ଜୀ ସାର୍ଥକରେ ଦିଦି ହେବେ ନମ୍ବର ୱାନ୍

ଭୁବନେଶ୍ବର : ମହିଳାଙ୍କ ପାଇଁ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ନୂଆ କାର୍ଯ୍ୟକ୍ରମ ‘ଦିଦି ନମ୍ବର ୱାନ୍’ ଆଜିଠାରୁ ପ୍ରସାରିତ ହେବ। ଅଭିନେତ୍ରୀ ଲିପି ମହାପାତ୍ର ଏହି କାର୍ଯ୍ୟକ୍ରମ ଉପସ୍ଥାପନା କରିବେ। ପ୍ରତି…
Read More...

ବାଙ୍ଗିରିପୋଷି ଫୁଟ୍‌ ଓଭରବ୍ରିଜ ନିର୍ମାଣକୁ ମଞ୍ଜୁରୀ

ନୂଆଦିଲ୍ଲୀ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ଜାତୀୟ ରାଜପଥ ନଂ-୪୯ର ବାଙ୍ଗିରିପୋଷିର ମାଣଦାଠାରେ ଫୁଟ ଓଭରବ୍ରିଜ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମଞ୍ଜୁର କରିଛି। ୨୦ ତାରିଖରେ ଏହି ଫୁଟ…
Read More...

ଭାରତ-ମାଲେସିଆ ମ୍ୟାଚ୍‌ ୩-୩ରେ ଶେଷ

ଜାକର୍ତ୍ତା : ରବିବାର ଚଳିତ ପୁରୁଷ ଏସିଆ କପ୍‌ ହକି ପ୍ରତିଯୋଗିତାର ସୁପର-୪ରେ ପର୍ଯ୍ୟାୟର ୨ୟ ମ୍ୟାଚ୍‌ରେ ମାଲେସିଆ ବିପକ୍ଷରେ ଭାରତ ଏକଦା ୩-୨ରେ ଆଗୁଆ ରହି ଫାଇନାଲ ଖେଳିବାର ଦ୍ବାରରେ ପହଞ୍ଚି ଯାଇଥିଲା। ହେଲେ ୫୬…
Read More...

୯୨ କୋଟିରେ ଝଟକିବ ଆଖଣ୍ଡଳମଣି ପୀଠ

ଭଦ୍ରକ/ଆରଡି : ରାଜ୍ୟରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକର ସମ୍ପ୍ରତି ହେଉଛି ନବକଳେବର। ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ…
Read More...

ମଙ୍କି ପକ୍ସ ଭୂତାଣୁ ଆତଙ୍କ : ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ୟୁରୋପ, ୟୁଏସ୍ଏ ସମେତ ଅନ୍ୟାନ୍ୟ ଦେଶରେ ସମ୍ପ୍ରତି ମଙ୍କିପକ୍ସ ଭୂତାଣୁ ଆତଙ୍କ ଖେଳାଇଥିବାବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ…
Read More...

ଟିକିରା ବିଦ୍ୟୁତ୍ ଗ୍ରିଡରେ ପାଟଣା ବିଧାୟକ

ପାଟଣା :  ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକ ମୁଖ୍ୟାଳୟକୁ ଟିକିରା ଗ୍ରିଡ୍ ଠାରୁ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ତଦାରଖ କରିବା ପାଇଁ ପୁର୍ନବାର ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…
Read More...

ଟାଇଟାନ୍‌ସକୁ ଟାଇଟଲ

ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ଶ ସଂସ୍କରଣରେ ଚମ୍ପିଆନ୍ ମୁକୁଟ ପିନ୍ଧିଛି ଗୁଜରାଟ ଟାଇଟାନ୍‌ସ। ରବିବାର ବିଶ୍ବର ସର୍ବବୃହତ୍ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ବିଶ୍ବର ଏହି…
Read More...

ଢେଙ୍କିକୋଟ ସେବା ମାର୍ଗରେ ଆଣ୍ଠୁଏ ପାଣି

ପାଟଣା : ୨୦ନଂ ଜାତୀୟ ରାଜପଥରେ ଢେଙ୍କିକୋଟର ପୂର୍ବ ପାର୍ଶ୍ଵ ସେବାମାର୍ଗ (ସର୍ଭିସ ରୋଡ)ରେ  ଆଣ୍ଠୁଏ ପାଣି ଜମି ରହୁଛି । ଡାକବଙ୍ଗଳା ଫାଟକ ଠାରୁ ବସ୍ ରହଣି ସ୍ଥଳ ଯାଏ ଏହି ଅବସ୍ଥା ସୁଷ୍ଟି ହୋଉଛି । ଆଗକୁ ବର୍ଷା ଋତୁ…
Read More...

ଗାଁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ବ୍ଲକ ଅଧ୍ୟକ୍ଷ

କଲମପୁର : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ନିଜ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ତାର ସମାଧାନ ଉପରେ…
Read More...

ମହିଳାମାନଙ୍କୁ ପଣସ ଖାଦ୍ୟ ପ୍ରସ୍ତୁତି ତାଲିମ ଶିବିର

ମୋହନା : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସକାଳ" ପକ୍ଷରୁ ସ୍ଥାନୀୟ ଶୁଖିଲା ଆମ୍ବ ଛକ ସ୍ଥିତ ବ୍ରହ୍ମଣୀଦେଇ ନାଗରିକ ଉନ୍ନୟନ ସଙ୍ଗଠନ ଗୃହରେ ପିଏଚଏଫ ପ୍ରକଳ୍ପ ସହାୟତାରେ ମହିଳା ସ୍ଵୟଂ ସହାୟକ…
Read More...

ନାକଟିଗୁଡାରେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ପାପଡାହାଣ୍ଡି :  ପାପଡାହାଣ୍ଡି ବ୍ଲକ ନାକଟିଗୁଡା ଠାରେ କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଯୋଗ ଦେଇ ପୂଜା…
Read More...

ଗିରିସୋଲା ଜୁଆଆଡ୍ଡାରେ ଚଢଉ; ୬ ଜୁଆଡି ଗିରଫ, ୪୩ ହଜାର ଟଙ୍କା ଜବତ

ଗୋପାଳପୁର : ଗୋଳନ୍ଥରା ପୁଲିସ ପକ୍ଷରୁ ଏକ ନାଟକୀୟ ଢଙ୍ଗରେ ଦୀର୍ଘ ଦିନ ଧରି ଚାଲୁ ରହିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିବା ସହ ଜୁଆଡିଙ୍କୁ ଗିରଫ କରାଯାଇଛି । ଶନିବାର ମଧ୍ୟରାତ୍ରରେ ନିଜେ ଥାନା ଆଇଆଇସି ବିବେକାନନ୍ଦ…
Read More...

କାହା ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛି ଏନଏସି

ଆଠଗଡ :  ଆଠଗଡ ଏନଏସି ପକ୍ଷରୁ ସହରର ବିଭିନ୍ନ ବଜାର ଅଞ୍ଚଳରେ ନିର୍ମିତ ଦୋକାନପୁଞ୍ଜ ଗୁଡିକରୁ ଦୀର୍ଘ ବର୍ଷ ବର୍ଷ ଧରି ଭଡା ଆଦାୟ ହେଉନାହିଁ କିମ୍ବା ଭଡା ପୁନଃ ନିର୍ଦ୍ଧାରଣ ହେଉନଥିବାରୁ ଏନଏସି କର୍ତ୍ତୃପକ୍ଷ…
Read More...

ଜନନୀ ଯନ୍ତ୍ରଣା : ରାସ୍ତା ନଥିବାରୁ କାନ୍ଧରେ ୩ କି.ମି.ବୁହାହେଲେ ଗର୍ଭବତୀ ମହିଳା

ଦେବଗଡ଼ : ପାହାଡ ପର୍ବତ ଘେରା ଦେବଗଡ ଜିଲାର ବିଭିନ୍ନ ଅଞ୍ଚଳ ଏବେ ମଧ୍ୟ ବିକାଶ ଠାରୁ ବହୁ ଦୂରରେ ରହିଛି । ସ୍ୱାସ୍ଥ୍ୟ ସେବା ନିମନ୍ତେ ସରକାର ଶହ ଶହ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସବୁଦିନିଆ ରାସ୍ତା ନଥିବାରୁ…
Read More...

ସୁନାପଦାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍‍ଘାଟିତ

ପିପିଲି : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱାନ ଭଏସ୍’ ପକ୍ଷରୁ ସୁନାପଦା ଗ୍ରାମସ୍ଥିତ ଖେଳପଡିଆ ଠାରେ ତିନିଦିନିଆ ରାଜ୍ୟସ୍ତରୀୟ ଦିବାରାତ୍ର କବାଡି ପ୍ରତିଯୋଗିତା ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ସମ୍ବଲପୁର,…
Read More...

କେବେ ସରିବ ୟୁକ୍ରେନ୍-ରୁଷିଆ ଯୁଦ୍ଧ ? ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କୁ ଜେଲେନସ୍କି ମାଗିଲେ ପୁଣି ଅସ୍ତ୍ରଶସ୍ତ୍ର

କିଭ୍‌: ଥମୁନି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଲଢ଼େଇ । ଯୁଦ୍ଧକୁ ଦୀର୍ଘ ୪ ମାସ ହେବ ପୂରଣ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ମଧ୍ୟ ଦୁଇ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧକୁ…
Read More...

କୂଅ ଭିତରେ ପଡ଼ି ବୃଦ୍ଧ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ ଗଭୀର ପଥର କୂଅରେ ଖସିପଡ଼ି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣଙ୍କ ଗ୍ରାମର ତୀର୍ଥ ନାଏକ (୬୧) ବୋଲି ଜଣାପଡିଛି । ତାଙ୍କୁ…
Read More...

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ୪ ରାଜ୍ୟସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦଳ ପୁଣିଥରେ  ସସ୍ମିତ ପାତ୍ରଙ୍କ ଉପରେ ଭରସା କରିଛି । ସସ୍ମିତ ପୁଣି…
Read More...

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ମନର କଥା କହିଲେ ମୋଦି; ଷ୍ଟାର୍ଟଅପ୍‌, ସ୍ୱଚ୍ଛତା ଓ ଯୋଗକୁ ନେଇ ରଖିଲେ ନିଜର ମତ

ନୂଆଦିଲ୍ଲୀ: ଆଜି ୮୯ ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମାଜ ସହ ଜଡିତ ଥିବା ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ।…
Read More...

ନେପାଳରେ ବିମାନ ନିଖୋଜ; ଏକ ଘଣ୍ଟା ହେଲା ମିଳୁନି ପତ୍ତା, ବିମାନରେ ଥିଲେ ୪ ଭାରତୀୟ

କାଠମାଣ୍ଡୁ: ନେପାଳରେ ଏକ ଘରୋଇ ବିମାନ ନିଖୋଜ ହୋଇଯାଇଛି । ଦୀର୍ଘ ଏକ ଘଣ୍ଟା ହେବ ବିମାନ ତାରା ୯NAETର ପତ୍ତା ମିଳୁନଥିବା ଜଣାପଡ଼ିଛି । ବିମାନଟି ପୋଖରାରୁ ଜୋଙ୍ଗସଙ୍ଗ ଯାଉଥିବା ବେଳେ ନିଖୋଜ ହୋଇଯାଇଛି । ସୂଚନା…
Read More...

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୩ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ…
Read More...

ଝରକା ଗ୍ରୀଲ୍ ତାଡ଼ି ଲୁଟିଲେ ଦୁର୍ବୃତ୍ତ; ଚୋରି କରିନେଲେ ୫୨ହଜାର ଟଙ୍କା ସହ ୧୫ ଭରି ସୁନା

କେନ୍ଦୁଝର: ଝରକା ଗ୍ରୀଲ୍ ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ସୁଡୁସୁଡ଼ିଆ ଇଣ୍ଡେନ୍ ଗ୍ୟାସ୍ ନିକଟ କଲୋନୀରୁ ଜଣେ ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ନଗଦ ୫୨ ହଜାର ଟଙ୍କା ସହ ୧୫ ଭରି…
Read More...

ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୭ମୃତ, ୧୨ ଆହତ

ଲଖନଉ: ଉତ୍ତରପ୍ରଦେଶର ବହରାଇଚରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ବହରାଇଚ-ଲଖିମପୁର ରାସ୍ତାରେ ଏକ ଟ୍ରକ୍‌ ସହ ଅଟୋ ଧକ୍କା ହେବାଫଳରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୨ଜଣ ଆହତ ମଧ୍ୟ ହୋଇଛନ୍ତି ।…
Read More...

ବିରାଟଙ୍କ କୀର୍ତ୍ତିମାନ ଭାଙ୍ଗିବେକି ବଟ୍‌ଲର ?

ଅହମ୍ମଦାବାଦ୍‌: ଆଇପିଏଲର ଫାଇନାଲରେ ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ଖେଳିବେ । ଆଜି ଫାଇନାଲରେ ରାଜସ୍ଥାନ ରୟାଲ୍‌ସର ଇଂଲଣ୍ଡ ଓପନର ଜୋସ ବଟ୍‌ଲରଙ୍କ ନିକଟରେ ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସୃଷ୍ଟି…
Read More...

ରାଜ୍ୟରେ ଆଉ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ସେହିପରି…
Read More...

ଦେଶରେ ଆଉ ୨,୮୨୮ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତକାଲି ତୁଳନାରେ ଆଜି ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ହଜାର ୮୨୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌…
Read More...

କଲ୍ୟାଣସିଂହପୁର ଗସ୍ତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗସ୍ତ କରିଛନ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ । ଗତକାଲି ସେ ପୂଜାରୀଗୁଡା ପଞ୍ଚାୟତରେ ପହଞ୍ଚିଥିଲେ । ସେଠାରେ ଚେକଡ୍ୟାମରେ…
Read More...

ଚଳନ୍ତା ଟ୍ରାକ୍ଟରରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ମାଲିକ

ରେଙ୍ଗାଲିକ୍ୟାମ୍ପ: ମଣିଷ ଜୀବନର ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । କେତେବେଳେ କେଉଁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବ, ତାହା କହିହେବ ନାହିଁ । ଆଜି ଏମିତି ଏକ ଆକସ୍ମିକ …
Read More...

ଦୁର୍ଦ୍ଦିନରେ ୬୮ବର୍ଷର ପୋଇପାଣି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ପାଟଣା: ଘଟଗାଁ ବ୍ଲକ ତୋରାଣୀପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ ୧୯୫୪ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ ଏବେ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ ହୋଇଥିଲେ ମଧ୍ୟ ୬୮ ବର୍ଷର ଏହି ପୁରୁଣା ବିଦ୍ୟାଳୟ…
Read More...

 ଢେଙ୍କିକୋଟ ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ନାଗସାପ ଉଦ୍ଧାର

ପାଟଣା; ଢେଙ୍କିକୋଟ ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିସରରୁ ଗତକାଲି ଅପରାହ୍ନରେ ଏକ ନାଗସାପକୁ ଉଦ୍ଧାର କରାଯାଇଛି । ସ୍ବାସ୍ଥ୍ୟ ଉପକେନ୍ଦ୍ର ପଛପଟେ ସାପଟି ବୁଲୁଥିବା ସମୟରେ ସ୍ୱାସ୍ଥ୍ୟକର୍ମୀ ଜଣକ ସର୍ପ ଧରାଳି ସେକ ନାଦୀର…
Read More...

ଛେଳି ଚୋରି ଅଭିଯୋଗ; ୩ ଅଟକ

ପାଟଣା: ପାଟଣା ବ୍ଲକ ଚେମଣା ପଞ୍ଚାୟତ ସରାସପଶି ଗ୍ରାମର ଲକ୍ଷ୍ମଣ ମହାନ୍ତଙ୍କ ଏକ ଛେଳିକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ଜଣେ ସାବାଳକ ଓ ୨ ଜଣ ନାବାଳକ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି । ସମସ୍ତ ୩…
Read More...

ପ୍ରେମ ବିବାହ ପରେ ଶାରୀରିକ ନିର୍ଯାତନା ଅଭିଯୋଗ

ରେଙ୍ଗାଲି: ପ୍ରେମ ବିବାହ କରି କିଛି ମାସ ପରେ ଶାରୀରିକ ନିର୍ଯାତନା ଦେଇ ହାତ ଗୋଡ ବାନ୍ଧି ରାସ୍ତା କଡରେ ଫଙ୍ଗି ଦେଲା ସ୍ୱାମୀ । ଏଭଳି ଏକ ଅବାନୀୟ ଘଟିଛି କତରବଗା ଥାନା ଅଞ୍ଚଳରେ । ଏହି ଘଟଣାରେ ସଂପୃକ୍ତ ଥିବା…
Read More...

 ପୁରଣା ରାଞ୍ଚି ରୋଡରେ ସଡକ ଦୁର୍ଘଟଣା; ବାଇକ୍‌ ଆରୋହୀ ମୃତ

ରେଙ୍ଗାଲି: ସିନ୍ଦୁରପଙ୍କ ଛକରୁ ବାମରା ଅଞ୍ଚଳକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚି ରୋଡର ଜୁନାଡିହି ଛକ ଏବଂ ସୋଢାମାଲ ମଝିରେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଏକ ବାଇକ୍‌ ଦୁର୍ଘଟଣା ଘଟି ମକରଧ୍ୱଜ ବୈରାଗୀ…
Read More...

ମଲ୍ଲୀପଶି ରଥଯାତ୍ରା ପାଇଁ ଗୋବର୍ଦ୍ଧନ ମଠରୁ ଆସିଲା ଆଜ୍ଞାମାଳ

ପାଟଣା: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ପୁରୀ ଦ୍ୱାରା ପରିଚାଳିତ ଆଦିତ୍ୟ ବାହିନୀ ଆନନ୍ଦ ବାହିନୀର କେନ୍ଦୁଝର ଜିଲ୍ଲା ଶାଖାର କ୍ଷେତ୍ରୀୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତଙ୍କ ତତ୍ୱାବଧାନରେ ମଲ୍ଲୀପଶି…
Read More...

ଝାଙ୍କରପଡା ଜମି ମାମଲା; ଅଭିଯୁକ୍ତଙ୍କୁ ପୁଲିସର ସୁରକ୍ଷା !          

ସମ୍ବଲପୁର; ସମ୍ବଲପୁରର ସ୍ପର୍ଶକାତର ଧନୁପାଲି ଥାନା ଅର୍ନ୍ତଗତ ଝାଙ୍କରପଡା ମାମଲାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କିନ୍ତୁ ପୁଲିସ ଅଭିଯୁକ୍ତ ମାନଙ୍କୁ ପରୋକ୍ଷରେ ସୁରକ୍ଷା ପ୍ରଦାନ କରାଯାଉଥିବାର ଅଭିଯୋଗ ହେଉଛି ।…
Read More...

ବେଆଇନ ରେଳ ଟିକଟ ବିକ୍ରି; ୩ ଦଲାଲ ଗିରଫ           

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ବେଆଇନ ଭାବରେ ତତ୍କାଳ ରେଳ ଟିକଟ ବିକ୍ରି ସମୟରେ ୩ ଜଣ ଦଲାଲ ଧରାପଡିଛନ୍ତି । ସୂଚନା ଅନୁଯାୟୀ, ରେଳବାଇ ସୁରକ୍ଷା ବଳ ଓ ରେଳବାଇ ଗୁଇନ୍ଦା ଦଳ ମିଳିତ ଭାବରେ ପେଟ୍ରୋଲିଂ କରୁଥିବା…
Read More...

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରେ ସିଂହୀର ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ନନ୍ଦନକାନନର କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଥାନାରେ ସ୍ବେଚ୍ଛାସେବୀ ସଂଗଠନ ଆନିମଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ…
Read More...

ରେଳବାଇ ପରିବର୍ତ୍ତନ ହେଲେ ଦେଶର ଅର୍ଥନୀତି ପରିବର୍ତ୍ତନ ହେବ : ଅଶ୍ବିନୀ ବୈଷ୍ଣବ

୧୫୬ କର୍ମଚାରୀ ପୁରସ୍କୃତ, ରେଳବାଇ ବିକାଶ ପାଇଁ ଅଧିକ ପୁଞ୍ଜି ଆବଶ୍ୟକ, ୯ ହଜାର କିମି ହେବ ବିଦ୍ୟୁତ୍‌ ରେଳଲାଇନ ଭୁବନେଶ୍ବର : ଭବିଷ୍ୟତ ପାଇଁ ଭାରତୀୟ ରେଳର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରୁଛି। ଯାହା ଭାରତୀୟ…
Read More...

ସାଇବର ମାଫିଆଙ୍କ ନଜରରେ ମୂଲ୍ୟବାନ ଜମି

ଭୁବନେଶ୍ବର : ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏବେ ଡିଜିଟାଲ କ୍ରାଇମର ଏକ ନୂଆ ଖବର ପଦାକୁ ଆସିଛି। ସାଇବର ମାଫିଆମାନେ କେବଳ ଯେ ବ୍ୟାଙ୍କ ଆକାଉଣ୍ଟ ହାକ୍ କରୁଛନ୍ତି ତାହା ନୁହେଁ ସେମାନଙ୍କ…
Read More...

ଗୁଜରାଟ-ରାଜସ୍ଥାନ ଫାଇନାଲ ଆଜି

ଅହମ୍ମଦାବାଦ : ୨ ମାସ ତଳେ ଆଇପିଏଲ୍‌ର ୧୫ଶ ସଂସ୍କରଣ ଆରମ୍ଭହେବା ବେଳକୁ ବୋଧହୁଏ କେହି ଭାବିନଥିବେ ଯେ ଫାଇନାଲରେ ହାର୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମ୍‌ସନ ଟସ୍ ପକାଇବାକୁ ଯିବେ। କାରଣ ଆଇପିଏଲ୍‌-୨୨ ଆରମ୍ଭରୁ ଚଳିତବର୍ଷ…
Read More...

ବେରୋଜଗାର ବଢ଼ୁଛି : ୬୦ଲକ୍ଷ ଅନୁମୋଦିତ ପଦ ଖାଲି

ନୂଆଦିଲ୍ଲୀ : ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ୬୦ ଲକ୍ଷରୁ ଅଧିକ ଅନୁମୋଦିତ ସରକାରୀ ଚାକିରି ଖାଲିପଡ଼ିଛି। ସେଥିମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଏହି ପଦବୀଗୁଡିକ…
Read More...

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଇସ୍‌ଲାମିକ ସଂଗଠନ : ଭାରତ

ନୂଆଦିଲ୍ଲୀ : କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ଆଜୀବନ କାରାଦଣ୍ଡ ବିରୋଧରେ ପାକିସ୍ତାନ ସମେତ ବିଭିନ୍ନ ଇସ୍‌ଲାମିକ୍‌ ରାଷ୍ଟ୍ରଙ୍କ ପ୍ରତିକ୍ରିୟାକୁ ଭାରତ କଡ଼ା ସମାଲୋଚନା କରିଛି। ବିଶେଷକରି…
Read More...

ଶିକ୍ଷା ହିଁ କନ୍ୟା ସନ୍ତାନର ତୃତୀୟ ନୟନ: ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଦୁଇ ଦିନ ଧରି କିଟ୍‌ରେ ଚାଲିଥିବା ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଶିକ୍ଷା…
Read More...

ମଦ ଦୋକାନ ସାମ୍‌ନାରେ ପୁଲିସକୁ ମାଡ଼

ଭୁବନେଶ୍ବର : କମିସନରେଟ୍‌ ପୁଲିସ ପୁଣି ଥରେ ଆକ୍ରମଣର ଶିକାର ହୋଇଛି। କ୍ୟାପିଟାଲ୍‌ ଥାନା ଅଧୀନ ଏକ ମଦ ଦୋକାନ ନିକଟରେ ଶନିବାର ରାତିରେ କିଛି ନିଶାସକ୍ତ ଯୁବକ ପୁଲିସକୁ ନିର୍ଘାତ ମାଡ଼ ମାରିଛନ୍ତି । ଗତ କିଛି ଦିନ…
Read More...

ମାଆ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ

ଚିକିଟି : ଚିକିଟିପେଣ୍ଠ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଆ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି । ଶନିବାର ବଡ଼ି ଭୋରରେ ମାଙ୍କୁ ପଞ୍ଚାମୃତ ଜଳରେ ମହାସ୍ନାନ କରି ମାର୍ଜନା, ପୁଷ୍ପ,ବିଲ୍ଵର୍ଚନା କରାଯାଇ…
Read More...

ଭଟ୍ଟାରିକା ଶିଶୁ ଉଦ୍ୟାନର ଖେଳନା ଟ୍ରେନ ପ୍ରକଳ୍ପ ଭାଙ୍ଗି ଚୁରମାର

ବଡ଼ମ୍ବା :  ଲକ୍ଷେ ନୁହେଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଖର୍ଚ୍ଚ କରୁଛନ୍ତି ପର୍ଯ୍ୟଟନ କେନ୍ଦ୍ରର ବିକାଶରେ । ତନ୍ମଧ୍ୟରୁ ପର୍ଯ୍ୟଟନ କ୍ଷେତ୍ର କଟକ ଜିଲା ବଡ଼ମ୍ବା ବ୍ଲକର ଶଶାଙ୍ଗ ଗ୍ରାମସ୍ଥିତ ମା ଭଟ୍ଟାରିକାଙ୍କ…
Read More...

ବଜ୍ରପାତରେ ଭଞ୍ଜବିହାର ଛାତ୍ର ମୃତ, ସହପାଠିନୀ ଆହତ

ଗୋପାଳପୁର : ଶନିବାର ଅପରାହ୍ନରେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ବଜ୍ରପାତରେ ପ୍ରାଣ ହରାଇଥିବାବେଳେ ତାଙ୍କର ଜଣେ ସହପାଠିନୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ମୃତ…
Read More...

ମହିଳା ସଶକ୍ତୀକରଣ, କ୍ରୀଡ଼ା ଭିତ୍ତିଭୂମି ଓ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ରବିବାର ୩ ବର୍ଷ ପୂରିବ । ପ୍ରଥମ ଦୁଇବର୍ଷ କରୋନା ମହାମାରୀ ଯୋଗୁଁ ସରକାର ଯେଉଁଭଳି ଭାବେ ଘାତ ପ୍ରତିଘାତ ଦେଇ ଗତି କରିଥିଲେ ତୃତୀୟ ବର୍ଷ…
Read More...

ଉପନିର୍ବାଚନ ପାଇଁ ସମୀକ୍ଷା

ଭୁବନେଶ୍ବର : ଆସନ୍ତା ୩୧ରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାର ଚୂଡାନ୍ତ ପ୍ରସ୍ତୁତି ସମ୍ପର୍କରେ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଜିଲା…
Read More...

ଜାପାନକୁ ୨-୧ରେ ହରାଇଲା ଭାରତ

ଜାକର୍ତ୍ତା : ଚଳିତ ପୁରୁଷ ଏସିଆ କପ୍‌ ହକି ପ୍ରତିଯୋଗିତାର ସୁପର-୪ରେ ପର୍ଯ୍ୟାୟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ଶନିବାର ସୁପର-୪ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଜାପାନକୁ ୨-୧ ଗୋଲ୍‌ରେ ପରାସ୍ତକରି ଭାରତ…
Read More...

ସାପ୍ତାହିକ ରାଶିଫଳ (୨୯ ମଇରୁ ୪ ଜୁନ୍ ୨୦୨୨)

ମେଷ :  ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଲାଭବାନ୍‌ ହେବେ। ବୁଧବାର ଓ ଗୁରୁବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ଯାନବାହନଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ।…
Read More...

ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଳାନ୍ତକ ଟିକା ଗୃହ ଉଦଘାଟିତ

ମୋହନା : ଗଜପତି ଜିଲ୍ଲାର ଆଦର୍ଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ଠାରେ ଜଳାନ୍ତକ ରୋଗର ନିରାକରଣ ପାଇଁ ଟିକା ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଗୃହର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା…
Read More...

ଗୋପଵନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାଵରଣ

ସାକ୍ଷୀଗୋପାଳ :  ସତ୍ୟଵାଦୀ ବ୍ଲକ ଶୁକଳ ଗ୍ରାମର ତୃତୀୟା ଦେଵ ନୋଡାଲ ବିଦ୍ୟାନିକେତନ ପ୍ରାଙ୍ଗଣରେ ଉତ୍କଳମଣି ପଣ୍ଡିତ ଗୋପଵନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଶନିବାର ଅନାଵରଣ ହୋଇଛି । ମୋ ସ୍କୁଲ ଅଭିଯାନ…
Read More...

ମୁକ୍ତାଦେଇପୁରରେ ୨ଟି ମନ୍ଦିରରୁ ଚୋରି

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ଅଧିନ ମୁକ୍ତାଦେଇପୁର ଗ୍ରାମର ମହାଦେବ ମନ୍ଦିର ଓ ହନୁମାନ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଜଣାପଡିଛି । ଶନିବାର ସକାଳେ ମହାଦେବ ମନ୍ଦିରର…
Read More...

ଆଠଗଡରେ ବିଏସଏନଏଲ ଟେଲିଫୋନ ସେବା ଦିଗହରା

ଆଠଗଡ : ଆଧୁନିକ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଏବେ ମୋବାଇଲ ଓ ଇଣ୍ଟରନେଟ ସେବା ହୋଇଥିବାବେଳେ ଭାରତବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଡିଜିଟାଲ ସେବାକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ତେବେ…
Read More...

ପୁରୁଣାକଟକ ଥାନା ନାକତଳୁ ଲକ୍ଷାଧିକ ଟଙ୍କା ଡକାୟତି

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଡକାୟତି ଘଟିଛି। ଡକାୟତି ଦଳ ମଦ ଦୋକାନ ଲୁହା…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୫ ଆହତ

ମୋହନା :  ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ଅନ୍ତର୍ଗତ ଅବାରସିଙ୍ଗି ଗ୍ରାମ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ଦୁଇ ବାଇକରେ ଆହାତ ମାନଙ୍କୁ…
Read More...

ଶିଶୁ ମୃତ୍ୟୁ ଘଟଣାରେ ଟ୍ରାକ୍ଟର ଚାଳକ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଲିପଡ଼ା- ସରସ୍ବତୀପଡ଼ା ରାସ୍ତାର ଲକ୍ଷ୍ମୀପଶି ଗ୍ରାମ ରାଣି ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ୍ୟୁ ଘଟଣାରେ ଶନିବାର ଟ୍ରାକ୍ଟର ଚାଳକକୁ ପାଟଣା ପୁଲିସ ଗିରଫ କରିଛି ।…
Read More...

ଡରାଇଲାଣି ମଙ୍କିପକ୍ସ; ହୋଇପାରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ଡରାଇଲାଣି ମଙ୍କିପକ୍ସ । ବିଶ୍ୱର ୨୦ଟି ଦେଶରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଡବ୍ଲୁଏଚଓର କହିବା ଅନୁଯାୟୀ ମଙ୍କିପକ୍ସ…
Read More...

ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ସେହିପରି…
Read More...

ଦେଶରେ ଆଉ ୨,୬୮୫ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨ହଜାର ୬୮୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୩୦୮ ରହିଛି । ସେହିପରି…
Read More...

ଅରମା ପଡିଆରେ ପରିଣତ ହେଲା ଆଦର୍ଶ ପୁଷ୍କରିଣୀ 

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଆଦର୍ଶ ପୁଷ୍କରିଣୀ ଏକ ପଡ଼ିଆରେ ପରିଣତ ହୋଇଛି । ତ୍ରୁଟିପୂର୍ଣ୍ଣ ଯୋଜନା ଏବଂ କାର୍ଯ୍ୟର ସଠିକ୍‌ ରୂପାୟନର ଅଭାବ ଯୋଗୁ ଉକ୍ତ ଆଦର୍ଶ ପୁଷ୍କରିଣୀ ଦୀର୍ଘ ବର୍ଷ ହେଲା ଅନାବନା…
Read More...

୪ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ; ୧୦ ଗିରଫ

ମୁଖୀଗୁଡା: ଜୟପାଟଣା ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରା ଚାଲାଣ ବେଳେ ୪ କ୍ୱିଣ୍ଟାଲ ୨୯କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବୋଝେଇ ପିକଅପ, ବୋଲେରୋ ଓ ମୋଟର ସାଇକେଲ ମଧ୍ୟ ଜବତ କରିଛି ପୁଲିସ । ଏଥିସହିତ ଚୋରା…
Read More...

ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କଲା ଦଳିତ ମହାସଂଘ

ପିପିଲି: ଡେଲାଙ୍ଗ ପୁଲିସ ଦଳିତବର୍ଗଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ଜଣେ ମହିଳାଙ୍କୁ ଦାଦାବଟି ମାଗିବା ସହ ବିଭିନ୍ନ ଧମକଚମକ ଦେଇ ଠେଲାପେଲା କରାଯିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ ।…
Read More...

ନନ୍ଦନକାନନରେ ସିଂହୀର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଏକ ସିଂହୀର ମୃତ୍ୟୁ ହୋଇଛି । ସାପ କାମୁଡ଼ିବା ଯୋଗୁ ସିଂହୀଟିର ମୃତ୍ୟୁ ହୋଇଥିବା ସୂଚନା​‌ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସିଂହୀଟିକୁ ଏକ ସାପ କାମୁଡ଼ି…
Read More...

ଜିଓ ପ୍ଲାଟଫର୍ମସର ଦୁଇଟି କମ୍ପାନୀ ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ…
Read More...

ପୁଣି ଚର୍ଚ୍ଚାରେ ଧନୁପାଲି ଥାନା : ଜମି ମାଫିଆଙ୍କୁ ଅନୁକମ୍ପା ଅଭିଯୋଗ  

ସମ୍ବଲପୁର: ସମ୍ବଲପୁରର ଧନୁପାଲି ଥାନା ବିଭିନ୍ନ ସଙ୍ଗୀନ ମାମଲାରେ ସନ୍ଦେହଜନକ ଭୂମିକାରେ ବାରମ୍ବା ରହୁଥିବା ବେଳେ ଜମି ମାଫିଆଙ୍କୁ ଅନୁକମ୍ପା ଅଭିଯୋଗରେ ପୁଣି ଥରେ ଚର୍ଚ୍ଚାରେ ରହିଛି । ଗତ ୨୦୧୬ ମସିହାରେ ସାକ୍ଷୀପଡା…
Read More...

ରୂପାନ୍ତରିତ ବିଦ୍ୟାଳୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ      

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୫-ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଦକ୍ଷତା ବିକାଶ ତାଲିମର ଚତୁର୍ଥ ପର୍ଯ୍ୟାୟ ଧନୁପାଲି ସ୍ଥିତ ଶ୍ରୀ ଗଣେଶ ବାଳିକା ଉଚ୍ଚ…
Read More...

ବୌଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ; ଭାଙ୍ଗିଲା ବିଧାୟକଙ୍କ ଲୁହାସିଡି

ବୌଦ୍ଧ: ବୌଦ୍ଧ ସହରର ବିକାଶ ପାଇଁ ଜବରଦଖଲ ମୁଖ୍ୟ ସମସ୍ୟା ବୋଲି ଦୀର୍ଘଦିନରୁ ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଇଆସୁଥିବା ବେଳେ ଶେଷରେ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି…
Read More...

ବୌଦ୍ଧରେ ୨ହାତୀ ମୃତ୍ୟୁ ଘଟଣା; ବନବିଭାଗ ଦ୍ୱାରା ୩ ଶିକାରୀ ଗିରଫ

ବୌଦ୍ଧ :  ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ସେକସନର ଭୁର୍କିପଡା ସଂରକ୍ଷିତ ଜଙ୍ଗଲରେ ଦୁଇଗୋଟି ହାତୀର ମୃତଦେହ ଠାବ ହୋଇଥିବା ବେଳେ ଘଟଣାରେ ବନବିଭାଗ ପକ୍ଷରୁ ଜଣେ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟ ଗାର୍ଡକୁ ନିଲମ୍ବିତ…
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ହରଭଙ୍ଗା ବ୍ଲକ ପରିଦର୍ଶନ 

ହରଭଙ୍ଗା: ଦୁଇଦିନିଆ ବୌଦ୍ଧ ଗସ୍ତରେ ଆସିଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି । ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ହରଭଙ୍ଗା ବ୍ଲକରେ ପହଞ୍ଚି ବ୍ଲକ କାର୍ଯ୍ୟାଳୟରେ ସବୁ…
Read More...

ରତ୍ନପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମାମଲା; ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ବେଆଇନ ରତ୍ନପଥର ଖଣି ମାଫିଆ ରାଜୁ ସାହୁକୁ ଟିଟିଲାଗଡ ପୁଲିସ ଗିରଫ କରିଛି । ଗତ ମାସ ୨୨ରେ ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଲମି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ରତ୍ନପଥର ଖଣି ଗାତ ମଧ୍ୟରେ ଦୁଇ ଆଦିବାସୀ…
Read More...

ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ନାନୋ ୟୁରିଆ କାରଖାନାର କରିବେ ଉଦଘାଟନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜରାଟରେ ନିର୍ମାଣ ହୋଇଥିବା ଏକ ନୂତନ ଡାକ୍ତରଖାନା ପରିଦର୍ଶନ କରିବା ସହ ଏକ ସମବାୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ…
Read More...

ଭାରତକୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ; କହିଲେ ଭାରତ ପାଖରେ କୃତଜ୍ଞ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା । ଶ୍ରୀଲଙ୍କାର ଅର୍ଥନୀତିକୁ ଫେରାଇ ଆଣିବାକୁ ବହୁ ଦେଶ ସାହାଯ୍ୟର ହାତ ବଢ଼ାଉଛନ୍ତି । ହେଲେ ସମସ୍ତ ଦେଶ ମାନଙ୍କ ମଧ୍ୟରୁ ଭାରତ ସବୁଠାରୁ ଅଧିକ…
Read More...

ରାଜଧାନୀରେ ଡବଲ ମର୍ଡର

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ସଙ୍ଗମ ବିହାର ଓ ଖଜୁରୀ ଖାସ ଅଞ୍ଚଳରେ ଏକା ସମୟରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ଆଉ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ମାନେ ଗୁଳିକରି…
Read More...

ରାସ୍ତା ଖୋଜୁଛି ୧୫୦ରୁ ଊର୍ଦ୍ଧ୍ବ ଗାଁ

ରାୟଗଡ଼ା : ଆଉ କେତେ ଦଶନ୍ଧି ବିତିଲେ ଲୋକେ ନିଜ ମୌଳିକ ଅଧିକାର ପାଇବେ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ସ୍ବାସ୍ଥ୍ୟସେବାରେ ସୁଧାର ଆସିବା ପରିବର୍ତ୍ତେ ଧୀରେଧୀରେ ବିଗିଡିବାରେ ଲାଗିଛି। ମିଳିଥିବା ତଥ୍ୟ ଅନୁଯାୟୀ…
Read More...

ମାନ୍ୟମ୍‌କୁ ଅନୁମତି ; ଓଡ଼ିଶାକୁ ନା

ଜେମାଦେଇପେଣ୍ଠ  : ଆଦିବାସୀ ବହୁଳ ନହୋଇ ବି ନୂତନ ଭାବେ ଗଠିତ ଆନ୍ଧ୍ର ପ୍ରଦେଶର ମାନ୍ୟମ୍‌ ଜିଲାରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ। ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଗଜପତି, ରାୟଗଡ଼ା,…
Read More...

ନବଯୌବନ ଦର୍ଶନରୁ ନୀଳାଦ୍ରି ବିଜେ ଯାଏ, କଡ଼ା ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର

କଟକ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧ରେ ଅନୁଷ୍ଠିତ ହେବ। ଏହାକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ଯୋଗୁଁ ୨ବର୍ଷ ପରେ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିବାର ସୁଯୋଗ ପାଇବେ। ଏଥର…
Read More...

ଜାପାନଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ଜାକର୍ତ୍ତା : ଏଠାରେ ଚାଲିଥିବା ଏସିଆ କପ୍‌ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ଠିକଣା ସମୟରେ ଚମତ୍କାର ପ୍ରଦର୍ଶନ କରି ସୁପର-୪ରେ ପ୍ରବେଶ କରିଛି। ପୁଲ- ‘ଏ’ରୁ ଭାରତ ଓ ଜାପାନ, ପୁଲ -‘ବି’ରୁ ମାଲେସିଆ ଓ ଦକ୍ଷିଣ…
Read More...

ଶନିବାର ରାଶିଫଳ (୨୮/୦୫/୨୦୨୨)

ମେଷ :  ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ। ଦାମ୍ପତ୍ୟ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ବୃଷ :…
Read More...

ଖାଦ୍ୟକୁ ନେଇ ତେଜୁଛି ବିଶ୍ୱ କୂଟନୀତି : ବଢ଼ିବ କ୍ଷୁଧାମୃତ୍ୟୁ

ନୂଆଦିଲ୍ଲୀ : ସାରା ବିଶ୍ୱ ଖାଦ୍ୟ ସଙ୍କଟ ଆଡକୁ ମୁହାଁଉଛି। ସମସ୍ତ ରାଷ୍ଟ୍ର ଏଭଳି ପରିସ୍ଥିତି ସମ୍ପର୍କରେ ଭଲ ଭାବରେ ଅବଗତ ଅଛନ୍ତି। ଜାତିସଂଘ ମଧ୍ୟ ଏହି ପରିସ୍ଥିତିର ମୁକାବିଲା କରିବାକୁ ଅଗ୍ରଣୀ ଖାଦ୍ୟଶସ୍ୟ…
Read More...

ସୋମବାର କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର :  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର ଅନେକ ଅଞ୍ଚଳ, ସମ୍ପୂର୍ଣ୍ଣ ମାଳଦ୍ବୀପ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଲାକ୍ଷାଦ୍ବୀପ ସହିତ କମୋରିଆ ଅଞ୍ଚଳରେ ପହଞ୍ଚି ସାରିଛି। ମୌସୁମୀ କେରଳ ଆସିବା…
Read More...

ଗୀତାଞ୍ଜଳି ଶ୍ରୀ’ଙ୍କୁ ବୁକର୍‌ ପୁରସ୍କାର

ନୂଆଦିଲ୍ଲୀ : ପ୍ରଥମ ହିନ୍ଦୀ ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀଙ୍କୁ ମିଳିଛି ସମ୍ମାନଜନକ ବୁକର ପୁରସ୍କାର। ତାଙ୍କ ରଚିତ ଓ ଆମେରିକୀୟ ଅନୁବାଦକ ଡେଜି ରକ୍‌ୱେଲ୍‌ଙ୍କ ଦ୍ବାରା ଅନୁଦିତ ଇଂରାଜୀ ଉପନ୍ୟାସ ‘ଟମ୍ବ ଅଫ୍‌…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବହୁତଳ କାର୍‌ ପାର୍କିଂର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦନକାନନ : ନନ୍ଦନକାନନରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଣୀ ଉଦ୍ୟାନକୁ କ୍ରମଶଃ ପର୍ଯ୍ୟଟକଙ୍କ…
Read More...

‘ଗୋପବନ୍ଧୁ ସର୍ବତ୍ର ଓ ସମସ୍ତଙ୍କ ହୃଦୟରେ ଅଛନ୍ତି’

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଅତ୍ୟନ୍ତ ସରଳ ଓ ଅହଂକାରଶୂନ୍ୟ ଥିଲେ। ସେ ଥିଲେ ଜଣେ ଲଢ଼ୁଆ ସଂଗ୍ରାମୀ। ବ୍ରିଟିଶ ଶାସନ ଚାଲୁଥିଲେ ମଧ୍ୟ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷାର ବିକାଶ ଲକ୍ଷ୍ୟରେ ପ୍ରତିକୂଳ…
Read More...

ରୁଷ ଦଖଲରେ ୟୁକ୍ରେନର ପୂର୍ବଭାଗ

କିଭ୍‍ : ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବଭାଗକୁ କ୍ରମଶଃ ନିଜ ଦଖଲକୁ ନେବା ଆରମ୍ଭ କରିଛନ୍ତି। ବିଚ୍ଛିନ୍ନତାବାଦୀଙ୍କ ନିୟନ୍ତ୍ରଣରେ ଥିବା ଡୋନ୍‍ବାସର କିଛି ଅଞ୍ଚଳ ସହିତ ଏକ ସହରକୁ ଶୁକ୍ରବାର ରୁଷ ସୈନ୍ୟ ଅକ୍ତିଆର…
Read More...

ଚୋରି ଅଭିଯୋଗରେ ୪ ଗିରଫ

ଗୁରୁଡିଝାଟିଆ :  ଚୋରି ଅଭିଯୋଗରେ ଖୁଣ୍ଟୁଣୀ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ବିନୋଦ ଖଟୁଆ(୪୮), କନ୍ଦର୍ପ ଖଟୁଆ(୩୮), ବିକାଶ ଖଟୁଆ(୨୨), ପବିତ୍ର ଖଟୁଆ(୩୨) । ସମସ୍ତ…
Read More...

ଓରନ୍ଦାରେ ସ୍ୱଚ୍ଛତା ଉପକରଣ ବଣ୍ଟନ

ଗୁରୁଡିଝାଟିଆ : ଆଠଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଓରନ୍ଦା ପଞ୍ଚାୟତର ଓରନ୍ଦାରେ ମହିଳା ଓ କିଶୋରୀମାନଙ୍କୁ ସ୍ୱଚ୍ଛତା ଉପକରଣ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ…
Read More...

ଭାବମୂର୍ତ୍ତି ସୁଧାରରେ ବ୍ୟସ୍ତ ସମ୍ବଲପୁର ପୁଲିସ : ଭୁଷୁଡୁଛି ଆଇନଶୃଙ୍ଖଳା ବ୍ୟବସ୍ଥା

ସମ୍ବଲପୁର : ପଶ୍ଚିମ ଓଡିଶାର ଅନ୍ୟତମ ସର୍ବବୃହତ ଧାର୍ମିକ ଉତ୍ସବ ଶୀତଳଷଷ୍ଠୀ ୪ ଦିନ ମଧ୍ୟରେ ଆରମ୍ଭ ହେବ । ବିଗତ ୨ ବର୍ଷ ହେବ କେବଳ ବିଧି ରକ୍ଷାରେ ସୀମିତ ରହିଥିବା ଏହି ଧାର୍ମିକ ମହୋତ୍ସବରେ ଚଳିତ ବର୍ଷ ପ୍ରବଳ ଭିଡ…
Read More...

୨୦୨୩ ପୁରୁଷ ହକି ବିଶ୍ବକପ : ୧୬ ଦଳଙ୍କ ଯୋଗ୍ୟତା, ପାକିସ୍ତାନ ବିଫଳ

ନୂଆଦିଲ୍ଲୀ  : ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପର ପଞ୍ଚଦଶତମ ସଂସ୍କରଣ ଆୟୋଜିତ ହେବ। ଏଥିପାଇଁ ୧୬ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ବିଶ୍ବକପ…
Read More...

ଆଇପିଏଲ ଫାଇନାଲ : ଗୁଜରାଟ – ରାଜସ୍ଥାନ ଲଢ଼େଇ

ଅହମ୍ମଦାବାଦ୍‌  : ପ୍ରଥମ ସଂସ୍କରଣର ବିଜେତା ରାଜସ୍ଥାନ ରୟାଲ୍‌ସ ଦୀର୍ଘ ୧୩ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚିଛି । ରବିବାର ନବାଗତ ଗୁଜରାଟ ଟାଇଟାନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଆଇପିଲ…
Read More...

ପରମହଂସ ହରିହରାନନ୍ଦ ଗିରିଙ୍କ ଜନ୍ମବାର୍ଷିକ ପାଳିତ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ଅଧିନ ବେତଖୋଲି ଗ୍ରାମରେ ପ୍ରତିଷ୍ଠିତ ହରିହରାନନ୍ଦ ଶିକ୍ଷାଶ୍ରମଠାରେ ପରମପୂଜ୍ୟ ପରମହଂସ ଶ୍ରୀ ଶ୍ରୀ ହରିହରାନନ୍ଦ ଗିରି ମହାରାଜଙ୍କ ୧୧୬ତମ ଜନ୍ମବାର୍ଷିକୀ ପାଳିତ…
Read More...

କ୍ରୀଡା ଛାତ୍ରାବାସ ପାଇଁ କ୍ରୀଡାବିତ ମନୋନୟନ

ଆଠଗଡ :  କ୍ରୀଡା ଛାତ୍ରାବାସ ପାଇଁ କ୍ରୀଡାବିତଙ୍କୁ ମନୋନୟନ ଲାଗି ଆଠଗଡ ଓ ତିଗିରିଆ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧ ଖେଳକୁଦ ପ୍ରତିଯୋଗିତା ଶୁକ୍ରବାର ଆଠଗଡ କ୍ରୀଡାଙ୍ଗନ ଓ ମହାତ୍ମା…
Read More...

ଆଠଗଡ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ : ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଆଲୋଚନା

ଆଠଗଡ :  ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଅଧିବେଶନ ଶୁକ୍ରବାର ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଆଠଗଡ ବ୍ଲକ…
Read More...

ଭାରାସାମ୍ୟ ହରାଇ ଗଛକୁ ପିଟିଲା ଅଟୋ : ୧ ମୃତ,୫ ଗୁରୁତର 

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା- ସିମଡ଼ିହା ରାସ୍ତାର ଲକ୍ଷ୍ମୀପୋଷି ଗ୍ରାମ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରାସାମ୍ୟ ହରାଇ ରାସ୍ତା କଡରେ ଥିବା ଶାଳ ଗଛରେ ପିଟି…
Read More...

ଯୌନକର୍ମୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ମନା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେହ ବ୍ୟବସାୟ ଏକ ଆଇନାନୁ​ମୋଦିତ ପେସା; ତେଣୁ ଯୌନକର୍ମୀଙ୍କ କାର୍ଯ୍ୟରେ ପୁଲିସ ହସ୍ତକ୍ଷେପ କରିପାରିବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବପାରିବ ନାହିଁ।…
Read More...

କ୍ବାଲିଫାୟର-୨ରେ ଆଜି ରାଜସ୍ଥାନ-ଆର୍‌ସିବି ଲଢ଼େଇ

ଅହମ୍ମଦାବାଦ : ରବିବାର ଚଳିତ ଆଇପିଏଲ୍‌ର ଫାଇନାଲରେ ଗୁଜରାଟ ଟାଇଟାନ୍‌ସର ମୁକାବିଲା କିଏ କରିବ; ତାହା ଶୁକ୍ରବାର ଜଣା ପଡ଼ିଯିବ। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ଓ ରୟାଲ…
Read More...

‘ପୃଥ୍ବୀରାଜ’ ଚଳଚ୍ଚିତ୍ର ମୁକ୍ତିଲାଭ କରାଇଦେବୁନି: କର୍ଣ୍ଣି ସେନା

ଜୟପୁର : ଜୁନ୍‌ ୩ରେ ମୁକ୍ତିଲାଭ କରିବାକୁଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଐତିହାସିକ ପୃଷ୍ଟଭୂମି ଆଧାରିତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ର ମୁକ୍ତିଲାଭକୁ ବିରୋଧ କରିଛି ରାଜସ୍ଥାନର ପ୍ରଭାବଶାଳୀ ସଂଗଠନ କର୍ଣ୍ଣି ସେନା।…
Read More...

ଆଗକୁ ବଢ଼ିବ ତାତି : ଉପକୂଳରେ ଗୁଳୁଗୁଳି ସମ୍ଭାବନା

ଭୁବନେଶ୍ବର : ରାଜ୍ୟରେ ଅସହ୍ୟ ଗରମ ସହ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଗକୁ ଉପକୂଳରେ ଗୁଳୁଗୁଳି ଆହୁରି ବଢ଼ିବ। ତା’ ସହିତ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇବ।…
Read More...

କିନ୍ନରଙ୍କୁ ଦିଅ ପରିବାର ପେନ୍‌ସନ : ହାଇକୋର୍ଟ

କଟକ :  ତୃତୀୟ ଲିଙ୍ଗ (ମହିଳା)ଙ୍କୁ ପରିବାର ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏଥି ସହିତ ତୃତୀୟ ଲିଙ୍ଗ ବା କିନ୍ନରଙ୍କ ନିଜର ଲିଙ୍ଗ ଚୟନ କରିବାର ସଂପୂର୍ଣ୍ଣ ଅଧିକାର…
Read More...