ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଜିଲ୍ଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ଵର: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଶତାୟୁ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ…
Read More...

ପେପର୍‌ ମିଲରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡି ନଷ୍ଟ

ଟିଟଲାଗଡ: ବଲାଙ୍ଗୀର ଟିଟଲାଗଡ ଚୋରମରାସ୍ଥିତ ପେପର୍ ମିଲ୍ ରେ ଅଗ୍ନିକାଣ୍ଡ। ଆଜି ସକାଳ ପ୍ରାୟ ୯ଟା ସମୟରେ ପେପର ମିଲର ଗୋଦାମ ଘରେ ନିଆଁ ଲାଗିଯାଇଥିଲା। ଗୋଦାମ ଘରେ କାଗଜ ଏବଂ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ…
Read More...

ଜଙ୍ଗଲକୁ ଫେରିଲା ବାଟବଣା ଦନ୍ତା , ଆଶ୍ଵସ୍ତ ଅଞ୍ଚଳବାସୀ

ଜି.ଉଦୟଗିରି : ଦୀର୍ଘ ୪୪ ଦିନ ପରେ ୨୫ଟିକିଆ ହାତୀପଲ ଏବେ ଜି ଉଦୟଗିରି ବନାଞ୍ଚଳ ଛାଡି ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ୨୫ଟିକିଆ ହାତୀପଲରୁ ୨୪ଟି ହାତୀ…
Read More...

ଗୋମାଂସ ଭର୍ତ୍ତି କଣ୍ଟେନରକୁ କାବୁ କଲେ ବଜରଙ୍ଗ ଦଳ କର୍ମୀ

ଗୋପାଳପୁର:  ଗୋପାଳପୁର ୧୬ନଂ ଜାତୀୟ ରାଜପଥ ମାଣ୍ଡିଆ ପଲ୍ଲୀ ଛକ ଠାରେ ବଜରଙ୍ଗ ଦଳ କର୍ମୀଙ୍କ ପକ୍ଷରୁ ଏକ ଗୋମାଂସ ଭର୍ତ୍ତି କଣ୍ଟେନର କୁ କାବୁ କରାଯାଇଛି।କଣ୍ଟେନରଟି ଭୂବନେଶ୍ଵରରୁ ଆନ୍ଧ୍ରପ୍ରଦେଶ ଯାଉଥିଲା। ଆଜି ଭୋର୍…
Read More...

ଭୁବନେଶ୍ଵରରେ ମନୋଜ ଆହୁଜା: ଆଜି ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ଵର: ଆଜି ସରିବ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଜିଠୁ ଦାୟିତ୍ଵ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏଥିଲାଗି ସେ ସକାଳୁ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ଵରରେ…
Read More...

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ : ବିଜେପିର ବିଜୟ ସମ୍ବର୍ଦ୍ଧନା ଉତ୍ସବରେ ହେବେ ସାମିଲ

ଭୁବନେଶ୍ଵର: ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ଵରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ୩ ଦିନିଆ ଦିଲ୍ଲୀ…
Read More...

ବଦଳିବ ଏହି ରାଶିଙ୍କ ଭାଗ୍ୟ: ସାପ୍ତାହିକ ରାଶିଫଳ

ମେଷ:ରବିବାର ଓ ସୋମବାର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମଙ୍ଗଳବାର ଓ ବୁଧବାର ଦୂରଯାତ୍ରା ନ କରିବା ଭଲ। ଶାରୀରିକ ଅସୁସ୍ଥତା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଧାର୍ମିକ…
Read More...

ଦୁର୍ଘଟଣାରେ ଟ୍ରାଫିକ୍‌ କନଷ୍ଟେବଳଙ୍କ ମୃତ୍ୟୁ

ଭୁବନେଶ୍ବର : ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ୍‌ ୯ ନମ୍ବର ଗେଟ୍ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶନିବାର ବିଳମ୍ବିତ ରାତିରେ ଗାଡ଼ି ଧକ୍କାରେ ଜଣେ ଟ୍ରାଫିକ୍‌ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ସେ ହେଲେ…
Read More...

ବିଶ୍ଵକପ୍ ବିଜୟ ପରେ ଭାରତୀୟ ଦଳକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦ୍ଵିତୀୟଥର ଟି-୨୦ ଚାମ୍ପିୟନ ହେବା ପରେ ଦଳ ପାଇଁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିିଶିଷ୍ଠ ବ୍ୟକ୍ତିବିଶେଷ…
Read More...

ଜୁଲାଇ ୧ରୁ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ : ପୂର୍ବାହ୍ନ ୯ଟାରୁ ପଞ୍ଜୀକରଣ

ଭୁବନେଶ୍ବର : ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା…
Read More...

କେଜ୍ରିଓ୍ବାଲଙ୍କ ହାଜତ ମିଆଦ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ…
Read More...

ସମାଜ ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ: ଗୋପବନ୍ଧୁଙ୍କ ସ୍ଵପ୍ନରେ ଓଡିଶାର ବିକାଶ

ଭୁବନେଶ୍ଵର: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଶତାୟୁ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା  ଆୟୋଜନ…
Read More...

ଟି-୨୦ ଫର୍ମାଟ୍‌ରୁ ବିରାଟ-ରୋହିତଙ୍କ ବିଦାୟ

ବ୍ରିଜ୍‌ଟାଉନ୍‌ : ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ୍ ହୋଇଛି। ଶନିବାର ଏକ ରୋମାଞ୍ଚକର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନ୍‌ରେ ଭାରତ ପରାସ୍ତ କରିଛି। ଏହାରି ମଧ୍ୟରେ ପ୍ରଶଂସକଙ୍କୁ ଏକ ବଡ ଝଟକା…
Read More...

ଆଗାମୀ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା: ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରେକର୍ଡ ୨୨୮.୧ ମିଲିମିଟର…
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ : ବିଜେପି ନିର୍ବାଚନ ଇସ୍ତାହାର ଅନୁଯାୟୀ ଆସନ୍ତା ସେପଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା…
Read More...

ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିବା ଘଟଣା: ରଘୁନନ୍ଦନ ଦାସଙ୍କ ଘରେ ପୁଲିସ୍

ଭୁବନେଶ୍ଵର:ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା। ତଦନ୍ତ ଓ ପଚରାଉଚରା ପାଇଁ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୁଲିସ୍ । ମହିଳା ସାମ୍ବାଦିକଙ୍କ ଉପରକୁ…
Read More...

ସିମଲାରେ ପ୍ରବଳ ବର୍ଷା, ଭୂସ୍ଖଳନ: ପୋତି ହୋଇଗଲା ଏକାଧିକ ଯାନବାହନ

ଶିମଲା : ହିମାଚଳ ପ୍ରଦେଶର ପ୍ରସିଦ୍ଧ ଶୈଳନିବାସ ସିମଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟିଛି। ଏଥିରେ ବହୁ ସଂଖ୍ୟକ ଯାନବାହନ ମାଟିରେ ପୋତି ହୋଇଯାଇଛି। ସେଗୁଡିକ ଉଦ୍ଧାର କରିବା ସହିତ ରାସ୍ତା ସଫା କରିବା କାର୍ଯ୍ୟ…
Read More...

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଜାମ୍ମୁ : ଆଜିଠାରୁ ଆରମ୍ଭ ହେଲା ଅମରନାଥ ଯାତ୍ରା । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ…
Read More...

ଅଳିଆ ଗଦାରେ ପାଠ ପଢୁଛନ୍ତି ପିଲା: ତାତିଲେ ଅଭିଭାବକ, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ

ବାଲେଶ୍ୱର: ନୀଳଗିରି ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ। ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟକୁ ପରିଷ୍କାର ନ କରି…
Read More...

ରାଜଘାଟରେ ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ। ଆଜି ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ…
Read More...

ଏହି ରାଶିର ଲୋକଙ୍କ ଆର୍ଥିକ ସମସ୍ୟା ଦୂର ହେବ: ଶନିବାର ରାଶିଫଳ

ମେଷ: ହର୍ଷଯୁକ୍ତ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନାଗମର ମାତ୍ରା ବୃଦ୍ଧି ପାଉଥିବାବେଳେ ବ୍ୟୟର ମାତ୍ରା ତା’ଠାରୁ ଅଧିକ ହେବାର ସୂଚନା ମିଳୁଛି। ଶତ୍ରୁ ବଳବାନ୍‌ ହେବେ। କ୍ରୋଧିତ ହୋଇପାରନ୍ତି। ବୃଷ: ନାନାବିଧ…
Read More...

ମହିଳା ଓ ଶିଶୁଙ୍କୁ ମାଡ଼ ଘଟଣା: ଭଦ୍ରକ ଏସ୍‌ପିଙ୍କୁ ରିପୋର୍ଟ ତଲବ

ଭଦ୍ରକ : ଚାନ୍ଦବାଲି ଥାନା ପୁଲିସ ମହିଳା ଓ ଶିଶୁଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି) ଭଦ୍ରକ ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ଜୁଲାଇ ୩୦ ସୁଦ୍ଧା ରିପୋର୍ଟ ଦେବାକୁ…
Read More...

ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୪ ମଧ୍ୟରେ ସାନି ୟୁଜିସି-ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ବାତିଲ ହୋଇଥିବା ୟୁଜିସି-ନେଟ୍‌ ପରୀକ୍ଷା-୨୦୨୪ ପାଇଁ ସାନି କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଏହି ପରୀକ୍ଷା ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୪ ମଧ୍ୟରେ ପୁନଃ ଅନୁଷ୍ଠିତ ହେବ ବୋଲି…
Read More...

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୧୫ ସ୍ବତନ୍ତ୍ର ଟ୍ରେନ୍

ପୁରୀ: ରେଳ ମନ୍ତ୍ରଣାଳୟ ଆସନ୍ତା ୬ରୁ ୧୯ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ପୁରୀକୁ ଏବଂ ପୁରୀଠାରୁ ୩୧୫ଟି ସ୍ୱତନ୍ତ୍ର ରେଳ ଚଳାଚଳ କରାଇବାକୁ ଯୋଜନା କରିଛି। ଚଳିତବର୍ଷ ଗୁଣ୍ଡିଚା…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା: ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ  ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ…
Read More...

ରାସ୍ତାକଡକୁ ଖସିଲା ବାଇକ୍: ଜଣେ ମୃତ, ଜଣେ ଆହତ

ବାଲେଶ୍ଵର: ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ବାଇକ୍। ଜଣେ ବାଇକ୍ ଆରୋହୀ ମୃତ, ଅନ୍ୟ ଜଣେ ଆହତ। ଜଳେଶ୍ଵର ସିଂଲା ଥାନା ବୁଢିଆ ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଆଙ୍କୋ ଅଞ୍ଚଳର…
Read More...

ଯାତ୍ରୀବାହୀ ବସ୍ ଚୋରୀ

ପାତ୍ରପୁର: ଜରଡ଼ା ଥାନା ଖାରିଆଗୁଡ଼ା ପଞ୍ଚାୟତ ଏସ ବି ଜଗଦେବପୁର ଗାଁରୁ ଯାତ୍ରୀବାହୀ ବସ ଚୋରୀ। ଜଗଦେବପୁରଠାରୁ ଦିଗପହଣ୍ଡି ଦେଇ ବ୍ରହ୍ମପୁର ଯାତାୟାତ କରୁଥିବା ନୀଳକଣ୍ଠ ନାମକ ଏକ ବସ୍ ଶୁକ୍ରବାର ସନ୍ଧ୍ୟାରେ  ଯାତ୍ରୀ…
Read More...

ଲଘୁଚାପ ପ୍ରଭାବରେ ଦୁଇ ଦିନ ପ୍ରବଳ ବର୍ଷା: ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଆସନ୍ତା ଦୁଇ ଦିନ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…
Read More...

ଦିଲ୍ଲୀରେ ୮୮ବର୍ଷର ରେକର୍ଡ ଭାଙ୍ଗିଲା ୨୪ଘଣ୍ଟାର ବର୍ଷା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀ ପହଞ୍ଚିବା ସହ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୮.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗୁରୁବାର ସକାଳ ୮ଟା…
Read More...

ଜେଲ ଭିତରେ ଅଭିଯୁକ୍ତ ନେଲେ ମେକଅପ୍, ଆଉ ତାପରେ…

ନୂଆଦିଲ୍ଲୀ: ଜେଲ ଭିତରେ ଅଭିନେତ୍ରୀଙ୍କ ମେକଅପ୍ ଲୁକ୍। ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଲିସ୍ ଉପସ୍ଥିତିରେ ମେକଅପ କରିଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିନେତ୍ରୀ ପବିତ୍ରା…
Read More...

ଦାଦନ ଖଟିବାକୁ ଯାଉଥିଲେ, ଟ୍ରେନରୁ ଖସିପଡିଲେ

ଗଞ୍ଜାମ: ପେଟପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଓଡିଆ ପୁଅର ଜୀବନ। ଏମିତି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ । ସୁନାରିପଲ୍ଲି ଗାଁର ଜଣେ ଯୁବକ କାମ ନପାଇ…
Read More...

୫ ରାଶି ଉପରେ ହେବ ଧନବର୍ଷା: ଗୁରୁବାର ରାଶିଫଳ

ମେଷ: ବିଶାଳ ଯଶର ଅଧିକାରୀ ହେବେ। ଜୀବନ ଅତ୍ୟନ୍ତ ସୁଖମୟ ହେବ। ଦାନ-ଧ୍ୟାନ ପ୍ରତି ବିଶେଷ ଅନୁରକ୍ତି ରହିବ। ଶତ୍ରୁ ଉପରେ ବିଜୟ ହାସଲ କରି ଆଶଙ୍କା ମୁକ୍ତ ହେବେ। ବିତ୍ତବାନ୍‌ ହେବାର ସୂଚନା ମିଳୁଛି। ବୃଷ: ଗୁରୁ,…
Read More...

ଦଳିତ ମହିଳାଙ୍କୁ ପୁଲିସ୍ ଘୋଷାଡି ନେବା ଘଟଣା : ବଦଳିଲେ ୩ ପୁଲିସ୍ ଅଧିକାରୀ

ଭଦ୍ରକ : ଚାନ୍ଦବାଲି ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ପୁଲିସ୍ ଘୋଷାଡି ନେବା ଘଟଣା। ବଦଳିଲେ ୩ ପୁଲିସ୍ ଅଧିକାରୀ। ଜଣେ ଏଏସଆଇ, ଜଣେ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କୁ ବଦଳି କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ…
Read More...

ଜୁଲାଇ ୨ରେ ଦିଆଯିବ ମାଟ୍ରିକ ପ୍ରମାଣପତ୍ର

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖରେ ଦଶମ ଶ୍ରେଣୀ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସବୁ ଜିଲାର ସଦର ମହକୁମାରେ ବିତରଣ କେନ୍ଦ୍ର ଖୋଲାଯାଇଛି।…
Read More...

ଅବକାରୀ ନୀତିରେ ହେବ ସଂଶୋଧନ: ରାଜ୍ୟରେ ନିଷିଦ୍ଧ ହେବ ମଦ

ଭୁବନେଶ୍ୱର : ଗୁଜରାଟ ଓ ବିହାର ପରି ଓଡ଼ିଶାରେ ବିଜେପି ସରକାର ମଦ ନିଷିଦ୍ଧ କରିବେ। ରାଜ୍ୟରେ ମଦ ବିକ୍ରି ବନ୍ଦ ପାଇଁ ସରକାର ଯୋଜନା କରୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ…
Read More...

ଟି-୨୦ ବିଶ୍ଵକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା: ଆଜି ଭାରତ-ଇଂଲଣ୍ଡ ଟକ୍କର

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ବିଶ୍ଵକପ ଫାଇନାଲକୁ ଗଲା ଦକ୍ଷିଣ ଆଫ୍ରିକା। ଆଫଗାନିସ୍ତାନକୁ ୯ ଓ୍ବିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ୫୭ ରନର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରିଛି ଦଳ।…
Read More...

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଭେଟିବା…

ଭୁବନେଶ୍ୱର : ରାଜ୍ୟରେ ଶାସନଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ବୁଧବାର ସନ୍ଧ୍ୟାରେ ୩ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି।…
Read More...

ଆଜି ସଂସଦକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭା ର ମିଳିତ ଅଧିବେଶନରେ ଉଦବୋଧନ ରଖିବେ । ନିଜର ଉଦବୋଧନ ବେଳେ ମହାମହିମ…
Read More...

ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ: ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ୯୬ ବର୍ଷୀୟ ଆଡଭାନୀଙ୍କୁ ବୁଧବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା…
Read More...

ବଜ୍ରାଘାତରେ ମା’ ପୁଅଙ୍କ ସହ ୫ ମୃତ: ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ

ପଦ୍ମପୁର/ଖପ୍ରାଖୋଲ : ବର୍ଷା ସହ ବଜ୍ରପାତ ହେବାରୁ ବରଗଡ଼ ଓ ବଲାଙ୍ଗିର ଜିଲାରେ ମୋଟ ୫ଜଣଙ୍କର ମୃତ୍ୟୁ ଘଟିଛି। ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ଦେୱାନଡ଼ିହି ଗ୍ରାମରେ…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ପ୍ରଭାବରେ ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଛି।…
Read More...

ଘୋରଡିଆରେ ବୋମାମାଡ: ୨ପ୍ଲାଟୁନ୍‍ ଫୋର୍ସ ମୂତୟନ, ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗାଁରେ ବୋମାମାଡ।  ପୂର୍ବ ବିବାଦକୁ କେନ୍ଦ୍ର କରି ଗତ ୨୧ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ…
Read More...

ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ହେବ ଆଜିର ଦିନ: ବୁଧବାର ରାଶିଫଳ

ମେଷ: ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳ ହେବେ। ବୃଷ:…
Read More...

ଭିଜିଲାନ୍ସ ଜାଲରେ ଆରଆଇ: ୭ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ବ୍ରହ୍ମପୁର : ଜଣେ ବ୍ୟକ୍ତିଙ୍କ ଜମି ମୂଲ୍ୟାୟନ ପାଇଁ ୭୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼।…
Read More...

ବାଲେଶ୍ୱର ପୌରାଞ୍ଚଳରେ କୋହଳ ହେଲା କଟକଣା: ଆଜିଠୁ ରାତିରେ ରହିବ କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ଵର ସହରରେ ସ୍ଥିତି ଏବେ ସ୍ଵାଭାବିକ ହେଉଛି। ସହରର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ପ୍ରଶାସନ କର୍ଫ୍ୟୁ କୋହଳ ସମୟ ୧୬ ଘଣ୍ଟାକୁ ବୃଦ୍ଧି କରିଛି। ପୂର୍ବରୁ କେବଳ ସହଦେବଖୁଣ୍ଟା ଥାନା ଅଞ୍ଚଳରେ…
Read More...

ଓଡ଼ିଶା ଆସିବ ‘କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ’ ଟିମ୍‌: ପରାଜୟର କାରଣ ଖୋଜିବ

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନର କାରଣ ଅନୁଧ୍ୟାନ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତ ‘ଫ୍ୟାକ୍ଟ ଫାଇଣ୍ଡିଂ ଟିମ’ ଜୁଲାଇ ୬ ପରେ ଓଡ଼ିଶା ଗସ୍ତ କରିବ…
Read More...

ମନୋଜ ଆହୁଜା ହେବେ ମୁଖ୍ୟ ଶାସନ ସଚିବ !

ଭୁବନେଶ୍ବର : କେନ୍ଦ୍ର କ୍ୟାବିନେଟ ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍‌ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରିବା ନିମନ୍ତେ ଅନୁମତି ଦେଇଛି। ଏଥିନେଇ ମଙ୍ଗଳବାର କ୍ୟାବିନେଟ ମନୋଜଙ୍କ ଫେରିବା ଉପରେ ମୋହର ଲଗାଇଛି।…
Read More...

ପୁଣି ଅତିଥି ଶିକ୍ଷକ ଭରସା: ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ

ଭୁବନେଶ୍ଵର : ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ନୂଆ ଶିକ୍ଷାବର୍ଷ ମଧ୍ୟ ଆରମ୍ଭ ହୋଇଛି। ଖରାଛୁଟି ପରେ ବିଦ୍ୟାଳୟରେ ପାଠପଢ଼ା ଜାରି ରହିଛି, କିନ୍ତୁ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାନ୍ତି।…
Read More...

ଏଥର ଦୁଇ ଦିନ ଗୁଣ୍ଡିଚା, ମିଳିବନି ନବଯୌବନ ଦର୍ଶନ

ପୁରୀ : ଚଳିତ ବର୍ଷ ରଥଯାତ୍ରାରେ ୧୯୭୧ ମସିହା ବ୍ୟବସ୍ଥାର ପୁନରାବୃତ୍ତି ହେବ। ଆଗାମୀ ୭ ତାରିଖରେ ଗୋଟିଏ ଦିନରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା। ଏଥିଯୋଗୁଁ ସେଦିନ…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୪ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଜୁନ୍ ପହିଲାରୁ ୨୫ ତାରିଖ ସୁଦ୍ଧା ରାଜ୍ୟରେ ୯୪.୬ ମି.ମି ସ୍ବାଭାବିକ ବର୍ଷା ହେବା କଥା। କିନ୍ତୁ ୪୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପଛେଇଛି। ଆଗକୁ ରାଜ୍ୟର…
Read More...

ଆଖିବୁଜା ଗୁଳିମାଡ, ୫ ମୃତ : ଗୁଳିମାଡ ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲା ଦୁର୍ବୁତ୍ତ

ନୂଆଦିଲ୍ଲୀ: ଆମେରିକାର ଉତ୍ତର ଲସ୍ ବେଗାସରେ ଅଘଟଣ। ଏକ ଆପାର୍ଟମେଣ୍ଟ ପରିସରରେ ପଶି ଆଖିବୁଜା ଗୁଳିମାଡ କରିଛି ଦୁର୍ବୁତ୍ତ। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି।…
Read More...

ଆଜି ଲୋକସଭା ବାଚସ୍ପତି ନିର୍ବାଚନ : ଓମ୍ ବିର୍ଲା-କେ.ସୁରେଶଙ୍କ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ : କିଏ ହେବେ ଲୋକସଭା ବାଚସ୍ପତି। ଆଜି ହେବ ନିର୍ବାଚନ। ମୁହାଁମୁହିଁ ହେବେ ଓମ୍ ବିର୍ଲା ଏବଂ କେ.ସୁରେଶ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାବେଳେ କେ ସୁରେଶଙ୍କୁ ପ୍ରାର୍ଥୀ…
Read More...

ମର୍ମନ୍ତୁଦ କାର ଦୁର୍ଘଟଣା , ଜଣେ ମୃତ

ମାଲକାନଗିରି: ଗଛରେ ପିଟି ହେଲା କାର୍, ଜଣେ ମୃତ। ମାଲକାନଗିରି ଜିଲା ମାଥିଲି ବ୍ଲକ ସିଙ୍ଗାଲବେଚ୍ଛା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମାଲକାନଗିରି ରୁ ଜୟପୁର ଅଭିମୂଖେ ଆସୁଥିବା ଏକ କାର ଗଛ ଖୁଣ୍ଟକୁ ପିଟି…
Read More...

ବବିଙ୍କ କ୍ଵାର୍ଟର୍ସ ଭଙ୍ଗା ପ୍ରସଙ୍ଗ: କହିଲେ ଯେମିତି ନେଇଥିଲି, ସେମିତି ଫେରାଇବି

ଭୁବନେଶ୍ଵର: ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। ଭୁବନେଶ୍ଵର କ୍ଵାର୍ଟର୍ସ ପରିସରରେ ନିର୍ମାଣ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ କୋଠା ଭଙ୍ଗା ଯାଉଥିବା ଦେଖିବାକୁ ମିଳିଛି। ଭିତର…
Read More...

କାରଖାନାରେ ତିଆରି ହେଉଥିଲା ପ୍ଲାଷ୍ଟିକ୍ ଚିନି, ଆଉ ତାପରେ…..

ନୂଆଦିଲ୍ଲୀ: ପୂର୍ବରୁ ଲୋକେ ମିଠା ଖାଇବା ଲାଗି ଗୁଡ ବ୍ୟବହାର କରୁଥିଲେ। କିନ୍ତୁ ସମୟ ଗଡିବା ସହ ଖାଦ୍ୟପେୟରେ ମଧ୍ୟ ବିଶେଷ ପରିବର୍ତ୍ତନ ଘଟିଲା। ବିଦେଶୀମାନେ ଭାରତ ଆସିବା ପରେ ବଜାରରୁ ଘିଅ ଏବଂ ଗୁଡ ଉଭାନ ହେବାରେ…
Read More...

ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ: ମଙ୍ଗଳବାର ରାଶିଫଳ

ମେଷ: କୁଳ ଉଜ୍ଜ୍ବଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭପ୍ରଦ ହେବ। ପରସ୍ପର ସ୍ନେହ ରହିଲେ ଘର ବୈକୁଣ୍ଠ ସମାନ ହେବ। ବୃଷ: ଭାଗ୍ୟଶାଳୀ ହେବେ। ଦିନଟି…
Read More...

ଜୁଲାଇ ୧ରୁ ବଢ଼ିବ ହିରୋ ମୋଟରସାଇକଲ ମୂଲ୍ୟ

ନୂଆଦିଲ୍ଲୀ : ଭାରତର ଦୁଇ ଚକିଆ ଯାନ ଉତ୍ପାଦନକାରୀ ହିରୋ ମୋଟୋକର୍ପ ଜୁଲାଇ ୧ରୁ ଏହାର ମୋଟରସାଇକଲ ଏବଂ ସ୍କୁଟର ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ନିର୍ଦିଷ୍ଟ ମଡେଲ ଏବଂ ବଜାର ଆଧାରରେ ଏହାର ମୂଲ୍ୟ ୧,୫୦୦ ଟଙ୍କା…
Read More...

ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାରି ଲିକ୍ ହେଉଛି। ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ବି ନାହିଁ। ଚଳିତବର୍ଷ ଜାନୁଆରୀ ୨୨…
Read More...

ଆଜି ରାଜ୍ୟବ୍ୟାପୀ ବିଜେପି ପାଳିବ କଳାଦିବସ

ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଦେଶର ଗଣତନ୍ତ୍ରକୁ ହତ୍ୟା କରିଥିଲେ। ବିରୋଧୀ ଦଳର ନେତାମାନଙ୍କୁ ବେଆଇନଭାବେ କାରାଗାରରେ ଭର୍ତ୍ତି…
Read More...

ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି ହେଲେ ଅତିଶୀ

ନୂଆଦିଲ୍ଲୀ : ଦିଲ୍ଲୀକୁ ଜଳ ଯୋଗାଣ ଦାବିରେ ସତ୍ୟାଗ୍ରହ ଚଳାଇଥିବା ଆପ୍‌ ନେତ୍ରୀ ତଥା ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଛି। ସୋମବାର ସତ୍ୟାଗ୍ରହର ଚତୁର୍ଥ ଦିବସରେ ଅତିଶୀଙ୍କ ଶରୀର…
Read More...

ବଦଳିବ କେରଳର ନାମ: ଜାଣନ୍ତୁ କଣ ରହିବ ପରିବର୍ତ୍ତିତ ନାଁ..

ତିରୁଅନନ୍ତପୁରମ : ଦାକ୍ଷିଣାତ୍ୟ ରାଜ୍ୟ କେରଳର ନାମ ‘କେରଳମ୍‌’କୁ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଏ ସମ୍ପର୍କିତ ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଯାଇଛି। ସୂଚନାଯୋଗ୍ୟ ୨୦୨୩ ଅଗଷ୍ଟ…
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ୨୬ରୁ ବଢିବ ବର୍ଷା

ଭୁବନେଶ୍ବର : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ରୁ ରାଜ୍ୟରେ ଲଗାଣ ବର୍ଷାର ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି…
Read More...

ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି: କୋହଳ ହେଉଛି କର୍ଫ୍ୟୁ କଟକଣା

ବାଲେଶ୍ବର : ସ୍ଥିତିରେ ସୁଧାର ଆସୁଥିବା ବେ​‌ଳେ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରାଯାଉଛି। ସହର​‌ରେ ସମସ୍ତ ପ୍ରକାର ଇଣ୍ଟରନେଟ୍ ସେବା କାର୍ଯ୍ୟକ୍ଷମ ଥିବାବେଳେ ସହଦେବଖୁଣ୍ଟା ଓ ଟାଉନ…
Read More...

ଏନକାଉଣ୍ଟରରେ ଟଳିଲେ ନକ୍ସଲ: ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଏନକାଉଣ୍ଟରରେ ଟଳିଲେ ଜଣେ ନକ୍ସଲ। ଛତିଶଗଡ ଧନତରୀ ଜିଲ୍ଲାରେ ପୁଲିସ୍ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଏସଏଲଆର ବନ୍ଧୁକ ସହ ମାଓ ସାମଗ୍ରୀ ଜବତ ହୋଇଛି। ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର…
Read More...

ଆଜି ଲୋକସଭାରେ ଶପଥ ନେବେ ଓଡିଶାର ୧୯ ସାଂସଦ

ନୂଆଦିଲ୍ଲୀ: ସଂସଦରେ ଆଜି ଶପଥ ନେବେ ଓଡିଆ ସାଂସଦ। ସୋମବାର ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ୍ ଶପଥ ଗ୍ରହଣ କରିଥିଲେ। ଆଜି ବାକି ୧୮ ସାଂସଦ ଶପଥ ନେବେ। ତେବେ ଅଷ୍ଟାଦଶ ଲୋକସଭାର ଦୁଇ…
Read More...

ବାଚସ୍ପତି ରେସ୍: ଚର୍ଚ୍ଚାରେ ୪ ଚେହେରା, ଆଜି ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: କିଏ ହେବେ ବାଚସ୍ପତି, କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ। ସମୟ ଯେତେ ବଢୁଛି କଳ୍ପନା ଜଳ୍ପନା ସେତେ ବଢିବାରେ  ଲାଗିଛି। ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ…
Read More...

ଖୁବ୍‌ଶୀଘ୍ର ଖୋଲିବ ରତ୍ନଭଣ୍ଡାର: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି। ରତ୍ନଭଣ୍ଡାର କେବେ ଖୋଲିବ ‌ସେ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ କୌଣସି ସ୍ପଷ୍ଟ ସୂଚନା…
Read More...

ଖୁବ୍‌ଶୀଘ୍ର ‘ମୁଖ୍ୟମନ୍ତ୍ରୀ ବସ୍‌’ ସେବା: ରଥଯାତ୍ରା ପାଇଁ ପୁରୀକୁ ୩୧୪ ବ୍ଲକରୁ ଗଡିବ ବସ୍

ଭୁବନେଶ୍ୱର : ରାଜ୍ୟରେ ପରିବହନ ସେବାକୁ ଲୋକାଭିମୁଖୀ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରଥଯାତ୍ରା ପାଖେଇ ଆସୁଥିବାବେଳେ ପରିବହନ ବିଭାଗ ପକ୍ଷରୁ ଭକ୍ତଙ୍କ ପାଇଁ…
Read More...

ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ: ଅପରାହ୍ଣ ୧ଟାରେ ପହଣ୍ଡି, ୫ଟାରେ ରଥଟଣା

ପୁରୀ : ଜୁଲାଇ ସାତ ତାରିଖରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରାଯିବ। ତେଣୁ ଚଳିତ ବର୍ଷ ଦାରୁବ୍ରହ୍ମଙ୍କ ଗୁଣ୍ଡିଚା ପହଣ୍ଡି ଏବଂ…
Read More...

ବଦଳାନ୍ତୁ ଏହି ଅଭ୍ୟାସ, ନଚେତ୍ ବୟସ ପୂର୍ବରୁ ଦେଖାଯିବେ ବୁଢା…

ନୂଆଦିଲ୍ଲୀ: ବୟସ ବଢିଲେ ତ୍ଵଚାରେ ବାର୍ଦ୍ଧକ୍ୟ ପରିଲକ୍ଷିତ ହେବା ଅତ୍ୟନ୍ତ ସ୍ଵଭାବିକ କଥା। ବୟସ ବୃଦ୍ଧି ହେଲେ ତ୍ଵଚାରେ ଆପେ ଆପେ କୁଞ୍ଚନ ସୃଷ୍ଟି ହୁଏ। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର କିଛି ନିତିଦିନିଆ ଅଭ୍ୟାସ…
Read More...

ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ଗୁରୁତ୍ୱପୂର୍ଣ୍ଣ ଫାଇଲ, କମ୍ପ୍ୟୁଟର, ଆସବାବପତ୍ର ପୋଡି ପାଉଁଶ

ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଆଜି ସକାଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ବ୍ଲକର ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ସହିତ କମ୍ପ୍ୟୁଟର ଆସବାବ ପତ୍ର ପୋଡି ପାଉଁଶ…
Read More...

ଅନବସରର ଦ୍ଵିତୀୟ ଦିନ: ଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ରହ୍ମଗିରି : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ଯୋଗୁଁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଏହି ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନକଲେ ଶ୍ରୀଜଗନ୍ନାଥଙ୍କ…
Read More...

ସପ୍ତାହେ ପରେ ସ୍ଵାଭାବିକ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା

ବାଲେଶ୍ୱର : ସପ୍ତାହେ ପରେ ବାଲେଶ୍ଵରରେ ସ୍ଵାଭାବିକ ହେଲା ମୋବାଇଲ୍ ଇଣ୍ଟରନେଟ୍। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ମୋବାଇଲ୍ ସେବା ବନ୍ଦ ରହିଥିଲା। ଗୋଷ୍ଠୀ କନ୍ଦଳରୁ ବାଲେଶ୍ବର ସହରରେ ଉପୁଜିଥିବା…
Read More...

ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହ ଖୁସିରେ ସମୟ କାଟିବେ: ସୋମବାର ରାଶିଫଳ

ମେଷ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପରୋପକାରୀ ଓ କରିତ୍‌କର୍ମା ହେବେ। ବୃଷ: କାର୍ୟ୍ୟର…
Read More...

ଇସ୍ରୋ ପକ୍ଷରୁ ‘ପୁଷ୍ପକ’ର ଅନ୍ତିମ ପରୀକ୍ଷଣ ସଫଳ

ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶ ଅଭିଯାନରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରବିବାର ଇସ୍ରୋ ପକ୍ଷରୁ ପ୍ରସ୍ତୁତ ପୁନଃ ବ୍ୟବହାରକ୍ଷମ ଉତ୍‌କ୍ଷେପଣ ଯାନ (ରିଇୟୁଜେବୁଲ ଲଞ୍ଚ୍‌…
Read More...

ଏଲଓସିରେ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଉରି ସେକ୍ଟର ନିକଟ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିମିନିମୟରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଉରି ସେକ୍ଟରର ଗୋହଲାନ ଅଞ୍ଚଳରେ ଶନିବାର ଦୁଇଜଣ…
Read More...

ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମଥର ଜନ୍ମମାଟିକୁ ଯିବେ ମୋହନ ଚରଣ ମାଝୀ

କେନ୍ଦୁଝର: ଆଜି ନିଜ ଗାଁ କେନ୍ଦୁଝର ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳେ ପ୍ରଥମେ ରାଇକଳାରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ସେଠାରୁ ସେ ଝୁମ୍ପୁରା ବ୍ଲକ ଯିବେ।…
Read More...

ବାଲେଶ୍ୱରରେ ସୁଧୁରିଛି ସ୍ଥିତି : ଆଜିଠୁ ସହରରେ ସ୍ୱାଭାବିକ ହେବ ମୋବାଇଲ ଇଣ୍ଟରନେଟ ସେବା

ବାଲେଶ୍ୱର : ଗୋଷ୍ଠୀ କନ୍ଦଳରୁ ବାଲେଶ୍ବର ସହରରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର କ୍ରମାଗତ ସୁଧାରକୁ ଦୃଷ୍ଟିରେ ରଖି ପ୍ରଶାସନ ଲାଗୁ ହୋଇଥିବା କର୍ଫ୍ୟୁକୁ କୋହଳ କରି ଚାଲିଛି। ସପ୍ତମ ଦିନରେ ସ୍ଥିତି…
Read More...

୧୦୦ଦିନରେ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର : ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରାଯିବ। ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ୧୦୦ଦିନ ମଧ୍ୟରେ ସବୁ ମହିଳା ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କାର…
Read More...

ଆଜିଠୁ ସ୍ବାଭାବିକ ହେବ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ

ଭୁବନେଶ୍ବର : ସୋମବାରଠାରୁ ସାରା ରାଜ୍ୟରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ୱାଭାବିକ ଭାବେ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗ୍ରୀଷ୍ମଛୁଟି…
Read More...

ନିଟ୍‌ ପୁନଃ ପରୀକ୍ଷାରେ ଅଧା ଅନୁପସ୍ଥିତ: ଜୁନ୍ ୩୦ରେ ପ୍ରକାଶ ପାଇବ ଫଳ

ନୂଆଦିଲ୍ଲୀ : ନିଟ୍-ୟୁଜି ୨୦୨୪ ପରୀକ୍ଷାରେ ଅନିୟମିତତା ବିବାଦ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ରବିବାର ୧୫୬୩ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ପରୀକ୍ଷା ଆୟୋଜନ କରିଥିଲା। ପୁନଃ ପରୀକ୍ଷା ଆୟୋଜନ ହୋଇଥିବା…
Read More...

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ଲଘୁଚାପ ସୃଷ୍ଟି ସମ୍ଭାବନା, ୨୬ ତାରିଖରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର : ସାରା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା…
Read More...

ଆଜିଠୁ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ/ଭୁବନେଶ୍ବର : ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ(ସୋମବାର) ଆରମ୍ଭ ହେଉଛି। ଏହି ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଲୋକସଭାରେ…
Read More...

ଧର୍ମାନୁଷ୍ଠାନରେ ଗୁଳିମାଡ: ୧୫ ମୃତ

ନୂଆଦିଲ୍ଲୀ: ଋଷିଆର ଦାଗେସ୍ତାନରେ ବଡ ଅଘଟଣ। ଏକ ଧର୍ମାନୁଷ୍ଠାନରେ ଆଖିବୁଜା ଗୁଳିମାଡ ହୋଇଛି। ୫ ଦୁର୍ବୃତ୍ତଙ୍କ ଗୁଳିମାଡରେ ୧୫ଜଣ ପୁଲିସ୍ କର୍ମଚାରୀ ନିହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡରେ ଆଉ ୧୨ ପୁଲିସ୍…
Read More...

ଟ୍ରକ୍‌ରେ ପିଟି ହେଲା ବାଇକ୍, ଦୁଇ ମୃତ

କଟକ: କଟକ ମଧୁସୂଦନ ବ୍ରିଜ୍ ରେ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜ୍ ଉପରେ ଠିଆ ହୋଇଥିବା ଏକ ଟ୍ରକରେ ପିଟି ହେଲା ବାଇକ୍। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟୁଛି। ସୂଚନା ମୂତାବକ ଶୁକ୍ରବାର ବିଳମ୍ବିତ ରାତିରେ…
Read More...

ଦିଲ୍ଲୀ-ଏନ୍‌ସିଆର୍‌ରେ ବର୍ଷା, ଲୋକେ ଆଶ୍ବସ୍ତ

ନୂଆଦିଲ୍ଲୀ : ଶୁକ୍ରବାର ଦିଲ୍ଲୀ ଓ ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍‌)ରେ ବର୍ଷା ହେବା ଫଳରେ ଲୋକଙ୍କୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ଶନିବାର ଓ ରବିବାର ଦୁଇଦିନ ଏଠାରେ ବର୍ଷା ସମ୍ଭାବନା ରହିଛି ବୋଲି…
Read More...

ପୁଣେ ପୋର୍ସେ କାର ଦୁର୍ଘଟଣା : ନାବାଳକର ପିତାଙ୍କୁ ଜାମିନ

ମୁମ୍ବଇ : ପୁଣେର ବହୁ ଚର୍ଚ୍ଚିତ ପୋର୍ସେ କାର ଦୁର୍ଘଟଣାର ଅଭିଯୁକ୍ତ ନାବାଳକର ପିତା ବିଶାଲ ଅଗ୍ରୱାଲଙ୍କୁ ଶୁକ୍ରବାର ଅଦାଲତ ଜମିନ ପ୍ରଦାନ କରିଛନ୍ତି। ପୁଣେ ଦୌରାଜଜ୍ କୋର୍ଟ ଜୁନ୍ ୧୨ ଅଗ୍ରୱାଲଙ୍କ ଜାମିନ ଆବେଦନର…
Read More...

ଆମେରିକା କଲେଜରୁ ଉତ୍ତୀର୍ଣ୍ଣ ବିଦେଶୀ ଛାତ୍ରଙ୍କୁ ମିଳିବ ଗ୍ରୀନ କାର୍ଡ: ଟ୍ରମ୍ପ

ନ୍ୟୁୟର୍କ: ଆମେରିକୀୟ କଲେଜଗୁଡିକରୁ ଗ୍ରାଜୁଏସନ୍‌ କରୁଥିବା ବିଦେଶୀ ଛାତ୍ର ଛାତ୍ରୀଙ୍କୁ ଗ୍ରୀନ୍‌ କାର୍ଡ ପ୍ରଦାନ କରିବାକୁ ଦେଶର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ…
Read More...

ଖର୍ଚ୍ଚ ବଢିବ, ସଞ୍ଚୟ କମିବ, ଜାଣନ୍ତୁ ଆଜି କେଉଁ ରାଶି କଣ କହୁଛି : ଶନିବାର ରାଶିଫଳ

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହେବେ। ବୃଷ: ଧୈର୍ଯ୍ୟ ଓ ସାହସ…
Read More...

ବାରିପଦା ବସ୍‌ଷ୍ଟାଣ୍ଡରେ ହଣାକଟା ଘଟଣା: ୬ ଗୁରୁତର, ଆଜି ଗଡୁନି ବସ୍, ଯାତ୍ରୀ ହନ୍ତସନ୍ତ

ବାରିପଦା : ବାରିପଦା ବସଷ୍ଟାଣ୍ଡରେ ହଣାକଟା ଘଟଣା। ଆଜି ବସ୍ ଚଳାଚଳ ବନ୍ଦ ରହିଛି । ଯାହାକୁ ନେଇ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତକୁ ଗିରଫ କରିବା ନେଇ ଦାବି…
Read More...

ବାଲେଶ୍ବରରେ ସୁଧୁରିଛି ସ୍ଥିତି: ଆଜି ସକାଳ ୫ଟାରୁ ଅପରାହ୍ନ ୨ଟା ଯାଏଁ କର୍ଫ୍ୟୁ କୋହଳ

ବାଲେଶ୍ୱର : ଭୁଲ ବୁଝାମଣାରୁ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଯୋଗୁଁ ବାଲେଶ୍ବର ପୌରାଞ୍ଚଳ​ରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଥିରେ ଏବେ ସୁଧାର ଆସିଛି। ସମସ୍ତଙ୍କ ସହଯୋଗରୁ ଏହା ସମ୍ଭବ ହୋଇଥିବା…
Read More...

ଭାରତୀୟ ହକିର ପ୍ରାୟୋଜକ ଅବଧି ୩ ବର୍ଷ ବୃଦ୍ଧି: ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶା ସରକାର ୨୦୩୬ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ। ଶୁକ୍ରବାର ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବ ସରକାର ୨୦୩୩…
Read More...

ସାତ ବର୍ଷରେ ୭୦ ପ୍ରଶ୍ନପତ୍ର ପ୍ରଘଟ

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ବିଶ୍ବରେ ସର୍ବାଧିକ। ଏଥିପାଇଁ ଏକ ଶିଳ୍ପ ଚାଲିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଶିଳ୍ପ ଏତେ ସମୃଦ୍ଧ ଯେ ହଜାର ହଜାର ମେଧାବୀ…
Read More...

ଆଜି ସ୍ନାନଯାତ୍ରା: ସରିଲା ପହଣ୍ଡି, ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂରତି

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ। ଏଥିଲାଗି ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ  ବିରାଜମାନ କରିଛନ୍ତି ଚତୁର୍ଦ୍ଧା ମୂରତି। ଆଜି ଭୋର୍ ୫ଟାରୁ  ଧାଡି ପହଣ୍ଡି ଆରମ୍ଭ ହୋଇଛି। …
Read More...

ବଅଁରପାଳ ଅଞ୍ଚଳରେ ଜାପାନି ଜ୍ବର ସନ୍ଦେହ: ଡାକ୍ତରୀ ଟିମ୍‌ର ଅନୁସନ୍ଧାନ ଜାରି

ଅନୁଗୋଳ : ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳରେ ଜାପାନି ଜ୍ବର (ଜାପାନିଜ ଏନ୍ ସେଫାଲାଇଟିଜ / ଜେଇ)ରେ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହରେ ଶୁକ୍ରବାର ଡ଼ାକ୍ତରୀ ଦଳ ପକ୍ଷରୁ ଅନୁସନ୍ଧାନ ଆରମ୍ଭ କରାଯାଇଛି। ଏ ସମ୍ପର୍କରେ…
Read More...

ଅଗଷ୍ଟ ୯ରେ ଓଟିଇଟି ପରୀକ୍ଷା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷକ ଯୋଗ୍ୟତା ୨୦୨୪ (ଓଟିଇଟି) ପରୀକ୍ଷା ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ଯାଏଁ ପେପର-୧ ଓ ଅପରାହ୍ଣ ୨ଟାରୁ ୪.୩୦ ଯାଏଁ ପେପର-୨…
Read More...

୨୪ ଜିଲା ଛୁଇଁଲା ମୌସୁମୀ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ରାଜ୍ୟର ୨୪ଟି ଜିଲାକୁ ଅଗ୍ରସର ହେବା ସହ କିଛି ଅଞ୍ଚଳରେ ବର୍ଷା ହୋଇଛି। ଗ୍ରୀଷ୍ମ ଲହରୀ, ଗରମ ଏବଂ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି। ଟାଣଖରା ଯୋଗୁଁ ଚାଷୀ ଧାନ…
Read More...

ଆଳୁ ଚିପ୍ସ ପ୍ୟାକେଟରେ ମଲା ବେଙ୍ଗ…

ଜାମନଗର : ଗୁଜରାଟ ଜାମନଗର ସହର ଅନ୍ତର୍ଗତ ପୁଷ୍କରଧାମ ଅଞ୍ଚଳରେ ରହୁଥିବା ଜସ୍ମିତ ପଟେଲ ନାମକ ଜଣେ ବ୍ୟକ୍ତି କିଣିଥିବା ଏକ ଆଳୁ ଚିପ୍ସ ପ୍ୟାକେଟ୍‌ରୁ ମଲା ବେଙ୍ଗ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ଜସ୍ମିତ…
Read More...

ନାବାଳକର ନାରକୀୟ କାଣ୍ଡ: କାଲି ମାଆ, ଝିଅ ଓ ଆଜି ଆଈର ମୃତଦେହ ଉଦ୍ଧାର

ଭଦ୍ରକ: ଡବଲ୍ ନୁହେଁ, ଟ୍ରିପଲ୍ ମର୍ଡର। ନାବାଳକର ନାରକୀୟ କାଣ୍ଡ। କାଲି ଉଦ୍ଧାର ହୋଇଥିଲା ମାଆ ଓ ଝିଅଙ୍କ ମୃତଦେହ। ଆଜି ଘଟଣାସ୍ଥଳ ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା…
Read More...

ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ପାଇଁ ୩ ଜଣିଆ କମିଟି: ଅଧିକ ଅଫିସର ମାଗିଲା ମନ୍ଦିର ପ୍ରଶାସନ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ…
Read More...