ବେଆଇନ୍‌ ମୋରମ ଚାଲାଣ ବେଳେ ହାଇଓ୍ୱାକୁ ଦେଢ଼ଲକ୍ଷ ଜରିମାନା

ଫୁଲବାଣୀ: ବିନା ରସିଦରେ ବେଆଇନ ଭାବେ ମୋରମ ଚାଲାଣ କରିବା ଏକ ଠିକା ସଂସ୍ଥା ଗାଡିକୁ ମହଙ୍ଗା ପଡିଛି ।  ଗତକାଲି ଦିନ ବେଳା ଏକ ଠିକା ସଂସ୍ଥା ଗାଡି ନୂଆଁପଦର ପଞ୍ଚାୟତର ଏକ ପାହାଡ଼ କଡ଼ରୁ ବିନା ରସିଦରେ ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ ସୂଚନା ପାଇ ଫିରିଙ୍ଗିଆ ତହସିଲଦାର ଓ ଟିମ ମୋରମ ଚାଲାଣ ହେଉଥିବା ସ୍ଥାନକୁ ଯାଇ ହାଇଓ୍ୱା ଗାଡି ଜବତ କରିବା ସହ ଗାଡିଟି ଉପରେ ଦେଢ଼ ଲକ୍ଷ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି ।

kalyan agarbati

Comments are closed.