www.samajalive.in
Monday, December 15, 2025
15.1 C
Bhubaneswar

ମାନସିକ ବିକାରଗ୍ରସ୍ତଙ୍କୁୁ ସହାୟତା

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ଡାଳିଯୋଡା ସାହିତ୍ୟ ସଂସଦ ପକ୍ଷରୁ ଅମ୍ବିଳିଝରି ସ୍ଥିତ ଜନନୀ ଆଶ୍ରମରେ ସହାୟତା ପ୍ରଦାନ କରାଯାଇଛି । ଶନିବାର ସଂସଦର କର୍ମକର୍ତ୍ତା ମାନେ ଆଶ୍ରମର ରହୁଥିବା ମାନସିକ ଅନଗ୍ରସର ମହିଳା ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ଖାଦ୍ୟପେୟ ବଣ୍ଟନ କରିଥିଲେ। ସଂସଦର ସଭାପତି କେ.ସି ପ୍ରତାପ ସିଂ, ସଂପାଦକ ଶ୍ରନିବାସ ବେହରା, ସମାଜସେବୀ ଦିଲ୍ଲୀପ କୁମାର ଛତାର, ସନ୍ତୋଷ କୁମାର ଖୁଣ୍ଟଆ, ପବିତ୍ର ମୋହନ ସାହୁ, ବିଶ୍ୱ କଲ୍ୟାଣ ଦାସ, ଦିଲ୍ଲିପ ସାହୁ ଓ ଶୈଳେନ୍ଦ୍ର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories