www.samajalive.in
Wednesday, November 12, 2025
17.1 C
Bhubaneswar

ବିଧାନସଭାର ଅନ୍ତିମ ଦିବସ: ବିଧିବଦ୍ଧ ଭାବେ ଘୋଷଣା ହେବ ବାଚସ୍ପତିଙ୍କ ନାଁ

ଭୁବନେଶ୍ଵର: ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ଦେଖିବ ଆଉ ଜଣେ ମହିଳା ବାଚସ୍ପତି।  ରଣପୁରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ  ହେବେ ପରବର୍ତ୍ତୀ ବାଚସ୍ପତି। ଗତକାଲି ବିଜେପିରୁ ସୁରମା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ , ସେ ହିଁ ବାଚସ୍ପତି ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।  ଚଳିତ ବିଧାନସଭା ର ଆଜି ହେଉଛି ତୃତୀୟ ଦିନ। ୩ ଦିନିଆ ସ୍ଵତନ୍ତ୍ର ଅଧିବେସନରେ ବିଧାୟକମାନେ ଶପଥ ନେଇଛନ୍ତି। ଆଜି ବାଚସ୍ପତି ନିର୍ବାଚନ ରହିଛି। ଆଜି ଅନ୍ତିମ ଦିନରେ ବିଧିବଦ୍ଧ ଭାବେ ବିଧାନସଭା ବାଚସ୍ପତିଙ୍କ ନାଁ ଘୋଷଣା ହେବ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories