‘ଜନ ସମର୍ଥ ପୋର୍ଟାଲ’ର ଲୋକାର୍ପଣ ଆସନ୍ତାକାଲି

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ସୋମବାର(ଆସନ୍ତାକାଲି) ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ…
Read More...

ପରିବେଶ ପାଇଁ ଜୀବନଶୈଳୀ ; ବୈଶ୍ୱିକ ପ୍ରୟାସ ‘ଲାଇଫ’ର ଶୁଭାରମ୍ଭ

ନୂଆଦିଲ୍ଲୀ :  ବିଶ୍ୱର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ଲାଗି ସବୁ ଦେଶ ମିଳିତ ପ୍ରଚେଷ୍ଟା କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ରବିବାର  ‘ପରିବେଶ ପାଇଁ ଜୀବନଶୈଳୀ’ ଶୀର୍ଷକ…
Read More...

୨୧ହଜାର ଲିଟର ପୋଚ ନଷ୍ଟ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ପୋଲିସ ପକ୍ଷରୁ ଖଣ୍ଡୁଆଳି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଗଢିଉଠିଥିବା ବେଆଇନ ମଦଭାଟି ଉପରେ ଚଢଉ କରାଯାଇଥିଲା। ମଦଭାଟିକୁ ଭଙ୍ଗାଯିବା ସହ ମଦପ୍ରସ୍ତୁତ ହେବାକୁ ଥିବା ୨୧ହଜାର ଲିଟର ପୋଚକୁ…
Read More...

ଅବାଧରେ କଟା ଚାଲିଛି ଚୋରା ମାଙ୍କଡା ପଥର

ଗୁରୁଡିଝାଟିଆ :  ଆଠଗଡ ତହସିଲର କେତେକ ଅସାଧୁ କର୍ମଚାରୀ ଓ ମାଙ୍କଡାପଥର ମାଫିଆଙ୍କ କୋଳାକୋଳିରେ ଏବେ ସରକାରୀ ଜମିରୁ ଅବାଧରେ ଚୋରା ମାଙ୍କଡାପଥର କଟାଚାଲିଛି । ଦୈନିକ ଏକାଧିକ ଟ୍ରାକ୍ଟରରେ ବୁହାହୋଇ ଚୋରା ଚାଲାଣ…
Read More...

ଧବଳେଶ୍ୱରରେ ଶିବ ବିବାହ

ଗୁରୁଡିଝାଟିଆ :  ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଧବଳେଶ୍ୱରଙ୍କ ବିବାହ ଶାସ୍ତ୍ରୀୟ ବିଧି ମୁତାବକ ବିଳମ୍ବିତ ରାତ୍ରିରେ ସମାପନ ହୋଇଛି । ପ୍ରଭୁଙ୍କ ଚଳନ୍ତି ପ୍ରତିମା ବେଢା ଚାରିପାଖରେ ପରିକ୍ରମା କରିବା ବେଳେ ହରିବୋଲ,…
Read More...

ନୂଆ ମନ୍ତ୍ରିମଣ୍ଡଳ : ବାଦ ପଡିଲେ ଗତ ଥରର ୧୦ ମନ୍ତ୍ରୀ

ଭୁବନେଶ୍ୱର :  ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ଥିବା ଦଶ ଜଣ ମନ୍ତ୍ରୀ ଆଜିର ମନ୍ତ୍ରିମଣ୍ଡଳରୁ ବାଦ ପଡିଛନ୍ତି । ବିଭିନ୍ନ କାରଣରୁ ବିବାଦୀୟ ହୋଇପଡିଥିବା ଏହି…
Read More...

ଅଷ୍ଟମ ବାଟାଲିୟନରେ ବିଶ୍ୱ ପରିବେଶ ଦିବସ ପାଳିତ

ଗଞ୍ଜାମ : ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହା ଚାରିଟେବୁଲ ଜୀବନ ବାବାଙ୍କ ତତ୍ୱାବଧାନରେ ଆୟୋଜିତ…
Read More...

ନବୀନଙ୍କ ମହିଳାଙ୍କୁ ଗୁରୁତ୍ବ : ମନ୍ତ୍ରିମଣ୍ଡଳରେ ୫ ମହିଳା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ରବିବାର ଶପଥ ଗ୍ରହଣ କରିଛନ୍ତି । ତେବେ ଏହି ନୂଆ ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଲୋକସେବା ଭବନର କନଭେନସନ୍ ହଲରେ…
Read More...

ପରିବେଶ ସୁରକ୍ଷା ଦିଗରେ ଭାରତ ବହୁବିଧ ପଦକ୍ଷେପ ହାତକୁ ନେଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା ଦିଗରେ ଭାରତ ବହୁବିଧ ପଦକ୍ଷେପ ହାତକୁ ନେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ତେବେ ତେବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପାଇଁ ଅଧିକ ଦାୟୀ, ହେଲେ…
Read More...

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର ଅସୁସ୍ଥ ; ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏ…
Read More...

ଚିକିଟି ଏନଏସିର ପରିବେଶ ସୁରକ୍ଷା ଅଭିଯାନ

ଚିକିଟି :  ଚିକିଟି ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ପ୍ରତିଯୋଗିତା ଭିତ୍ତିକ ଚାରା ରୋପଣ" ଗଛଟିଏ-ପିଲାଟିଏ " କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରରିପେକ୍ଷିରେ ଚିକିଟି ଗଡ଼ ରାଜ…
Read More...

ସମ୍ବଲପୁର ଆଇଆଇଏମ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ନୂଆ ପରିଚୟ ଦେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ବିଜେପି ସରକାରଙ୍କ ୮ ବର୍ଷ  ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର…
Read More...

ବିଭାଗ ପାଇଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଶପଥ ପାଠ ପରେ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଜଗନ୍ନାଥ ସାରକାଙ୍କୁ ଆଦିବାସୀ କଲ୍ୟାଣ ଓ ଆଇନ୍‌ ବିଭାଗ ଦିଆଯାଇଛି । ସେହିପରି ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ଓ…
Read More...

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରିପିଟ୍‌ ହେଲେ ଟୁକୁନି; କରିଲେ ଶପଥ ପାଠ

ଭୁବନେଶ୍ୱର: ରାଜ୍ୟର ନୂଆମନ୍ତ୍ରୀ ମଣ୍ଡଳରେ ଶପଥ ନେଇଛନ୍ତି ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ । ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ଟୁକୁନି ସାହୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ଶପଥ ନେଲେ ନବୀନଙ୍କ ସବୁ ମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନର କନଭେନସନ୍ ହଲରେ ସମସ୍ତ ନୂତନ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମ​‌ରେ…
Read More...

ପ୍ରଥମେ ଶପଥ ନେଲେ ବିଧାୟକ ଜଗନ୍ନାଥ ସାରକା; କାହିଁକି ଜାଣନ୍ତୁ..

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଇଛନ୍ତି ବିଧାୟକ ଜଗନ୍ନାଥ ସାରକା । ଜଗନ୍ନାଥ ସାରକା ହେଉଛନ୍ତି ବିଷମ କଟକର ବିଧାୟକ । ସେ ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କୁ ଦଳ ପ୍ରଥମେ ଶପଥ ନେବାର ସୁଯୋଗ…
Read More...

ଶପଥ ନେଉଛନ୍ତି ନବୀନଙ୍କ ନୂଆ ମନ୍ତ୍ରୀ

ଭୁବନେଶ୍ୱର : ଲୋକସେବା ଭବନରେ ନୂତନ ମନ୍ତ୍ରୀଙ୍କ ଶପଥ ପାଠ ଆରମ୍ଭ ହୋଇଛି । ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ପ୍ରଥମେ…
Read More...

ଚାକିରିରୁ ଅବସର ନେଲେ ବରଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆଶୁତୋଷ ଦେ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆଶୁତୋଷ ଦେ ଚାକିରିରୁ ଅବସର ନେଇଛନ୍ତି । ସେ ଖାଲି ଶାରୀରିକ  ଶିକ୍ଷା ଅଧିକାରୀ  ନ ଥିଲେ, ସେ ଥିଲେ ଜିଲ୍ଲା ସ୍କାଉଟ୍ ଗାଇଡ ର ସମ୍ପାଦକ, ବରିଷ୍ଠ ଦକ୍ଷ…
Read More...

ଲୋକସେବା ଭବନରେ ଭାବୀ ମନ୍ତ୍ରୀଙ୍କ ଭିଡ଼

ଭୁବନେଶ୍ୱର: ଲୋକସେବା​‌ ଭବନରେ ବଢ଼ୁଛି ଭାବୀ ମନ୍ତ୍ରୀଙ୍କ ଭିଡ଼ । ଦିନ ୧୧ଟା ୪୫ମିନିଟରେ ଶପଥ ଗ୍ରହଣ ଉତ୍ସବ ଥିବାରୁ ଧୀରେ ଧୀରେ ଲୋକସେବା ଭବନର ପରିସରରେ ଭିଡ଼ ଦେଖିବାକୁ ମିଳିଲାଣି । ଗତକାଲି ପୁରୁଣା ମନ୍ତ୍ରୀ…
Read More...

କିଛି ସମୟ ପରେ ଶପଥ ​ନେବେ ନୂଆମନ୍ତ୍ରୀ

ଭୁବନେଶ୍ୱର : ଆଉ କିଛି ସମୟ ପରେ ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର ହେବ ଶପଥ ଗ୍ରହଣ ଉତ୍ସବ । ଏଥିପାଇଁ ଲୋକସେବା ଭବନର କନଭେନସନ୍ ହଲରେ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ…
Read More...

ରାଜ୍ୟରେ ଆଉ ୧୭ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରତ୍ୟେକ ଦିନ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ମାମଲା ରାଜ୍ୟର ୭ଜିଲ୍ଲା ଓ ଷ୍ଟେଟପୁଲରୁ…
Read More...

ଦେଶରେ ପୁଣି ୪ହଜାର ଟପିଲା ଦୈନିକ ସଂକ୍ରମଣ; ଆଉ ୧୫ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି । ଦେଶରେ ମୋଟ୍‌ ୨୪,୦୫୨ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା…
Read More...

ଶ୍ରୀ ମନ୍ଦିର ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ମୋହନା: ଗଜପତି ଜିଲ୍ଲା ମୋହନାରେ ଶ୍ରୀମନ୍ଦିର ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ  ବିଡିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଶିବ ମନ୍ଦିର ଠାରୁ…
Read More...

ବିଦ୍ୟୁତ୍‌ ଆଘାତରେ ଗଲା ଯୁବକଙ୍କ ଜୀବନ

ବୌଦ୍ଧ: ଘର ସଫା କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗଲା ଯୁବକଙ୍କ ଜୀବନ । ମୃତକ ହେଲେ ତିଲେଶ୍ବର ପଂଚାୟତ ଖଜୁରିଆ ଗ୍ରାମର ଲାଣ୍ଡୁ ନାଏକ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତିଲେଶ୍ବର ପଂଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମର…
Read More...

ବାର୍‌ହା ଫାସରେ ଫଶି ଯୁବତୀଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟତା

କଲମପୁର: ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ଫାସ । ଏହି ବିଦ୍ୟୁତ୍‌ ଫାସରେ ପସିଯାଇଥିଲେ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଉପରଟେମରା ଗ୍ରାମର ୧୮ ବର୍ଷିୟ ଯୁବତୀ ଯମୁନା ଜାନୀ । ବିଦ୍ୟୁତ ଆଘାତ ଦ୍ୱାରା…
Read More...

ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ପାଇଁ ବୌଦ୍ଧ ଜିଲ୍ଲାରେ ସଚେତନତା

ବୌଦ୍ଧ: ବୌଦ୍ଧ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆଜି ଶିଶୁ ଶ୍ରମିକ ଓଡିଶା ଗଠନ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ଶ୍ରମ ନିରୀକ୍ଷକ କନ୍ୟାକୁମାରୀ ସାହୁଙ୍କ ନେତୃତ୍ୱରେ ଏକ ଶିଶୁ ଶ୍ରମିକ…
Read More...

ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର; ଜଣେ ମୃତ, ୫ ଆହତ

ବୌଦ୍ଧ: ବୌଦ୍ଧ ସହର ନିକଟସ୍ଥ ବାଇପାଶ ରାସ୍ତାରେ ଜଗଦୀଶପୁର ଛକ ନିକଟରେ ଶନିବାର ଦିନ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି ।  ମିଳିଥିବା ସୂଚନା ମୁତାବକ ଶନିବାର ଦିନ ଏକ…
Read More...

ପାଟଣାରେ ୯ଟି ଉଚ୍ଚ ବିଦ୍ୟାଳୟର ହେଲା ରୂପାନ୍ତରଣ; ଭିସି ଯୋଗେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ୯ଟି ଉଚ୍ଚ ବିଦ୍ୟାଳୟ ଓ ସାହାରପଡା ବ୍ଲକର ୭ ଟି ଉଚ୍ଚବିଦ୍ୟାଳୟ କୁ ୫-ଟିରେ ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିତ କରାଯାଇଛି । ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଆଦିବାସୀଙ୍କ ମାଗଣା ବିହନ ବଣ୍ଟନ

ଫୁଳବାଣୀ: ଫୁଲବାଣୀ ଆଇ.ଟି.ଡ଼ି.ଏ ପକ୍ଷରୁ କନ୍ଧମାଳ ଜିଲ୍ଳା ଫୁଲବାଣୀ ଉପଖଣ୍ଡର ଫିରିଙ୍ଗିରିଆ, ଫୁଲବାଣୀ ଓ ଖଜୁରିପଡ଼ା ଆଦି ବ୍ଳକରୁ ଚିହ୍ନଟ ହୋଇଥିବା ଆଦିବାସୀ ଚାଷୀ ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମାଗଣାରେ ଆଜି…
Read More...

ଜଗନ୍ନାଥ ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣାରେ ମେଧାବୀ ଛାତ୍ରଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ  ଲାରମ୍ଭା ମହା ବିଦ୍ୟାଳୟର  ଯୁକ୍ତ ତିନି ଶେଷ ବର୍ଷର କଳା  ଛାତ୍ର  ଏକଲବ୍ୟ ସାଥୁଆ ( କାହ୍ନା) ଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।  ବିଶ୍ୱସ୍ଥ…
Read More...

ଆଜି ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ; ଶପଥ ନେବେ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ !

ଭୁବନେଶ୍ୱର: ଆଜି ରାଜ୍ୟର ନୂଆ ମନ୍ତ୍ରୀମଣ୍ଡଳର ହେବ ଶପଥ ଗ୍ରହଣ ଉତ୍ସବ । ଲୋକସେବା ଭବନର କନଭେନସନ୍ ହଲରେ ଦିନ ୧୧ଟା ୪୫ମିନିଟରେରେ ନୂତନ ମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।  ମନ୍ତ୍ରୀ ମାନଙ୍କୁ ପଦ ଓ…
Read More...

ପ୍ରଧାନମନ୍ତ୍ରୀ ଆଜି ଶୁଭାରମ୍ଭ କରିବେ ବୈଶ୍ୱିକ ପ୍ରୟାସ “ଲାଇଫ ମୁଭମେଣ୍ଟ’’

‘ଲାଇଫ’ ପ୍ରାକୃତିକ ସମ୍ପଦର ଅବିଚାରିତ ଓ ଧ୍ୱଂସମୁଖୀ ବିନିଯୋଗ ପରିବର୍ତ୍ତେ ବିଚାରବନ୍ତ ଓ ସୁଚିନ୍ତିତ ଉପଯୋଗ ଉପରେ ଗୁରୁତ୍ୱ ଦିଏ ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ରବିବାର ବୈଶ୍ୱିକ ପ୍ରୟାସ,…
Read More...

୧୦ରେ କାର୍ଯ୍ୟଭାର ଗ୍ରହଣ କରିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର : ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ୧୦ ତାରିଖ କାର୍ଯ୍ୟଭାର ଗ୍ରହଣ କରିବେ। ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହିଦିନ ସଭାପତି ଶ୍ରୀ ପଟ୍ଟନାୟକ…
Read More...

୨ୟ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଲେ ସ୍ବିଆଟେକ୍‌ 

ପ୍ୟାରିସ୍‌ : ପୋଲାଣ୍ଡର ଇଗା ସ୍ବିଆଟେକ୍‌ ଚଳିତବର୍ଷର ୨ୟ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଚମ୍ପିଆନ୍ ହୋଇଛନ୍ତି। ଶନିବାର ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏକତରଫା…
Read More...

ଦୁଇ ମାସ ହେଲା ମିଳିନି ଟଙ୍କା ; ଭତ୍ତା ପାଇଁ ପାଦରେ ଫୁଟୁଛି କଣ୍ଟା

ଜେମାଦେଇପେଣ୍ଠ : ସରକାରଙ୍କ ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା। ଦୁଇ ମାସ ହେଲା ମିଳିନି ଭତ୍ତା ଟଙ୍କା। ଭତ୍ତା ପାଇଁ ଅଭିଯୋଗ କରିବାକୁ ଜଙ୍ଗଲ ରାସ୍ତାରେ ୧୬ କିମି ଚାଲିଲା ବେଳେ ହିତାଧିକାରୀଙ୍କ ପାଦରେ ଫୁଟୁଛି କଣ୍ଟା।…
Read More...

ଆଜି ବିଶ୍ୱ ପରିବେଶ ଦିବସ : ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ : ବିଶ୍ୱ ପରିବେଶ ଦିବସ-ଦେଶବ୍ୟାପୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ସ୍ୱାୟତ୍ତ ଶାସନ ସଂସ୍ଥା ଅଭିଯାନ ପାଇଁ ଆଗଭର ହୋଇ ଉଠିବେ, ଦେଶକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ (ଏସୟୁପି) ମୁକ୍ତ କରିବା…
Read More...

ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଥାନାରେ ଏତାଲା

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଜନଗହଳିପୂର୍ଣ୍ଣ କଳିଙ୍ଗ ଛକରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରାଯାଉଥିବା ଏବଂ ଏଥିପାଇଁ ଆଇନ୍ ଶୃଂଖଳା ପରିସ୍ଥିତି ସୃଷ୍ଠି ହେଉଥିବା ଅଭିଯୋଗ କରି ଏହାକୁ ତୁରନ୍ତ ରୋକିବା…
Read More...

ସ୍କୁଲ ରୂପାନ୍ତରଣ ପିଲାମାନଙ୍କପାଇଁ ନୂଆ ସୁଯୋଗ ଆଣିଛି : ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ "୫ଟି' ଉପକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ…
Read More...

ଗୋରୁହାଟ ହତ୍ୟାକାଣ୍ଡ ମାମଲା : ୫ ଆନ୍ତଃରାଜ୍ୟ ଅଭିଯୁକ୍ତ ଗିରଫ

ବାରିପଦା : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡ଼ା ସାପ୍ତାହିକ ଗୋରୁହାଟ ଗୁଳିକାଣ୍ଡରେ ପଶ୍ଚିମବଙ୍ଗର ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ଘଟିବା ସହିତ ୨୦ଲକ୍ଷ ଟଙ୍କା ଲୁଟ ହୋଇଥିଲା। ମୟୂରଭଞ୍ଜ ଓ କେନ୍ଦୁଝର…
Read More...

ଫେରୁଛି କରୋନା ; ବାଧ୍ୟତାମୂଳକ ହେବ ମାସ୍କ

ନୂଆଦିଲ୍ଲୀ : ଦେଶରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଦୈନିକ ସଂକ୍ରମଣ ପୂର୍ବରୁ ପ୍ରାୟ ୨ହଜାର ରହୁଥିବାବେଳେ ଗୁରୁବାର ୩ହଜାର ଟପିବା ପରେ ଶୁକ୍ରବାର ଦୈନିକ ସଂକ୍ରମଣ ୪୦୪୧ରେ ପହଞ୍ଚିଛି ।…
Read More...

ରାଜ୍ୟସଭାକୁ ୪୧ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ନୂଆଦିଲ୍ଲୀ : ରାଜ୍ୟସଭାକୁ ୧୧ ରାଜ୍ୟରୁ ୪୧ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ପ୍ରମୁଖ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସଦ୍ୟ କଂଗ୍ରେସ ଛାଡ଼ିଥିବା କପିଳ ସିବଲ, କଂଗ୍ରେସର ପି.…
Read More...

ହଟିଲେ ୨୩ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର  କେବଳ ଯେ ତାଙ୍କର ନୂତନ ମନ୍ତ୍ରିମଣ୍ଡଳ ଗଠନ କରିବେ ତାହା ନୁହେଁ, ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ସଂସ୍ଥାରେ ନିୟୋଜିତ ୨୩ ଅଧ୍ୟକ୍ଷ ତଥା…
Read More...

ସାପ୍ତାହିକ ରାଶିଫଳ (0୫/0୬ ରୁ ୧୧/୦୬/୨୦୨୨)

ମେ​ଷ :​‌  ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଲାଭବାନ୍‌ ହେବେ। ବୁଧବାର ଓ ଗୁରୁବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ଯାନବାହନଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ।…
Read More...

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

ଆଠଗଡ : ଆଠଗଡ ଏନଏସି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବିଜେପି ପକ୍ଷରୁ ଅଭିଯୋଗ ହେଉଛି । ବିଜେପି ନେତ୍ରୀ ତଥା ନଗରପାଳ ପ୍ରାର୍ଥୀ ଇଲା ପଣ୍ଡା ଏ ସଂପର୍କରେ ତଦନ୍ତ କରି…
Read More...

ଶୀତଳ ଷଷ୍ଠୀ ପାଇଁ ଶୈବପୀଠ ଉତ୍ସବ ମୁଖର

ଆଠଗଡ :  ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଦେବ ଦମ୍ପତ୍ତିଙ୍କର ବିବାହ ଉତ୍ସବ ଲାଗି ଆଠଗଡର ପୁରପଲ୍ଲୀରେ ଥିବା ଶୈବପୀଠଗୁଡିକ ଉତ୍ସବ ମୁଖର ହୋଇ ଉଠିଛି। ପ୍ରାୟ ସମସ୍ତ ଶିବମନ୍ଦିରରେ ଦେବ ଦମ୍ପତ୍ତିଙ୍କର ବିବାହ ଉତ୍ସବ ଲାଗି…
Read More...

ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ ସହ ଅଗ୍ରଗତି ସମ୍ପର୍କରେ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ସହ ବିଧାୟକଙ୍କ ସମୀକ୍ଷା

ବଡ଼ମ୍ବା : ବହୁ ପ୍ରତିକ୍ଷିତ ନବନିର୍ମିତ ହାଡ଼ୁଆ ମଧ୍ୟମ ସେଚ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଷୟିକ ପ୍ରତିନିଧି ଦଳ ସହିତ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସମୀକ୍ଷା କରିଛନ୍ତି । ବଡ଼ମ୍ବା ବ୍ଲକ…
Read More...

କଖଡି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଠିକଣା ପାଉନାହାନ୍ତି ଜନସାଧାରଣ

ଗୁରୁଡିଝାଟିଆ :  ଟାଙ୍ଗି-ଚୌଦ୍ୱାର ବ୍ଳକ ଓ ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଏକ ଅଗ୍ରଣୀ ପଞ୍ଚାୟତ । ଭୌଗଳିକ ଦୃଷ୍ଟିରୁ ଦେଖିଲେ ଏହା ମହାନଦୀର କୂଳରେ ଅବସ୍ଥିତ ହୋଇଥିବା ବେଳେ ପୁରୁଣା-କଟକ ସମ୍ବଲପୁର ରାସ୍ତା ଗାଁ…
Read More...

ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଶିବ ବିବାହ

ଗୁରୁଡିଝାଟିଆ : ଗୋପବନ୍ଧୁ ଚିକିତ୍ସାଳୟ ପରିସରସ୍ଥ ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରର ଚନ୍ଦ୍ରଶେଖର ମହାଦେବଙ୍କ ବିବାହ ଉତ୍ସବ ତଥା ଶୀତଳଷଷ୍ଠୀ ଶାସ୍ତ୍ରୀୟ ବିଧିମୁତାବକ ଅନୁଷ୍ଠିତ ହୋଇଛି । ସଂପୂର୍ଣ୍ଣ ଆଧ୍ୟାତ୍ମିକ…
Read More...

ବନ ବିଭାଗ ପକ୍ଷରୁ ଜାଳେଣି କାଠ ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଶାଳକାଠ ଓ ଜାଳେଣୀ କାଠ ବୋଝେଇ ସାଇକେଲକୁ ଜବତ କରାଯାଇଛି ।  ଖୁଣ୍ଟୁଣୀ ବନାଞ୍ଚଳରେ ଶାଳଗଛକୁ କାଟି ବାହାରକୁ ଚୋରା ଚାଲାଣ କରିବା ଏକ ନିୟମିତ ବେପାର ପାଲଟିଛି। ବଣିଆବନ୍ଧ…
Read More...

ବାଙ୍କୀ ଓ ଡମପଡା ବ୍ଲକରେ ଲୋକାର୍ପଣ ହେବ ୧୨ ରୂପାନ୍ତର ବିଦ୍ୟାଳୟ

ବାଙ୍କୀ : ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତର ଯୋଜନାରେ ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନ ୮ଟି…
Read More...

ଶ୍ବଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ଗୁଡୁମ ଗ୍ରାମର ଜଣେ ବ୍ୟକ୍ତି ପୋଡାଡିହ ଗ୍ରାମରେ ଥିବା ଶ୍ବଶୁର ଘରକୁ ଆସି ଶନିବାର ଶ୍ବଶୁର ଘରେ ଆତ୍ମହତ୍ୟା କରିଥିବାର ବାଘମାରୀ ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ବାଘମାରୀ…
Read More...

ସମବାୟ ନିର୍ବାଚନକୁ ନେଇ ବଢୁଛି ବିବାଦ, ଭୋଟ ତାଲିକାରୁ ପୂର୍ବତନ ଲ୍ୟାମ୍ପ ନିର୍ଦେଶକଙ୍କ ନାମ ଉଭାନ୍

ମାଲକାନଗିରି :  ସମବାୟ ନିର୍ବାଚନକୁ ନେଇ ଦିନକୁ ଦିନ ବିବାଦ ବଢି ଚାଲିଛି। ଅନ୍ୟ ଦିଗରେ ଶନିବାର ଦିନ ଦୈନିକ ‘ସମାଜ’ରେ ଏ ସମ୍ବନ୍ଧରେ ଖବର ପ୍ରକାଶ ପରେ ସମାଜ ପ୍ରତିନିଧିଙ୍କୁ ଲ୍ୟାମ୍ପ ପରିଚାଳକ ଅଭିମନ୍ୟୁ ନାୟକ…
Read More...

ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟ

ଭୁବନେଶ୍ୱର: ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ଉପ ବାଚସ୍ପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି । କୁହାଯାଇଛି ନବୀନଙ୍କ ଏହି ନୂତନ ମନ୍ତ୍ରୀମଣ୍ଡଳରେ ସବୁ କିଛି…
Read More...

ନବୀନ ଗଢ଼ିବେ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ରୂପରେଖ । ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବ । ନିର୍ବାଚନର ୨ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିବେ…
Read More...

ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କଲମପୁର: କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ସହ ପିତଳ ସାମଗ୍ରୀ ଓ ହୁଣ୍ଡିରେ ଥିବା ଟଙ୍କା ଚୋରି କରିନେଇଛନ୍ତି…
Read More...

ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ସୁବର୍ଣ୍ଣ ଜୟନ୍ତୀ ପାଳିତ

ପୁରୀ: ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ସୁବର୍ଣ୍ଣ ଜୟନ୍ତୀ ପୁରୀ ଦୁଡୁୱାଲା ଧର୍ମଶାଳାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ବିଧାୟକ ଜୟନ୍ତ…
Read More...

ଶବବ୍ୟବଚ୍ଛେଦ ପାଇଁ କାନ୍ଧରେ ବୁହାହେଲା ଶବ

ରାୟଗଡ଼ା: ଚିକିଟି ଥାନା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତକଙ୍କ ଶବବ୍ୟବଚ୍ଛେଦ ପାଇଁ ପରିବାର ଲୋକ ଶବକୁ କାନ୍ଦରେ ବୋହି ଡାକ୍ତରଖାନାକୁ ନେଇ ଥିବା ଦୃଶ୍ୟ ସାମନାକୁ ଆସିଛି । ସୂଚନା ଅନୁଯାୟୀ କାଲି…
Read More...

ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର; ଜଣେ ମୃତ, ୫ ଗୁରୁତର

ବୌଦ୍ଧ: ୫୭ ନଂ ଏନ୍‌ ବାଇପାସ୍‌ ନିକଟସ୍ଥ ଜଗଦୀଶପୁର ଛକନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଟ୍ୟାଙ୍କର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଶ ଗୁରୁତର ହୋଇଛନ୍ତି ।  ସମସ୍ତ ୫ଜଣ…
Read More...

ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ଜଣ ରହିଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରେ…
Read More...

ଦେଶରେ ଆଉ ୩,୬୯୭ ପଜିଟିଭ୍ ଚିହ୍ନଟ, ୨୬ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ଟପିଛି । ଦେଶରେ ମୋଟ୍‌ ୨୨,୪୧୬ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା…
Read More...

ଗ୍ରାହକଙ୍କ ପାଇଁ ଖୁସି ଖବର; ବଜାରକୁ ଆସୁଛି ଇ-ଆକ୍ଟିଭା !

ନୂଆଦିଲ୍ଲୀ: ବଜାରରେ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ମଡେଲରେ ବୈଦ୍ୟୁତିକ ସ୍କୁଟର ବଜାରକୁ ଛାଡ଼ିଲେଣି । ଓଲା, ହୋର୍ୱିନ୍‌, ଅଭେରା ଓ କୋମାକି ପରି ଅନେକ କମ୍ପାନୀ ସୁନ୍ଦର ସୁନ୍ଦର ଇ-ସ୍କୁଟର ବଜାରକୁ ଛାଡ଼ିଛନ୍ତି ।…
Read More...

କରୋନା; ୫ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତକିଛି ଦିନ ହେବ ଦେଶରେ କରୋନା ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ରାଜ୍ୟକୁ କେନ୍ଦ୍ର ସରକାରଙ୍କ…
Read More...

କାଶ୍ମୀରରେ ଥମୁନି ପ୍ରବାସୀ ଶ୍ରମିକଙ୍କ ଉପରେ ହିଂସାକାଣ୍ଡ

ଜାମ୍ମୁ-କାଶ୍ମୀର: କାଶ୍ମୀରରେ ଥମୁନି ପ୍ରବାସୀ ଶ୍ରମିକଙ୍କ ଉପରେ ହିଂସାକାଣ୍ଡ । ସୋପିଆନରେ ପୁଣି ପ୍ରାବସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଫଳରେ ଦୁଇଜଣ ଶ୍ରମିକ ଆହତ ହୋଇଥିବା ଖବର ମିଳିଛି ।…
Read More...

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ…
Read More...

ପାକିସ୍ତାନରେ ପେଟ୍ରୋଲ ଲିଟର ଦୁଇଶହ ଟପିଲା

ପାକିସ୍ତାନରେ ଅନିୟନ୍ତ୍ରିତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବରୁ ମଧ୍ୟ ସେଠାରେ…
Read More...

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଅମିତ ଶାହା

ନୂଆଦିଲ୍ଲୀ : ଜାମ୍ମୁ- କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ କରି ହତ୍ୟା କରିବା ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇବା ପରେ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର…
Read More...

ଆହତ ମୟୂର ବନବିଭାଗକୁ ହସ୍ତାନ୍ତର

ପାତ୍ରପୁର : ସାମନ୍ତିଆପଲ୍ଲୀ ବନାଞ୍ଚଳ ଗୁଣ୍ଡୁରା ପଞ୍ଚାୟତ ସୁନାଖଳା ଗ୍ରାମ ନିକଟରେ ଥିବା ରାମେଶ୍ୱର ପାହାଡରେ ବହୁ ମୟୂର ରହୁଛନ୍ତି । ଶୁକ୍ରବାର ହଠାତ୍ ଏକ ମୟୂର କୌଣସି କାରଣବଶତଃ ବାମ ଗୋଡ଼ରେ ଆଘାତ ଲାଗି ଗୁରୁତର…
Read More...

ବଡ଼ମ୍ବା ବନାଞ୍ଚଳ ନିକଟରୁ ପୁଣି ଗଜରାଜଙ୍କ ଗଳିତ ଶବ ଜବତ

ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ଅପମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହେଉଛି । ବିଭାଗୀୟ ସ୍ୱତନ୍ତ୍ର ଏସଟିଏଫ୍ ସ୍କ୍ୱାଡ ହାତରେ ଲାଗିଥିବା ସୂଚନା ଅନୁଯାଇ ଲଗାତର ଦ୍ୱିତୀୟ ଦିନରେ ଏହି…
Read More...

ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି

ଜଷ୍ଟିସ ସଂଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟରେ ଯୋଗଦାନ ଦିନଠାରୁ…
Read More...

ଜିଲ୍ଲାସ୍ତରୀୟ ତାଏକୋଣ୍ଡ ପ୍ରତିଯୋଗିତା : ସ୍ଵର୍ଣ୍ଣ ପଦକ ଜିତିଲେ ମୁକେଶ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଜିଲ୍ଲା ସ୍ତରୀୟ ତାଏକୋଣ୍ଡର ପ୍ରତିଯୋଗିତାରେ ଗଞ୍ଜାମ ବିଜ୍ଞପିତ ଅଂଚଳ ପରିଷଦ ଅନ୍ତର୍ଗତ ଓଡ଼ିଆ ଢମଣା ସାହିର ମନୋରଞ୍ଜନ ସାହୁଙ୍କ ପୁଅ ମୁକେଶ କୁମାର ସାହୁ (ରାଜ )…
Read More...

ମାଲକାନଗିରି: ସମବାୟ ନିର୍ବାଚନକୁ ନେଇ ବଢୁଛି ଅସନ୍ତୋଷ, ତୃଟିପୂର୍ଣ୍ଣ ଭୋଟର ତାଲିକାକୁ ବିରୋଧ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ସ୍ଥିତ ସମବାୟ ସମିତିର ନିର୍ବାଚନ ଅନିୟମିତତା ମଧ୍ୟରେ ହେଉଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସୁଚନା ମୁତାବକ ଗତ କିଛିଦିନ ଧରି ମାଲକାନଗିରି ଜିଲ୍ଲାରେ ସମବାୟ…
Read More...

ଆସନ୍ତାକାଲି ଦେବଦମ୍ପତ୍ତିଙ୍କ ବିବାହ ; ଉତ୍ସବମୁଖର ସମ୍ବଲପୁର

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଶୀତଳଷଷ୍ଠୀ ଯାତ୍ରା ଆସନ୍ତାକାଲିଠାରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଆରମ୍ଭ ହେବ । ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି  । ଆଜି…
Read More...

ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି

ପିପିଲି : ପିପିଲି ନିକଟବର୍ତ୍ତୀ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତ୍ରିରେ ୧୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି । ମନ୍ଦିର ବାହାରେ…
Read More...

ରୁଷ କବଜାରେ ୟୁକ୍ରେନର ଏକ ପଞ୍ଚମାଂଶ ଅଞ୍ଚଳ : ଜେଲେନ୍‍ସ୍କି

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦେମିର ଜେଲେନ୍‍ସ୍କି କହିଛନ୍ତି ରୁଷ ସୈନ୍ୟମାନେ ୟୁକ୍ରେନର ଏକପଞ୍ଚମାଂଶ ଅଞ୍ଚଳ ଅଧିକାର କରିଛନ୍ତି । ଲକଜମବର୍ଗରେ ସାଂସଦମାନଙ୍କୁ ଉଦ୍‍ବୋଧନ ଦେଇ ସେ କହିଛନ୍ତି ଦେଶର ଶତକଡ଼ା ୨୦ ଭାଗ…
Read More...

‘ବିଶ୍ୱ ସାଇକେଲ ଦିବସ’ ପାଳିତ

ଭୁବନେଶ୍ୱର :  ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧା ଓ ଭୁବନେଶ୍ୱର ଆଞ୍ଚଳିକ କ୍ଷେତ୍ରପ୍ରଚାର ସଂସ୍ଥା ସହ ମିଶି ଭୁବନେଶ୍ୱର ପିଆଇବି କ୍ୟାମ୍ପସରେ ‘ ବିଶ୍ୱ ସାଇକେଲ ଦିବସ - ୨୦୨୨’ ଅବସରରେ ଏକ ସାଇକେଲ ଶୋଭାଯାତ୍ରା…
Read More...

ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା ହେଲା ‘କରବର’

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ଶିମିଳିପୁର ପଞ୍ଚାୟତର କରବର ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ଶୁକ୍ରବାର ଦିନ ଆନୁଷ୍ଠିକ ଓ ସରକାରୀ ଭାବରେ ଘୋଷଣା କରାଯାଇଛି। ଓଏସ୍ଏଫଡିସି କଟକଙ୍କ ସହାୟତାରେ କରବର…
Read More...

ଶୁକ୍ରବାର ରାଶିଫଳ (୦୩/୦୬/୨୦୨୨)

ମେଷ : ଦିନ ଭିତରେ ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। କାର୍ଯ୍ୟରେ ସଫଳ ହେବେ; ମାତ୍ର ବିଳମ୍ବରେ। ସୁସ୍ଥ ରହିବେ। ବ୍ୟବସାୟ ଭଲରେ ଚାଲିବ। ଚାକିରିରେ ବିବ୍ରତ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କ ଶୁଭଫଳ। ବୃଷ : କାର୍ଯ୍ୟରେ…
Read More...

ପିଏମ୍ ଗତିଶକ୍ତି ଯୋଜନା : ଓଡିଶା ଓ ଝାଡଖଣ୍ଡରେ ହେବ ଅତି ପ୍ରଭାବଶାଳୀ ୪ଟି ପ୍ରକଳ୍ପ

ନୂଆଦିଲ୍ଲୀ : କୋଇଲା ପରିବହନ କ୍ଷେତ୍ରରେ ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଖଣି ଅଞ୍ଚଳରୁ ବିଭିନ୍ନ ଲକ୍ଷ୍ୟ ସ୍ଥଳକୁ ତ୍ୱରିତ କୋଇଲା ପହଞ୍ଚାଇବା ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ପ୍ରୟାସରେ…
Read More...

ଭକ୍ତ ଦାସିଆଙ୍କ ପୀଠରେ ‘ଶ୍ରୀଜୟଦେବ ଗୀତଗୋବିନ୍ଦ’ ଶୀର୍ଷକ ଆଲୋଚନାଚକ୍ର

ପିପିଲି : ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଶିବାନନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ‘ଶ୍ରୀଜୟଦେବ ଗୀତଗୋବିନ୍ଦ’ ଶୀର୍ଷକ ଆଲୋଚନାଚକ୍ର…
Read More...

ଦନ୍ତାହାତୀର ଗଳିତ ଶବ ଜବତ୍ କଲା ଏସଟିଏଫ୍

ବଡ଼ମ୍ବା : ବଡ଼ମ୍ବାରେ ଘନଘନ ଚୋରି ଘଟଣାକୁ ନେଇ ପୁଲିସ ନିଷ୍କ୍ରିୟତା ଚର୍ଚ୍ଚାରେ ରହିଥିବା ବେଳେ ଗୁରୁବାର ସ୍ଥାନୀୟ ବନ ବିଭାଗର ଅପାରତା ପଦାରେ ପଡ଼ିଛି । ପ୍ରାୟ ମାସେ ତଳର ଏକ ଦନ୍ତା ହାତୀର ଗଳିତ ଶବକୁ ବିଭାଗୀୟ…
Read More...

ବାରବାଟୀ ଟି-୨୦ ପାଇଁ ମକଡ୍ରିଲ୍

ଭୁବନେଶ୍ୱର :  କଟକ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ ପୂର୍ବରୁ ମକଡ୍ରିଲ୍ କରାଯାଇଛି । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ମକଡ୍ରିଲ ହୋଇଛି । ମକଡ୍ରିଲରେ ପୁଲିସ, ଅଗ୍ନିଶମ କର୍ମଚାରୀ…
Read More...

ପିଏମ୍ ଶ୍ରୀ ସ୍କୁଲ ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ହେବ : ଧର୍ମେନ୍ଦ୍ର ପ୍ରଧାନ

-ପିଏମ ଶ୍ରୀ ସ୍କୁଲ ଦେଶର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ -ବିଦ୍ୟାଳୟ ଶିକ୍ଷା ହେଉଛି ଜ୍ଞାନ ଆଧାରିତ ସମାଜ ପ୍ରତିଷ୍ଠାର ମୂଳଦୁଆ -ଆମର ଦାୟିତ୍ୱ କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ; ଏହି…
Read More...

ରାତି ପାହିଲେ ଭୋଟଗଣତି ; ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା

ଝାରସୁଗୁଡ଼ା : ରାତି ପାହିଲେ ବ୍ରଜରାଜନଗର ଉପ ନିର୍ବାଚନର ଭୋଟ ଗଣତି । ଭୋଟ ଗଣତିକୁ ନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତତି ଚୁଡାନ୍ତ ହୋଇସାରିଛି । ବ୍ରଜରାଜନଗରରେ ମୋଟ ୨୭୯ ଟି ବୁଥରେ ଭୋଟ…
Read More...

କଲବଲ କରୁଛି ଗରମ ଓ ଗୁଳୁଗୁଳି ; ୪୪.୮ ଡ଼ିଗ୍ରୀ ସହ ସୁବର୍ଣ୍ଣପୁର ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ସାଙ୍ଗକୁ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ତେବେ ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଲାଗି ରହିଥିବା ବେଳେ ଉପକୂଳ ଅଞ୍ଚଳରେ…
Read More...

ଢେପାଗୁଡା ଗାଁରେ ବିଭିନ୍ନ କାମକୁ ନେଇ ଗଣ୍ଡଗୋଳ : ଥାନାରେ ଅଭିଯୋଗ

କଲ୍ୟାଣସିଂହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁରେ ବିଭିନ୍ନ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି…
Read More...

+୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ବର : ଓଡ଼ିଶା  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଠାରୁ +୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଖାତା…
Read More...

ବ୍ରଜରାଜନଗର ଉପନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ୩୦ମିନିଟ…
Read More...

ଆଫଗାନିସ୍ତାନକୁ ଭାରତର ମାନବୀୟ ସହାୟତା

କାବୁଲ :  ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ତଥା ପୁରାତନ ସମ୍ପର୍କ ରହିଛି । ଆଫଗାନିସ୍ତାନର ଲୋକମାନଙ୍କୁ ଭାରତ ମାନବୀୟ ସହାୟତା ଯୋଗାଇ ଦେଉଛି । ଭାରତ ୨୦ହଜାର ମେଟ୍ରିକ୍‍ ଟନ୍‍ ଗହମ, ୧୩ଟନ୍‍ ଔଷଧପତ୍ର,…
Read More...

ଓଷ୍ଟାର ଗଞ୍ଜାମ ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ସ୍ଥିତ ପଞ୍ଚାୟତ ହାଇସ୍କୁଲରେ ଓଷ୍ଟାର ଗଞ୍ଜାମ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଜୟ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଅନୁଭବଙ୍କ ପୈତୃକ ଘର ଛାଡ଼ିବେ ବର୍ଷା

କଟକ: ସାଂସଦ ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା । ଅନୁଭବଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ଏସଡିଜେଏମ କୋର୍ଟ । ଅନୁଭବଙ୍କ ଆବେଦନକୁ ଏସଡିଜେଏମ କୋର୍ଟ ଗ୍ରହଣ କରିବା ସହ ପତ୍ନୀ ବର୍ଷା…
Read More...

ବିଜେପିରେ ଯୋଗଦେଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଗାନ୍ଧିନଗର କାର୍ଯ୍ୟାଳୟରେ ବିଜେପିର ଅଧ୍ୟକ୍ଷ ସି.ଆର. ପଟେଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ହାର୍ଦ୍ଦିକ ।…
Read More...

ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟ ଖାଲି; କେମିତି ପାଠ ପଢ଼ିବେ ପିଲା ?

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବୁଗା  ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ଦୁଇଜଣ  ଶିକ୍ଷକ ଶ୍ରୀ କଂସମଣୀ ଶତପଥୀ ଓ  ପଞ୍ଚାନନ ସାହୁ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।ଏହି ଅବସରରେ ବିଦ୍ୟାଳୟ …
Read More...

ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ପ୍ରତ୍ୟେକ ଶିଶୁକୁ ଉଜ୍ଜ୍ଵଳ…
Read More...

ଭାରତ ବଜାରକୁ କୋମାକି ଆଣିଲା ଆଉ ଦୁଇ ନୂଆ ଇ-ସ୍କୁଟର; ସୁନ୍ଦର ଡିଜାଇନ୍‌ ସହ ଗଡ଼ିବ ୧୮୦ କିମି

ନୂଆଦିଲ୍ଲୀ: ଭାରତ ବଜାରକୁ ଆସିଲା ଆଉ ଦୁଇ ନୂଆ ଇ-ସ୍କୁଟର । ଇ-ଅଟୋମୋବାଇଲ କମ୍ପାନୀ କୋମାକି ଦୁଇଟି ଇ-ସ୍କୁଟର ତଥା କୋମାକି ଏଲୱାଇ ଓ କୋମାକି ଡିଟି୩୦୦୦ ସ୍କୁଟର ଲଞ୍ଚ କରିଛି । କୋମାକି ଏଲୱାଇର ବଜାର ଦାମ୍‌ ୮୮ ହଜାର…
Read More...

ଆସନ୍ତାକାଲି ମଙ୍ଗଳକୃତ୍ୟ; ୪ତାରିଖରେ ଶିବ ବିବାହ

ଆରଡି: ଆସନ୍ତା ୪ ତାରିଖରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ବୈଦିକ ରୀତିନୀତି ଓ ଲୋକାଚାରରେ ମଣିବାବାଙ୍କ ସହ ମାତା ପାର୍ବତୀଙ୍କର ବାହାଘର…
Read More...

ଆରଡିପୀଠରେ ଦୋକାନ ଭାଙ୍ଗି ଲୁଟ୍‌; ଅଭିଯୋଗ ପରେ ବି ଚୁପ୍‌ ବସିଛି ପୁଲିସ

ଆରଡ଼ି: ଭଦ୍ରକ ଜିଲ୍ଲା ଆରଡ଼ିପୀଠ ସମେତ ଆଖପାଖ ଅଞ୍ଚଳରେ ଏଇ କିଛିଦିନ ହେବ ଲୁଟେରାଙ୍କ ରାଜ୍‌ ଦେଖାଦେଇଛି । ଏପରିକି ଗତ ୩ଦିନ ମଧ୍ୟରେ ଆରଡିପୀଠ ଆଖଣ୍ଡଳମଣିଙ୍କ  ମନ୍ଦିର ନିକଟ ସେମେତ ମୁଖ୍ୟ ବଜାରରେ ୨ଟି ଦୋକାନ…
Read More...

ଆଜି ଶ୍ରୀମନ୍ଦିର ପରିକ୍ରମା ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପରିକ୍ରମା ମାମଲାର ଶୁଣାଣି ହେବ । ବିଚାରପତି ବି ଆର ଗଭାଇ ଓ ବିଚାରପତି ହିମା କୋହଲୀଙ୍କ ଖଣ୍ଡପୀଠରେ ଶୁଣାଣି ତାଲିକା ସଂଖ୍ୟା ୨୦ରେ ଶ୍ରୀମନ୍ଦିର ମାମଲା ସ୍ଥାନ…
Read More...

ନାବାଳକ ନିଖୋଜ; ଏମଭି-୭୨ ଗାଁରେ ଉତ୍ତେଜନା

ମାଲକାନଗିରି: ନାବାଳକ ନିଖୋଜକୁ ନେଇ ଏମଭି-୭୨ ଗାଁରେ ଉତ୍ତେଜନା ଲାଗିରହିଛି । ଗ୍ରାମବାସୀ ମାନେ ନାବାଳକଙ୍କୁ ଉଦ୍ଧାର କରିବାକୁ ଦାବି କରିଛନ୍ତି । ନାବାଳକକୁ ଉଦ୍ଧାର ଦାବିରେ ଗ୍ରାମବାସୀ ମାନେ ଆଜି ସକାଳୁ ରାସ୍ତାରୋକ…
Read More...

ରାଜ୍ୟରେ ଆଉ ୧୧ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ମାମଲା ରାଜ୍ୟର ୩ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଥିବା ବେଳେ ୨୭ ଜିଲ୍ଲା କରୋନା ମୁକ୍ତ ରହିଛି । ଆକ୍ରାନ୍ତଙ୍କ…
Read More...

ଦେଶରେ ଉପର ମୁହାଁ କରୋନା ଗ୍ରାଫ୍‌; ଆଉ ୫ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ । ଗତ କିଛି ଦିନ ଧରି କରୋନା ସଂକ୍ରମଣ ୩ହଜାର ଭିତରେ ସୀମିତ ରହୁଥିବା ବେଳେ ଆଜିର ସଂକ୍ରମଣ ମାମଲା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩ହଜାର…
Read More...