ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ଠାରେ ବ୍ୟାରିକେଡ ପାଇଁ ଦାବି

ଗୁରୁଡିଝାଟିଆ : ମହାନଦୀରେ ମଧୁସୂଦନ ସେତୁ ହେବା ପରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି। ରାସ୍ତାର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯିବା ପାଇଁ ଦୀର୍ଘ ସମୟ ଅପେକ୍ଷା…
Read More...

ଦୁର୍ଘଟଣାରେ ଜଣେ ମୃତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ-ରାଜାଆଠଗଡ ରାସ୍ତାରେ ଦୁର୍ଘଟଣା ଘଟି ବୈରାଗୀ ଭୂୟାଁ (୬୦)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ମଟରସାଇକେଲକୁ ପୋଲିସ ଜବତ କରିଛି । ମୃତ ବୈରାଗୀର ଘର ରାଜାଆଠଗଡ ନିକଟସ୍ଥ ରାମ ନଗରରେ…
Read More...

ମାନସିକ ବିକାରଗ୍ରସ୍ତଙ୍କୁୁ ସହାୟତା

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ଡାଳିଯୋଡା ସାହିତ୍ୟ ସଂସଦ ପକ୍ଷରୁ ଅମ୍ବିଳିଝରି ସ୍ଥିତ ଜନନୀ ଆଶ୍ରମରେ ସହାୟତା ପ୍ରଦାନ କରାଯାଇଛି । ଶନିବାର ସଂସଦର କର୍ମକର୍ତ୍ତା ମାନେ ଆଶ୍ରମର ରହୁଥିବା ମାନସିକ ଅନଗ୍ରସର ମହିଳା…
Read More...

ନାବାଳିକା ଭିଡିଓ ଭାଇରାଲ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ 

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ଲାଞ୍ଜିଗଡ଼ ପୁଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଏହି…
Read More...

କୁଦାବେଡାରେ ବିଜେପି ପକ୍ଷରୁ  ଅନୁସୂଚିତ ଜନଜାତି ସମାବେଶ

ପାଟଣା :  ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳର ୮ ବର୍ଷ ପୂର୍ତ୍ତି ଅବସରରେ ଶନିବାର କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକର କୁଦାବେଡା ଠାରେ ବିଜେପି ପକ୍ଷରୁ…
Read More...

ନୂତନ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର :  ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ମୁଖପାତ୍ର ତଥା ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ତଥା ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ…
Read More...

ସାକ୍ଷୀଗୋପାଳରୁ ବଉଳ କାଠ ଶଗଡିକୁ ପୁରୀ ମେଲାଣି

ସୁଆଣ୍ଡୋ : ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବା ପାଇଁ ତଥା ବାହୁଟ ସେନାପଟା ସେବା ପାଇଁ ସାକ୍ଷୀଗୋପାଳରୁ ବଉଳ କାଠକୁୂ ଏକ ମନୋରମ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମେଲାଣି ଦିଆଯାଇଛି । କାହିଁ କେଉଁ କାଳରୁ ଶ୍ରୀ ଜଗନ୍ନାଥ…
Read More...

ତାତିରୁ ମିଳିବ ଆଶ୍ୱସ୍ତି; ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି । ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା । ଆଗାମୀ ୪ରୁ ୫ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଗ…
Read More...

୫-ଟି ସଚିବଙ୍କୁ ସାକ୍ଷାତ କଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଓ ଉପଧ୍ୟାକ୍ଷ

ଗଞ୍ଜାମ: ଗଞ୍ଜାମ ବ୍ଲକର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପlଧ୍ୟକ୍ଷ ଅନ୍ତଜା ମି ବେହେରା ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି l ବ୍ଲକରେ କିପରି ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ରୂପେ ହୋଇପାରିବ…
Read More...

ୟୁକ୍ରେନ୍‌-ରୁଷ ଯୁଦ୍ଧ; ରୁଷର ମିଥ୍ୟା ପ୍ରଚାରକୁ ଖଣ୍ଡନ କଲା ୟୁକ୍ରେନ୍‌

କିଭ୍: ଜାରି ରହିଛି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନ୍‌ ଉପରେ ଘନଘନ ଆକ୍ରମଣ କରୁଛି ରୁଷିଆ । ଯୁଦ୍ଧକୁ ନେଇ ୟୁକ୍ରେନର ପୂର୍ବ ଲୋହାନ୍ସ ଅଞ୍ଚଳର…
Read More...

ବଦଳିଲା ନନ୍ଦିଘୋଷ ରଥ ଅଖ

ପୁରୀ: ଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥି ପାଇଁ ରଥଖଳାରେ ତିନି ଠାକୁରଙ୍କ ରଥକାର୍ଯ୍ୟ ଜୋରଦାର କରାଯାଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ନୂଆ ଅଖ ସହ ଦୁଇ ଚକର…
Read More...

ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେବ ରାଜ୍ୟରେ ୨ ଅଙ୍କ ତଳକୁ କରୋନା ସଂକ୍ରମଣ ଖସିନଥିବା ବେଳେ ଗତକାଲି ତୁଳନାରେ ଆଜି ସଂକ୍ରମିତ ସଂଖ୍ୟା ପୁଣି ବୃଦ୍ଧି ପାଇଛି ।…
Read More...

ଦେଶରେ ୮ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ; ଆଉ ୧୦ ମୃତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ୮ହଜାର ଉପରେ ଦୈନିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର: କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ କୁଲଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା…
Read More...

ଜଳିଗଲା ତେଲ ଟ୍ୟାଙ୍କର, ୪ ମୃତ

ନୟାଗଡ଼: ଶୁକ୍ରବାର ବିଳମ୍ବିତ ରାତ୍ରରେ ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବ୍ରିଜରୁ ଏକ ତୈଳବାହୀ ଟ୍ୟାଙ୍କର୍‌ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।…
Read More...

ଜଳିଗଲା ଚଳନ୍ତା ବସ୍‌; ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

କରଞ୍ଜିଆ: ୪୯ ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍‌ । ସର୍ଟସର୍କିଟ ଯୋଗୁ ବସରେ ନିଆଁ ଲାଗିଯାଇଥିବା ବେଳେ ଦୁର୍ଘଟଣାରୁ ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା…
Read More...

ପଡ଼ିଆ ପ୍ରସ୍ତୁତ, ଆଜି ଅଭ୍ୟାସ

କଟକ  : ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡ଼ିୟମ ପ୍ରସ୍ତୁତ। ରବିବାର ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଓଡ଼ିଶା କ୍ରିକେଟ…
Read More...

ସୁରକ୍ଷା ବଳୟରେ ବାରବାଟୀ

ମୁତୟନ ହେବେ ୬୨ ପ୍ଲାଟୁନ୍‌ ଫୋର୍ସ, ୪ ଘଣ୍ଟା ପୂର୍ବରୁ ଦର୍ଶକଙ୍କ ଲାଗି ଖୋଲିବ ଗେଟ୍‌ ,ପାଣି ବୋତଲ ଓ ଖାଦ୍ୟ ପୁଡିଆ ମନା କଟକ : ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଲାଗି କଡା…
Read More...

ସମୁଦ୍ର ତଳେ ୧୭ ବିଲିଅନ ଡଲାରର ସ୍ବର୍ଣ୍ଣ ମୁଦ୍ରା

ଲଣ୍ଡନ : କଲମ୍ବିଆର କାର୍ଟାଜେନା ସମୁଦ୍ର ଉପକୂଳରେ ସମୁଦ୍ରର ଗଭୀର ଜଳରାଶି ତଳେ ୧୭ ବିଲିଅନ ଡଲାର ମୂଲ୍ୟର ସୁନା ମୁଦ୍ରା ପଡ଼ିରହିଛି। ଉକ୍ତ ସୁନାଗୁଡିକ ଏକ ଜାହାଜରେ ପରିବହନ କରାଯାଉଥିବାବେଳେ ଆକ୍ରମଣରେ ତାହା…
Read More...

ଭାରତ ସୀମାରେ ଚୀନ୍‌ ଯୁଦ୍ଧ ବିମାନ ଦ୍ବିଗୁଣିତ

ନୂଆଦିଲ୍ଲୀ : ଭାରତ ସୀମା ସଂଲଗ୍ନ ବିମାନଘାଟିରେ ଚୀନ ଏହାର ଯୁଦ୍ଧବିମାନ ମୁତୟନକୁ ଦ୍ବିଗୁଣିତ କରିଛି। ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଚୀନ ବାୟୁସେନା ଏହାର ହୋଟନ ବିମାନଘାଟିକୁ ମୁଖ୍ୟତଃ ବ୍ୟବହାର କରିଆସୁଛି। ଏହି…
Read More...

ମୌସୁମୀ ଏବେ ଅନୁକୂଳ

ଭୁବନେଶ୍ବର : ମୌସୁମୀ ପାଇଁ ପାଗ ଏବେ ଅନୁକୂଳ ରହିଛି। ଆଗମନରେ ସୃଷ୍ଟି ହୋଇଥିବା ବାଧା ଦୂର ହୋଇଛି। ଫଳରେ ଆସନ୍ତା ଦୁଇଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ପ୍ରାକ୍‌ ମୌସୁମୀ ବର୍ଷା ହେବା ନେଇ…
Read More...

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା : ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

କଟକ  : ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ହକିରେ ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। ଓଡ଼ିଶା ମହିଳା ଦଳ ରୌପ୍ୟ ଓ ପୁରୁଷ ଦଳ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର…
Read More...

ମୁଶରଫଙ୍କ ଅବସ୍ଥା ସଙ୍କଟାପନ୍ନ

ଇସ୍‌ଲାମାବାଦ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ସୁଧୁରିବାର…
Read More...

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର :  ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ଗତ ଗୁରୁବାର ଅନଲାଇନ୍ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟଅତିଥି ଭାବରେ…
Read More...

୯ ରୁ ୯୦ ବିଧାୟକ ଆଣି ସରକାର ଗଢ଼ିବ କଂଗ୍ରେସ

ଭୁବନେଶ୍ବର : ୨୨ବର୍ଷ ଆମେ ଶୋଇଲେ, ଏଣିକି ଆଉ ଶୋଇବା ନାହିଁ। ବିଜେଡି ରାଜ୍ୟକୁ ଦାରିଦ୍ର୍ୟ ଭିତରକୁ ଠେଲିଦେବାକୁ ହୀନ ଚକ୍ରାନ୍ତ ଚଳାଇଛି। ଏଥିରୁ ଓଡ଼ିଶାକୁ ମୁକ୍ତ କରିବା ନିମନ୍ତେ ସମସ୍ତ କଂଗ୍ରେସ କର୍ମୀଙ୍କୁ ସରକାର…
Read More...

ବିଜେପି ସମର୍ଥିତ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଲେ

ନୂଆଦିଲ୍ଲୀ : ରାଜସ୍ଥାନର ୪ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଭୋଟର ଫଳାଫଳ ମିଳିଛି। ନିର୍ବାଚନ ହୋଇଥିବା ୪ଟି ଆସନରୁ କଂଗ୍ରେସ ୩ଟିରେ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। କଂଗ୍ରେସର ବିଜୟୀ ପ୍ରାର୍ଥୀମାନେ ହେଲେ…
Read More...

ଅଶୋଧିତ ତୈଳ ମୂଲ୍ୟ ପୁଣି ବଢ଼ିଲା

ନୂଆଦିଲ୍ଲୀ : ଭାରତ କ୍ରୟ କରୁଥିବା ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୧୨୧ ଡଲାରରେ ପହଞ୍ଚିଛି। ଏହା ଦଶବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ବୋଲି ଜଣାଯାଇଛି। ତେବେ ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରି ମୂଲ୍ୟ…
Read More...

ଶନିବାର ରାଶିଫଳ (୧୧/୦୬/୨୦୨୨)

ମେଷ : ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ଅହଂଭାବକୁ ସମର୍ପି ଦେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ବୃଷ : ବଦ୍‌ଖର୍ଚ୍ଚୀ…
Read More...

ବ୍ରାହ୍ମଣୀପାଲିରେ ବାଉଁଶ କାରିଗରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ 

ରେଙ୍ଗାଲି : ଫାଉଣ୍ଡେସନ୍ ଫର୍ ଏମ୍ଏସ୍ଏମ୍ଇ କ୍ଲଷ୍ଟର, ନୂଆଦିଲ୍ଲୀ ପକ୍ଷରୁ ରେଙ୍ଗାଲି ବ୍ଲକର ବ୍ରାହ୍ମଣୀପାଲି ଗ୍ରାମରେ ସମ୍ବଲପୁର ଜିଲ୍ଲାର ବାଉଁଶ କାରିଗରମାନଙ୍କ ପାଇଁ ୧୦ ଦିନିଆ  ଦକ୍ଷତା ବିକାଶ କାର୍ଯ୍ୟକ୍ରମର…
Read More...

ବୌଦ୍ଧ ମୁଖ୍ୟ ଚିିକିତ୍ସାଳୟରେ ଏଣିକି ମିଳିବ ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା

ବୌଦ୍ଧ : ସରକାର ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ସମସ୍ତ ପ୍ରକାର ଚିକିତ୍ସା ସେବା ସାଧାରଣଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିବାବେଳେ ବୌଦ୍ଧବାସୀଙ୍କ ପାଇଁ ଜିଲାପ୍ରଶାସନ ପକ୍ଷରୁ ଏଣିକି ସମସ୍ତ ପ୍ରକାର…
Read More...

ସିଆରସିସିମାନଙ୍କ ଜିଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ବୌଦ୍ଧ  : ବୌଦ୍ଧରେ ସିଆରସିସିମାନଙ୍କ ଜିଲାସ୍ତରୀୟ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଜିଲା ପକଳ୍ପ କାର୍ଯ୍ୟାଳୟର ସମଗ୍ର ଶିକ୍ଷା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ…
Read More...

ଖୁଣ୍ଟବନ୍ଧ ଠାରେ ସେବା ସମବାୟ ସମିତିର ନିର୍ବାଚନ କରିବାକୁ ଦାବି

ବୌଦ୍ଧ :  ବୌଦ୍ଧ ଜିଲାରେ ସେବା ସମବାୟ ସମିତି ଗୁଡିକ ନିର୍ବାଚନ ନେଇ ରାଜନୀତି ସରଗରମ ହୋଇପଡିଛି । ବୌଦ୍ଧ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏବେ କିନ୍ତୁ ସମିତି ଗୁଡିକର ସଭ୍ୟ ପଦ ପାଇଁ…
Read More...

ବିବାଦୀୟ ମନ୍ତବ୍ୟ : ନୁପୁର ଶର୍ମାଙ୍କ ଗିରଫ ଦାବି କଲା ବୌଦ୍ଧ ଜାମିୟା ମସଜିଦ କମିଟି

ବୌଦ୍ଧ :  ବିଜେପିରୁ ନିଳମ୍ବିତ ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବାପରେ ତାଙ୍କପାଇଁ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ସେପଟେ ନୁପୁର ଶର୍ମାଙ୍କ ବିରୋଧରେ…
Read More...

ଅଜଣା ଜେସିବି ଧକ୍କାରେ ଗୋଡ ହରାଇଲେ ଯୁବକ

କଲମପୁର : ଲାଞ୍ଜିଗଡ ଠାରେ ଏଲଏଣ୍ଡଟି କମ୍ପାନୀରେ କାର୍ଯ୍ୟ କରୁଥିବା ଜନୈକ ଯୁବକ ନିଜ ଘରକୁ ଫେରୁଥିବା ବେଳେ ଭବାନିପାଟଣା ନକଟିଗୁଡା ନିକଟରେ ଏକ ଅଜଣା ଜେସିବି ମେସିନ ସହ ଧକ୍କା ହେବା ଯୋଗୁୂଁ ନିଜ ଗୋଡ ହରାଇଛନ୍ତି।…
Read More...

ବଡ଼ମ୍ବା ମଣ୍ଡଳ ବିଜେପି ପକ୍ଷରୁ ମୋଦୀ ସରକାରଙ୍କ ୮ ବର୍ଷ ପୁର୍ତ୍ତି ପାଳିତ

ବଡ଼ମ୍ବା :  ଭାରତୀୟ ଜନତାପର୍ଟି ବଡ଼ମ୍ବା ମଣ୍ଡଳ  ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ଉଭୟ ବଡ଼ମ୍ବା ଏବଂ ନରସିଂହପୁର ଶତାଧିକ ବିଜେପି କର୍ମୀ ବ୍ଲକ ଅନ୍ତର୍ଗତ…
Read More...

ରେଞ୍ଜରଙ୍କ ସମେତ ୪ବିଭାଗୀୟ କର୍ମଚାରୀ ନିଲମ୍ବିତ, ୬ ଅଭିଯୁକ୍ତ ଗିରଫ

ବଡ଼ମ୍ବା :  ଏସଟିଏଫ୍ ଦ୍ୱାରା ବଡ଼ମ୍ବା ବନାଞ୍ଚଳରେ ଦୁଇଟି ହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନରେ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଲାଗି ଇତିମଧ୍ୟରେ ବଡ଼ମ୍ବା…
Read More...

ଜଳଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବଙ୍କ ଗଞ୍ଜାମ ବ୍ଲକର ଦୁଇଟି ସ୍ଥାନ ପରିଦର୍ଶନ

ଗଞ୍ଜାମ : ଗଞ୍ଜାମ ବ୍ଲକର କଣ୍ଟିଆ ଗଡ଼ ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରର ମୋଡେଲ ଟ୍ୟାଙ୍କ, ଓ ଅନ୍ୟାନ ଉନ୍ନୟନ କାର୍ଯ୍ୟ ଏବଂ ସୁବଳୟା ପଞ୍ଚାୟତର ଶତ୍ରୁଷୋଲ ଗ୍ରାମରେ ମିଶନ ଶକ୍ତି ପକ୍ଷରୁ ନିର୍ମାଣ ଧୀନ…
Read More...

ଗାଡ଼ି ଅଟକାଇ ୨ଲକ୍ଷ ୭୦ହଜାର ଲୁଟ୍

ଆନନ୍ଦପୁର: ଘଷିପୁରା ଥାନା ଅଧିନସ୍ଥ ଶାଲପଡ଼-ଖଡିବିଲି ରାସ୍ତାରୁ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ଗୋଟିଏ ଗାଡ଼ି ଅଟକାଇବା ସହ ୨ଲକ୍ଷ ୭୦ହଜାର ଟଙ୍କା ଲୁଟି କରିଥିବା ଜଣାପଡ଼ିଛି । ସୂଚନା…
Read More...

ଗ୍ରାହକଙ୍କ ପାଇଁ ଖୁସିର ଖବର; କମିଲା ସୁନା ରୁପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିର ଖବର । ସୁନା ଓ ରୁପା ଦରରେ ହ୍ରାସ ଘଟିଛି । ଆଜି ଏମସିଏକ୍ସରେ ସୁନାର ଦାମ୍‌ ୦.୨୫% ହ୍ରାସ ପାଇଥିବା ବେଳେ ରୁପାର ମୂଲ୍ୟ ମଧ୍ୟ ହ୍ରାସ ଘଟିଛି । ବର୍ତ୍ତମାନ ଏମସିଏକ୍ସରେ ସୁନା…
Read More...

ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ; ନାମାଙ୍କନ ଭରିଲେ ଆରୁଖ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ । ବିଧିବଦ୍ଧ ଭାବେ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…
Read More...

ପୁଣି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ! ଭାରତକୁ ଅଶୋଧିତ ତୈଳ କମ୍‌ ଦାମରେ ଦେବନି ରୁଷ

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । ଆଗାମୀ ଦିନରେ ତୈଳ ଦର ବୃଦ୍ଧି ହେବାନେଇ ଅନୁମାନ କରାଯାଉଛି । କାରଣ ବର୍ତ୍ତମାନ ରୁଷ ଭାରତକୁ ଅଶୋଧିତ ତୈଳ କମ୍‌ ଦାମରେ ଦେବାକୁ ମନା କରିଦେଇଛି ।  ଯାହାଫଳରେ…
Read More...

ନେଉଥିଲେ ଲାଞ୍ଚ; ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ…
Read More...

ଦେଶରେ ଉପର ମୁହାଁ କରୋନା ଗ୍ରାଫ୍‌; ସାଢ଼େ ୭ହଜାର ଟପିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଦୈନିକ କରୋନା ସଂକ୍ରମଣ । ଗତ ଦୁଇ ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୭ହଜାର ପାର୍‌ କରୁଛି ।  ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭ହଜାର ୫୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
Read More...

ଦମାହୁଦାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ମେଳା

ପାଟଣା: ସାହାରପଡା ବ୍ଲକ ଦାମାହୁଦା ପଞ୍ଚାୟତରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ ୪୩…
Read More...

ପାଣି ପାଇଁ ମହିଳାଙ୍କ ପ୍ରତିବାଦ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ବଡ଼ଧନୁର୍ଜୟପୁର ଗ୍ରାମରେ ବର୍ଷେ ହେଲା ପାଇପ ପାଣି ଯୋଗାଣ ବନ୍ଦ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମରେ ପାନୀୟ ଜଳର ସମସ୍ୟା ଥିବାରୁ ବସୁଧା…
Read More...

କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ; ଏନଏସି କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

ଆଠଗଡ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ମୁନ୍ଦେ ଥଣ୍ଡା ପାଣି ପିଇବା ପାଇଁ ବିକଳ ହେଉଥିବା ବେଳେ ଆଠଗଡ ସହରର ବିଭିନ୍ନସ୍ଥାନରେ ପ୍ରତିଷ୍ଠିତ ତିନି ତିନୋଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେବ ଅଚଳ ହୋଇ…
Read More...

ଫୁଲବାଣୀ ଆକ୍ସନ ଗ୍ରୁପର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଥିବା ବହୁ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କୁ ନେଇ ଗଠିତ ଫୁଲବାଣୀ ଆକ୍ସନ ଗ୍ରୁପର ଏକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ମା’ ବରାଳଦେବୀଙ୍କ ପୂଜାଉତ୍ସବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବନ୍ଧଗଡ଼ ସ୍ଥିତ ମା’ ବରାଳଦେବୀଙ୍କ ବାର୍ଷିକ ପୂଜା ଉତ୍ସବ ମହାଆଡ଼ମ୍ବର ସହିତ ଆରମ୍ଭ ହୋଇଛି । ତିନିଦିନ ଧରି ଅନୁଷ୍ଠିତ ହେବ ଏହି ପୂଜା ଉତ୍ସବ କାର୍ଯ୍ୟକ୍ରମ ।…
Read More...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ପାଟଣା: ପାଟଣା ଥାନା ଅନ୍ତର୍ଗତ ରାଇଡ଼ିହା ପଞ୍ଚାୟତ ଘୁଣ୍ଟିବେଡା ଗାଁରେ ଗତକାଲି ସନ୍ଧ୍ୟାରେ ବଜ୍ରପାତ ହେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।  ଆଉ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ…
Read More...

ସରିବାକୁ ବସିଲାଣି ରାସ୍ତାକାମ; ହେଲେ ନାହିଁ ସୂଚନାଫଳକ

ଗୁଡଭେଲା: ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ଯେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ସ୍ୱତନ୍ତ୍ର ଭାବରେ ଅନୁଦାନର ବି ବ୍ୟବସ୍ଥା ରହିଛି । ହେଲେ ଅନେକ…
Read More...

ଗୁଡ଼ଭେଲାରେ ମନ୍ତ୍ରୀ-ଅଧ୍ୟକ୍ଷ ଛକାପଞ୍ଝା; ଜିଲ୍ଲା ପ୍ରଶାସନ ପାଖକୁ ଗଲା ଫାଇଲ

ଗୁଡଭେଲା: ଟିଟିଲାଗଡ଼ ବିଧାୟିକା ଓ ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ହେଉଥିବା ଛକାପଞ୍ଝା ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଉପୁଜୁଛି । ଏନେଇ ଗତ ବୁଧବାର ଦିନ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା । ମନ୍ତ୍ରୀ ଓ ବ୍ଳକ…
Read More...

ବକେୟା ଟଙ୍କା ପାଇଁ ବିଦ୍ୟୁତ୍ କାଟିଲା ଟାଟା; ହୁକରେ ଚାଲିଛି ପଞ୍ଚାୟତ ଅଫିସ

ଗୁଡଭେଲା: ବିଦ୍ୟୁତ ବିଲ୍‌ ବକେୟା ରହିଯିବାରୁ ସରକାରୀ କାର୍ଯ୍ୟାଳୟର ବିଦ୍ୟତ୍‌ ସଂଯୋଗକୁ କାଟ୍‌ କରିଛି ଟାଟା କମ୍ପାନୀ । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବାରୁ ଏକ ସରକାରୀ କାର୍ଯ୍ୟାଳୟ ହୁକ (ବାଇପାସ୍) କରି…
Read More...

ବାଘ ଗଣନା ବେଳେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲା ହାତୀ

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟରେ ଅଭାବନୀୟ ଘଟଣା ଘଟିଛି । ଜଣେ ସୁରକ୍ଷାକର୍ମୀଙ୍କୁ ହାତୀ ଆକ୍ରମଣ କରିଥିବା ଜଣାପଡ଼ିଛି । ଚହଲାରେ ବାଘ ଗଣନା ବେଳେ ଜଣେ ବନ ସୁରକ୍ଷାକର୍ମୀଙ୍କୁ ହାତୀ ଆକ୍ରମଣ କରିବା ଫଳରେ ସେ…
Read More...

ଆଜି ୪ ରାଜ୍ୟରେ ହେବ ରାଜ୍ୟସଭା ନିର୍ବାଚନ; ୧୬ ଆସନ ପାଇଁ ପଡ଼ିବ ଭୋଟ୍‌

ନୂଆଦିଲ୍ଲୀ: ଆଜି ୪ ରାଜ୍ୟରେ ହେବ ରାଜ୍ୟସଭା ନିର୍ବାଚନ । ୧୬ଟି ରାଜ୍ୟସଭା ଆସନ ପାଇଁ ହରିଆଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ୍‌ ଗ୍ରହଣ ହେବ । ଏଥି ପାଇଁ ଏହି ୪ଟି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା…
Read More...

୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିଅରେ ରଖି ପଶ୍ଚିମ ଓଡ଼ିଶାର ୭ ଜିଲ୍ଳା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି…
Read More...

ବୁଢ଼ାବାପାକୁ ଘରୁ ତଡ଼ିଦେଲେ ପୁଅ : ମନ୍ଦିରରେ ଆଶ୍ରୟ ନେଇଛନ୍ତି ୮ ସନ୍ତାନର ବାପ

ନର୍ଲା  : କୋଳକୁ ସନ୍ତାନଟିଏ ପାଇଁ ବାପ-ମାଆ ବାର ବ୍ରତ ତେର ଓଷା କରନ୍ତି। ସନ୍ତାନଟିଏ କୋଳକୁ ଆସିଲେ ତାର ଲାଳନ ପାଳନରେ ନିଜକୁ ସମର୍ପି ଦିଅନ୍ତି। ପେଟରୁ କାଟି ମୁହଁରେ ଆହାର ଦିଅନ୍ତି। ତା ଅଳି ଅଝଟ ହସି ହସି…
Read More...

ସବୁ ସେବାୟତ ନେବେ ଆଗୁଆ ଟିକା

ପୁରୀ : ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରାୟ ୨୫ଲକ୍ଷ ଭକ୍ତଙ୍କ ସମାଗମ ହେବ। କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ…
Read More...

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ; ରୌପ୍ୟ ଜିତିଲେ ଆର୍ଯ୍ୟନ

କଟକ : ହରିୟାଣାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ଗୁରୁବାର ଗୋଟିଏ ରୌପ୍ୟ ପଦକ ବିଜୟୀ ହୋଇଛି। ଆର୍ଯ୍ୟନ ପୁରୁଷ ୨୦୦ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥି ସହିତ ପ୍ରତିଯୋଗିତାରେ ଓଡ଼ିଶା…
Read More...

ଅନ୍‌ଲାଇନ୍‌ ଟିକଟ ବୁକିଂ କରି ହଟହଟା ; ଟିକଟ ନ ପାଇ କ୍ରିକେଟପ୍ରେମୀଙ୍କ ଧାରଣା

କଟକ  : ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ଲାଗି ୫୦୦୦ ଟିକଟ ଅନଲାଇନରେ ବିକ୍ରି କରାଯାଇଥିଲା। ଅନ୍‌ଲାଇନରେ ଟିକଟ ବୁକିଂ କରିଥିବା ଦର୍ଶକ ସେମାନଙ୍କ ମୂଳ କପିକୁ…
Read More...

ରୁଷ ସହିତ ଖେରସନ ମିଶ୍ରଣ ପ୍ରକ୍ରିୟା ଆରମ୍ଭ

କିଭ୍‍/ମସ୍କୋ : ୟୁକ୍ରେନର ଖେରସନ ଅଞ୍ଚଳକୁ ରୁଷ ସହିତ ମିଶ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ଅଞ୍ଚଳ ପାଇଁ ରୁଷ ପକ୍ଷରୁ ନିଯୁକ୍ତ ନେତା ଭ୍ଲାଡିମିର ସାଲଡୋ କହିଛନ୍ତି, ରୁଷ ସେମାନଙ୍କ ସହିତ ରହିଥିବା ନେଇ…
Read More...

ଚତୁର୍ଥ ଲହର ଆରମ୍ଭ !

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ସହିତ ଚତୁର୍ଥ ଲହର ଆରମ୍ଭ ହେବାର ସୂଚନା ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୭୨୪୦ ନୂଆ ସଂକ୍ରମିତ ଚିହ୍ନଟ…
Read More...

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ; ନବୀନ-ଜଗନ ନିର୍ଣ୍ଣାୟକ

ନୂଆଦିଲ୍ଲୀ : ଦେଶର ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ରାମନାଥ କୋବିନ୍ଦଙ୍କ ପାଞ୍ଚ ବର୍ଷିୟା କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ଶେଷ ହେଉଥିବାରୁ…
Read More...

ଦୂରଦର୍ଶନରେ ରଥଯାତ୍ରା ସିଧାପ୍ରସାରଣ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ସମ୍ପାଦନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ତଥା କର୍ମଚାରୀ ନିଷ୍ଠାପର ଭାବରେ ନିୟୋଜିତ ହେବେ। ଗୁରୁବାର ପୂର୍ବାହ୍ନରେ…
Read More...

ଆଜି ପହଞ୍ଚିବେ ଦୁଇ ଦଳ

କଟକ  : ରବିବାର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ। ଏଥିପାଇଁ ଉଭୟ ଦଳ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବେ।…
Read More...

ଡକାୟତି ଯୋଜନା ବେଳେ ୫ ଅଭିଯୁକ୍ତ ଗିରଫ

ପିପିଲି :  ଡକାୟତି ଯୋଜନା କରୁଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ଲଙ୍କାଗୁଣ୍ଡ ପ୍ୟାକେଟ୍‍, ମଦବୋତଲ ଓ ଅଧାଜଳା ମହମବତୀକୁ…
Read More...

ପାଣି ପିଇବାକୁ ଯାଇ ଚୁଆରେ ପଡ଼ିଗଲା ଛୁଆ ହାତୀ : ୭ ଘଣ୍ଟା ପରେ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ମାଓ ପ୍ରବଣ ଅଞ୍ଚଳଭାବେ ପରିଚିତ ପକାରି ପଞ୍ଚାୟତର ଜିଡ଼ିଙ୍ଗିପଡ଼ା ଠାରେ ଘଟିଛି ଏକ ଅଭାବନିୟ ଘଟଣା। ପାଣି ପିିଇବାକୁ ଯାଇଥିବା ଏକ ୨ ରୁ ୩ ବର୍ଷର ଛୁଆହାତୀ ଜିଡ଼ିଙ୍ଗିପଡ଼ା…
Read More...

ଶୁକ୍ରବାର ରାଶିଫଳ(୧୦/୦୬/୨୦୨୨)

ମେଷ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ମିତ୍ରମାନଙ୍କଠାରୁ ସହାୟତା ମିଳିବ। କର୍ମଚଞ୍ଚଳ ରହିବେ। କାର୍ଯ୍ୟବ୍ୟସ୍ତ ଥାଇ ବି ସେବାରେ ତଲ୍ଲୀନ ହୋଇପାରନ୍ତି। ବୃଷ : ଦୁଃସାହସିକ ପଦକ୍ଷେପ ନେଇ…
Read More...

ସହରରେ ଧଳା ଜହର କାରବାର ; ଧଳା ଜହର ସମେତ ୨ ଗିରଫ

ସୁନ୍ଦରଗଡ଼ : ସହରରେ ଧଳା ଜହର କାରବାରକୁ ନେଇ ବିଭିନ୍ନ ସମୟରେ ପୁଲିସର ଦୃଷ୍ଟି ଆକର୍ଷଣ କରାଯିବା ସହ ଏହି କାରବାରରେ ଲିପ୍ତ ମହିଳା ଓ ପୁରୁଷଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା। ଏପରିକି ପତ୍ରାପଡ଼ାବାସୀ ଜିଲାପାଳ…
Read More...

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଛତିଶଗଡର ନାରାୟଣପୁର ଜିଲାରେ ଗୁରୁବାର  ତିନିଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଜଟଲୁର ମାଓ ସଙ୍ଗଠନର ତିନିଜଣ ମାଓବାଦୀ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶ ହରାଉଥିବା…
Read More...

ଖାପ ପଞ୍ଚାୟତ ନିଷ୍ପତ୍ତି : ୪ ପରିବାର ଗ୍ରାମରୁ ବାସନ୍ଦ ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ପଡିଆ ଥାନା ଅନ୍ତର୍ଗତ କମାରଗୁଡା ଗ୍ରାମରେ ଚାରିଟି ପରିବାର ଧର୍ମ ପରିବର୍ତ୍ତନ କରିଥିବାବେଳେ ଏହାକୁ ଗ୍ରାମବାସୀ ବିରୋଧ କରି ଗ୍ରାମରୁ ସେମାନଙ୍କୁ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।…
Read More...

ଛେଳି ଚରାଇବା ବେଳେ ପଥର ସନ୍ଧିରେ ଫସିଗଲା ନାବାଳକର ମୁଣ୍ଡ

ଇନ୍ଦ୍ରାବତୀ : ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ତଥା କଳାହାଣ୍ଡି ଜିଲା ସୀମାନ୍ତ ବରିପଦର ଗାଁରେ ଛେଳି ଚରେଇବା ସମୟରେ ଅଘଟଣ ଘଟିଛି। ଜଣେ ୧୨ବର୍ଷୀୟ ନାବାଳକଙ୍କ ମୁଣ୍ଡ ପଥର ସନ୍ଧିରେ…
Read More...

୧୬ରୁ ସାଢ଼େ ୪ ମାସ ଶିମିଳିପାଳ ବନ୍ଦ

ବାରିପଦା :  ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶକ ତଥା ପର୍ଯ୍ୟଟକଙ୍କ ପାଇଁ ଆଗାମୀ ୧୬ରୁ ବନ୍ଦ ରହିବ । ପ୍ରତିବର୍ଷ ଜୁନ ୧୬ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବର୍ଷା ଋତୁ ପାଇଁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ କରାଯାଇଥାଏ।…
Read More...

ଆରମ୍ଭରୁ ଝଟ୍‌କା : ଦକ୍ଷିଣ ଆଫ୍ରିକାର ଚମକପ୍ରଦ ବିଜୟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭରୁ ଭାରତକୁ ପରାଜୟ ଭୋଗିବାକୁ ପଡ଼ିଛି । ଗୁରୁବାର ଡେଭିଡ୍‌ ମିଲର ଓ ରାସି ଭାନ୍ ଡର୍ ଡ୍ୟୁସେନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତକୁ ୭…
Read More...

ବିବାହିତା ମହିଳା ଓ ତାଙ୍କ ପୁରୁଷବନ୍ଧୁ ଗୁରୁତର ଅବସ୍ଥାରେ ନଦୀ ପଠାରୁ ଉଦ୍ଧାର

ଆନନ୍ଦପୁର :  ଘରେ ଅଫିସ୍ ଯାଉଛି କହି ସକାଳୁ ବାହାରି ଯାଇଥିବା ଜଣେ ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ନଦୀ ପଠାରୁ ଉଦ୍ଧାର କରିଛି। ଉଦ୍ଧାର ପରେ ତାଙ୍କୁ ଡାକ୍ତର ଖାନାରେ…
Read More...

କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, ଜଣେ ଅଟକ

ଭଦ୍ରକ :  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କୋରକୋରା ପଞ୍ଚାୟତ ଶ୍ରୀଧରପୁର ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅବକାରୀ ବିଭାଗ ଏଥିରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ଏକ କାରରେ ବିପୁଳ…
Read More...

ଇଟା ଚୋରି ମାମଲାର ପୁନଃ ତଦନ୍ତ ପାଇଁ ସରପଞ୍ଚ ସଂଘର ଅନୁରୋଧ

ନର୍ଲା : ନର୍ଲା ବ୍ଲକ ବାଗପୁର ପଞ୍ଚାୟତର ସରପଞ୍ଚ ଗୋପାଳ ହାତୀଙ୍କ ନାମରେ ନର୍ଲା ଥାନାରେ ଏକ ଚୋରି ଅଭିଯୋଗ ହୋଇଥିବା ଜଣାପଡିଛି । ସରପଞ୍ଚ ଗୋପାଳ ହାତୀ ବାଗପୁର ପଞ୍ଚାୟତ ପିପଲପଦର ଗ୍ରାମର ଜଗବନ୍ଧୁ ନାଏକଙ୍କ ଇଟା…
Read More...

ଉଙ୍କୁଣି ଔଷଧ ଲଗାଇ ୨ଶିଶୁଙ୍କ ସହ ୫ଗୁରୁତର 

ଆରଡି :  ଭଦ୍ରକ ଜିଲା ଆରଡି ଫାଣ୍ଡି ଅଧିନସ୍ଥ ଡିହସାହି ଗାଁରେ ଗୁରୁବାର ଅପରାହ୍ଣରେ ବଜାରରୁ ଉଙ୍କୁଣି ଔଷଧ ଆଣି ୨ଜଣ ଶିଶୁଙ୍କ ସହ ଅନ୍ୟ ୩ଜଣଙ୍କୁ ପରିବାର ଲୋକ ଲଗାଇବାରୁ କିଛି କ୍ଷଣକ ମଧ୍ୟରେ ୫ଜଣ ଚେତାଶୂନ୍ୟ ହୋଇ…
Read More...

ଟିକେଟ୍‌ କିଣା ବେଳେ ଠେଲାପେଲା; ଲାଠି ଚାର୍ଜ କଲା ପୁଲିସ

କଟକ: ବାରବାଟୀ ଷ୍ଟାଡିୟମ ଟିକେଟ୍‌ କାଉଣ୍ଟରେ ପ୍ରବଳ ଗହଳି ସାଙ୍ଗକୁ ଧସ୍ତାଧସ୍ତି ହୋଇଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟରରେ ଠେଲାପେଲା ହୋଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ମହିଳାଙ୍କ ଉପରେ…
Read More...

ଲୁଚକାଳି ଖେଳୁଛି ମୌସୁମୀ; ରଜରେ ଭିଜିବନି ଓଡ଼ିଶା !

ଭୁବନେଶ୍ୱର: ଲୁଚକାଳି ଖେଳୁଛି ମୌସୁମୀ ବାୟୁ । ରଜ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁ ନପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡିର କହିବା ଅନୁଯାୟୀ ରଜ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା…
Read More...

ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଡରାଇଲାଣି ଡେଙ୍ଗୁ। ଗତ ୭ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରୁ ୧୨ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅବସରପ୍ରାପ୍ତ ପୁଲିସ…
Read More...

ଶିକ୍ଷାନୁଷ୍ଠାନକୁ ଫେରିଲା କରୋନା; ଘରୋଇ ଛାତ୍ରାବାସରୁ ୧୩ ବିଦ୍ୟାର୍ଥୀ ସଂକ୍ରମିତ

କଟକ: ପୁଣି କଟକ ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ନିଗମର ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପାଟଣା ବମ୍ଫକୁଦଠାରେ ଥିବା ୱାଲର୍ଡ ସ୍କିଲ ସେଣ୍ଟର ଶିକ୍ଷାନୁଷ୍ଠାନ ଛାତ୍ରାବାସର ୧୩ଜଣ ବିଦ୍ୟାର୍ଥୀ…
Read More...

ଡରାଇଲାଣି ‘ମଙ୍କିପକ୍ସ’; ୨୯ଟି ଦେଶରେ ଚିହ୍ନଟ ହେଲାଣି ଭୂତାଣୁ

ନୂଆଦିଲ୍ଲୀ: ବିଶ୍ୱକୁ ଡରାଇଲାଣି ‘ମଙ୍କିପକ୍ସ’  ଭୂତାଣୁ । ଏଯାଏ ବିଶ୍ୱର ୨୯ଟି ଦେଶରେ ‘ମଙ୍କିପକ୍ସ’ଭୁତାଣୁ  ଚିହ୍ନଟ ହୋଇଥିବା ନେଇ ଡବ୍ଲୁଏଚଓ ସୂଚନା ଦେଇଛି । ତାହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କି…
Read More...

ଦେଶରେ ୭ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତକାଲି ଦେଶରେ ୫ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଦେଶରେ ୭ହଜାର ଟପିଛି ଦୈନିକ କରୋନା…
Read More...

ବେଆଇନ୍‌ ମୋରମ ଚାଲାଣ ବେଳେ ହାଇଓ୍ୱାକୁ ଦେଢ଼ଲକ୍ଷ ଜରିମାନା

ଫୁଲବାଣୀ: ବିନା ରସିଦରେ ବେଆଇନ ଭାବେ ମୋରମ ଚାଲାଣ କରିବା ଏକ ଠିକା ସଂସ୍ଥା ଗାଡିକୁ ମହଙ୍ଗା ପଡିଛି ।  ଗତକାଲି ଦିନ ବେଳା ଏକ ଠିକା ସଂସ୍ଥା ଗାଡି ନୂଆଁପଦର ପଞ୍ଚାୟତର ଏକ ପାହାଡ଼ କଡ଼ରୁ ବିନା ରସିଦରେ ବେଆଇନ ଭାବେ…
Read More...

ସମରା ୫-ଟି ହାଇସ୍କୁଲରେ ନିମ୍ନମାନର କାମ; ଫାଟି ଆଁ କଲାଣି କାନ୍ଥ

ଗୁଡଭେଲା : ଓଡିଶା ସରକାର ହାଇସ୍କୁଲ ଗୁଡିକରେ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଅତ୍ୟାଧୁନିକ କୌଶଳରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡିକର…
Read More...

ବ୍ରିଟେନ୍‌ରେ ସାପ୍ତାହିକ କାର୍ଯ୍ୟ ଦିବସ ୪ ଦିନ

ଲଣ୍ଡନ: ବ୍ରିଟେନ୍‌ରେ ସାପ୍ତାହକ କାର୍ଯ୍ୟ ଦିବସ ୪ ଦିନ ହେବ। ରାଣୀ ଏଲିଜାବେଥ୍‌ଙ୍କ ଶାସନର ପ୍ଲାଟିନମ୍‌ ଜୁବୁଲି ପାଳନ ଅବସରରେ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାରେ ଏହା କାର୍ଯ୍ୟକାରୀ ହୋଇଛି ।…
Read More...

ହାଜର ହେବାକୁ ୩ ସପ୍ତାହ ଲୋଡ଼ିଲେ ସୋନିଆ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିକଟରେ ହାଜର ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧିକ ୩ ସପ୍ତାହ ସମୟ ଲୋଡିଛନ୍ତି। ସୂଚନା ଅନୁଯାୟୀ ସୋନିଆଙ୍କ ଆବେଦନ ଉପରେ…
Read More...

ଗିନିଜ୍‌ ରେକର୍ଡ : ୧୦୫ ଘଣ୍ଟାରେ ୭୫ କିମି ରାଜପଥ ନିର୍ମାଣ

ନୂଆଦିଲ୍ଲୀ: ଦୀର୍ଘତମ ବିଟୁମିନସ୍ କଂକ୍ରିଟ୍ ରାସ୍ତା ନିର୍ମାଣ କରିବାରେ ଭାରତ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚ୍‌ଏଆଇ) ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି। ଏନଏଚଏଆଇ ୫୩ ନମ୍ବର ଜାତୀୟ ରାଜପଥର ଅମରାବତୀରୁ ଆକୋଲା…
Read More...

ଲଦାଖରେ ଚୀନ୍‌ର ନିର୍ମାଣ କାର୍ଯ୍ୟ ଚିନ୍ତାଜନକ

ନୂଆଦିଲ୍ଲୀ: ଆମେରିକା ସେନାର ବରିଷ୍ଠ ଜେନେରାଲ ଚାର୍ଲସ୍‌ ଏ. ଫ୍ଲିନ୍‌ ଲଦାଖ ଅଞ୍ଚଳରେ ଚୀନ୍‌ ସେନା ଚଳାଇଥିବା ଭିତ୍ତିଭୂମି ନିର୍ମାଣକୁ ଚିନ୍ତାଜନକ ବୋଲି ଦର୍ଶାଇଛନ୍ତି। ଫ୍ଲିନ୍‌ ହେଉଛନ୍ତି ଆମେରିକା ସେନାର…
Read More...

ରାଜୀବ ହତ୍ୟାକାରୀଙ୍କୁ ରାଜକ୍ଷମାର ସାମ୍ବିଧାନିକ ଦିଗ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ ପେରାରି ଭାଲନ୍‌ ଓରଫ୍‌ ଆରିଭୁ ଦୀର୍ଘବର୍ଷ କାରାବାସ ପରେ ରାଜକ୍ଷମା ବଳରେ ମୁକ୍ତି ପାଇବା ତା’ ପାଇଁ ଅବଶ୍ୟ ଏକ ଆଶ୍ବସ୍ତି। ସେହି ଦୃଷ୍ଟିରୁ…
Read More...

ସରକାରୀ ଧାନ ମଣ୍ଡି କାହା ସ୍ବାର୍ଥରେ?

ଓଡ଼ିଶାରେ ସରକାରୀ ମଣ୍ଡି (ବଜାର ପ୍ରାଙ୍ଗଣ) କହିଲେ କୃଷକଙ୍କ ଦ୍ବାରା ଉତ୍ପାଦିତ ଖରିଫ ଓ ରବି ଋତୁର କେବଳ ଧାନ ଫସଲ ବିକ୍ରି ଉଦ୍ଦିଷ୍ଟ ସରକାରୀ ବ୍ୟବସ୍ଥିତ ବଜାର ବ୍ୟବସ୍ଥାକୁ ବୁଝାଇଥାଏ। ଓଡ଼ିଶାରେ ଧାନ ଚାଷ ମୁଖ୍ୟ,…
Read More...

ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା; କେତେ ପିଲା ଅଛନ୍ତି, କେତେ ଖାଉଛନ୍ତି

ବରଗଡ଼: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କେତେ ପିଲା ଅଛନ୍ତି, କେତେ ପିଲା ଖାଉଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ରହୁନାହିଁ।…
Read More...

ପେନସନଧାରୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ

ଉଦଳା:  ଗତକାଲି (ବୁଧବାର) ଅପରାହ୍ନରେ ମୟୂରଭଞ୍ଜ ଜିଲା ଉଦଳାରେ ଥିବା ସୁଭଦ୍ରା ଗାର୍ମେଣ୍ଟସ ସମ୍ମୁଖରୁ ପଲସର ବାଇକରେ ଆସିଥିବା ଦୁଇ ଜଣ ଲୁଟିଆ ଜଣେ ପେନସନଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ କରିବାକୁ ସକ୍ଷମ…
Read More...

ଆଜିର ରାଶିଫଳ (୦୯/୦୬/୨୦୨୨)

ମେଷ: ସୁସ୍ଥ ଓ ନିରାମୟ ରହିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରିରେ ସ୍ବନାମଧନ୍ୟ ହେବେ। ବୃଷ: କର୍ମଚଞ୍ଚଳ ରହିବେ। କନ୍ୟା…
Read More...

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି୨୦ ଆଜି

ନୂଆଦିଲ୍ଲୀ: ୨ ମାସ ଧରି ଚାଲିଥିବା କ୍ରିକେଟ ମହୋତ୍ସବ ଆଇପିଏଲ୍‌ ପରେ ଏବେ ସମସ୍ତଙ୍କ ଧ୍ୟାନ ଆନ୍ତର୍ଜାତିକ କ୍ରିକେଟ୍‌ ଉପରେ। ଗୁରୁବାରଠାରୁ ଚଳିତବର୍ଷର ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବ…
Read More...

ବାରବାଟୀ ମ୍ୟାଚ୍‌; ହୋଟେଲ ସୁରକ୍ଷା ସମୀକ୍ଷା କଲେ ଉପାୟୁକ୍ତ

ଭୁବନେଶ୍ବର: ବାରବାଟୀ ଷ୍ଟାଡ଼ିୟମରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ମ୍ୟାଚ୍‌ ପାଇଁ ଶୁକ୍ରବାର ଦୁଇ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ। ଖେଳାଳି ମେଫେୟାର ହୋଟେଲରେ ରହିବେ।…
Read More...

ତାତିରେ ସିଝିବ ଓଡ଼ିଶା; ୧୩ ଯାଏ ନିସ୍ତାର ନାହିଁ

ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷୁଛି ନିଆଁ। କ୍ରମାଗତ ସପ୍ତାହେ ହେଲା ପଶ୍ଚିମ ଓଡ଼ିଶାର ନିଆ ଗଳୁଛି। ଗୁଜରାଟ ଆଡ଼ୁ ପ୍ରବାହିତ ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ତାତି ବଢୁଛି। ଆଗାମୀ ୩ରୁ ୪ ଦିନ…
Read More...

ଧାନର ଏମ୍‌ଏସ୍‌ପି ୧୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଖରିଫ ଋତୁରେ ଚାଷ କରାଯାଉଥିବା ୧୪ଟି କୃଷିଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‍ପି) ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ୫ରୁ ୯% ପର୍ଯ୍ୟନ୍ତ ହୋଇଛି। ସେଥିମଧ୍ୟରେ ଧାନ,…
Read More...

ଆଜିଠୁ ବାରବାଟୀ ଟି-୨୦ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି; ରାତିରୁ ଲାଗିଛି ଲମ୍ବା ଲାଇନ୍‌

କଟକ: ଆଜିଠୁ ବାରବାଟୀ ଟି-୨୦ ପାଇଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌ । ଦର୍ଶମାନେ ଟିକେଟ୍‌ କାଉଣ୍ଟରୁ ଟିକେଟ୍‌ ନେଇ ହେବାକୁ ଥିବା ଟି-୨୦ର ମଜା ନେଇପାରିବେ । ଏଥି ପାଇଁ ମୋଟ୍‌ ୯ଟି କାଉଣ୍ଟରରେ ସକାଳ ୯ଟାରୁ…
Read More...

ବିପଦ ସଙ୍କୁଳ ପଞ୍ଚାୟତ କାର୍ଯ୍ୟାଳୟ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ପଞ୍ଚାୟତ କାର୍ଯ୍ୟାଳୟ ଦୀର୍ଘ ବର୍ଷ ଧରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ କାର୍ଯ୍ୟାଳୟର ପୂନରୁଦ୍ଧାର କରିବା କିମ୍ବା ନୂତନ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ…
Read More...