ ସାଙ୍ଗ ରଥଯାତ୍ରା ଦେଖି…
Read More...

୧୫ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ମାନବ ସମ୍ବଳ ଅଧିକାରୀ

ଗୋପାଳପୁର: ୧୫ ଲକ୍ଷ ଟଙ୍କା ନେଇ ଫେରାର ହେଲେ ମାନବ ସମ୍ବଳ ଅଧିକାରୀ।  ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ନିର୍ମାଣଧୀନ ରହିଥିବା ଆଇଜର କ୍ୟାମ୍ପସ ର ନିର୍ମାଣ କାମ ଦାୟିତ୍ଵ ରେ ଏକ ଠିକା ସଂସ୍ଥାର ମାନବ ସମ୍ବଳ…
Read More...

ଏହି ୫ ରାଶିରେ ଅଚାନକ ହେବ ଧନଲାଭ: ମଙ୍ଗଳବାର ରାଶିଫଳ

ମେଷ: ପ୍ରଭାବଶାଳୀ ହେବେ। ଜଣେ ହୁକୁମ୍‌ଦାତାଭାବେ ନିଜର ହାକିମତ୍ବର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପରିବାରର ସ୍ନେହାସ୍ପଦ ହେବେ। ବୃଷ:…
Read More...

ଦୁଇଗୁଣା ବସ୍‌ ଭଡ଼ା ଆଦାୟ କଲେ ମୋ ବସ୍‌ କର୍ମଚାରୀ, ତାତିଲେ ଯାତ୍ରୀ

କୋଣାର୍କ : ସାଧାରଣ ଲୋକ, ବରିଷ୍ଠ ନାଗରିକ ଦିବ୍ୟାଙ୍ଗଙ୍କୁ ସୁବିଧାରେ ବସ୍‌ ସେବା ଯୋଗାଇବା ଲାଗି ରାଜ୍ୟ ସରକାର ମୋ ବସ୍‌ ସେବା କାର୍ଯ୍ୟକାରୀ କରିଛନ୍ତି। କିଛି ମୋ ବସ୍‌ କର୍ମଚାରୀ ରଥଯାତ୍ରା ସମୟରେ କୋଣାର୍କରୁ ପୁରୀ…
Read More...

ସୁଭଦ୍ରାଙ୍କ ରଥଟଣା ବେଳେ ଡାକ୍ତରଙ୍କୁ ପିଟିଲେ ପୁଲିସ୍

ପୁରୀ : ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ମଧ୍ୟାହ୍ନରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଆସି ଡାକ୍ତରଖାନା ଛକରେ ପହଞ୍ଚିଥିଲା। ଏହି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟର…
Read More...

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ମୁମ୍ବଇ: ଆଜି ବି ପ୍ରବଳ ବର୍ଷିବ

ମୁମ୍ବଇ : ରବିବାର ରାତିରୁ ମୁମ୍ବଇ ଓ ଆଖପାଖ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସହରର ଅଧିକାଂଶ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଲୋକାଲ ଟ୍ରେନ, ବସ୍‌ ଓ…
Read More...

୨୨ ତମ ଭାରତ-ଋଷ ଶିଖର ସମ୍ମିଳନୀ: ଆଜି ମୋଦୀ-ପୁତିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ମସ୍କୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦୁଇ ଦିନିଆ ଋଷ ଗସ୍ତରେ ଆସି ମସ୍କୋରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ଭାରତ ଓ ଋଷ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା…
Read More...

ଆଜିଠୁ କମିବ ବର୍ଷାର ପରିମାଣ: ୧୧ ପରଠୁ ପୁଣି ବର୍ଷିବ

ଭୁବନେଶ୍ବର : ରାଜ୍ୟରେ ଆଜିଠୁ କମିବ ବର୍ଷାର ପରିମାଣ।  ଦିନରେ ଖରା ସାଙ୍ଗକୁ  ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ୧୧ ପରଠାରୁ ପୁଣି ବର୍ଷାର ବିସ୍ତୃତି ବଢିବ। ରାଜ୍ୟରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ…
Read More...

୧୯ରୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ: ଯୋଗଦେବେ ରାଜନାଥ ସିଂହ

ଭୁବନେଶ୍ବର : ସାଧାରଣ ନିର୍ବାଚନରେ ସଫଳତା ସାଉଁଟିବା ପରେ ପ୍ରଥମଥର ପାଇଁ ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୯ ଓ ୨୦ତାରିଖରେ ଦୁଇଦିନ ଧରି ପୁରୀରେ ଅନୁଷ୍ଠିତ ହେବ। ଏହି ରାଜ୍ୟ କାର୍ଯ୍ୟକାରିଣୀ…
Read More...

ବାହାନଗାରେ ପୁଣି ଅଘଟଣ: ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ଦୁଇ ଯୁବକ ମୃତ

ସୋର: ବାଲେଶ୍ଵର ବାହାନଗା ରେଳଷ୍ଟେସନରେ ଅଘଟଣ। ପୁରୀ-ହାଓ୍ବଡା ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ବାହାନଗା ଷ୍ଟେସନ ଦାଣ୍ଡହରିପୁର ଷ୍ଟେସନ ଫାଟକ ନିକଟରେ ଦୁଇ ଯୁବକଙ୍କ ଖଣ୍ଡ ବିଖଣ୍ଡିତ…
Read More...

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ : ଆଜି ନାଇଜରର ୧୩ତମ ସ୍ନାତକ ସମାରୋହରେ ହେବେ ମୁଖ୍ୟ ଅତିଥି

ଭୁବନେଶ୍ଵର: ରାଷ୍ଟ୍ରପତିଙ୍କ ଚାରି ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଖୋର୍ଦ୍ଧା ଜଟଣୀ ସ୍ଥିତ ନାଇଜରରେ ରହିଛି ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ। ନାଇଜରର ୧୩ତମ ସ୍ନାତକ ସମାରୋହ ବା ଗ୍ରାଜୁଏସନ୍ ସେରେମନିରେ…
Read More...

ଆଜି ବସିବ ତଦାରଖ କମିଟି ବୈଠକ: ସ୍ପଷ୍ଟ ହେବ ଚିତ୍ର, କେବେ ଖୋଲିବ ରତ୍ନଭଣ୍ଡାର

ପୁରୀ : ଆଜି ବସିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ମଙ୍ଗଳବାର ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ରତ୍ନଭଣ୍ଡାର ଖୋଲିବା ତାରିଖ…
Read More...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ : ଆଜି ଆଡ଼ପ ମଣ୍ଡପ ବିଜେ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ସୋମବାର ପହଞ୍ଚିଛନ୍ତି ତିନିରଥ। ପ୍ରଭୁଙ୍କ ଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାରେ ଲାଗିଛି। ଦାରୁବ୍ରହ୍ମ ରଥ ଉପରେ ବିଜେ କରିଥିବାବେଳେ…
Read More...

ବୁଲାଣି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା…
Read More...

ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚାନ୍ଦିଖମଣ ଗାଁରେ ଗୋଷ୍ଠୀ ସଂଘର୍ଷ।  ଗତ ଶନିବାର ଜଙ୍ଗଲ ଜମି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ଜଣ ଗୁରୁତରଙ୍କୁ କଟକ ବଡ…
Read More...

ଟିଏମସି ସାଂସଦ ମହୁଆଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭ା୭: ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମହିଳା…
Read More...

ଆଜିଠୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି(ସୋମବାର)ଠାରୁ ଦୁଇ ଦିନିଆ ରୁଷ୍ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ୨୨ତମ ଭାରତ-ରୁଷ୍ ବାର୍ଷିକ…
Read More...

ବିଜେଡି ସଂଗଠନରେ ନବକଳେବର : ସନ୍ତୃପ୍ତ ମିଶ୍ର ହେଲେ ବିଜେଡି ସଭାପତିଙ୍କ ରାଜନୈତିକ ସଚିବ

ଭୁବନେଶ୍ବର : ନିର୍ବାଚନରେ ପରାଜୟର ମାସକ ପରେ ବିଜେଡିରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ରଥଯାତ୍ରାରୁ ବିଜେଡିର ନବକଳେବର ଆରମ୍ଭ ହୋଇଛି। ସମସ୍ତ ରାଜ୍ୟ କମିଟିକୁ ଦଳ ସଭାପତି ନବୀନ ପଟ୍ଟନାୟକ…
Read More...

ଖର୍ଚ୍ଚ ବଢିବ, ସଞ୍ଚୟ କମିବ ଜାଣନ୍ତୁ ଆଜି କେଉଁ ରାଶି କଣ କହୁଛି: ସୋମବାର ରାଶିଫଳ

ମେଷ: ଉଦାରଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜଳଯାତ୍ରାରେ ବିପଦ ରହିଛି। ବୃଷ: ଈଶ୍ବର…
Read More...

‘ଢୋଲ ଭିତରେ ମୂଷା ରହିଲେ, ଆମେ ହାରିଲୁ’: ପରାଜୟ ପରେ ଏମିତି କହିଲେ ସମ୍ବିତ୍

ଭୁବନେଶ୍ବର : ନିର୍ବାଚନ ଫଳାଫଳ ଆସିବାର ମାସକ ପରେ ଗଣମାଧ୍ୟମରେ ବିସ୍ଫୋରକ ବୟାନ ରଖିଛନ୍ତି ପାରାଦ୍ବୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ବିଜେଡିର ପରାଜୟ ପଛରେ ଦଳୀୟ ମୂଷା ଭୂମିକା କଥା ସେ କହିଛନ୍ତି।…
Read More...

ସକ୍ରିୟ ଘୂର୍ଣ୍ଣିବଳୟ: ଦକ୍ଷିଣରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଉଭୟ…
Read More...

ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର : ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଏବଂ ଘରୋଇ ବିଶ୍ବବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର(ପିଜି) ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଜି (ସୋମବାର)ଠାରୁ କାଉନସେଲିଂ ଆରମ୍ଭ…
Read More...

ବଡ ଡାକ୍ତରଖାନାରୁ ଆସିଲା ଅଭିଯୋଗ: ଶବ ବ୍ୟବଚ୍ଛେଦ ପାଇଁ ମଗାଯାଉଛି ଟଙ୍କା

କଟକ : କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ଚିକିତ୍ସା ସମେତ ଶବ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ମାଗଣାରେ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ପରିବାରକୁ ଟଙ୍କା ମଗାଯିବା ସହ ଶବ ବ୍ୟବଚ୍ଛେଦ ପରେ…
Read More...

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ: ଅଧାବାଟରେ ଅଟକିଛି ୩ ରଥ, ଆଜି ପୁଣି ରଥଟଣା

ପୁରୀ : ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଛି। ବିରଳ ଘଟଣାରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର…
Read More...

ଜେଲ୍ ଭିତରେ ଭୟଙ୍କର ବିସ୍ଫୋରଣ: ତଦନ୍ତ କରୁଛି ପୁଲିସ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଜେଲ ଭିତରେ ଭୟଙ୍କର ବିସ୍ଫୋରଣ। ମହାରାଷ୍ଟ୍ର ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ ହୋଇଛି।  କ୍ରିକେଟ୍‌ ବଲ୍‌ ଭିତରେ ବାରୁଦ ରଖି କେହି ଦୁର୍ବୁତ୍ତ ଜେଲ ଭିତରକୁ ଫିଙ୍ଗିଥିବା…
Read More...

ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା: ଲୋକାରଣ୍ୟ ଶ୍ରୀକ୍ଷେତ୍ର, ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି

ପୁରୀ:  ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ଲାଗି ପୁରା ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି…
Read More...

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଉପଲକ୍ଷେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଏକ୍ସ…
Read More...

ହାଥ୍‌ରସ ଦଳାଚକଟା ଘଟଣା; ୧୪ଦିନିଆ ହାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ହାଥ୍‌ରସ ଦଳାଚକଟା ଘଟଣା । ଗିରଫ ମୁଖ୍ୟ ଅଭିଯୁକ୍ତ ଦେବପ୍ରକାଶ ମଧୁକରଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଧୁକରଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିବାବେଳେ…
Read More...

ଜାମ୍ମୁ-କାଶ୍ମୀରରେ ଗୁଳିବିନିମୟ: ୪ ଆତଙ୍କବାଦୀ ନିପାତ, ୨ ଯବାନ ସହିଦ

ଶ୍ରୀନଗର : ଶନିବାର ଜାମ୍ମୁ-କାଶ୍ମୀରର କୁଲଗାଓଁ ଜିଲାର ଦୁଇଟି ସ୍ଥାନରେ ନିରାପତ୍ତାରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇଜଣ ଯବାନ ସହିଦ ହୋଇଥିବାବେଳେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା…
Read More...

ବେଲଅଣ୍ଟା ଗୋଷ୍ଠୀ ସଂଘର୍ଷ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ତିଗିରିଆ: ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତ ବେଲଅଣ୍ଟା ଗାଁ ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବଗ୍ରାହୀ ପଣ୍ଡାକୁ ପୁଲିସ ଗିରଫ କରିଛି। ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିଲା। ବିଶେଷ ସୂତ୍ରରୁ ଖବର ପାଇ…
Read More...

‘ପିଏମ କିଷାନ’ରେ ସାମିଲ ହେବେ ସବୁ ଯୋଗ୍ୟ ଚାଷୀ

ଭୁବନେଶ୍ବର: ପିଏମ କିଷାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି, କିନ୍ତୁ ସାମିଲ ହୋଇପାରି ନାହାନ୍ତି, ସମସ୍ତଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି ବୋଲି…
Read More...

ବର୍ଷାରେ ଭିଜିବ ରଥଯାତ୍ରା: ୮ ତାରିଖ ପରେ କମିବ ବର୍ଷାର ପରିମାଣ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସହିତ ଉତ୍ତର ଏବଂ ଉପକୂଳ ଓଡ଼ିଶାର…
Read More...

ଅନିଶ୍ଚିତତାରେ ନିଟ୍-ୟୁଜି କାଉନସେଲିଂ : ୮ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷାରେ କପି ଓ ପ୍ରଶ୍ନପତ୍ର ପ୍ରଘଟ ନେଇ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି ଜୁଲାଇ ୮ରେ ହେବ। ଏଭଳି କ୍ଷେତ୍ରରେ ଏହାର କାଉନସେଲିଂକୁ ନେଇ…
Read More...

ତରଳୁଛି ଅମରନାଥ ଶିବଲିଙ୍ଗ: ଯାତ୍ରା ସାମୟିକ ସ୍ଥଗିତ

ଶ୍ରୀନଗର :ଜୁନ୍ ୨୯ ତାରିଖ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ମାତ୍ର ବର୍ତ୍ତମାନ୍ ସାମୟିକ ଭାବେ ଯାତ୍ରାକୁ ସ୍ଥଗିତ ରଖାଯାଇଛି। କାରଣ ଅମରନାଥ ଗୁମ୍ପା ମଧ୍ୟସ୍ଥ ବରଫ ଶିବଲିଙ୍ଗ ଦ୍ରୁତ ବେଗରେ ତରଳୁଥିବା ଜଣାଯାଇଛି।…
Read More...

ଆସନ୍ତା ୨୩ରେ ଲୋକସଭାରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍‌

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ଶାସନର ପ୍ରଥମ ବଜେଟ୍‌ ଆସନ୍ତା ୨୩ ତାରିଖରେ ଉପସ୍ଥାପିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲୋକସଭାରେ ପୂର୍ଣ୍ଣାଙ୍ଗ…
Read More...

ରଥଯାତ୍ରା ଅବସରରେ ସୋମବାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର : ଆସନ୍ତା ସୋମବାର ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟ ସରକାର ୮ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଛୁଟି ଘୋଷିତ…
Read More...

ବଦଳିବ ଏହି ରାଶିଙ୍କ ଭାଗ୍ୟ: ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଅସୁବିଧାରେ ପଡ଼ିପାରନ୍ତି। ଅର୍ଥହାନି ଯୋଗ ସୃଷ୍ଟି ହେବ। ସାମାନ୍ୟ ତ୍ରୁଟି ଆପଣଙ୍କୁ ଅସୁବିଧାରେ ପକାଇ ଦେଇପାରେ। ବୁଧବାର ଓ ଗୁରୁବାର କାର୍ଯ୍ୟକୁଶଳୀ…
Read More...

ଆସାମରେ ବନ୍ୟା: ୭୨ ମୃତ, ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଆସାମରେ ପ୍ରଳୟଙ୍କରୀ ବନ୍ୟା। ଚଳିତବର୍ଷ ଶୀଘ୍ର ମୌସୁମୀ ପ୍ରବେଶ କରିବାରୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର, ବରାକ, କୋପିଲି ଭଳି ପ୍ରମୂଖ ନଦୀରେ ବନ୍ୟା ଜଳ ଉଛୁଳୁଥିବାରୁ…
Read More...

ଓଡିଶାରେ ରାଷ୍ଟ୍ରପତି: ପୁରୀ ଯାଇ ରଥଟଣା ଦେଖିବା କାର୍ଯ୍ୟକ୍ରମ

ଭୁବନେଶ୍ଵର: ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା। ଏଥିଲାଗି ପୁରୀ ଗସ୍ତ କରି ରଥଟଣା ଦେଖିବାକୁ କାର୍ଯ୍ୟକ୍ରମ ରହିଛି। ଶନିବାର  ବାୟୁସେନାର ଏକ ସ୍ଵତନ୍ତ୍ର ବିମାନ ଯୋଗେ…
Read More...

ଆଜି ବିରଳ ଘୋଷଯାତ୍ରା: ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ବଡ ଠାକୁରଙ୍କ ମାନବୀୟ ଲୀଳା ଦେଖିବେ ସାରା ବିଶ୍ଵ ବ୍ରହ୍ମାଣ୍ଡ। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପୁଣିଥରେ ବର୍ଷକ ପରେ ବଡଦାଣ୍ଡରେ ଭକ୍ତ ଏବଂ…
Read More...

ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ: ଭାର୍ଗବୀ ଘାଟରେ ତିଳତର୍ପଣ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ…

ସୁଆଣ୍ଡୋ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧୋତ୍ସବ। ଏହି ଅବସରରେ ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୁତିପରିଷଦ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୂଳ ପୁରୋହିତ…
Read More...

ତିନି ରଥକୁ ବିଜେ ହେଲା ଆଜ୍ଞାମାଳ: ସିଂହଦ୍ଵାର ସମ୍ମୁଖରେ ୩ ରଥ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି।  ସକାଳୁ ପଟ୍ଟିଦିଅଁଙ୍କ ସକାଳ ଧୂପ ଶେଷ ହେବା ପରେ ୩ଜଣ…
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ଦିବସ

କାମାକ୍ଷାନଗର: କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ଓ ଉପଖଣ୍ଡ ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସମାଜ ପାଠକ ବିଚରାମଞ୍ଚ ର…
Read More...

ଅଜବ ରେସ୍ତୋରାଁ: ଇଡ୍ଲି ପ୍ଲେଟ୍‌ ଦାମ୍‌ ୧୩ଶହ ଟଙ୍କା

ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ଖାଦ୍ୟର ଚାହିଦା ବହୁତ ରହିଛି। ଏହାକୁ ନେଇ ସେଠାରେ ବହୁସଂଖ୍ୟକ ଭାରତୀୟ ରେସ୍ତୋରାଁ ଖୋଲିଛି। ତେବେ ଏଠାରେ ଥିବା ଏକ ଶାକାହାରୀ ରେସ୍ତୋରାଁରେ ଦୁଇଟି ଇଡ଼ଲି…
Read More...

ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ: ଶନିବାର ରାଶିଫଳ

ମେଷ: ବ୍ରାହ୍ମଣମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ପରୋପକାରକୁ ସର୍ବାଦୌ ପ୍ରାଧାନ୍ୟ ଦେବେ। ଅବୋଧମାନଙ୍କୁ ବୋଧ ଦେଇ ମନସ୍କାମନା ପୂରଣରେ ସହାୟକ ହେବେ। ରାଜପୂଜ୍ୟ ହୋଇପାରନ୍ତି। ବୃଷ: କୃଷି କର୍ମରେ ନିଜକୁ…
Read More...

ଶରଧାବାଲିରେ ସଫେଇ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ: କହିଲେ ସ୍ଵଚ୍ଛତା ଓ ସଚେତନତା ପାଇଁ କାର୍ଯ୍ୟକ୍ରମ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ। ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କର ପୁରୀକୁ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ…
Read More...

ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ଯାଞ୍ଚ କମିଟିର ପ୍ରଥମ ବୈଠକ। ନୂତନ ଭାବେ ଗଠନ କରାଯାଇଥିବା ରତ୍ନଭଣ୍ଡାରର ଯାଞ୍ଚ କମିଟିର ବୈଠକ ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ପୂର୍ବତନ ଜଷ୍ଟିସ୍…
Read More...

ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର

ଝରିଗାଁ: ୧୦୮ ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ , ବାପା ଗୁରୁତର। ଝରିଗାଁ ଟାଉନ୍ ଥାନା ମହେନ୍ଦ୍ରୀ ଗାଁ ରାଜ୍ୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା-ପୁଅ ସାଇକେଲରେ ଯିବାବେଳେ ଏକ ଆମ୍ବୁଲାନ୍ସ ସେମାନଙ୍କୁ…
Read More...

ଦାଣ୍ଡମୁକୁନ୍ଦପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ପିପିଲି : ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ। ଏହି ଅବସରରେ ଅଗ୍ରଣୀ ନାଗରିକ ସଂଗଠନ "ଜନସ୍ୱାର୍ଥ ସୁରକ୍ଷା ସମିତି' ପକ୍ଷରୁ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଠାରେ ଶ୍ରାଦ୍ଧୋତ୍ସବ…
Read More...

ଓଡିଶା ଆସିବେ ୫ ମହାବଳ ବାଘ

ଭୁବନେଶ୍ୱର : ଓଡ଼ିଶା ଅଣାଯିବ ୫ ମହାବଳ ବାଘ। ଦେବ୍ରିଗଡ଼ ଅଭୟାରଣ୍ୟରେ ୩ଟି ଓ ଶିମିଳିପାଳ ଅଭୟାରଣ୍ୟରେ ୨ଟି ମହାବଳ ବାଘ ଛଡ଼ାଯିବ। ଅଗଷ୍ଟ ୩୧ ସୁଦ୍ଧା ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୩ଟି…
Read More...

ସଜେଇ ହେଉଛି ଶ୍ରୀକ୍ଷେତ୍ର: ଆଜି ଆଜ୍ଞାମାଳ ବିଜେ, ସିଂହଦ୍ବାର ଆସିବ ତିନିରଥ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯିବ। ଶନିବାର ପଟ୍ଟିଦିଅଁଙ୍କ ସକାଳ ଧୂପ ଶେଷ…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପ ରୂପ ନେବ କି ନାହିଁ ତାହା ଏପର୍ଯ୍ୟନ୍ତ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇ…
Read More...

ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ‌ସେ ‌ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ସେ ବାୟୁସେନାର ସ୍ବତନ୍ତ୍ର…
Read More...

୫ରେ ଏସ୍‌ପି ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ବର : ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ହୋଇଥିବା ବିକ୍ଷୋଭକୁ ନେଇ ଅଭାବନୀୟ ସ୍ଥିତି ଦେଖା ଦେଇଥିଲା। ଉଭୟ ଦଳ ପକ୍ଷରୁ ଗୋବର…
Read More...

ବଡ଼ଶଙ୍ଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ହେବନି ସ୍ଥାୟୀ ନିର୍ମାଣ, ରଥଯାତ୍ରାରେ ପଡିପାରିବନି ବ୍ୟବସାୟିକ ଷ୍ଟଲ୍

କଟକ : ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ବରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରି କି ବ୍ୟାବସାୟିକ ଉଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ…
Read More...

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ନୂଆପଡା: ବାଇକ୍-ସ୍କୁଟି ଧକ୍କା, ଦୁଇ ମୃତ। ନୂଆପଡା ଜିଲ୍ଲା ବେଲଟୁକୁରି ଥାନା ଶରଧାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…
Read More...

ଖର୍ଚ୍ଚ ବଢିବ, ସଞ୍ଚୟ କମିବ: ଗୁରୁବାର ରାଶିଫଳ

ମେଷ: ରାଜା ତୁଲ୍ୟ କ୍ଷମତାଶାଳୀ ହେବେ। ତେଜୀୟାନ୍‌ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ବ୍ୟକ୍ତିତ୍ବସମ୍ପନ୍ନ ଉତ୍ତମ ପୁତ୍ରର ଜନକ ହେବେ। ଜନବଲ୍ଲଭ ଭାବେ ସମାଜିକ ସ୍ତରରେ ସମ୍ମାନିତ ହେବେ। ବୃଷ: କାର୍ତ୍ତିକେୟଙ୍କ…
Read More...

ମହିଳାଙ୍କୁ ଗିଳିଦେଲା ଅଜଗର

ମାକାସାର : ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଏକ ଅଜଗର ଗିଳି ଦେବାରୁ ତାଙ୍କର ଜୀବନ ଯାଇଛି। ସିିରିଆଟି ନାମକ ଜଣେ ମହିଳା ନିଜ ଅସୁସ୍ଥ…
Read More...

ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର, ଉଡିଲା ଛାତ

ଖଣ୍ଡପଡା: ଫ୍ୟାନରୁ ସର୍ଟ ସର୍କିଟ୍ ପରେ ଘରେ ଲାଗିଲା ନିଆଁ। ଫାଟିଲା ଗ୍ୟାସ୍ ସିଲିଣ୍ଡର, ଉଡିଗଲା ଘରର ଛାତ। ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। ନୟାଗଡ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର…
Read More...

ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା: ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ

ବଣାଇ: ଦନ୍ତା ଉତ୍ପାତରେ ଭାଙ୍ଗିଲା ଘର। ଦୁଇ ଦିନ ହେଲା ବଣାଇ ରେଞ୍ଜରେ ଆତଙ୍କ ଖେଳାଇଛି ହାତୀ। ସୁନ୍ଦରଗଡ ଜିଲ୍ଲା ବଣେଇ ଅଞ୍ଚଳକୁ ଏକ ଦନ୍ତା ଦେବଗଡ ଅଞ୍ଚଳରୁ ପଶିଆସିଛି। ଗୋଗୁଆ, ତଳିତା, ନୂଆପଲ୍ଲୀ , ଧରଣୀଧରପଲ୍ଲୀ…
Read More...

ସୁସ୍ଥ ହେଲେ ମହାପ୍ରଭୁ: ଆଜି ତ୍ରୟୋଦଶୀ ତିଥିରେ ଲାଗି ହେବ ଘଣା ଓ ଖଳି ପ୍ରସାଦ

ପୁରୀ :ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି। ଆଜି ଶ୍ରୀଜିଉଙ୍କର ଘଣା ଓ ଖଳି ପ୍ରସାଦ ନୀତି କରାଯିବ। ସୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତା , କାହାଳୀ ସହ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯିବ। ସୁଦ୍ଧ…
Read More...

ରାଜ୍ୟ ସରକାର ଦରବୃଦ୍ଧି ନିୟନ୍ତ୍ରଣ ନକଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର : ଦରଦାମ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ନିଶାଣ କରିଛି ବିଜେଡି। ସରକାର ଦରବୃଦ୍ଧି ନିୟନ୍ତ୍ରଣ କରନ୍ତୁ, ନଚେତ୍ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ବିଜେଡି ବିଧାୟିକା ତଥା…
Read More...

୭ରେ ଲଘୁଚାପ ସମ୍ଭାବନା: ଆଜି ପାଇଁ ୪ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୬ ତାରିଖ ବେଳକୁ ଏକ ନିମ୍ନ ଚାପରେଖା ଏବଂ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର…
Read More...

ଆଜିଠୁ ଲୋକସେବା ଭବନରୁ କାର୍ଯ୍ୟ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ସରକାର ଗଠନର ୩ ସପ୍ତାହ ପରେ ଆଜିଠାରୁ ଲୋକସେବା ଭବନ (ସଚିବାଳୟ)ରୁ କାର୍ଯ୍ୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମନ୍ତ୍ରିିମଣ୍ଡଳ ଶପଥ ନେବା ପରଠାରୁ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ…
Read More...

୮ରେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ କୋର୍ଟ ଛୁଟି

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆସନ୍ତା ୮ତାରିଖ ସୋମବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ କୋର୍ଟ ଛୁଟି ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛୁଟି ଘୋଷଣା କରିବା ପରେ…
Read More...

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର

ନୟାଗଡ: ମହଙ୍ଗା ପଡିଲା ଲାଞ୍ଚ ନେବା। ଭିଜିଲାନ୍ସ ଜାଲରେ ପଡିଲେ ତହସିଲଦାର। ନୟାଗଡ ଜିଲ୍ଲା ଖଣ୍ଡପଡା ତହସିଲଦାରଙ୍କ ଘରେ ଚଢାଉ ହୋଇଛି। ଧୋବେଇ ନାୟକଙ୍କ ଭାପୁର ଏବଂ ଭୁବନେଶ୍ଵରସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ…
Read More...

ଋଣ ଟଙ୍କା ପାଇଁ ବାପାକୁ ମାରିଛି ପୁଅ : ଡିସିପି

ଭୁବନେଶ୍ଵର: ରାଜଧାନୀ ହାଇପ୍ରୋଫାଇଲ ମର୍ଡର ଘଟଣା । ଋଣ ଟଙ୍କା ପାଇଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ଜଣାପଡିଥିବା କହିଛନ୍ତି ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ଶୁଝିବାକୁ ବାପାଙ୍କୁ ଟଙ୍କା ମାଗିଥିଲେ,…
Read More...

ଭୁଲ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ !

କଟକ: ଭୁଲ୍ ଇଞ୍ଜେକସନ୍ ଯୋଗୁଁ ଚାଲିଗଲା ନାବାଳକର ଜୀବନ। ମୃତକ ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ। କଟକ ମଙ୍ଗଳାବାଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ରଶ୍ମୀରଞ୍ଜନଙ୍କର ଏକ ସାମାନ୍ୟ…
Read More...

ଆହୁରି ବଢିବ ବସ୍‌ ସଂଖ୍ୟା, ବଦଳିବ ମୋ ବସ୍‌ର ନାଁ, ହୋଇପାରେ ଆମ ବସ୍‌ : ମନ୍ତ୍ରୀ

ଭୁବନେଶ୍ଵର: ଆଜି ସକାଳେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାଷ୍ଟରକ୍ୟାଣ୍ଟିନଠାରୁ ଗାଢକଣ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏବଂ ଯାତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛିା ମନ୍ତ୍ରୀ…
Read More...

ଆର୍ଥିକ ସ୍ଥିତି ସୁଦୃଢ ହେବ, ବ୍ୟବସାୟ ଆଗକୁ ବଢାଇବେ: ବୁଧବାର ରାଶିଫଳ

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ମିଳିବ। ବୃଷ: ଶ୍ରୀଚନ୍ଦ୍ର…
Read More...

ସୁସ୍ଥ ହେଲେ ଶ୍ରୀଜୀଉ: ଆଜି ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା

ପୁରୀ :ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଆଜି ଅନବସରର ଦ୍ୱାଦଶୀ । ପୁରୀରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯିବ।…
Read More...

ବାପାକୁ ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ଵର: ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ। ମଞ୍ଚେଶ୍ଵର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ବାପା ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ…
Read More...

ଆସାମ ବନ୍ୟା: ୩୮ ମୃତ, ୬.୭୧ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟୀ : ଆସାମରେ ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବନ୍ୟା ଯୋଗୁଁ ୬.୭୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଚାଷ ଜମି ଜଳମଗ୍ନ…
Read More...

୧୭କୁ ଘୁଞ୍ଚିଲା କେଜ୍ରିଓ୍ବାଲଙ୍କ ଜାମିନ ଶୁଣାଣି

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହାଇକୋର୍ଟରେ ନିରାଶ ହେବାକୁ ପଡିଛି। ଜାମିନ ପାଇବାକୁ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ଯେଉଁ ପିଟିସନ…
Read More...

ସମଗ୍ର ଦେଶକୁ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର (ଜୁଲାଇ ୨) ସମଗ୍ର ଦେଶକୁ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ମୌସୁମୀ ବାୟୁ ଏହାର ଧାର୍ଯ୍ୟ ସମୟର ୬ଦିନ…
Read More...