nua o banner

ଦୁର୍ଘଟଣାରେ ଜଣେ ମୃତ

bjd gruha runa banner

ଗୁରୁଡିଝାଟିଆ : ଖୁଣ୍ଟୁଣୀ-ରାଜାଆଠଗଡ ରାସ୍ତାରେ ଦୁର୍ଘଟଣା ଘଟି ବୈରାଗୀ ଭୂୟାଁ (୬୦)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ମଟରସାଇକେଲକୁ ପୋଲିସ ଜବତ କରିଛି । ମୃତ ବୈରାଗୀର ଘର ରାଜାଆଠଗଡ ନିକଟସ୍ଥ ରାମ ନଗରରେ ବୋଲି ଜଣାପଡିଛି । ମୃତ ବୈରାଗୀର ପୁତ୍ର ଅକ୍ଷୟ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Comments are closed.