www.samajalive.in
Wednesday, December 10, 2025
15.1 C
Bhubaneswar

ବିଜେପି ସମର୍ଥିତ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଲେ

ନୂଆଦିଲ୍ଲୀ : ରାଜସ୍ଥାନର ୪ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ଭୋଟର ଫଳାଫଳ ମିଳିଛି। ନିର୍ବାଚନ ହୋଇଥିବା ୪ଟି ଆସନରୁ କଂଗ୍ରେସ ୩ଟିରେ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। କଂଗ୍ରେସର ବିଜୟୀ ପ୍ରାର୍ଥୀମାନେ ହେଲେ ରଣଦୀପ ସୂ‌େର୍ଯ୍ୟୱାଲା, ମୁକୁଲ ୱାଜନିକ ଓ ପ୍ରମୋଦ ତିୱାରୀ। ଏହି ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ପରାସ୍ତ ହୋଇଛନ୍ତି। ବିଜୟ ପାଇଁ ୪୧ ଭୋଟ ଦରକାର ଥିବାବେଳେ ସେ ପାଇଛନ୍ତି ୩୦ ସଭ୍ୟଙ୍କ ସମର୍ଥନ।
ସୂଚନାଯୋଗ୍ୟ କି ରାଜ୍ୟସ୍ଥାନ କଂଗ୍ରେସ ଗଡ଼ରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚନ୍ଦ୍ରାଙ୍କୁ ବିଜେପି ସମର୍ଥନ କରୁଥିଲା। ରାଜ୍ୟସଭାକୁ ନିର୍ବାଚିତ ହେବା ଲାଗି ଏଠାରେ ଜଣେ ପ୍ରାର୍ଥୀଙ୍କୁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories